Home

ଏଲିଜାବେଥ୍‌ଙ୍କ ଷ୍ଟାଚ୍ୟୁ ଅନାବରଣ

ଲଣ୍ଡନ: ବ୍ରିଟେନ୍‌ କିଙ୍ଗ୍‌ ଚାର୍ଲସ୍‌ ତୃତୀୟ ଇଂଲଣ୍ଡରେ ତିଆରି ହୋଇଥିବା ଦିବଂଗତ ମହାରାଣୀ ଏଲିଜାବେଥ୍‌ଙ୍କ ମୂର୍ତ୍ତି ଅନାବରଣ କରିଛନ୍ତି। ସେପ୍ଟେମ୍ବର ୮ରେ ମହାରାଣୀଙ୍କ ମୃତ୍ୟୁ ପରେ ଏହା ହେଉଛି ଏଲିଜାବେଥ୍‌ଙ୍କ ପ୍ରଥମ ପ୍ରତିମୂର୍ତ୍ତି। ଏହାର ଉଚ୍ଚତା ୬ ଫୁଟ୍‌ ୭ ଇଞ୍ଚ…

ନିମୋନିଆ ବିରୋଧରେ ସଂଗ୍ରାମ

ନିମୋନିଆ ମୁକାବିଲା ପାଇଁ ସଚେତନତା ସୃଷ୍ଟି ଲାଗି ବିଶ୍ୱ ନିମୋନିଆ ଦିବସ ପ୍ରତିବର୍ଷ ୧୨ ନଭେମ୍ବରରେ ପାଳିତ ହୋଇଥାଏ। ଶିଶୁମାନଙ୍କର ସୁରକ୍ଷାକୁ ପ୍ରତିପାଦିତ କରୁଥିବା ୧୦୦ ରୁ ଅଧିକ ସଂଗଠନ ୧୨ ନଭେମ୍ବର ୨୦୦୯ ରେ ପ୍ରଥମ ବିଶ୍ୱ ନିମୋନିଆ ଦିବସ…

ଫିଲ୍ମ ଜଗତରେ ଧୋନୀଙ୍କ ଏଣ୍ଟ୍ରି

ଚେନ୍ନାଇ: କ୍ରିକେଟରୁ ଅବସର ନେବା ପରେ ମହେନ୍ଦ୍ର ସିଂ ଧୋନୀ ଫିଲ୍ମରେ ପାଦ ଥାପିବାକୁ ଯାଉଛନ୍ତି। ଏକାଧିକ ଜାତୀୟ ଗଣମାଧ୍ୟରେ ଏ ନେଇ ଖବର ପ୍ରକାଶ ପାଇଥିବାବେଳେ ଧୋନୀଙ୍କ ତରଫରୁ ଏ ବାବଦ ସୂଚନା ସ୍ପଷ୍ଟ ହୋଇନାହିଁ। ତାମିଲ ଫିଲ୍ମ ଜରିଆରେ…

ସିଏନ୍‌ଜି ସେଗ୍‌ମେଣ୍ଟରେ ଆସିବ ଟୟୋଟା

ନୂଆଦିଲ୍ଲୀ,୧୨ା୧୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଟୟୋଟା କିର୍ଲୋସ୍କର ମୋଟର (ଟିକେଏମ୍‌)ର ସିଏନ୍‌ଜି ସେଗ୍‌ମେଣ୍ଟ ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଉଭୟ ଟୟୋଟା ଗ୍ଲାନ୍‌ଜା ଏବଂ ଅର୍ବାନ କ୍ରୁଜ୍‌ର ହାଇରେଡର୍‌ ମଡେଲ ଲାଇନ ଅପ୍‌ ପାଇଁ ଅଧିକ ବିକଳ୍ପ ପ୍ରଦାନ କରାଯାଇଛି।…

ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବ ବିଏନ୍‌ଆଇ-ଗ୍ରେଟର ଓଡ଼ିଶା

କଟକ,୧୨ା୧୧: ବିଶ୍ୱସ୍ତରୀୟ ବାଣିଜି୍ୟକ ନେଟ୍‌ଓ୍ବର୍କଂ ସଂସ୍ଥା ବିଜ୍‌ନେସ ନେଟ୍‌ଓ୍ବର୍କଂ ଇଣ୍ଟରନ୍ୟାଶନାଲ (ବିଏନ୍‌ଆଇ)ର ସ୍ବୀକୃତିପ୍ରାପ୍ତ ସଂସ୍ଥା ବିଏନ୍‌ଆଇ-ଗ୍ରେଟର ଓଡ଼ିଶାର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସ୍ଥାନୀୟ ପ୍ରମୋଦ ରେସର୍ଟଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ବିଶ୍ୱ…

ବାଲିଯାତ୍ରାରେ ଷ୍ଟାର୍‌ କିରଣର ଆକର୍ଷଣୀୟ ମଣ୍ଡପ

ଭୁବନେଶ୍ୱର,୧୨ା୧୧: ରାଜ୍ୟର ପ୍ରମୁଖ ମନୋରଞ୍ଜନଭିତ୍ତିକ ଘରୋଇ ଓଡ଼ିଆ ଚ୍ୟାନେଲ ଷ୍ଟାର୍‌ କିରଣ ଚଳିତ ବର୍ଷ କଟକ ବାଲିଯାତ୍ରାରେ ଅଂଶ ଗ୍ରହଣ କରିଛି। ଏପରିକି ବାଲିଯାତ୍ରର ତଳ ପଡିଆରେ ଚ୍ୟାନେଲର ଏକ ଆକର୍ଷଣୀୟ ମଣ୍ଡପ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଷ୍ଟାର୍‌…

ପ୍ରଦର୍ଶନୀରେ ସାମିଲହୋଇ ପୁରସ୍କାର ଜିତନ୍ତୁ

ଭୁବନେଶ୍ୱର,୧୨ା୧୧: ଓଡ଼ିଶା ଲୋକପ୍ରିୟ ଘରୋଇ ଓଡ଼ିଆ ଚ୍ୟାନେଲ ‘ଜୀ ସାର୍ଥକ’ ଚଳିତ ବର୍ଷର କଟକ ବାଲିଯାତ୍ରାରେ ସାମିଲ ହୋଇଛି। ବାଲିଯାତ୍ରା ବୁଲିବାକୁ ଆସିଥିବା ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବା ଲକ୍ଷ୍ୟରେ ଚ୍ୟାନେଲ ପକ୍ଷରୁ ଏକ ଆକର୍ଷଣୀୟ ମଣ୍ଡପ ସାଙ୍ଗକୁ ପ୍ରଦର୍ଶନୀର ଆୟୋଜନ…

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୧୨ା୧୧: କ୍ରମାଗତ ୨ଦିନର ହ୍ରାସ ପରେ ଶୁକ୍ରବାର ଷ୍ଟକ୍‌ ବଜାରରେ ବଡ଼ ଧରଣର ବୃଦ୍ଧି ଘଟିଛି। ଫଳରେ ନିବେଶକମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟଦିବସର ଫଳାଫଳ (ଶେୟାର ମାର୍କେଟ) ଅନୁଯାୟୀ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ…

ଜିଡିପି ଆକଳନ କମାଇଲା ମୁଡିଜ୍‌

ନୂଆଦିଲ୍ଲୀ,୧୨ା୧୧: ସାରା ବିଶ୍ୱ ସମେତ ଭାରତ ମଧ୍ୟ ମାନ୍ଦାବସ୍ଥା ସାଙ୍ଗକୁ ଅନ୍ତଃରାଷ୍ଟ୍ରୀୟ ସମସ୍ୟାର ସମ୍ମୁଖୀନ ହେଉଛି। ଏପରିକି ଗତ କିଛି ମାସ ହେବ ଭାରତର ଭୌଗୋଳିକ ସମସ୍ୟା ସାଙ୍ଗକୁ ଭାରତୀୟ ମୁଦ୍ରା ମୂଲ୍ୟ ହ୍ରାସ ଏବଂ ଦରବୃଦ୍ଧି ଉଭୟ ସରକାର ଓ…

ମିଛ କହି ଶାସନ ଚଳାଇଛନ୍ତି କେନ୍ଦ୍ର ସରକାର: ଚେଲ୍ଲା କୁମାର

ବାଲେଶ୍ୱର ଅଫିସ, ୧୨ା୧୧: ବାଲେଶ୍ୱରରେ ଶୁକ୍ରବାର ପୂର୍ବାହ୍ନରେ ‘ଭାରତ ଯୋଡୋ ଯାତ୍ରା’ ଅନୁଷ୍ଠିତ ହୋଇଥିଲା। କଂଗ୍ରେସର କେନ୍ଦ୍ର ଓ ରାଜ୍ୟ ନେତୃବର୍ଗ ଏଥିରେ ସାମିଲ ହୋଇ ସହର ପ୍ରବେଶପଥ କୁରୁଡ଼ାଠାରୁ ଏକ ବିଶାଳ ପଦଯାତ୍ରାରେ ବାହାରି ଆଇଟିଆଇ ଛକ, ପୋଲିସ ଲାଇନ୍‌,…

ପଞ୍ଚାୟତ ବୁଲି କୃତଜ୍ଞତା ଜଣାଇଲେ ସୂର୍ଯ୍ୟବଂଶୀ

ଧାମନଗର,୧୨ା୧୧(ଡି.ଏନ.ଏ.): ଧାମନଗର ନବନିର୍ବାଚିତ ବିଧାୟକ ସୂର୍ୟବଂଶୀ ସୂରଜ ବିଭିନ୍ନ ପଞ୍ଚାୟତ ବୁଲି ଜନସାଧାରଣଙ୍କୁ କୃତଜ୍ଞତା ଜଣାଉଛନ୍ତି। ଏହି କୃତଜ୍ଞତା ଯାତ୍ରାରେ ବିଧାୟକ ଶୁକ୍ରବାର ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗିର ଛକଠାରୁ ଶତାଧିକ କର୍ମୀଙ୍କ ସହ ବାହାରି ପଧାନୀ ପଞ୍ଚାୟତର କଣ୍ଟିଦୋଳ, କଣ୍ଟଦା, ଭଗତପୁର,…

ହିମାଚଳ ପ୍ରଦେଶ ବିଧାନସଭା ପାଇଁ ମତଦାନ ଆରମ୍ଭ, ଭୋଟ ଦେବାକୁ ଜନତାଙ୍କୁ ମୋଦିଙ୍କ ଅପିଲ, ମୁଖ୍ୟମନ୍ତ୍ରୀ କହିଲେ ନିଶ୍ଚିତ ଜିତିବୁ

ଶିମଲା,୧୨ ।୧୧: ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନ ପାଇଁ ଶନିବାର ସକାଳ ୮ଟାରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଏହା ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଚାଲିବ । ଏଠାରେ ସମସ୍ତ ୬୮ ଆସନ ଲାଗି ଗୋଟିଏ ପର୍ଯ୍ୟାୟରେ ମତଦାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri