Home

ସାଇରସ୍‌ ମିସ୍ତ୍ରୀଙ୍କ କାର୍‌ ଦୁର୍ଘଟଣା ସମୟରେ ଗାଡ଼ି ଚଳାଉଥିବା ଡାକ୍ତରଙ୍କ ବିରୋଧରେ ମାମଲା

ମୁମ୍ବାଇ,୫ା୧୧: ଭାରତର ସବୁଠାରୁ ପ୍ରତିଷ୍ଠିତ ବ୍ୟବସାୟୀ ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍‌ ମିସ୍ତ୍ରୀଙ୍କ ଗତ ସେପ୍ଟେମ୍ବରରେ ମହାରାଷ୍ଟ୍ରର ପାଲଘର ନିକଟରେ ଏକ କାର୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ସାଇରସ୍‌ଙ୍କ ମୃତ୍ୟୁ ଘଟଣାରେ କାସା ପୋଲିସ ଦୁର୍ଘଟଣା ସମୟରେ ଗାଡ଼ି…

ଇଡବ୍ଲୁଏସ୍‌ ସଂରକ୍ଷଣ ଉପରେ ରାୟ ନଭେମ୍ବର ୭ରେ…

ନୂଆଦିଲ୍ଲୀ,୫।୧୧ : ଶିକ୍ଷା ଏବଂ ରୋଜଗାର କ୍ଷେତ୍ରରେ ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ସଂରକ୍ଷଣ ନେଇ କରାଯାଇଥିବା ଆବେଦନର ରାୟ ନଭେମ୍ବର ୭ରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ପ୍ରକାଶ ପାଇବ। ସୁପ୍ରିମ୍‌କୋର୍ଟର ସାମ୍ବିଧାନିକ ପୀଠ ୧୦୩ ସାମ୍ବିଧାନିକ ସଂଶୋଧନର ବୈଧତା ନେଇ ରାୟକୁ…

ଗୁଜରାଟରେ ୫ ଆସନ ବି ଜିତି ପାରିବନି କଂଗ୍ରେସ…

ନୂଆଦିଲ୍ଲୀ,୫।୧୧ : ଗୁଜରାଟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଏବେ ତୀବ୍ର ହୋଇଛି । ବିଭିନ୍ନ ରାଜନୈତିକ ଦଳର ଆଭିମୁଖ୍ୟ ନିର୍ବାଚନୀ ରାଜନୀତିରେ ଉଷ୍ଣତା ଭରିବାରେ ଲାଗିଛି। ରାଜ୍ୟରେ ଅଭିଯୋଗ ଏବଂ ପ୍ରତିବାଦ ବ୍ୟତୀତ,…

ଜିମ୍ବାଓ୍ବେ ପ୍ରସ୍ତୁତ: ଅଧିନାୟକ କହିଲେ‘ କୋହଲିଙ୍କୁ ଆଉଟ୍‌ କରିବାର ସୁଯୋଗ କ’ଣ କେବେ ମିଳେ’

ନୂଆଦିଲ୍ଲୀ,୫।୧୧: ଟି୨୦ ବିଶ୍ୱକପ୍‌ ୨୦୨୨ରେ ରବିବାର ସୁପର-୧୨ ଚରଣରେ ନିଜର ଅନ୍ତିମ ମୁକାବିଲା ଖେଳିବ ଟିମ୍‌ ଇଣ୍ଡିଆ। ମେଲବୋର୍ନରେ ଦଳ ଜିମ୍ବାଓ୍ବେକୁ ଭେଟିବ। ଭାରତୀୟ ଟିମ୍‌ ଅଙ୍କ ତାଲିକା ଶୀର୍ଷରେ ଥିବାରୁ ସେମିଫାଇନାଲ ଖେଳିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଥିବା ବେଳେ…

ଝରଣାପାଣିକୁ ନେଇ ଦୁଇ ପଞ୍ଚାୟତରେ ବିବାଦ: କାର୍ଯ୍ୟ ବନ୍ଦ ରଖିଲେ ତହସିଲଦାର

ଦିଗପହଣ୍ଡି,୫ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କେରାଣ୍ଡିମାଳ ପାହାଡ଼ରୁ ଆସୁଥିବା ଝରଣାପାଣିକୁ ନେଇ ବି.ତୁରୁବୁଡ଼ି ଓ ବଡଡୁମୁଳା ପଞ୍ଚାୟତ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଏହି ବିବାଦୀୟ ଅଭିଯୋଗ ଦିଗପହଣ୍ଡି ତହସିଲ୍‌ରେ ପହଞ୍ଚିବା ପରେ ତହସିଲଦାର ସିପକ୍‌ କୁମାର ପାତ୍ରଙ୍କ…

ଏମ୍‌ବିବିଏସ୍‌ ପାଇଁ ୪୦ ଲକ୍ଷ ଫି’କୁ ବିରୋଧ: ମୁଖ୍ୟମନ୍ତ୍ରୀ କହିଲେ ବଣ୍ଡ କରାଯିବନି ପ୍ରତ୍ୟାହାର…

ଚଣ୍ଡିଗଡ଼,୫।୧୧ : ହରିୟାଣାର ରୋହତକ ପିଜିଆଇରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ୧୦ ଲକ୍ଷ ଟଙ୍କା ବଣ୍ଡକୁ ବିରୋଧ କରୁଥିବା ଛାତ୍ରରଛାତ୍ରମାନେ ୧୫ ଘଣ୍ଟା ଜେଲରେ ରହିବା ପରେ ସେମାନଙ୍କୁ ମୁକ୍ତ କରାଯାଇଥିଲା। ବଣ୍ଡ କିମ୍ବା ଚୁକ୍ତିନାମା କରିବାର ଯୋଜନା ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରତ୍ୟାହାର…

