ପୃଥିବୀରେ ରାସାୟନିକ ସାର ସଙ୍କଟ…
ଓ୍ବାଶିଂଟନ,୧୨।୧୧ : କମ ଖାଦ୍ୟ ଉତ୍ପାଦନର ଭୟ ଏବେ ଏସିଆ ଏବଂ ଆଫ୍ରିକାର ଏକ ବଡ଼ ଅଂଶରେ ଦେଖାଦେଇଛି। ଏହା ପଛରେ ଏକ ପ୍ରମୁଖ କାରଣ ହେଉଛି ରାସାୟନିକ ସାରର ଦ୍ରୁତ ଗତିରେ ଜାରି ରହିଥିବା ମୂଲ୍ୟ ବୃଦ୍ଧି। ଯାହା ହେତୁ…
ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଜୟଶଙ୍କର…
ନାମପେହ୍ନ,୧୨।୧୧ : ଆଜି କାମ୍ବୋଡିଆର ରାଜଧାନୀ ନାମପେହ୍ନରେ ଅନୁଷ୍ଠିତ ଏସିଆନ-ଭାରତ ସ୍ମାରକ ଶିଖର ସମ୍ମିଳନୀରେ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ୟୁକ୍ରେନର ପ୍ରତିପକ୍ଷ ଦିମିତ୍ରୋ କୁଲେବାଙ୍କୁ ଭେଟିଛନ୍ତି। ଦୁଇ ନେତା ୟୁକ୍ରେନ ଯୁଦ୍ଧ ଏବଂ ଆଣବିକ ବିପଦ ସମେତ ବିଭିନ୍ନ ପ୍ରସଙ୍ଗ…
ଦୈନିକ ସଂକ୍ରମଣ ୯ ଶହ ତଳେ,୧୩ ହଜାର ତଳେ ସକ୍ରିୟ ମାମଲା…
ନୂଆଦିଲ୍ଲୀ, ୧୨।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣର ଆତଙ୍କ ପୁଣି ଆରମ୍ଭ ହୋଇଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୩ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ିବା…
ମଣ୍ଡି ଖୋଲିବା ଦାବିରେ ରାସ୍ତାରେ ଗଛ ପକାଇ ଅବରୋଧ କଲେ ଚାଷୀ
କର୍ଲାମୁଣ୍ଡା,୧୨ା୧୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହଲ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଧାନମଣ୍ଡି ଖୋଲାଯିବା ଦାବିରେ ଗଜବାହଲ ଛକଠାରେ ଚାଲିଥିବା ରାସ୍ତାରୋକୋ ଶନିବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ତେବେ ବର୍ତ୍ତମାନ ସୁଦ୍ଧା ପ୍ରଶାସନ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ବୁଝାମଣା ହୋଇପାରି ନ…
ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଆସିଥିଲା କଲ୍, ଘଟଣାସ୍ଥଳରେ ପହଞ୍ଚି ଯାହା ଦେଖିଲେ ପାଦତଳୁ ଖସିଗଲା ମାଟି
ମାଲେସିଆରୁ ଏକ ଭାବପ୍ରବଣ ଖବର ଆସିଛି। ସଡ଼କ ଦୁର୍ଘଟଣା ପରେ ତୁରନ୍ତ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ କୁହାଯାଇଥିଲା। କିନ୍ତୁ ଡ୍ରାଇଭର ଜଣକ ସେଠାରେ ପହଞ୍ଚିବା ପରେ ଯାହା ଦେଖିଲେ ତାଙ୍କ ପାଦତଳୁ ମାଟି ଖସିଗଲା। ପ୍ରକୃତରେ ଏହି ଦୁର୍ଘଟଣାରେ ତାଙ୍କ…
୮୦୦ ଜାହାଜ ଯାତ୍ରୀ କରୋନା ପଜିଟିଭ୍
ସିଡ୍ନୀ,୧୨ା୧୧: ଛୁଟି କାଟିବା ପାଇଁ ମାଜେଷ୍ଟିକ୍ ପ୍ରିନ୍ସେସ୍ କ୍ରୁଜ୍ ଶିପ୍ ମୋଟ୍ ୪୬୦୦ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ନେଇ ବାହାରିଥିଲା। ଏଥିମଧ୍ୟରୁ ୮୦୦ ଜଣଙ୍କୁ କରୋନା ପଜିଟିଭ୍ ଚିହ୍ନଟ ପରେ ଅଷ୍ଟ୍ରେଲିଆର ସିଡନୀ ସହର ନିକଟ ଡକ୍ରେ ଜାହାଜଟି ଅଟକି…
ଦମୟନ୍ତୀ ଖେସ୍ଙ୍କୁ ସ୍ବର୍ଣ୍ଣ ପଦକ
ଭୁବନେଶ୍ୱର, ୧୨ା୧୧(କ୍ରୀଡ଼ା ପ୍ରତିନିଧି): ଆସାମର ଗୁଆହାଟୀଠାରେ ଶୁକ୍ରବାର ଆରମ୍ଭ ହୋଇଥିବା ୩୭ତମ ଜାତୀୟ ଜୁନିୟର ଆଥ୍ଲେଟିକ୍ସ ମିଟ୍ର ପ୍ରଥମ ଦିବସରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଓଡ଼ିଶାର ଦମୟନ୍ତୀ ଖେସ। ୨୦ ବର୍ଷରୁ କମ୍ ବର୍ଗ ବାଳିକା ଜାଭେଲିନ୍ ଥ୍ରୋରେ ସେ…
ବର୍ଷାରେ ଧୋଇବ ଫାଇନାଲ, ଯୁଗ୍ମ ବିଜେତା ସମ୍ଭାବନା
ମେଲବୋର୍ନ,୧୨ା୧୧(ପି.ଟି.): ଆସନ୍ତା ରବିବାର ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ହେବାକୁଥିବା ପାକିସ୍ତାନ-ଇଂଲଣ୍ଡ ଟି୨୦ କ୍ରିକେଟ ବିଶ୍ୱକପ୍ ମ୍ୟାଚ ବର୍ଷାରେ ଧୋଇଯିବା ସମ୍ଭାବନା ରହିଛି। ଏପରି ହେଲେ ଦୁଇ ଦଳ ଯୁଗ୍ମ ବିଜେତା ଘୋଷିତ ହେବେ। ରବିବାର ମେଲବୋର୍ନରେ ବର୍ଷା ହେବାର ସମ୍ଭାବନା ୯୫…
୩୦ ବର୍ଷ ପରେ ବିଶ୍ୱକପ୍ ଫାଇନାଲରେ ଇଂଲଣ୍ଡ-ପାକିସ୍ତାନ
ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍ ଫାଇନାଲରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଆସନ୍ତା ରବିବାର ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ମେଗା ଫାଇନାଲ ଖେଳାଯିବ। ରେକର୍ଡ ଅନୁସାରେ ୩୦ ବର୍ଷ ପରେ ଉଭୟ ଦଳ କୌଣସି ଏକ ବିଶ୍ୱକପ ଫାଇନାଲରେ…
୧୩ରୁ ରାଜ୍ୟସ୍ତରୀୟ ଖୋ ଖୋ ଚାମ୍ପିୟନଶିପ୍
ପୁରୀ ଅଫିସ, ୧୨ା୧୧: ଓଡ଼ିଶାର ଜଗରନଟ୍ସ ଖୋ ଖୋ ଦଳ ଗତ ଅଗଷ୍ଟରେ ପୁଣେରେ ଅନୁଷ୍ଠିତ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଥିଲା। ତେଣୁ ଖୋ ଖୋ ଖେଳକୁ ରାଜ୍ୟରେ ଅଧିକ ଲୋକପ୍ରିୟ କରିବା ଲକ୍ଷ୍ୟରେ ପୁରୀରେ ସିନିୟର ବର୍ଗର ରାଜ୍ୟସ୍ତରୀୟ ଖୋ ଖୋ…
ଚୟନରେ ତ୍ରୁଟି, ରକ୍ଷଣଶୀଳ ସ୍ବଭାବରୁ ବିପର୍ଯ୍ୟୟ
ମେଲବୋର୍ନ, ୧୨ା୧୧(ପି.ଟି.): ଚଳିତ ଟି୨୦ କ୍ରିକେଟ ବିଶ୍ୱକପର ସେମିଫାଇନାଲରୁ ଭାରତ ବିଦାୟ ନେଇଛି। ମାତ୍ର ଇଂଲଣ୍ଡଠାରୁ ଯେପରି ୧୦ ଉଇକେଟରେ ଲଜ୍ଜାଜନକ ପରାଜୟ ମିଳିଲା ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଖେଳାଳି ଚୟନରେ ଜିଦ୍ଖୋର ମନୋବୃତ୍ତି, ପାଓ୍ବାରପ୍ଲେରେ ଟପ୍ ଅର୍ଡରଙ୍କ…
୨୦୦୦ ବର୍ଷର କାଂସ୍ୟ ପ୍ରତିମୂର୍ତ୍ତି
ରୋମ୍: ଇଟାଲୀର ସାନ୍ କାସିଆନୋ ଦେଇ ଗାଭନିରୁ ୨, ୦୦୦ ବର୍ଷ ପୁରୁଣା କାଂସ୍ୟ ପ୍ରତିମୂର୍ତ୍ତି ଠାବ କରିଛନ୍ତି ଇଟାଲୀୟ ପ୍ରତ୍ନତତ୍ତ୍ୱବିତ୍। ମୂର୍ତ୍ତି ସାଙ୍ଗକୁ ପାଖାପାଖି ୫୦୦୦ ସୁନା ,ରୁପା ଓ କଂସା ମୁଦ୍ରା ମଧ୍ୟ ଉକ୍ତ ସ୍ଥାନରୁ ମିଳିଛି। ମୂର୍ତ୍ତିସବୁକୁ…
Archives


