Home

୮ ଡଲାର ସବସ୍କ୍ରିପଶନ ନିଷ୍ପତ୍ତିକୁ ଫେରାଇ ନେଲା ଟୁଇଟର

ୱାଶିଂଟନ,୧୨ ।୧୧: ଟୁଇଟରର ଚଢେଇ ସାରା ବିଶ୍ୱର ମୁଣ୍ଡକୁ ବିଗାଡିବାରେ ଲାଗିଛି । ଟୁଇଟରର ନୂଆ ମାଲିକ ଏଲନ ମସ୍କ ଶୁକ୍ରବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି ଯାହା ଏବେ ପୁଣି ଚର୍ଚ୍ଚାକୁ ଆସିଛି । ରିପୋର୍ଟ ଅନୁଯାୟୀ, କମ୍ପାନୀ ଚଳିତ…

ଆଜି ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ହେବ ଭୋଟିଂ, ମଇଦାନରେ ୪୧୨ ପ୍ରାର୍ଥି

ଶିମଲା,୧୨ ।୧: ହିମାଚଳ ପ୍ରଦେଶର ସମସ୍ତ ୬୮ ବିଧାନସଭା ଆସନ ଲାଗି ଶନିବାର ଭୋଟିଂ ହେବ । ସାରା ରାଜ୍ୟରେ ଏଥିପାଇଁ ୭,୮୮୪ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି । ଏଠାରେ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ…

ଗୁଜରାଟ ନିର୍ବାଚନ: ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା ଭାଜପା

ନୂଆଦିଲ୍ଲୀ,୧୧।୧୧: ଡିସେମ୍ବରରେ ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ଭାଜପା ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦମନ୍ତ୍ରୀ ଅମିତ୍‌ ଶାହା, ରାଜନାଥ ସିଂ, ନୀତିନ ଗଡ଼କରୀ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର…

ପୁଣି ବଢ଼ିଲା ଅବସରପ୍ରାପ୍ତ ଓଏଏସ୍‌ ଅଫିସର ଅଜିତ ମିଶ୍ରଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ପୁଣି ବଢ଼ିଲା ଅବସରପ୍ରାପ୍ତ ଓଏଏସ୍‌ ଅଫିସର ଅଜିତ କୁମାର ମିଶ୍ରଙ୍କ କାର୍ଯ୍ୟକାଳ। ରାଜ୍ୟ ସରକାର ଶୁକ୍ରବାର ତାଙ୍କ କାର୍ଯ୍ୟକାଳ ଆଉ ଏକବର୍ଷ ପାଇଁ ବୃଦ୍ଧି କରିଛନ୍ତି । ଏବେ ସେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ…

ଏତେ ବଦଳିଗଲେଣି ସମସ୍ତଙ୍କ ପ୍ରିୟ ‘ଗଙ୍ଗୁବାଇ, ଚିହ୍ନିବା ହେଉଛି ମୁସ୍କିଲ

ବମ୍ବେ: ବଦଳିଗଲେଣି ଲୋକପ୍ରିୟ କମେଡି ଶୋ’ ‘କମେଡି ସର୍କସ’ରେ ନଜର ଆସିଥିବା ପ୍ରତିଭାବାନ ସଲୋନୀ ଦାଇନି ଓରଫ ଗଙ୍ଗୁବାଇ। ଏବେ ସେ ୨୦ ବର୍ଷର ହେଲେଣି। ଟ୍ରାନ୍ସଫରମେଶନ ସାଙ୍ଗକୁ ସତିଶ କୌଶିକଙ୍କ ସହ ନିଜର ଆଗାମୀ ପ୍ରୋଜେକ୍ଟକୁ ନେଇ ସଲୋନୀ ଅଛନ୍ତି…

୫ ବର୍ଷ ପୂର୍ବେ ବିବାହ କରିଥିଲେ ସିଦ୍ଧାନ୍ତ; ହଠାତ୍‌ ମୃତ୍ୟୁକୁ ନେଇ ଶୋକରେ ପରିବାର

ବମ୍ବେ: ଥିଲେ ବେଶ ଫିଟ୍‌ନେସ୍‌ ଫ୍ରିକ୍‌। ହେଲେ ଜିମ୍‌ରେ ଓ୍ବାର୍କଆଉଟ୍‌ କରିବା ବେଳେ ହୃଦ୍‌ଘାତ ଯୋଗୁ ଚାଲିଯାଇଛି ଜୀବନ। ମାତ୍ର ୪୬ ବର୍ଷ ବୟସରେ ଟେଲିପରଦାର ଜଣାଶୁଣା ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ମୃତ୍ୟୁ ଘଟିଛି। ୨୦୦୧ରୁ ଅଭିନୟ ଦୁନିଆରେ ସକ୍ରିୟ…

ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଅଗ୍ରହଣୀୟ: କଂଗ୍ରେସ

ନୂଆଦିଲ୍ଲୀ,୧୧।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ବଡ ରାୟ ଦେଇଛନ୍ତି। ଆଜୀବନ କାରାଦଣ୍ଡ ଭୋଗୁଥିବା ନଳୀନି ଶ୍ରୀହରନ୍‌ଙ୍କ ସମେତ ୬ଜଣ ଦୋଷୀଙ୍କୁ ପୂର୍ଣ୍ଣ ସମୟସୀମା ଆଗରୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି…

ପ୍ରକାଶ ପାଇଲା ଓଜେଏସ୍‌-୨୦୨୧ ପରୀକ୍ଷାଫଳ: ଅନୁଗୋଳର ଆଦ୍ୟାଶା ମିଶ୍ର ଟପ୍ପର

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ଓଜେଏସ୍‌-୨୦୨୧ର ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ୫୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ନେଇ ଓପିଏସ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷାରେ ଅନୁଗୋଳର ଆଦ୍ୟାଶା ମିଶ୍ର ଟପ୍ପର ହୋଇଥିବା ବେଳେ ଚେତନା ପଟ୍ଟନାୟକ ଦ୍ୱିତୀୟ ଓ ଏ.ଗୀତାଞ୍ଜଳି ନାଇଡୁ ତୃତୀୟ…

ରାଜ୍ୟରେ ନିଯୁକ୍ତି ପାଇବେ ୭,୫୪୦ ଶିକ୍ଷୟିତ୍ରୀ-ଶିକ୍ଷକ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ରାଜ୍ୟର ୪,୮୪୮ଟି ସରକାରୀ ହାଇସ୍କୁଲରେ ନିଯୁକ୍ତି ପାଇବେ ୭,୫୪୦ ଶିକ୍ଷୟିତ୍ରୀ ଓ ଶିକ୍ଷକ। ଏନେଇ ନିଯୁକ୍ତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଓଡିଶା ଷ୍ଟାଫ ସିଲେକ୍ସନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପଦବୀ ଗୁଡିକ…

ମଜା ଉଡାଇଲେ ରମିଜ: କହିଲେ‘ ବିଲିୟନ ଡଲାର ରୋଜଗାର କରୁଥିବା ଟିମ୍‌ ପଛରେ ରହିଲେ, ଆମେ ଫାଇନାଲରେ…’

ମେଲବୋର୍ନ,୧୧।୧୧: ଭାରତୀୟ କ୍ରିକେଟ ଟିମ୍‌ ଗୁରୁବାର ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ୧୦ ଉଇକେଟରେ ପରାଜିତ ହୋଇ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛି। ଏହି ଶୋଚନୀୟ ପରାଜୟ ପରେ ଭାରତୀୟ ଟିମ୍‌କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ଏହି କ୍ରମରେ…

‘ଭାରତକୁ ଆଇପିଏଲ୍‌ରୁ କ’ଣ ମିଳିଛି… ସବୁଠାରୁ ଖରାପ ଟିମ୍‌’

ଲଣ୍ଡନ,୧୧।୧୧: ଧଳା ବଲ୍‌ କ୍ରିକେଟ ଇତିହାସରେ ଭାରତ ସବୁଠାରୁ ଖରାପ ପ୍ରଦର୍ଶନକାରୀ ଦଳ ବୋଲି କଟାକ୍ଷ କରିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍‌ ଭାଓନ୍‌। ଇଣ୍ଡିଆନ ପ୍ରିମିୟର ଲିଗ୍‌ ଖେଳାଳିଙ୍କ ଖେଳକୁ ଉନ୍ନତ କରିଥିବା ପ୍ରତ୍ୟେକ ଖେଳାଳି କହିଥାନ୍ତି। ହେଲେ ଭାରତ…

ଏନ୍‌ସିପି ବିଧାୟକ ଗିରଫ: ଫିଲ୍ମ ‘ହର ହର ମହାଦେବ’ର ସ୍କ୍ରିନିଂକୁ କରାଇଥିଲେ ବନ୍ଦ

ମୁମ୍ବାଇ,୧୧।୧୧: ମହାରାଷ୍ଟ୍ରର ଏନ୍‌ସିପି ବିଧାୟକ ଜିତେନ୍ଦ୍ର ଅହ୍ବାଦଙ୍କୁ ଶୁକ୍ରବାର ପୋଲିସ ଗିରଫ କରିଛି। ଜିତେନ୍ଦ୍ର ଅହ୍ବାଦ ତାଙ୍କ ସମର୍ଥକଙ୍କ ସହ ପୁଣେର ଏକ ମଲ୍‌ରେ ଫିଲ୍ମ ‘ହର ହର ମହାଦେବ’ର ସ୍କ୍ରିନିଂକୁ ବନ୍ଦ କରିଦେଇଥିଲେ। ଏହି ସମୟରେ ସେ ମଲ୍‌ରେ ମାରପିଟ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri