ନିର୍ବାଚନ ରାଲିରେ ଲାଗିଲା ‘ଆମକୁ ପିଓକେ ଦରକାର’ ନାରା: ପ୍ରତିରକ୍ଷା ମନ୍ତ୍ରୀ କହିଲେ, ଧୈର୍ଯ୍ୟ ଧର
ଶିମ୍ଲା,୩।୧୧: ହିମାଚଳ ପ୍ରଦେଶର ଜୟସିଂହପୁରରେ ଏକ ନିର୍ବାଚନ ରାଲିରେ ଲୋକମାନେ ‘ଆମକୁ ପିଓକେ ଦରକାର’ ସ୍ଲୋଗାନ ଦେଇଥିଲେ। ଲୋକଙ୍କ ଏହି ସ୍ଲୋଗାନକୁ ଜବାବ ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଧୈର୍ଯ୍ୟ ଧରନ୍ତୁ। ଯଦି ସୀମାରେ କୌଣସି ଉଲ୍ଲଂଘନ ଦେଖିବାକୁ…
ଦୁଇ ଦୁଇ ଥର ଭାଙ୍ଗିଛି ପାରସ୍ଙ୍କ ହୃଦୟ; କାରଣ ନ କହି ବ୍ରେକ୍ଅପ୍ କରିଥିଲେ ଉର୍ଫି
ବମ୍ବେ: ଟେଲିପରଦାର ଲୋକପ୍ରିୟ ଧାରାବାହିକ ମଧ୍ୟରୁ ‘ଅନୁପମା’ ଅନ୍ୟତମ। ଶୋ’ର ଷ୍ଟାରକାଷ୍ଟର ପ୍ରତିଟି ଚରିତ୍ର ଏବେ ଘରେ ଘରେ ପରିଚିତ। ଅନୁପମାଙ୍କ ପୁଅ ସମର ଭୂମିକାରେ ନଜର ଆସୁଥିଲେ ପାରସ କଲନାଓ୍ବତ। ଶୋ’ ଛାଡ଼ିବା ପରଠାରୁ ସେ ‘ଝଲକ୍ ଦିଖଲା ଯା’ରେ…
ଟଳିପଡିଲେ ୩ ଆତଙ୍କବାଦୀ
ଶ୍ରୀନଗର,୩।୧୧: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାର ଭାରତ-ପାକିସ୍ତାନ ଲାଇନ ଅଫ କଣ୍ଟ୍ରୋଲ ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ସେନା ପଣ୍ଡ କରିଛି। ସେଠାରେ ଚାଲିଥିବା ଅପରେଶନରେ ତିନି ଜଣ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।…
‘ଯଦି ମୁଁ ଅପରାଧ କରିଛି, ଗିରଫ କର’
ରାଞ୍ଚି,୩।୧୧: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ରେ ହାଜର ହୋଇନାହାଁନ୍ତି। ସେ ଇଡିକୁ ଏକ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ବେଆଇନ ଖଣି ମାମଲାରେ ପଚରାଉଚରା ପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ହେମନ୍ତ ସୋରେନଙ୍କୁ ରାଞ୍ଚି କାର୍ଯ୍ୟାଳୟରେ ହାଜର…
ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ୍ ଦେଲେ ରାଜ୍ୟପାଳ
ଥିରୁଭାନନ୍ତପୁରମ୍,୩।୧୧: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରିଛନ୍ତି। କୂଳପତି ନିଯୁକ୍ତିରେ ରାଜନୈତିକ ହସ୍ତକ୍ଷେପର ଏକ ଉଦାହରଣ ଦେଖାଇବାକୁ ସେ ବିଜୟନଙ୍କୁ କହିଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ଏପରି ଏକ ଉଦାହରଣ ମଧ୍ୟ ଉପସ୍ଥାପନ…
ଅମିତାଭଙ୍କ ଫିଟ୍ନେସ୍ର ରାଜ୍
ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ସେଲିବ୍ରିଟିମାନଙ୍କ ପାଇଁ ଫିଟ ରହିବା ଏକ ବଡ଼ ଆହ୍ବାନ। ଏଥିପାଇଁ ସେମାନଙ୍କୁ ନିଜ ପ୍ରିୟ ଖାଦ୍ୟ ତ୍ୟାଗ କରିବାକୁ ପଡେ। ମହାନାୟକ ଅମିତାଭ ବଚ୍ଚନ ମଧ୍ୟ ନିଜକୁ ଫିଟ୍ ରଖିବା ପାଇଁ କଠିନ ପରିଶ୍ରମ କରନ୍ତି।…
୭ ମାସ ହେଲା ଜଳ ଯୋଗାଣ ବନ୍ଦ: ଦୂଷିତ ପାଣି ବ୍ୟବହାର କରୁଛନ୍ତି ବେଣାଗାଡ଼ିଆବାସୀ
ଖଣ୍ଡପଡ଼ା,୩ା୧୧(ସ୍ବ.ପ୍ର.): ବିଦ୍ୟୁତ୍ ବକେୟା ବିଲ ୧୦ଲକ୍ଷରୁ ଊର୍ଦ୍ଧ୍ୱ। ତା’ସାଙ୍ଗକୁ ବିଦ୍ୟୁତ ଟ୍ରାନ୍ସଫର୍ମରଟି ପୋଡ଼ି ଯିବାର ୬ ମାସରୁ ଅଧିକ ହେଲାଣି । ଗ୍ରାମବାସୀ ୭ ମାସ ହେଲା ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଫଳରେ ଅଞ୍ଚଳବାସୀ ବିଭିନ୍ନ ଜଳ ଉତ୍ସର…
୨ ମଧୁମେହ ରିପୋର୍ଟକୁ ନେଇ ଚିନ୍ତା
ନୟାଗଡ଼ ଅଫିସ,୩।୧୧: ନୟାଗଡ଼ ଜିଲା ସଦର ମହକୁମାର ଦୁଇଟି ପ୍ରମୁଖ ପାଥୋଲୋଜିର ଫାଷ୍ଟିଂ ରିପୋର୍ଟକୁ ଅନୁଧ୍ୟାନ କଲେ ରୋଗୀଙ୍କ ଜୀବନ ସହ ଖେଳ ଖେଳା ଯାଉଥିବା ପ୍ରମାଣିତ ହେଉଛି । ଏହି ଦୁଇଟି ରିପୋର୍ଟ ଘରୋଇ ପାଥୋଲୋଜିର ରୋଗ ନିରୁପଣ ଉପରେ…
ଅବସରପ୍ରାପ୍ତ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
ମାଲକାନଗିରି,୩ା୧୧(ଡି.ଏନ୍.ଏ.): ମାଲକାନଗିରି ଜିଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବିଭିନ୍ନ ଦାବି ନେଇ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସଂଘର ସମ୍ପାଦକ ରବିନ୍ଦ୍ର ମହାରଣାଙ୍କ ନେତୃତ୍ୱରେ ସୁବାସ ଛକ ସଂଘ କାର୍ଯ୍ୟାଳୟ ପରିସରରୁ…
ହଷ୍ଟେଲ ପାଇଁ ଫୋନ୍ କଲେ କଲ୍ ଲାଗୁଛି ପିପିଲିରେ
କଟକ ଅଫିସ,୩ା୧୧: ରେଭେନ୍ଶା ବିଶ୍ୱବିଦ୍ୟାଳୟ ଓ୍ବେବସାଇଟ୍ରେ ହଷ୍ଟେଲ ଚିଫ୍ ଓ୍ବାର୍ଡେନଙ୍କ କାର୍ଯ୍ୟାଳୟ ନମ୍ବରକୁ ନେଇ ଛାତ୍ରୀଛାତ୍ରମାନେ ବିଭ୍ରାନ୍ତ ହେଉଛନ୍ତି। ଉକ୍ତ ନମ୍ବରରେ ଫୋନ୍ କଲେ ତାହାକୁ ପିପିଲିର ଏକ ଅଜଣା ବ୍ୟକ୍ତି ଉଠାଉଛନ୍ତି। ଯଦ୍ୱାରା ଛାତ୍ରୀଛାତ୍ରମାନେ ତଥ୍ୟ ପାଇବା ନିମନ୍ତେ ନିରାଶ…
ଟେଣ୍ଡର ପରେ ବି ରାସ୍ତା ମରାମତି ନାମରେ ଲୁଟ୍
ଚଣ୍ଡିଖୋଲ, ୩ା୧୧ (ଡି.ଏନ୍.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବୈରୀଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଯାଇଛି। ତେବେ ଏହି ଟେଣ୍ଡର କାମ ଆରମ୍ଭ ପୂର୍ବରୁ ପୂର୍ତ୍ତ ବିଭାଗ ତରଫରୁ ରାସ୍ତା ମରାମତି ନାମରେ…
‘ବିଦେଶରେ ଥାଇ ମୁମ୍ବାଇକୁ ଖୁବ୍ ମିସ୍ କରୁଥିଲି’
ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ନିକଟରେ ଭାରତ ଫେରିଛନ୍ତି। ନିକ୍ ଜୋନାସଙ୍କୁ ବିବାହ କରିବା ପରେ ଲସ୍ ଏଞ୍ଜେଲସରେ ରହୁଥିବା ପ୍ରିୟଙ୍କା ୩ ବର୍ଷ ପରେ ନିଜ ଦେଶକୁ ଫେରିଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ତାଙ୍କର ଫଟୋ ଏବଂ…
Archives


