ସଂସଦୀୟ କମିଟିକୁ ଓଡ଼ିଶାର ୬ ଏମ୍ପି ମନୋନୀତ
ନୂଆଦିଲ୍ଲୀ,୧୦ା୧୧: ଓଡ଼ିଶାରୁ ଲୋକ ସଭାରେ ପ୍ରତିନିଧିତ୍ୱ କରୁଥିବା ୬ ସଦସ୍ୟ ୫ ସଂସଦୀୟ କମିଟିକୁ ମନୋନୀତ ହୋଇଛନ୍ତି। ବାଚସ୍ପତି ଓମ୍ ବିର୍ଲା ବୁଧବାର ଭାଜପା ଏମ୍ପି ସୁରେଶ ପୂଜାରୀ ଏବଂ ବିଜେଡି ସଦସ୍ୟ ପିନାକୀ ମିଶ୍ରଙ୍କୁ ସବ୍ଅର୍ଡିନେଟ୍ ଲେଜିସ୍ଲେଶନ୍ କମିଟି ସଦସ୍ୟ…
ସିନେଟ୍ ପାଇଁ କଡ଼ା ମୁକାବିଲା
ଓ୍ବାଶିଂଟନ୍,୧୦।୧୧ : ଆମେରିକା ରାଷ୍ଟ୍ରପତିଙ୍କ ପ୍ରଥମ ଦୁଇବର୍ଷ କାର୍ଯ୍ୟକାଳର ମୂଲ୍ୟାଙ୍କନ ବିବେଚନା କରାଯାଉଥିବା ମିଡ୍ଟମର୍ସ ବା ମଧ୍ୟବର୍ତ୍ତିକାଳୀନ ନିର୍ବାଚନର ଫଳାଫଳ ଏଥର ପରମ୍ପରା ଭାଙ୍ଗିଛି। ପୂର୍ବରୁ ଅଧିକାଂଶ ମିଡ୍ଟମର୍ସରେ ସରକାର ବିରୋଧୀ ଜନାଦେଶ ଆସିଥିବାବେଳେ ଚଳିତ ନିର୍ବାଚନରେ ଆମେରିକୀୟ ଭୋଟର ଅସ୍ପଷ୍ଟ…
ଶାନ୍ତି ବିକାଶ କ୍ଷେତ୍ରରେ ବିଜ୍ଞାନ
ଶାନ୍ତି ଏବଂ ବିକାଶ ପାଇଁ ବିଜ୍ଞାନର ଉପଯୋଗ କରାଯିବା ଜରୁରୀ। ଏ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ନଭେମ୍ବର ୧୦ରେ ‘ବିଶ୍ୱ ବିଜ୍ଞାନ ଦିବସ’ ପାଳନ କରାଯାଇଥାଏ। ଏହା ହେଉଛି ଏକ ଅନ୍ତର୍ଜାତୀୟ ଦିବସ, ଯାହା ସମାଜରେ ବିଜ୍ଞାନର ଗୁରୁତ୍ୱପୂର୍ଣ୍ଣ…
ଭାରତୀୟ ମୁଦ୍ରାରେ ଅନ୍ତର୍ଜାତୀୟ ବାଣିଜ୍ୟ କାରବାରକୁ ମଞ୍ଜୁରୀ
ନୂଆଦିଲ୍ଲୀ,୧୦।୧୧: ସାରା ବିଶ୍ୱ ଏପରିକି ଭାରତରେ ମଧ୍ୟ ମାନ୍ଦାବସ୍ଥା ଜାରି ରହିଛି। ଦେଶରେ ଉଭୟ ଅନ୍ତଃରାଷ୍ଟ୍ରୀୟ ଓ ସ୍ଥାନୀୟ ସମସ୍ୟା ମଧ୍ୟ ବୃଦ୍ଧି ପାଇ ଚାଲିଛି। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ବୁଧବାର ଭାରତୀୟ ମୁଦ୍ରା ବା ଟଙ୍କା (ଆଇଏନ୍ଆର୍) ରେ…
ଜି୨୦ ଲୋଗୋରେ ଭାଜପାର ‘ପଦ୍ମ’
ନୂଆଦିଲ୍ଲୀ,୧୦ା୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉନ୍ମୋଚିତ ଜି୨୦ ପ୍ରେସିଡେନ୍ସି ଲୋଗୋରେ ଥିବା ପଦ୍ମଫୁଲକୁ ନେଇ ବିବାଦ ସୃଷ୍ଟି ହୋଇଛି। ଭାଜପାର ନିର୍ବାଚନୀ ଚିହ୍ନ ପଦ୍ମ ହୋଇଥିବାରୁ କଂଗ୍ରେସ ଏହାକୁ କଡ଼ା ସମାଲୋଚନା କରିଛି। ଶାସକ ଦଳ ଏଥିରେ ନିଜକୁ…
‘ବାପ୍’ର ଫାର୍ଷ୍ଟ ଲୁକ୍ ଜାରି
ଆକ୍ସନ ଡ୍ରାମା ଫିଲ୍ମ ‘ବାପ୍’ର ଫାର୍ଷ୍ଟ ଲୁକ୍ ଜାରି ହୋଇଛି। ଏହି ଫିଲ୍ମରେ ୮୦ ଏବଂ ୯୦ ଦଶକର ସୁପରଷ୍ଟାର – ଜ୍ୟାକି ଶ୍ରଫ, ସଞ୍ଜୟ ଦତ୍ତ, ମିଥୁନ ଚକ୍ରବର୍ତ୍ତୀ ଏବଂ ସନ୍ନି ଦେଓଲ ଏକାଠି ଅଭିନୟ କରିଛନ୍ତି। ନିର୍ମାତାଙ୍କ ଦ୍ୱାରା…
ଗୋଟେ ପଟେ ହାତୀ ଆତଙ୍କ, ଆଉ ଗୋଟେ ପଟେ ଜଳକ୍ରୀଡ଼ା ଦେଖିବାକୁ ଲୋକେ ଉତ୍ସାହିତ
କେନ୍ଦୁଝର,୯ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ବୃଦ୍ଧି ପାଉଥିବା ବେଳେ ବନ ବିଭାଗ ଲୋକଙ୍କ ଧନଜୀବନର ସୁରକ୍ଷା କରିବାରେ ବିଫଳ ହେଉଛି। ଅନ୍ୟପକ୍ଷରେ ହାତୀ ଉପଦ୍ରବ ବଢୁଥିବାରୁ ଲୋକମାନେ ଭୟ ଆତଙ୍କ ମଧ୍ୟରେ ରହୁଥିବା ବେଳେ ତେଣେ ହାତୀପଲ ଦେଖିବାକୁ ଲୋକଙ୍କ…
ନେପାଳରେ ଭୂକମ୍ପ: ୬ ମୃତ
କାଠମାଣ୍ଡୁ,୯।୧୧:ନେପାଳ ଦୋତି ଜିଲାରେ ବୁଧବାର ଭୋରରୁ ବଡ଼ ଧରଣ ଭୂ-କମ୍ପ ହୋଇଥିବାବେଳେ ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ୫ ଜଣ ଶୁରୁତର ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସ୍ଥାନୀ ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି। ଭୂମିକମ୍ପର ତିବ୍ରତା…
ବଲିଉଡ୍ରେ ୧୫ ବର୍ଷ ପୂରଣ କଲେ ରଣବୀର
ମୁମ୍ବାଇ: ରଣବୀର କପୁର ସଞ୍ଜୟ ଲୀଲା ଭଁସାଲିଙ୍କ ଫିଲ୍ମ ‘ସାଓ୍ବରିଆ’ ଜରିଆରେ ବଲିଉଡ୍ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ସହିତ ସେ ବଲିଉଡ୍ରେ ଜଣେ ସୁପରଷ୍ଟାର ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲେ। କ୍ୟାରିୟରର ୧୫ ବର୍ଷ ମଧ୍ୟରେ ରଣବୀର ୩୦ରୁ…
ରାଜସ୍ବ ଗ୍ରାମ ମାନ୍ୟତା ମିଳୁ ନ ଥିବାରୁ ଅସନ୍ତୋଷ
କେନ୍ଦୁଝର,୯ା୧୧(ସ୍ବ.ପ୍ର.): ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬ରେ ପ୍ରାବଧାନ ଥିବା ସତ୍ତ୍ୱେ ବଣଜଙ୍ଗଲ ଘେରା ଅଞ୍ଚଳରେ ରହୁଥିବା ପୁରାତନ ବସ୍ତି ଓ ଗ୍ରାମଗୁଡ଼ିକୁ ରାଜସ୍ବ ଗ୍ରାମର ମାନ୍ୟତା ମିଳୁ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି। ବାରମ୍ବାର ଗ୍ରାମସଭାରେ ନିଷ୍ପତ୍ତି ହୋଇ ପ୍ରଶାସନ…
ମୋଦିଙ୍କ ଭଳି ମିଥ୍ୟା ପ୍ରତିଶ୍ରୁତି ଦେଇପାରିବୁ ନାହିଁ, ଯାହା କହିଛୁ ପୂରଣ କରିବୁ: ଖାର୍ଗେ
ଶିମଲା,୯।୧୧: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଛି। ଭିନ୍ନ ଦଳ ପକ୍ଷରୁ ଭୋଟରଙ୍କ ମନ ଜିଣିବା ପାଇଁ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଉଛନ୍ତି। ଏହି କ୍ରମରେ ବୁଧବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶିମଲାଙ୍କ ବାନୁତୀରେ ଏକ…
ଫ୍ଲାଟ୍ ଦେବା ନାଁରେ ୨୦ ଲକ୍ଷ ଟଙ୍କା ଠକି ବନ୍ଧା ହେଲେ ବିଲ୍ଡର
ଭୁବନେଶ୍ୱର,୯।୧୧(ବ୍ୟୁରୋ): ରାଜଧାନୀରେ ଫ୍ଲାଟ ଦେବା ନାଁରେ ୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ବିଲ୍ଡରଙ୍କୁ ମଞ୍ଚେଶ୍ୱର ଥାନା ପୋଲିସ ବୁଧବାର ଗିରଫ କରିଛି । ସେ ହେଲେ ଅରୁଣଜ୍ୟୋତି ପଟ୍ଟନାୟକ। ତାଙ୍କ ନାମରେ ହରିହର ସାହୁ ନାମକ ଜଣେ ବ୍ୟକ୍ତି…
Archives