‘ଭେଷ୍ଟିବୁଲାର ହାଇପୋଫଙ୍କସନ୍‌’ ନାମକ ଗୁରୁତର ରୋଗ ସହ ଲଢ଼ୁଛନ୍ତି ବରୁଣ ଧାଓ୍ବନ; ଜାଣନ୍ତୁ ଲକ୍ଷଣ ଏବଂ ଚିକିତ୍ସା

ବମ୍ବେ: ଦକ୍ଷିଣ ଭାରତୀୟ ସିନେମା ଅଭିନେତ୍ରୀ ସମାନ୍ଥା ଅକ୍କିନେନୀଙ୍କ ପରେ ଏବେ ଅଭିନେତା ବରୁଣ ଧାଓ୍ବନ ମଧ୍ୟ ନିଜ ରୋଗକୁ ନେଇ ମୁହଁ ଖୋଲିଛନ୍ତି। ସେ ଭେଷ୍ଟିବୁଲାର ହାଇପୋଫଙ୍କସନ ନାମକ ଗୁରୁତର ରୋଗ ସହ ଲଢ଼ୁଛନ୍ତି। ଏହି ରୋଗରେ ଜଣେ ବ୍ୟକ୍ତି…

କାର୍‌ ଚକା ଫାଟିଯିବାରୁ ବାଇକ୍‌ ସହ ମୁହାଁମୁହିଁ ଧକ୍କା: ଶାଶୁଙ୍କ ଜୀବନ ଗଲା, ଜ୍ୱାଇଁ ଗୁରୁତର

ଦିଗପହଣ୍ଡି,୫ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଡେଙ୍ଗାଓସ୍ତା ବଜାର ନିକଟରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଦ୍ରୁତ ଗତିରେ ଆସୁଥିବା ବେଳେ ଡେଙ୍ଗାଓସ୍ତା ବଜାର ନିକଟରେ କାର୍‌ ଆଗଚକା ଫାଟିଯିବାରୁ ଭାରସାମ୍ୟ ହରାଇ ବିପରୀତ ଦିଗରୁ…

ଆମାଜନ ଜଙ୍ଗଲରୁ ୭୦ ବନ୍ଧକ ପର୍ଯ୍ୟଟକ ମୁକ୍ତ…

ଲିମା,୫।୧୧ : ପେରୁର ଆମାଜନ ଜଙ୍ଗଲରେ ବନ୍ଧକ ରଖାଯାଇଥିବା ପ୍ରାୟ ୭୦ ପର୍ଯ୍ୟଟକଙ୍କୁ ମୁକ୍ତ କରାଯାଇଛି। ଖବର ଅନୁଯାୟୀ, ବନ୍ଧକ ହୋଇଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଆମେରିକା, ସ୍ପେନ, ଫ୍ରାନ୍ସ, ବ୍ରିଟେନ ଏବଂ ସ୍ବିଜରଲାଣ୍ଡର ନାଗରିକ ରହିଥିଲେ। ବନ୍ଧକମାନଙ୍କ ମଧ୍ୟରେ ଅନେକ ଛୋଟ…

ବର୍ଷର ଅନ୍ତିମ ଚନ୍ଦ୍ରଗ୍ରହଣ ଏସବୁ ରାଶି ଲାଗି ବହୁତ ଅଶୁଭ, ହୋଇଯାଆନ୍ତୁ ସାବଧାନ

ଚଳିତ ବର୍ଷର ଅନ୍ତିମ ଚନ୍ଦ୍ରଗହଣ କାର୍ତ୍ତିକ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥୀରେ ଲାଗୁଛି। ତାରିଖ ଅନୁଯାୟୀ ନଭେମ୍ବର ୮ରେ ଏହା ପଡ଼ିବ। ଭାରତୀୟ ସମୟାନୁସାରେ ଅପରାହ୍ନ ୫ଟା ୩୨ରୁ ଗ୍ରହଣ ଆରମ୍ଭ ହୋଇ ୬ଟା ୧୮ ମିନିଟ୍‌ରେ ଶେଷ ହେବ। ବର୍ଷର…

ଗୁପ୍ତରେ ରୁଷିଆକୁ ସହାୟତା କରୁଛି ଆମେରିକା : ଇରାନ ଡ୍ରୋନ୍‌ କଲା ପର୍ଦ୍ଦାଫାଶ୍‌…

ଓ୍ବାଶିଂଟନ/ମସ୍କୋ,୫।୧୧ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଆଠ ମାସରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧର କୌଣସି ସମାଧାନ ହୋଇପାରି ନାହିଁ। କ୍ଷେପଣାସ୍ତ୍ର ଆକ୍ରମଣରେ ରୁଷିଆ ୟୁକ୍ରେନକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିଦେଇଛି। କିନ୍ତୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ରୁଷିଆର…

୪୮ ଘଣ୍ଟା ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

କୋକସରା,୫ା୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ ନୂଆପଡ଼ା ଗ୍ରାମର ଦେବେନ୍ଦ୍ର ବାଗ (୨୫) ଗାଁ ନିକଟରେ ଥିବା ଇନ୍ଦ୍ରାବତୀ ବାମ କେନାଲକୁ ଗୁରୁବାର ଗାଧୋଇବାକୁ ଆସି କେନାଲର ପ୍ରବଳ ପାଣି ସ୍ରୋତରେ ବୁଡ଼ି ଯାଇଥିବା ନେଇ ପରିବାର ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri