୨୪ରୁ ବିଧାନସଭା ଶୀତକାଳୀନ ଅଧିବେଶନ
ଭୁବନେଶ୍ୱର,୩ା୧୧(ବ୍ୟୁରୋ): ନଭେମ୍ବର ୨୪ରୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଚଳିତ ଶୀତକାଳୀନ ଅଧିବେଶନରେ ମୋଟ୍ ୩୩ଟି କାର୍ଯ୍ୟ ଦିବସ ରହିବ। ଏହି ଅଧିବେଶନର ପ୍ରଥମ ଦିନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ବଜେଟ୍…
ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ
ନୂଆଦିଲ୍ଲୀ,୩।୧୧: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ। ରାଜ୍ୟର ୧୮୨ ଆସନ ବିଶିଷ୍ଟ ବିଧାନସଭା ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଭୋଟ ଡିସେମ୍ବର ୧ରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ…
ମେଡିକାଲ ବାରଣ୍ଡାରେ ପ୍ରସବ କଲେ ମହିଳା
ଟିକିରି,୩ା୧୧(ଡି.ଏନ୍.ଏ.): ଗର୍ଭବତୀ ମହିଳାଙ୍କ ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି। ସେହି ଯୋଜନାରୁ ମଧ୍ୟ କିଛି ଗର୍ଭବତୀ ବଞ୍ଚିତ ହେଉଥିବା ବେଳେ ଆଉ କିଛି ଗର୍ଭବତୀ ଖଟିଆରେ ବୁହା ହେଉଛନ୍ତି ତ ଆଉ କେଉଁଠି ଚଉକିରେ। ଏମିତି ଏକ ଅଭାବନୀୟ…
ମାତ୍ର ୧୧ ସେେକେଣ୍ଡରେ ହରିଣକୁ ଗିଳିଦେଲା ଅଜଗର: ଦେଖନ୍ତୁ ଭିଡିଓ
ସୋସିଆଲ ମିଡିଆରେ ବେଳେବେଳେ ଏମିତି ଭିଡିଓ ଭାଇରାଲ ହୁଏ, ଯାହା ବେଶ୍ ଆଶ୍ଚର୍ଯ୍ୟଜନକ ହୋଇଥାଏ। ନିକଟରେ ସେମିତି ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଏକ ଅଜଗର ସାପ ଆଖି ପିଛୁଳାକେ ପୁରା ହରିଣକୁ ଗିଳି ଦେଇଥିଲା। ଏହି ଭିଡିଓର ପ୍ରତ୍ୟେକ…
ବମ୍ବେ ହାଇକୋର୍ଟ ନାମ ପରିବର୍ତ୍ତନ ଆବେଦନକୁ ଖାରଜ କଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୩।୧୧ : ବମ୍ବେ ହାଇକୋର୍ଟର ନାମ ପରିବର୍ତ୍ତନ ଆବେଦନକୁ ସୁପ୍ରିମ୍କୋର୍ଟ ଖାରଜ କରିଦେଇଛନ୍ତି। ଏହାକୁ ମହାରାଷ୍ଟ୍ର ହାଇକୋର୍ଟଭାବେ ନାମକରଣ କରାଯିବାକୁ ଏକ ପିଟିଶନ ଦାଖଲ କରାଯାଇଥିଲା। ବିଚାରପତି ଅନିରୁଦ୍ଧ ବୋଷ ଏବଂ ବିକ୍ରମ ନାଥଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ବିଚାର…
୨୦ ବର୍ଷରେ ୧୭୬ କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି କିମ୍…
ପ୍ୟୋଙ୍ଗୟାଙ୍ଗ,୩।୧୧ : ଚଳିତ ବର୍ଷ ଉତ୍ତର କୋରିଆ ଲଗାତାର କ୍ଷେପଣାସ୍ତ୍ର ପରୀକ୍ଷା କରୁଛି। କ୍ଷେପଣାସ୍ତ୍ର ପରୀକ୍ଷଣକୁ ନେଇ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁଣି ଥରେ ଆକ୍ସନ ମୋଡରେ ଅଛନ୍ତି। ସେ ଚଳିତ ବର୍ଷ ଜାନୁଆରୀରୁ କ୍ଷେପଣାସ୍ତ୍ର…
ପୋଲିଂ ଅଫିସରଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩ା୧୧(ବ୍ୟୁରୋ): ଧାମନଗର ଉପନିର୍ବାଚନରେ ନିୟୋଜିତ ଥିବା ପୋଲିଂ ଅଫିସର ନଟବର ମୁଣ୍ଡାଙ୍କ ଗୁରୁବାର ମୃତ୍ୟୁ ଘଟିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ଧାମନଗର ଉପନିର୍ବାଚନରେ ନିୟୋଜିତ ଥିବା ପୋଲିଂ ଅଫିସର ନଟବର…
ପୋଲିଂ କର୍ମଚାରୀଙ୍କ ଜୀବନ ଗଲା
ଭଦ୍ରକ ଅଫିସ,୩ା୧୧: ଧାମନଗର ଉପନିର୍ବାଚନରେ ନିୟୋଜିତ ଥିବା ପୋଲିଂ କର୍ମଚାରୀ ନଟବର ମୁଣ୍ଡାଙ୍କ ମୃତ୍ୟୁ ଘଟିଛି। ତାଙ୍କ ଘର ଭଦ୍ରକ ଜିଲାର ବାଗୁରାଇରେ ବୋଲି ଜଣାପଡ଼ିଛି। ନଟବରଙ୍କୁ ଧାମନଗରର ୧୩୯ ନମ୍ବର ବୁଥ୍ରେ ପୋଲିଂ କର୍ମଚାରୀ ଭାବେ ନିୟୋଜିତ କରାଯାଇଥିଲା। ବୁଧବାର…
ଜୈବିକ ଅସ୍ତ୍ରଶସ୍ତ୍ର ମାମଲାରେ ରୁଷିଆକୁ ସମର୍ଥନ କଲା ଚାଇନା…
ମସ୍କୋ/ବେଜିଂ,୩।୧୧ : ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ୟୁଏନଏସସିରେ ପାରିତ ହୋଇଥିବା ଅନ୍ୟ ଏକ ପ୍ରସ୍ତାବରୁ ନିଜକୁ ଦୂରେଇ ରଖିଛି। ଜୈବିକ ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ନେଇ ୟୁକ୍ରେନ ଏକ ବଡ ଦାବି କରିଥିଲା। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ରୁଷିଆ ଦାବି…
ପିଲାଙ୍କୁ କରାଟେ ଶିଖାଇଲେ ରାହୁଲ ଗାନ୍ଧୀ
ହାଇଦ୍ରାବାଦ୍,୩।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା ଏବେ ତେଲେଙ୍ଗାନାରେ ଚାଳିଛି। ଏହି ଯାତ୍ରା ଗୁରୁବାର ରୁଦ୍ରାରାମ ଗ୍ରାମରୁ ଆରମ୍ଭ ହୋଇଥିଲା। ଏହି ସମୟରେ ରାହୁଲ ଗାନ୍ଧୀଙ୍କ ସହ ବହୁ ସଂଖ୍ୟାରେ କାର୍ଯ୍ୟକାର୍ତ୍ତା ଉପସ୍ଥିତ ଥିଲେ। ଏଥି ସହିତ…
କିଙ୍ଗଖାନ୍ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଏକାଠି ହୋଇଥିଲେ ଲକ୍ଷଲକ୍ଷ ପ୍ରଶଂସକ, ଭାଇରାଲ ହେଉଛି ଫଟୋ
ମୁମ୍ବାଇ: ବଲିଉଡ୍ର କିଙ୍ଗ ଖାନ୍ ଶାହାରୁଖ ନଭେମ୍ବର ୨ ଅର୍ଥାତ୍ ଗତକାଲି ତାଙ୍କର ଜନ୍ମଦିନ ପାଳନ କରିଥିଲେ। ଏହି ଖାସ୍ ଦିନରେ କିଙ୍ଗ୍ଖାନ୍ ପ୍ରଶଂସକମାନଙ୍କୁ ବେଶ୍ ଖୁସି ବି କରିଥିଲେ। ଗୁରୁବାର ତାଙ୍କର ଏହି ଖୁସି ମୁହୂର୍ତ୍ତର ଫଟୋ ଭାଇରାଲ ହେଉଛି।…
ଆମେରିକା-ୟୁରୋପୀୟ ସଂଘର ଧମକ କାମ ଦେଲାନି, ଭାରତକୁ ତୈଳ ଯୋଗାଣରେ ରୁଷିଆ ଶୀର୍ଷରେ…
ନୂଆଦିଲ୍ଲୀ,୩।୧୧ : ରୁଷଠାରୁ ଭାରତର ତୈଳ କ୍ରୟକୁ ନେଇ ଆମେରିକା ଏବଂ ୟୁରୋପୀୟ ସଂଘ ଅନେକ ଥର ଆପତ୍ତି ଉଠାଇଛନ୍ତି। କିନ୍ତୁ ଏହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ପ୍ରଭାବିତ କରିନାହିଁ। କେବଳ ଏତିକି ନୁହେଁ, ଅକ୍ଟୋବର ମାସରେ ରୁଷିଏ…
Archives


