Home

ବିବାହ କଲେ ମାରିଏନା, ଫୋବିଓଲା

ଓ୍ବାଶିଂଟନ୍‌: ସମଲିଙ୍ଗୀ ସମ୍ପର୍କକୁ ଅନେକ ଦେଶ ସ୍ବୀକୃତି ଦେବା ପରେ ଅନେକେ ଏବେ ନିଜ ରିଲେଶନ୍‌ଶିପ୍‌ ଷ୍ଟାଟସ୍‌କୁ ସର୍ବସମ୍ମୁଖରେ ପ୍ରକାଶ କରିବା ଆରମ୍ଭ କରିଛନ୍ତି। ତେବେ ସୁନ୍ଦରୀଙ୍କ ଜଗତରେ ଏବେ ଏହି ସମ୍ପର୍କକୁ ନେଇ ଜୋର୍‌ ଚର୍ଚ୍ଚା ଆରମ୍ଭ ହୋଇଛି ।…

ସକ୍ରିୟ ମାମଲା ୧୭ ହଜାର ତଳେ…

ନୂଆଦିଲ୍ଲୀ, ୩।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣର ଆତଙ୍କ ପୁଣି ଆରମ୍ଭ ହୋଇଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୭ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ିଛି।…

ବାଇଡେନଙ୍କ ନିର୍ଦ୍ଦେଶରେ ନର୍ଡ ଷ୍ଟ୍ରିମ୍‌ ଉପରେ ହୋଇଛି ଆକ୍ରମଣ: ରୁଷିଆର ଅଭିଯୋଗ…

ମସ୍କୋ,୩।୧୧ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମୁଖପାତ୍ର ଦିମିତ୍ରୀ ପେସ୍କୋଭ ଦାବି କରିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶରେ ସେପ୍ଟେମ୍ବରରେ ବ୍ରିଟେନ ନର୍ଡ ଷ୍ଟ୍ରିମ ଗ୍ୟାସ ପାଇପଲାଇନ ଉପରେ ଆକ୍ରମଣ ହୋଇଥିଲା। ପେସ୍କୋଭ କହିଛନ୍ତି ଯେ ରୁଷିଆର…

ପ୍ରଶାନ୍ତ ମହାସାଗର ମୁହାଁ କିମ୍‌ଙ୍କ କ୍ଷେପଣାସ୍ତ୍ର…

ପ୍ୟୋଙ୍ଗୟାଙ୍ଗ,୩।୧୧ : ରୁଷିଏ ଏବଂ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବର୍ତ୍ତମାନ କୋରିଆ ପ୍ରାୟଦ୍ୱୀପରେ ଯୁଦ୍ଧର ଆଶଙ୍କା ଦେଖାଦେଇଛି। ଉତ୍ତର କୋରିଆର ଏକଛତ୍ରବାଦି ଶାସକ କିମ୍‌ ଜୋଙ୍ଗ ଉନ୍‌ ଜାପାନ ଉପର ଦେଇ ପ୍ରଶାନ୍ତ ମହାସାଗରରେ ଏକ କ୍ଷେପଣାସ୍ତ୍ର ନିକ୍ଷେପ କରଛନ୍ତି।…

ଆଜି ଦିନ ୧୨ଟାରେ ଘୋଷଣା ହେବ ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ

ନୂଆଦିଲ୍ଲୀ,୩ ।୧୧: ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ଗୁରୁବାର ଦିନ ୧୨ଟାରେ ତାରିଖ ଘୋଷଣା ହେବ ବୋଲି ଜଣାପଡିଛି । ନିର୍ବାଚନ କମିଶନ ଦିନ ୧୨ଟାରେ ଏକ ପ୍ରେସ କନଫରେନ୍ସ କରି ତାରିଖ ଘୋଷଣା କରିବେ ବୋଲି ଜଣାପଡିଛି…

କ୍ୱାର୍ଟର ଫାଇନାଲରେ ପ୍ରମୋଦ

ଭୁବନେଶ୍ୱର, ୩।୧୧, (କ୍ରୀଡ଼ା ପ୍ରତିନିଧି): ଜାପାନର ଟୋକିଓରେ ଚାଲିଥିବା ବିଡବ୍ଲ୍ୟୁଏଫ୍‌ ପାରା ବ୍ୟାଡମିଣ୍ଟନ୍‌ ବିଶ୍ୱ ଚାମ୍ପିୟନଶିପ୍‌ର ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ବୁଧବାର ଅନୁଷ୍ଠିତ ମ୍ୟାଚରେ ସେ ଇଂଲଣ୍ଡର ଓ୍ବିଲିୟମ ସ୍ମିଥଙ୍କୁ ୨୧-୫, ୨୧-୩ରେ ହରାଇ…

ଜାତୀୟ ରାଇଫଲ ଶୁଟରଙ୍କ ପାଇଁ ତାଲିମ ଶିବିର

ଭୁବନେଶ୍ବର, ୩।୧୧, (କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ରାଇଫଲ ଆସୋସିଏଶନ ଆନୁକୂଲ୍ୟରେ ଏକ ୮ ଦିନିଆ ଶୁଟିଂ ପ୍ରଶିକ୍ଷଣ ଶିବିର ଏଠାରେ ଆୟୋଜନ କରାଯିବ। ଜାତୀୟ ବନ୍ଧୁକ ଚାଳନା ପ୍ରତିଯୋଗିତା ପାଇଁ ମନୋନୀତ ରାଇଫଲ ଶୁଟରମାନେ ଏହି ଶିବିରରେ ପ୍ରଶିକ୍ଷଣ ନେବେ। ଅନ୍ତର୍ଜାତୀୟ…

ରାଜ୍ୟ ଫୁଟ୍‌ବଲ ଆସୋସିଏଶନକୁ ମିଳିବ ୨୪ ଲକ୍ଷ

ନୂଆଦିଲ୍ଳୀ, ୩ା୧୧ (ପି.ଟି.) ଦେଶରେ ରହିଥିବା ସମସ୍ତ ରାଜ୍ୟ ଫୁଟବଲ ଆସୋସିଏଶନଗୁଡିକୁ ବାର୍ଷିକ ୨୪ ଲକ୍ଷ ଟଙ୍କା ପ୍ରଦାନ କରିବ ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌)। ବୁଧବାର ସ୍ଥାନୀୟ ଫୁଟବଲ ହାଉସରେ ଅଭିଜିତ୍‌ ପଲଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକ ପରେ ଏଆଇଏଫଏଫ୍‌ର…

୧୬ ରୁ ୪ ଦିନିଆ ଶିଳ୍ପ ପ୍ରଦର୍ଶନୀ

ଭୁବନେଶ୍ୱର,୩।୧୧: ଦେଶର ପ୍ରମୁଖ ଶିଳ୍ପସଂସ୍ଥା କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ୪ ଦିନିଆ ଶିଳ୍ପ ପ୍ରଦର୍ଶନୀ ନଭେମ୍ବର ୧୬ରୁ ୧୯ ପର୍ଯ୍ୟନ୍ତ ଅନୁଷ୍ଟିତ ହେବ ବୋଲି ସଂସ୍ଥା ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ସଂସ୍ଥାର ଦ୍ୱିବାର୍ଷିକ ଅଭିଯାନ ଅନୁଯାୟୀ…

‘ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ଆସିବା ଆବଶ୍ୟକ’

ଭୁବନେଶ୍ୱର,୩।୧୧: ପୂର୍ବତଟ ରେଳପଥ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ବୁଧବାର ସ୍ଥାନୀୟ ରେଳ ସଦନଠାରେ ଏକ କର୍ମଶାଳା ‘ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତିମୁକ୍ତ ଭାରତ’ ଶୀର୍ଷକ ବିଷୟବିସ୍ତୁ ଉପରେ କର୍ମଶାଳାର ଆୟୋଜନ କରାଯାଇଥିଲା। ଏହି ଅବସରରେ…

ଭୁବନେଶ୍ୱରରେ ଇନୋଭୋଏର ମୁଖ୍ୟାଳୟ ଉଦ୍‌ଘାଟିତ

ଭୁବନେଶ୍ୱର,୩।୧୧: ଅନ୍ତଃରାଷ୍ଟ୍ରୀୟ ହେଲ୍‌ଥ ଷ୍ଟାର୍ଟଅପ୍‌ ସଂସ୍ଥା (ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ଅଗ୍ରଣୀ ଉପତ୍ାଦ ବିକାଶ କମ୍ପାନୀ) ଇନୋଭୋଏର କର୍ପୋରେଶନ ତା’ର ଭାରତ ମୁଖ୍ୟାଳୟକୁ ଭୁବନେଶ୍ୱରସ୍ଥିତ ଡିଏଲ୍‌ଏଫ୍‌ ସାଇବର ସିଟିଠାରେ ଶୁଭାରମ୍ଭ କରିଛି। ଏହି ଅବସରରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି…

ଶୁଭ୍ରକାନ୍ତ ଫିକିର ପରବର୍ତ୍ତୀ ସଭାପତି

ମୁମ୍ବାଇ,୩।୧୧: ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ(ଫିକି)ର ପରବର୍ତ୍ତୀ ସଭାପତି ଭାବେ ଇମ୍ପାର ଏମ୍‌ଡି ଶୁଭ୍ରକାନ୍ତ ପଣ୍ଡା ମନୋନୀତ ହୋଇଥିବା ଜଣାପଡ଼ିଛି। ଏପରିକି ବୁଧବାର ମୁମ୍ବାଇଠାରେ ଆୟୋଜିତ ଫିକିର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଥିବା ସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri