Home

ମୁଁ ଆଗାମୀ ବିଶ୍ୱକପ୍‌ରେ କିଛି ଖେଳାଳିଙ୍କ ମୁହଁ ଦେଖିବାକୁ ଚାହେଁନା: ସେହ୍ବାଗ

ନୂଆଦିଲ୍ଲୀ,୧୨।୧୧: ଭାରତର ଟି୨୦ ବିଶ୍ୱକପ୍‌ ୨୦୨୨ରେ ବାଜିମାତ୍‌ କରିବାର ସ୍ବପ୍ନ ଅଧାରେ ରହିଗଲା। ସେମିଫାଇନାଲରେ ଶୋଚନୀୟ ପରାଜୟ ପରେ ଭାରତୀୟ ଟିମ୍‌ରେ ପରିବର୍ତ୍ତନ ଆଶଙ୍କା ସୃଷ୍ଟି ହୋଇଛି। ଏସବୁ ମଧ୍ୟରେ ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ବାଗ କହିଛନ୍ତି ଯେ, ସେ…

ଭେଙ୍କି ରାମକୃଷ୍ଣନଙ୍କୁ ‘ଅର୍ଡର ଅଫ୍‌ ମେରିଟ’ ସମ୍ମାନ, ୨୦୦୯ରେ ମିଳିଥିଲା ନୋବେଲ…

ଲଣ୍ଡନ,୧୨।୧୧ : ନୋବେଲ ବିଜେତା ପ୍ରଫେସର ଭେଙ୍କି ରାମକୃଷ୍ଣନଙ୍କୁ ବ୍ରିଟେନର ସମ୍ମାନଜନକ ‘ଅର୍ଡର ଅଫ ମେରିଟ’ ଦମ୍ମାନରେ ସମ୍ମାନୀତ କରାଯାଇଛି। ବିଜ୍ଞାନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ମୂଳ ଭାରତୀୟ ରାମକୃଷ୍ଣନଙ୍କୁ ରାଜା ଚାର୍ଲସ ତୃତୀୟା ଏହି ସମ୍ମାନ ପ୍ରଦାନ…

ଭାରତ ସହିତ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାକୁ ଚାହୁଁଛି ଆମେରିକା

ଓ୍ବାଶିଂଟନ,୧୨ା୧୧: ୟୁକ୍ରେନ ଯୁଦ୍ଧ ଏବଂ ତାଇଓ୍ବାନକୁ ନେଇ ରୁଷିଆ-ଚାଇନା ସହିତ ମୁହାଁମୁହିଁ ହେବା ପରେ ଆମେରିକା ଭାରତ ସହ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଚାହୁଁଛି। ଆମେରିକାର ବିତ୍ତୀୟ ମନ୍ତ୍ରୀ ଜେନେଟ ଏଲ ୟେଲେନଙ୍କ ଭାରତ ଗସ୍ତ ସହିତ ସଂଯୁକ୍ତ ହୋଇଛି।…

ଆଇନ ବ୍ୟବସ୍ଥା ଅତ୍ୟାଚାରର ମାଧ୍ୟମ ନହେଉ: ପ୍ରଧାନ ବିଚାରପତି…

ନୂଆଦିଲ୍ଲୀ,୧୨।୧୧ : ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ ଶନିବାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ, ଦେଶରେ ପ୍ରଚଳିତ ଆଇନ ବ୍ୟବସ୍ଥା ଅତ୍ୟାଚାରର ମାଧ୍ୟମ ନହେଉ। ବରଂ ଏହା ନ୍ୟାୟର ମାଧ୍ୟମ ହେଉ। ଏହାର ଦାୟିତ୍ୱ କେବଳ ବିଚାରପତିଙ୍କର ନୁହେଁ।…

ପ୍ରତିଦିନ ମତେ ମିଳୁଛି ୨-୩ କିଲୋ ଗାଳି: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୨।୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲେଙ୍ଗାନାରେ ରାଜ୍ୟ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ନାମ ନନେଇ ତାଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ କେସିଆରଙ୍କ ବିରୋଧରେ ଦୁର୍ନୀତି ଏବଂ ବଂଶବାଦ ରାଜନୀତି କରୁଥିବା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ପ୍ରଥମେ…

‘ଓ୍ବାର୍କଲୋଡ୍‌ ଖାଲି ଭାରତ ପାଇଁ ଖେଳିବା ବେଳେ, ଆଇପିଏଲ୍‌ରେ ତ କେହି ଥକ୍କା ହେଉନାହଁ’

ନୂଆଦିଲ୍ଲୀ,୧୨।୧୧: ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ଲଜ୍ଜାଜନକ ପରାଜୟ ପରେ ଟିମ୍‌ ଇଣ୍ଡିଆକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ବିଶେଷକରି ଖେଳାଳିମାନେ ଆଇପିଏଲ୍‌ ସମୟରେ ଜବରଦସ୍ତ ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ନିରାଶ କରିବାକୁ ନେଇ ପ୍ରଶ୍ନ ଉଠୁଛି।…

ଜରାଶ୍ରମ ସଭାପତିଙ୍କୁ ହତ୍ୟା କଲେ କର୍ମଚାରୀ

ପାରାଦୀପ,୧୨ା୧୧(ସ୍ବ.ପ୍ର.): ପାରାଦୀପ ଗଡ଼ସ୍ଥିତ ଏକ ଜରାଶ୍ରମରେ ଅଭାବନୀୟ କାଣ୍ଡ ଘଟିଛି। ଜରାଶ୍ରମର ସଭାପତିଙ୍କୁ ସେହି ଜରାଶ୍ରମର ଜଣେ କର୍ମଚାରୀ ହତ୍ୟା କରି ନିଜେ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏଠାରେ ଥିବା ରତ୍ନମାଳୀ ଜେମା ଜରାଶ୍ରମର ସଭାପତି…

କଂଗ୍ରେସର ନିର୍ବାଚନୀ ଇସ୍ତାହାର, ବଦଳିବ ନରେନ୍ଦ୍ର ମୋଦି ଷ୍ଟାଡିୟମ ନାମ…

ଅହମଦାବାଦ,୧୨।୧୧ : ଯଦି ଗୁଜରାଟରେ କ୍ଷମତାକୁ ଆସେ ତେବେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମର ନାମ ସର୍ଦ୍ଦାର ପଟେଲ ଷ୍ଟାଡିୟମ ଭାବେ ପରିବର୍ତ୍ତନ କରିବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଛି। ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ କରି…

‘ଅଭିନୟ କରିବାକୁ ଚାହୁଁଥିଲେ ମୋତେ ବାହା ହୁଅ’

ମୁମ୍ବାଇ: ଗ୍ଲାମର ଦୁନିଆରେ କାମ କରିବା ପାଇଁ ଅଭିନେତ୍ରୀଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ବୋଲି ବଲିଉଡ୍‌ର ଜଣେ ଅଭିନେତ୍ରୀ କହିଛନ୍ତି। ଛୋଟ ପରଦାର ନୂଆ ଅଭିନେତ୍ରୀ ଆୟେଶା କପୁର ଏଭଳି ଏକ କଥାର ଖୁଲାସା କରିଛନ୍ତି, ଯାହା ଶୁଣିଲେ…

ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ…

ନୂଆଦିଲ୍ଲୀ,୧୨।୧୧ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପଦରୁ ହଟାଇବାକୁ ନିର୍ଦ୍ଦେଶ ଦେବାକୁ କରାଯାଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ପିଟିଶନରେ ଦର୍ଶାଯାଇଥିଲା ଯେ ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ନିଯୁକ୍ତି ଭାରତର ସମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରୁଛି। ଜଷ୍ଟିସ…

ତାମିଲନାଡୁରେ ଇଡବ୍ଲୁଏସ ରାଜନୀତି ତେଜିଲା…

ଚେନ୍ନାଇ,୧୨।୧୧ : ତାମିଲନାଡୁର ଶାସକ ରାଜନୈତିକ ଦଳ ଗରିବ ସବର୍ଣ୍ଣଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ (ଇଡବ୍ଲୁଏସ ସଂରକ୍ଷଣ)କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ୧୦୩ତମ ସମ୍ବିଧାନ ସଂଶୋଧନ ବିଲ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନଙ୍କ ଦ୍ୱାରା ଏକ ସର୍ବଦଳୀୟ ବୈଠକରେ ପ୍ରତ୍ୟାଖ୍ୟାନ…

ଆତଙ୍କବାଦର ମୁକାବିଲା ପାଇଁ ଭାରତ-ଏସିଆନ ସହମତି…

ନାମପେହ୍ନ,୧୨।୧୧ : ଉପରାଷ୍ଟ୍ରପତି ଜଗଦୀପ ଧନକର ଏସିଆ-ଭାରତ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ କାମ୍ବୋଡିଆର ରାଜଧାନୀ ନାମପେହ୍ନରେ ଭିଏତନାମର ପ୍ରଧାନମନ୍ତ୍ରୀ ଫାମ ମିନି ସାଇନଙ୍କ ସହିତ ଦ୍ୱିପାକ୍ଷିକ ବୈଠକରେ ଯୋଗଦେଇଛନ୍ତି। ଏହା ପରେ ଜାରି ହୋଇଥିବା ମିଳିତ ବିବୃତ୍ତିରେ ଉଭୟ ପକ୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri