ବିଶ୍ୱକପ୍ ସେମିଫାଇନାଲ୍ ଖେଳିବେ ଏହି ୪ ଟିମ୍: ଜାଣନ୍ତୁ କାହା ସହ କାହାର ହୋଇପାରେ ଲଢ଼େଇ…
ନୂଆଦିଲ୍ଲୀ,୬।୧୧: ଟି୨୦ ବିଶ୍ୱକପ୍ ୨୦୨୨ର ସେମିଫାଇନାଲ ଲାଗି ୪ ଟିମ୍ ସ୍ଥିର ହୋଇଛି। ରବିବାର ଖେଳାଯାଇଥିବା ମୁକାବିଲାରେ ପାକିସ୍ତାନ ବାଲାଂଦେଶକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଏପରି ଭାବେ ଗ୍ରୁପ୍-୨ରୁ ଭାରତ ଏବଂ ପାକିସ୍ତାନ କ୍ୱାଲିଫାଏ କରିଛି। ସେହିଭଳି ଗ୍ରୁପ-୧ରୁ ନ୍ୟୁଜିଲାଣ୍ଡ…
ଟି-୨୦ ବିଶ୍ୱକପ୍: ଟସ୍ ଜିତିଲା ଭାରତ
ମେଲବୋର୍ନ,୬।୧୧: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୨ ସୁପର-୧୨ର ଶେଷ ମ୍ୟାଚ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି। ଭାରତ ଅଧିନାୟକ ରୋହିତ ଶର୍ମା ଟସ ଜିତି ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜିମ୍ବାୱେ ବିପକ୍ଷ…
ବାଥ୍ଟବ୍ରୁ ମିଳିଲା ଲୋକପ୍ରିୟ ପପ୍ ଗାୟକଙ୍କ ମୃତଦେହ
ଆମେରିକୀୟ ଗାୟକ, ଅଭିନେତା ତଥା ରାପର ଆରୋନ କାର୍ଟରଙ୍କ ୩୪ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଶନିବାର ସନ୍ଦେହଜନକ ଭାବେ କାଲିଫର୍ନିଆ ସ୍ଥିତ ନିଜ ଘରର ଏକ ବାଥଟବ୍ରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଖବର ଜଣାପଡ଼ିବା ପରେ ତାଙ୍କ…
ସେମିଫାଇନାଲରେ ପାକିସ୍ତାନ…
ମୋଲବୋର୍ନ,୬।୧୧ : ଟି-୨୦ ବିଶ୍ୱକପର ୪୧ ତମ ମ୍ୟାଚରେ ପାକିସ୍ତାନ ବାଂଲାଦେଶକୁ ୫ ଓ୍ବିକେଟରେ ପରାଜିତ କରିଛି। ଏହା ସହିତ ପାକିସ୍ତାନ ସେମିଫାଇନାଲରେ ପ୍ରବେଶ କରିଛି। ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…
କନ୍ୟା ସନ୍ତାନ ଜନ୍ମ ହେଲେ ହସ୍ପିଟାଲରେ ମାଗଣା ଚିକିତ୍ସା…
ପୁଣେ,୬।୧୧ : ପୁଣେର ଏକ ହସ୍ପିଟାଲ ’‘ବେଟି ବଚାଓ ମିଶନ’ର ଜୀବନ୍ତ ଉଦାହରଣ ପାଲଟିଛି। କନ୍ୟାଭ୍ରୁଣ ହତ୍ୟା ବିରୋଧରେ ଅଭିଯାନ ଅନ୍ତର୍ଗତ ଏଠାରେ କନ୍ୟା ସନ୍ତାନ ଜନ୍ମ ହେଲେ ହସ୍ପିଟାଲରେ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି। ଏହା ବ୍ୟତୀତ ଏହି ଡାକ୍ତରଖାନା…
ସ୍ବଦେଶ ଫେରିବା ବଦଳରେ ଗିରଫ ହେଲେ ଶ୍ରୀଲଙ୍କାର ଷ୍ଟାର କ୍ରିକେଟର
ସିଡନୀ,୬।୧୧: ଜଣେ ୨୯ ବର୍ଷୀୟ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ ହେଲେ ଶ୍ରୀଲଙ୍କାର ଷ୍ଟାର୍ କ୍ରିକେଟର ଦାନୁଷ୍କା ଗୁନାଥିଲକା। ସିଡନୀ ପୋଲିସ ତାଙ୍କୁ ଗିରଫ କରିଥିବା ନେଇ ଶ୍ରୀଲଙ୍କା କ୍ରିକେଟ ପକ୍ଷରୁ ସୂଚନା ଦିଆଯାଇଛି। କହିରଖୁଛୁ, ଶ୍ରୀଲଙ୍କା ଟିମ୍ ଟି୨୦ ବିଶ୍ୱକପ୍…
ଅଧିକାରୀ କହିଲେ ପ୍ରଥମଥର ଧରିଛନ୍ତି ଏତେ ବଡ଼ ଆଉ ଓଜନିଆ ସାପ
ଆମେରିକାର ଫ୍ଲୋରିଡା ଠାରେ ୭୫ ପାଉଣ୍ଡ ଅର୍ଥାତ୍ ୩୦ କିଲୋ ଓଜନର ଏକ ସାପ ମିଳିଛି। ଏହି ସାପର ଲମ୍ବ ୧୦ ଫୁଟ। ସାପଟି ବୋଆ କନ୍ଷ୍ଟ୍ରିକ୍ଟର ଭାବରେ ଜଣାଶୁଣା। ଫ୍ଲୋରିଡା ମାଛ ଏବଂ ବନ୍ୟଜନ୍ତୁ ସଂରକ୍ଷଣ ଆୟୋଗ (FWC)ର ଅଧିକାରୀ…
୫ କୋଟି କୋଭାକ୍ସିନ୍ ଡୋଜ ନଷ୍ଟ ହେବାକୁ ଯାଉଛି, କାରଣ ସମ୍ପର୍କରେ ସୂଚନା ଦେଲା ଭାରତ ବାୟୋଟେକ…
ନୂଆଦିଲ୍ଲୀ,୬।୧୧ : ଭାରତ ବାୟୋଟେକ କରୋନା ଟିକା କୋଭାକ୍ସିନ୍ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି। କମ୍ପାନୀ କହିଛି ଯେ ଏହା ନିକଟରେ ପଡ଼ିଥିବା କରୋନା ଟିକାର ୫ କୋଟି ଡୋଜ ୨୦୨୩ ପ୍ରାରମ୍ଭରେ ନଷ୍ଟ ହେବାକୁ ଯାଉଛି। କମ୍ପାନୀ କହିଛି…
ମୁଖ୍ୟମନ୍ତ୍ରୀ ପାଇଁ ଶିନ୍ଦେଙ୍କ ନାମ ପ୍ରସ୍ତାବ ଦେଇଥିଲେ ଫଡନାଭିସ…
ମୁମ୍ବାଇ,୬।୧୧ : ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି ସରକାରଙ୍କ ପତନ ପରେ ଦେବେନ୍ଦ୍ର ଫଡନାଭିସଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରାଯାଇପାରିବ ବୋଲି ଆଲୋଚନା ହୋଇଥିଲା। ତେବେ ସମସ୍ତ କଳ୍ପନାଜଳ୍ପନା ଭୁଲ ବୋଲି ପ୍ରମାଣିତ ହୋଇଥିଲା ଏବଂ ପ୍ରାୟ ୪୦ଜଣ ବିଧାୟକଙ୍କ ସମର୍ଥନ ଥିବା…
ରୁଷିଆ ସପକ୍ଷରେ ଭୋଟ ଦେଲା ଭାରତ…
ଜେନେଭା,୬।୧୧ : ମିଳିତ ଜାତିସଂଘରେ ନାଜିବାଦ ଉପରେ ରୁଷିଆର ପ୍ରସ୍ତାବ ସପକ୍ଷରେ ଭାରତ ଭୋଟ ଦେଇଛି। ରଣନୀତି ଅନୁଯାୟୀ ଏହି ଭୋଟ ଦେଇ ଭାରତ ଅନେକ ବାର୍ତ୍ତା ଦେଇଛି। ବିଶେଷ କଥା ହେଉଛି ଆମେରିକା, ବ୍ରିଟେନ ଏବଂ ଅଷ୍ଟ୍ରେଲିଆ ଭଳି ଦେଶ…
‘ନୂଆ ସୂର୍ଯ୍ୟୋଦୟକୁ ଅପେକ୍ଷା’
ମୁମ୍ବାଇ: କପୁର ପରିବାରରେ ଖୁବ୍ଶୀଘ୍ର କୁଆଁକୁଆଁ ଡାକ ଶୁଭିବ। ପ୍ରତୀକ୍ଷାରେ ଅଛନ୍ତି ଏହି ପରିବାର। ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ମା’ ହେବାକୁ ଯାଉଛନ୍ତି। ଏହି ଅଭିନେତ୍ରୀ ମୁମ୍ବାଇର ଏଚ୍ଏନ୍ ରିଲାଏନ୍ସ ହସ୍ପିଟାଲରେ ପହଞ୍ଚିଛନ୍ତି। ଆଲିଆ ରବିବାର ତାଙ୍କ ସ୍ବାମୀ ତଥା…
ମୋକାମରୁ ଆରଜେଡ଼ି ବିଜୟୀ…
ପାଟନା,୬।୧୧ : ୨୦୨୨ ଉପ-ନିର୍ବାଚନରେ ବାହୁବଳୀ ନେତା ଅନନ୍ତ ସିଂଙ୍କ ସ୍ତ୍ରୀ ନୀଲମ ଦେବୀ ଆରଜେଡି ଟିକେଟରେ ମୋକାମା ଆସନରୁ ଜିତିଛନ୍ତି। ସେ ଭାରତୀୟ ଜନତା ପାର୍ଟିର ସୋନମ ଦେବୀଙ୍କୁ ୨୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି। ନୀଲମ ଦେବୀ…
Archives


