‘କଭି ଅଲ୍ ବିଦା ନା କେହନା’ ମେସେଜ୍ ଲେଖି ଜୀବନ ହାରିଲେ ଯୁବତୀ
ବଲାଙ୍ଗୀର ଅଫିସ,୬ା୧୧: ବଲାଙ୍ଗୀର ରେଳଷ୍ଟେଶନ ନିକଟ ଖୁଜେନ ପାଲିି ରେଲଓ୍ବେ ଚେକ୍ ଗେଟ୍ ରେଳ ଧାରଣାରେ ଜଣେ ଯୁବତୀଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ମୃତ ଯୁବତୀ ବଲାଙ୍ଗୀର ସହରର ତାଲପାଲି ପଡ଼ାର ସାରିକା ସାଏ (୩୮)। ସେ…
ଚର୍ଚ୍ଚାରେ ଦବଙ୍ଗ ଗର୍ଲ
ମୁମ୍ବାଇ: ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି। ବିଶେଷକରି ଏବେ ନିଜର ଷ୍ଟାଇଲ୍କୁ ନେଇ ବେଶ୍ ଚର୍ଚ୍ଚାରେ। ସୋନାକ୍ଷୀ ଏକ ପ୍ରିଣ୍ଟେଡ ଲେହେଙ୍ଗା ପିନ୍ଧି ଖୁବ୍ ସୁନ୍ଦର ଦିଶୁଛନ୍ତି। ସୋନାକ୍ଷୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ଫଟୋ…
ଜମ୍ମୁ-କଶ୍ମୀରକୁ ମିଳିପାରେ ରାଜ୍ୟ ମାନ୍ୟତା, ଅର୍ଥମନ୍ତ୍ରୀ ଦେଲେ ସଙ୍କେତ…
ଥିରୁଭାନନ୍ତପୁରମ,୬।୧୧ : ଜମ୍ମୁ-କଶ୍ମୀରକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ସଙ୍କେତ ଦେଇଛନ୍ତି। ୧୪ ତମ ଅର୍ଥ ଆୟୋଗର ସୁପାରିଶ ବିଷୟରେ ସୂଚନା ଦେଇ ସେ ପାଣ୍ଠି ବଣ୍ଟନ ସମ୍ବନ୍ଧରେ ସେ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ। ଥିରୁଭାନନ୍ତପୁରମରେ ଏହି…
ପାକିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୧୨୮ ରନ୍…
ମୋଲବୋର୍ନ,୬।୧୧ : ଟି-୨୦ ବିଶ୍ୱକପର ୪୧ ତମ ମ୍ୟାଚରେ ପାକିସ୍ତାନ ଏବଂ ବାଂଲାଦେଶ ମୁହାଁମୁହିଁ ହୋଇଛନ୍ତି। ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପାକିସ୍ତାନ ଅଧିନାୟକ ବାବର ଆଜମ୍ଙ୍କ ନେତୃତ୍ୱରେ ଦଳ…
ଭାଜପାର ନିର୍ବାଚନୀ ଇସ୍ତାହାର ଜାରି : ୟୁନିଫର୍ମ ସିଭିଲ କୋଡଠାରୁ ନିଯୁକ୍ତି ପର୍ଯ୍ୟନ୍ତ ୧୧ ପ୍ରତିଶ୍ରୁତି…
ଶିମଲା,୬।୧୧ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡା ରବିବାର ଶିମଲାରେ ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ଦଳର ଇସ୍ତାହାର ପ୍ରକାଶ କରିଛନ୍ତି। ଏଥିରେ ୟୁନିଫର୍ମ ସିଭିଲ କୋଡ୍ ଠାରୁ ଠାରୁ ଆରମ୍ଭ କରି ରାଜ୍ୟରେ ଚାକିରି ଯୋଗାଇବା…
ପ୍ରଥମଥର ପାଇଁ ଛାତ ଉପରେ ରିଲ୍ କରୁଥିଲେ ଯୁବତୀ, ବିଜୁଳି ମାରିବାରୁ ଘଟିଲା ଏମିତି, ଭିଡିଓ ଦେଖିଲେ…
ସୋସିଆଲ ମିଡିଆ ଏମିତି ଏକ ପ୍ଲାଟ୍ଫର୍ମ ଯେଉଁଠି ସବୁକିଛି ଦେଖିବାକୁ ମିଳିଥାଏ। ପ୍ରେରଣା, ପ୍ରଭାବ, କମେଡି ମଧ୍ୟ। ଏଠାରେ ବେଳେବେଳେ ଏମିତି ମଜାଳିଆ କଥା ଦେଖିବାକୁ ମିଳେ, ଯାହା ଦେଖି ଲୋକେ ହସିହସି ଗଡ଼ନ୍ତି। beautiful_new_pix ନାମକ ଏକ ଟୁଇଟର ପେଜ୍ରେ…
ସୈନ୍ୟ କମାଣ୍ଡର୍ସ ସମ୍ମଳନୀରେ ଏଲଏସି ପାଇଁ ନୂଆ ରଣନୀତି…
ନୂଆଦିଲ୍ଲୀ,୬।୧୧ : ପୂର୍ବ ଲଦାଖରେ ଥିବା ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତ-ଚାଇନା ସମ୍ପର୍କ ଉପରେ ଏକ ନୂତନ ରଣନୀତି ପ୍ରସ୍ତୁତ କରାଯାଉଛି। ସୋମବାରଠାରୁ ଦିଲ୍ଲୀରେ ଆରମ୍ଭ ହେବାକୁ ଥିବା ପାଞ୍ଚ ଦିନିଆ ମିଲିଟାରୀ କମାଣ୍ଡର୍ସ…
ସେମିଫାଇନାଲରେ ଟିମ୍ ଇଣ୍ଡିଆ…
ମେଲବୋର୍ନ,୬।୧୧ : ରବିବାର ନେଦରଲାଣ୍ଡ ବିପକ୍ଷରେ ଦକ୍ଷିଣ ଆଫ୍ରିକା ପରାସ୍ତ ହେବା ପରେ ଭାରତୀୟ ଦଳ ଟି-୨୦ ବିଶ୍ୱକପ୍ର ସେମିଫାଇନାଲରେ ପ୍ରବେଶ କରିଛି। ଗ୍ରୁପ-୨ ରୁ ଶେଷ -୪ରେ ପହଞ୍ଚିବାରେ ଟିମ୍ ଇଣ୍ଡିଆ ପ୍ରଥମ ଦଳ ହୋଇଛି। ଚାରିଟି ମ୍ୟାଚରେ ଟିମ…
ଦକ୍ଷିଣ ଆଫ୍ରିକା ବିଶ୍ୱକପରୁ ବାହାର, ନେଦରଲାଣ୍ଡ ଜିତିଲା…
ମୋଲବୋର୍ନ,୬।୧୧ : ରବିବାର ଟି-୨୦ ବିଶ୍ୱକପରେ ନେଦରଲାଣ୍ଡ ସମସ୍ତଙ୍କୁ ଚକିତ କରିଛି। ଆଡିଲେଡରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ଦଳ ପରାଜିତ କରିଛି। ଫଳରେ ଦକ୍ଷିଣ ଆଫ୍ରିକା ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇ ଯାଇଛି। ସେମିଫାଇନାଲରେ ପହଞ୍ଚିବା ପାଇଁ ଆଫ୍ରିକୀୟ ଦଳକୁ ଏହି ମ୍ୟାଚ…
ଫିଲାଡେଲଫିଆରେ ଗୁଳିକାଣ୍ଡ: ୧୦ ଗୁରୁତର ଆହତ…
ମୋଲବୋର୍ନ,୬।୧୧ : ଆମେରିକାର ଫିଲାଡେଲଫିଆ ସହରର କେନ୍ସିଙ୍ଗଟନ ଏବଂ ଆଲେଗେନି ଅଞ୍ଚଳରେ ଶନିବାର ରାତିରେ କିଛି ଅଜଣା ଲୋକ ଆଖିବୁଜା ଗୁଳିଚାଳନା କରିଛନ୍ତି। ଏଥିରେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାର…
ମାନହଟାନରେ ବିଲ୍ଡିଂରେ ଅଗ୍ନିକାଣ୍ଡ…
ନ୍ୟୁୟର୍କ,୬।୧୧: ଆମେରିକାର ନ୍ୟୁୟର୍କ ସହରର ମାନହଟାନର ଏକ ଉଚ୍ଚ ବିଲ୍ଡିଂରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୩୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି…
ସକ୍ରିୟ ମାମଲା ୧୫ ହଜାର ତଳେ, ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଲା…
ନୂଆଦିଲ୍ଲୀ, ୬।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣର ଆତଙ୍କ ପୁଣି ଆରମ୍ଭ ହୋଇଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୫ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ିଛି…
Archives


