Home

କ୍ରଶର ପାଇଁ ବଢୁଛି ପ୍ରଦୂଷଣ

ଖଡ଼ିଆଳ,୧୧।୧୨(ଡି.ଏନ.ଏ.): ପଥର ଖାଦାନଗୁଡିକୁ ଗାଇଡ଼ ଲାଇନ ନ ମାନି ନିୟମ ଉଲ୍ଲଘଂନ କରି ମାଫିଆ ହାତକୁ ଟେକି ଦେଇଥିବା ଅଭିଯୋଗ ହୋଇଛି। ଐତିହାସିକ କୀର୍ତିରାଜି ଲୀନ ହେବା ସାଙ୍ଗକୁ ପରିବେଶ ପ୍ରଦୂଷଣ ବଢୁଛି। ଏହାକୁ ନେଇ ବାରମ୍ବାର ଅଭିଯୋଗ କଲେ ହେଁ…

ମଣ୍ଡିରୁ ଉଠୁନାହିଁ ଧାନ

ନୂଆପଡ଼ା ଅଫିସ୍‌,୧୧।୧୨: ନୂଆପଡ଼ା ଜିଲାରେ ମଣ୍ଡି ଖୋଲିବାର ୧୦ଦିନ ବିତି ଯାଇଥିଲେ ମଧ୍ୟ ଧାନ ଉଠାଯାଇ ନାହିଁ। ନୂଆପଡ଼ା ସଦର ବ୍ଲକ ସାରାବଙ୍ଗ ପ୍ରାଥମିକ କୃଷି ସମବାୟ ସମିତି ଅଧିନସ୍ଥ ମୋହରାଡିହି ମଣ୍ଡିରେ ୮୫ଜଣ ଚାଷୀଙ୍କ ୧୦ହଜାରରୁ ଊର୍ଦ୍ଧ୍ୱ ବସ୍ତା ଧାନ…

ଡିଏଫ୍‌ଓଙ୍କୁ ପଥର ମାଫିଆଙ୍କ ମରଣାନ୍ତକ ଆକ୍ରମଣ

ଢେଙ୍କାନାଳ ଅଫିସ,୧୧ା୧୨: ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି କୁରମଟାଙ୍ଗର ଗ୍ରାମରେ ନିକଟରେ ଶନିବାର ବିଳମ୍ବିତ ରାତିରେ ପଥର ମାଫିଆମାନେ ଜିଲା ବନଖଣ୍ଡ ଅଧିକାରୀ ତଥା ଡିଏଫ୍‌ଓ ଡ. ପ୍ରକାଶ ଚାନ୍ଦ ଗୋଗିନେନିଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ତାଙ୍କ ମୁଣ୍ଡର…

ଦୃଷ୍ଟି ଆଢୁଆଳରେ ଗୁଡ଼ହାଣ୍ଡି ଡୋକରୀଚଞ୍ଚରା

କୋକସରା,୧୧ା୧୨(ଡି.ଏନ.ଏ.): ଆଉ ଦିନ କେଇଟା ପରେ ନୂଆବର୍ଷ। ଏହାକୁ ଧୁମଧାମରେ ମନାଇବା ପାଇଁ ସମସ୍ତଙ୍କ ମନରେ ଭରି ରହିଛି ଉତ୍କଣ୍ଠା। ବିଶେଷ କରି ବଣଭୋଜି କରିବା ପାଇଁ ଦରକାର ପଡେ ଏମିତି ଏକ ସ୍ଥାନ ଯେଉଁଠି ବଣଭୋଜି ସହିତ ପ୍ରକୃତି ରାଣୀ…

ବଡ଼ତ୍ରିବିଡ଼ାରେ ଜବରଦଖଲ ଉଚ୍ଛେଦ

କଣିହାଁ,୧୧।୧୨(ଡି.ଏନ.ଏ.): କଣିହାଁ ବ୍ଲକ ବଡ଼ତ୍ରିବିଡ଼ା ଗ୍ରାମରେ କଣିହାଁ ତହସିଲ ତରଫରୁ ଶନିବାର ଜବରଦଖଲ ଉଚ୍ଛେଦ କରାଯାଇଛି। ପୋଲିସ ଫୋର୍ସ ସହିତ କଣିହାଁ ତହସିଲଦାର ପତିତପାବନ ଦେବତା, ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ସହକାରୀ ଜିଲାପାଲ ପ୍ରଭାତ ବିଶ୍ୱାଳ, ବିଦ୍ୟୁତ୍‌ ବିଭାଗ ସମେତ ଅନ୍ୟାନ୍ୟ…

ଯନ୍ତ୍ରଣା ପାଉଛନ୍ତି ଯାତ୍ରୀ

ଆଠମଲ୍ଲିକ, ୧୧ା୧୨ (ଡି.ଏନ.ଏ.): ଛାତରୁ ପଲସ୍ତରା ଛାଡ଼ିଗଲାଣି। ଲୁହାରଡ୍‌ରେ କଳଙ୍କି ଲାଗି ଦୁର୍ବଳ ହୋଇଗଲାଣି। ଭିତ୍ତିଭୂମି ଭଲ ନ ଥିବାରୁ ଭୁଶୁଡ଼ିପଡ଼ିବା ଆଶଙ୍କା ବଢ଼ିଲାଣି। ହେଲେ ଏଥିପ୍ରତି ନା ଜନପ୍ରତିନିଧି ନା ପ୍ରଶାସନ, କେହି ବି ଆବଶ୍ୟକ ଧ୍ୟାନ ଦେଉନାହାନ୍ତି। ଫଳରେ…

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସମସ୍ୟା ବୁଝିବ ସମ୍ପର୍କ କେନ୍ଦ୍ର

ବ୍ରହ୍ମପୁର ଅଫିସ,୧୧ା୧୨: ଗ୍ରାମାଞ୍ଚଳରେ ସମସ୍ତ ପ୍ରକାର ବିଦ୍ୟୁତ ସଂପର୍କିତ ସମସ୍ୟାର ସମାଧାନ ଗୋଟିଏ ସ୍ଥାନରେ କରିବା ପାଇଁ ଟିପି ସଦର୍ଣ୍ଣ ଓଡିଶା ଲିମିଟେଡ (ଟିପିଏସ୍‌ଓଡିଏଲ) ସମ୍ପର୍କ କେନ୍ଦ୍ର କରୁଛି। ବ୍ରହ୍ମପୁର ବିଦ୍ୟୁତ ଡିଭିଜନ-୨ ଓ ହିଞ୍ଜିଳିକାଟୁ ଡିଭିଜନରେ ଏହି କାର୍ଯ୍ୟ ସଫଳତାର…

ଯାଞ୍ଚ ସତ୍ତ୍ୱେ ଖାଦ୍ୟ ଅପମିଶ୍ରଣ ବଢୁଛି

ବ୍ରହ୍ମପୁର ଅଫିସ,୧୧ା୧୨: ବ୍ରହ୍ମପୁର ସହରରେ ଫାଷ୍ଟଫୁଡ ଦୋକାନ, ହୋଟେଲ ଓ ରେଷ୍ଟୁରାଣ୍ଟ ଗୁଡିକରେ ଯାଞ୍ଚ ପ୍ରକ୍ରିୟା କୋହଳ ହେବା କାରଣରୁ ଖାଦ୍ୟ ଅପମିଶ୍ରଣ ହେଉଛି। ଏପରକି ଖାଦ୍ୟକୁ ଆକର୍ଷିତ କରିବା ପାଇଁ ରାସାୟନିକ ରଙ୍ଗ ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି। ସହରରେ…

ତାରାତାରିଣୀରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ପୁରୁଷୋତ୍ତମପୁର,୧୧ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ତଥା ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀ ପୀଠଟି ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଭାବରେ ପରିଚିତ ହୋଇଥିବା ହେତୁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ଏହି ତାରାତାରିଣୀ ପୀଠକୁ…

ଲଘୁଚାପ ପ୍ରଭାବରେ ପାଚିଲା ଧାନ ନଷ୍ଟ

ପାରଳାଖେମୁଣ୍ଡି, ୧୧ା୧୨ (ଡି.ଏନ୍‌.ଏ): ଗଜପତି ଜିଲାରେ ଶୁକ୍ରବାର ସାରୁ ସୃଷ୍ଟି ହୋଇଥିବା ବାତ୍ୟା ‘ମାଣ୍ଡୋସ’ର ପ୍ରଭାବରେ ଝିପି ଝିପି ବର୍ଷା ଲାଗିରହିଛି। ଧାନ ଅମଳ ସମୟ ହୋଇଥିବାରୁ ବର୍ଷା ହେବା ଦ୍ୱାରା ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବର୍ଷା…

ବାର୍‌ହା ସହ ପିଟିହୋଇ ଯୁବକଙ୍କ ଗୋଡ଼ ଭାଙ୍ଗିଲା

ରାଜନଗର, ୧୧ା୧୨(ଡି.ଏନ୍‌.ଏ.): ରାସ୍ତାରେ ଜଣେ ଯୁବକ ବାଇକ୍‌ ନେଇ ଯାଉଥିବା ବେଳେ ବାର୍‌ହା ଦେହରେ ପିଟି ହେବାରୁ ତାଙ୍କ ଗୋଡ଼ ଭାଙ୍ଗିଯାଇଛି। ଶନିବାର ସକାଳେ ରାଜନଗର ବ୍ଲକ ରଙ୍ଗଣୀ ପଞ୍ଚାୟତ ପ୍ରଭାତୀ ଗାଁର ସୁଦାମ ମଣ୍ଡଳ (୨୫) ଓ ତାଙ୍କ ପିତା…

ଜଳୁଛି ପେଟ, ପାଠପଢ଼ାକୁ ପଚାରେ କିଏ

ମହାକାଳପଡ଼ା,୧୧ା୧୨(ଡି.ଏନ୍‌.ଏ.): ଶୈଶବ ବନ୍ଧାପଡ଼ିଛି ଚୁଲି ମୁଣ୍ଡରେ। ଚୁଲି ଧୂଆଁ ରେ ଭବିଷ୍ୟତ ସ୍ବପ୍ନ ଅନ୍ଧକାର ହୋଇଯାଉଛି। ଯେଉଁ ବୟସରେ ନିଜ ସାଥୀମାନେ ବିଦ୍ୟାଳୟକୁ ଯାଉଛନ୍ତି ସେତେବେଳେ ୭ ବର୍ଷର ଝିଅଟିଏ ପରିବାରର ବୋଝ ମୁଣ୍ଡରେ ବୋହିବାକୁ ପଡୁଛି। କାନ୍ଧରେ ବସ୍ତାନି ପକାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?