ଦେଶର ସବୁ କିଛି ବିକ୍ରି କରି ଦେଇଛନ୍ତି ମୋଦି ସରକାର: ସଚିନ ପାଇଲଟ…
ନୂଆଦିଲ୍ଲୀ,୬।୧୧ : ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ରବିବାର ହିମାଚଳ ପ୍ରଦେଶର ନିର୍ବାଚନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ମୋଦି ସରକାର ବ୍ୟାଙ୍କ, ବିମାନବନ୍ଦର ଏବଂ ବୀମା କମ୍ପାନୀ ସମେତ ଦେଶର ସବୁକିଛି…
ଗତ ୮ ବର୍ଷରେ କୋହଲିଙ୍କ ଓଜନ ବଢିଛି ମାତ୍ର ଏତିକି ଗ୍ରାମ
ନୂଆଦିଲ୍ଲୀ,୬।୧୧। ଭାରତୀୟ ଦଳର କିମ୍ବଦନ୍ତୀ ଖେଳାଳି ତଥା ରନ ମେସିନ ବିରାଟ କୋହଲି କେବଳ ଚଳିତ ଦଶନ୍ଧିର ବିପଜ୍ଜନକ ବ୍ୟାଟ୍ସମ୍ୟାନ ନୁହଁନ୍ତି, ବରଂ ସେ ଜଣେ ଫିଟ ଖେଳାଳି ଭାବରେ ମଧ୍ୟ ଜଣାଶୁଣା। ସେ ଦୁନିଆର ସବୁଠାରୁ ଚମତ୍କାର ଫିଲ୍ଡରମାନଙ୍କ ମଧ୍ୟରୁ…
ବୁଲେଟ ପ୍ରୁଫ୍ କାରରେ ବୁଲିବେ ଚାଇନା ଶ୍ରମିକ…
ଇସଲାମାବାଦା,୬।୧୧ : ପାକିସ୍ତାନରେ ଚାଲିଥିବା ସିପିଇସି ପ୍ରକଳ୍ପ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। କୁହାଯାଉଛି ଯେ ଏହି ପ୍ରକଳ୍ପରେ କାର୍ଯ୍ୟ କରୁଥିବା ସମସ୍ତ ଚାଇନା ଶ୍ରମିକ ଏବଂ କର୍ମଚାରୀଙ୍କୁ ବୁଲେଟ ପ୍ରୁଫ କାର୍ ଯୋଗାଇ ଦେବାକୁ ପାକିସ୍ତାନ ସରକାର…
ହ୍ରଦରେ ଖସିପଡ଼ିଲା ବିମାନ, ଉଦ୍ଧାର କାର୍ଯ୍ୟ ଜାରି
ଡୋଡୋମା,୬ା୧୧: ତାଞ୍ଜାନିଆର ଭିକ୍ଟୋରିଆ ହ୍ରଦରେ ଏକ ଯାତ୍ରୀବାହୀ ବିମାନ ରବିବାର ଖସିପଡ଼ିଥିବା ବୁକୋବା ବିମାନବନ୍ଦରର ପୋଲିସ କମାଣ୍ଡର ଓ୍ବିଲିୟମ ମଓ୍ବମ୍ପାଗଲେ ଏ ସମ୍ପର୍କରେ ସୂଚନା ଦେଇଛି। ବିମାନରେ କେତେ ଯାତ୍ରୀ ଥିଲେ ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ସୂଚନାନୁଯାୟୀ, ତାଞ୍ଜାନିଆର କାଗେରା…
ଜିମ୍ବାଓ୍ବେ ପାଇଁ ବିଜୟ ଲକ୍ଷ୍ୟ ୧୮୭ ରନ୍…
ମୋଲବୋର୍ନ,୬।୧୧ : ଟି-୨୦ ବିଶ୍ୱକପର ୪୨ ତମ ମ୍ୟାଚରେ ମେଲବୋର୍ନରେ ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଉଛି। ଏହା ହେଉଛି ସୁପର -୧୨ ରାଉଣ୍ଡର ଶେଷ ମ୍ୟାଚ। ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିସାରିଛି। ଚାରିଟି ମ୍ୟାଚରୁ ସେ ୬ପଏଣ୍ଟ ପାଇଛନ୍ତି।…
ଗୋପାଳଗଞ୍ଜ, ଆଦମପୁର, ଗୋକର୍ନନାଥ ଆସନରେ ଭାଜପା ବିଜୟୀ
ନୂଆଦିଲ୍ଲୀ,୬ ।୧୧: ହରିୟାଣାର ଆଦମପୁରରେ ହୋଇଥିବା ଉପ ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)ର ପ୍ରାର୍ଥି ଭବ୍ୟ ବିଶ୍ନୋଇ ବିଜୟୀ ହୋଇଛନ୍ତି । ତାଙ୍କ ପିତା କୁଲଦିପ ବିଶ୍ନୋଇ କହିଛନ୍ତି ଏହା ମନୋହର ଲାଲ ଖଟ୍ଟର ଜିଙ୍କ ନୀତିର ବିଜୟ । ବିହାରର…
ରାଷ୍ଟ୍ରପତି ଶାସନ ଆଣିବାକୁ ଚାହୁଁଛନ୍ତି ମୋଦି: ଚିଦାମ୍ବରମ୍…
ନୂଆଦିଲ୍ଲୀ,୬।୧୧ : କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନିର୍ବାଚନମଣ୍ଡଳୀ ଭିତ୍ତିକ ସଂସଦୀୟ ଗଣତନ୍ତ୍ରର ମୂଳଦୁଆକୁ ଦୁର୍ବଳ କରୁଛନ୍ତି। ସେ କହିଛନ୍ତି, ଆରଏସଏସ ସହାୟତାରେ ଭାଜପା ଦେଶରେ ରାଷ୍ଟ୍ରପତି ଶାସନ…
ନିର୍ବାଚନରେ ୨ ହଜାର ନଗଦ ଖର୍ଚ୍ଚ କରିପାରିବେ ପ୍ରାର୍ଥୀ…
ନୂଆଦିଲ୍ଲୀ,୬।୧୧ : ନିର୍ବାଚନ ସମୟରେ ଅଧିକ ସ୍ବଚ୍ଛତା ଆଣିବା ଏବଂ ନଗଦ କାରବାରରେ ରୋକ ଲଗାଇବା ପାଇଁ ନିର୍ବାଚନ ଆୟୋଗ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି। ଏହା ଅନୁଯାୟୀ ପ୍ରାର୍ଥୀଙ୍କ ନଗଦ ଖର୍ଚ୍ଚ ଏବେ ୨ ହଜାରରେ ସୀମିତ ରଖିବାକୁ ପ୍ରସ୍ତାବରେ…
ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ବାମୀଙ୍କ ନାଁରେ ଅଭିଯୋଗ
ଦେବଗଡ଼,୬ା୧୧(ଡି.ଏନ୍.ଏ.): ଭାଜପା ବ୍ଲକ ଅଧ୍ୟକ୍ଷାଙ୍କୁ ଅସମ୍ମାନ ଅଭିଯୋଗ କରି ଉପାଧ୍ୟକ୍ଷାଙ୍କ ସ୍ବାମୀ ଡିଆର୍ଡିଏର ଏପିଡି (ଟ୍ରେନିଂ) ଦୀପକ କୁମାର ବେହେରାଙ୍କୁ ଗାଳିଗୁଲଜ ସହ ହତ୍ୟା ଧମକ ଦେଇଥିବା ନେଇ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ବାମୀ…
ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ପ୍ରଶାନ୍ତ ଭୂଷଣ
ନୂଆଦିଲ୍ଲୀ,୬।୧୧: ଆଜି ହେଉଛି କଂଗ୍ରେସର ଭାରତ ଯୋଡୋ ଯାତ୍ରାର ୬୦ ତମ ଦିନ। ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ରବିବାର ତେଲେଙ୍ଗାନାରେ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ଯୋଗ ଦେଇଥିଲେ। ଏହି ଯାତ୍ରାର ଏକ ଭିଡିଓ କଂଗ୍ରେସ ଦଳର ଟୁଇଟର୍ ହ୍ୟାଣ୍ଡେଲରେ…
ବିଶ୍ୱକପ୍ ସେମିଫାଇନାଲ୍ ଖେଳିବେ ଏହି ୪ ଟିମ୍: ଜାଣନ୍ତୁ କାହା ସହ କାହାର ହୋଇପାରେ ଲଢ଼େଇ…
ନୂଆଦିଲ୍ଲୀ,୬।୧୧: ଟି୨୦ ବିଶ୍ୱକପ୍ ୨୦୨୨ର ସେମିଫାଇନାଲ ଲାଗି ୪ ଟିମ୍ ସ୍ଥିର ହୋଇଛି। ରବିବାର ଖେଳାଯାଇଥିବା ମୁକାବିଲାରେ ପାକିସ୍ତାନ ବାଲାଂଦେଶକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଏପରି ଭାବେ ଗ୍ରୁପ୍-୨ରୁ ଭାରତ ଏବଂ ପାକିସ୍ତାନ କ୍ୱାଲିଫାଏ କରିଛି। ସେହିଭଳି ଗ୍ରୁପ-୧ରୁ ନ୍ୟୁଜିଲାଣ୍ଡ…
ଟି-୨୦ ବିଶ୍ୱକପ୍: ଟସ୍ ଜିତିଲା ଭାରତ
ମେଲବୋର୍ନ,୬।୧୧: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୨ ସୁପର-୧୨ର ଶେଷ ମ୍ୟାଚ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି। ଭାରତ ଅଧିନାୟକ ରୋହିତ ଶର୍ମା ଟସ ଜିତି ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜିମ୍ବାୱେ ବିପକ୍ଷ…
Archives


