Home

ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ୍‌ ନ ଲଗାଇଲେ ୫ରୁ ୧୦ ହଜାର ଜରିମାନା

ଭୁବନେଶ୍ୱର,୧୬ା୯(ବ୍ୟୁରୋ): ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ୍‌ (ଏଚ୍‌ଏସ୍‌ଆର୍‌ପି) ନ ଲଗାଇଥିଲେ ଜରିମାନା ଗଣିବାକୁ ହେବ । ଯେଉଁ ଯାନବାହନର ଶେଷ ନମ୍ବର ୧,୨,୩, ୪ ହୋଇଥିବ ଏବଂ ସେମାନେ ଯଦି ସେପ୍ଟେମ୍ବର ୩୦ ସୁଦ୍ଧା ଏଚ୍‌ଏସ୍‌ଆର୍‌ପି ଲଗାଇ ନ ଥିବେ ତେବେ…

ହାଇଟେକ୍‌ ସର୍ଭେରେ ବିଳମ୍ବ

କଟକ ଅଫିସ,୧୬ା୯:ଜମିଜମା ସଂକ୍ରାନ୍ତୀୟ ନକ୍ସାର ସ୍ଥିତି, ଅବସ୍ଥିତିକୁ ଗ୍ଲୋବାଲ ପୋଜିଶନିଂ ସିଷ୍ଟମ(ଜିପିଏସ୍‌) ଓ ଇଲେକ୍ଟ୍ରୋନିକ୍ସ ଟୋଟାଲ ଷ୍ଟେଶନ (ଇଟିଏସ୍‌) କରାଯିବା ଲକ୍ଷ୍ୟରେ ରାଜ୍ୟରେ ହାଇଟେକ୍‌ ସର୍ଭେ (ହାଇବ୍ରିଡ୍‌) ସିଷ୍ଟମ ଭଳି ପଦକ୍ଷେପ ହାତକୁ ନିଆଯାଇଛି। ଏହାଦ୍ୱାରା ରେକର୍ଡ ଅଫ୍‌ ରାଇଟ୍‌ସ (ଆର୍‌ଓଆର୍‌)…

ବଢୁଛି ଇ-ଯାନ ଚାହିଦା

ଭୁବନେଶ୍ୱର,୧୬ା୯(ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢୁଛି। ତୈଳ ଦର ବୃଦ୍ଧି ଯୋଗୁ ଲୋକମାନେ ଇ-ଯାନ କ୍ରୟ ପ୍ରତି ଆଗ୍ରହ ଦେଖାଉଛନ୍ତି। ସହରାଞ୍ଚଳ ପ୍ରଦୂଷଣ ହ୍ରାସ କରିବା ପାଇଁ ରାଜ୍ୟ ସରକାର ମଧ୍ୟ ଇ- ଯାନକୁ ପ୍ରୋତ୍ସାହନ…

ପଥଚାରୀଙ୍କ ପାଇଁ ରାଜ୍ୟ, ଜାତୀୟ ରାଜପଥରେ ହେବ ସ୍ବତନ୍ତ୍ର ଟ୍ରାକ୍‌

ଭୁବନେଶ୍ବର,୧୬ା୯(ବ୍ୟୁରୋ):ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ରହିବ ସ୍ବତନ୍ତ୍ର ଟ୍ରାକ୍‌, ଯେଉଁଥିରେ କେବଳ ପଥଚାରୀ ଚାଲିବେ। ଠିକ୍‌ ସେମିତି ସାଇକେଲ ଚାଳକଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ଟ୍ରାକ୍‌ ରହିବ। ହେଲେ ସେହି ରାସ୍ତାରେ ଯାନବାହନ ଯାଇପାରିବ ନାହିଁ। ରାଜ୍ୟର ସବୁ ସଡ଼କରେ…

ଲୋକଙ୍କ ପାଇଁ କାମ କଲେ ଥକ୍କା ଲାଗେନି: ନବୀନ

ଭୁବନେଶ୍ୱର୧୬,ା୯(ବ୍ୟୁରୋ):ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ଯାଏ ଭୁବନେଶ୍ୱରରେ ମେକ ଇନ ଓଡିଶା କନକ୍ଲେଭ-୨୦୨୨ ଅନୁଷ୍ଠିତ ହେବ। ଏହାର ଅବ୍ୟବହିତ ପୂର୍ବରୁ ବୁଧବାର ମୁମ୍ବାଇରେ ଦେଶର ବଡ ବଡ ଶିଳ୍ପପତିଙ୍କ ସହ ନବୀନ ଆଲୋଚନା କରି ସେମାନଙ୍କୁ କନକ୍ଲେଭକୁ ଆମନ୍ତ୍ରଣ…

ଝିଅ କଳା ବୋଲି ତଡ଼ି ଦେଲେ ବାପା

ରୂପସା/ବସ୍ତା/ଲଙ୍ଗଳେଶ୍ୱର, ୧୬।୯(ଡି.ଏନ.ଏ.):ଝିଅର ରଙ୍ଗ କଳା ବୋଲି ବାପା ନିଷ୍ଠୁରତାର ସୀମା ଟପିଯାଇଛନ୍ତି। ଝିଅ ସହ ମା’ଙ୍କୁ ଘରୁ ତଡି ଦେଇଛନ୍ତି। ସେମାନେ ଅସହାୟ ଅବସ୍ଥାରେ ଘର ସମ୍ମୁଖରେ ଭୋକ ଉପାସରେ ବସି ରହିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା…

ନୀତୀଶଙ୍କ ‘ବେଗୁସରାଇ’ ମୁଣ୍ଡବ୍ୟଥା

ପାଟନା,୧୬।୯:ବେଗୁସରାଇ ଗୁଳିକାଣ୍ଡ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମୁଣ୍ଡବ୍ୟଥା ବଢ଼ାଇ ଦେଇଛି। ମଙ୍ଗଳବାର ସନ୍ଧ୍ୟାରେ ବେଗୁସରାଇରେ ଘଟିଥିବା ଏହି ଘଟଣାରେ ଜଣେ ୩୦ ବର୍ଷୀୟ ଯୁବକ ନିହତ ହୋଇଥିବାବେଳେ ଅନ୍ୟ ୧୧ ଆହତ ହୋଇଛନ୍ତି। ଦୁର୍ବୃତ୍ତମାନେ ବାଇକରେ ଆସି ଜିଲାର ୧୦ଟି…

ସିଜେଆଇଙ୍କ ନୂଆ ତାଲିକା ବ୍ୟବସ୍ଥାରେ ଖଣ୍ଡପୀଠ ଅସନ୍ତୁଷ୍ଟ

ନୂଆଦିଲ୍ଲୀ,୧୬।୯:ଦୀର୍ଘବର୍ଷ ଧରି ସୁପ୍ରିମକୋର୍ଟରେ ପଡ଼ିରହିଥିବା ହଜାର ହଜାର ମାମଲାର ତ୍ୱରିତ୍‌ ଫଇସଲା ଲାଗି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ୟୁ.ୟୁ. ଲଲିତ ମାମଲାଗୁଡ଼ିକର ଶୁଣାଣି ପାଇଁ ନୂଆ ତାଲିକାଭୁକ୍ତ ବ୍ୟବସ୍ଥା କାର୍ଯ୍ୟକାରୀ କରିଥିବାବେଳେ ଏହାକୁ ନେଇ ଏକ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ…

ନୋରାଙ୍କୁ ୫ ଘଣ୍ଟା ଜେରା

ମନିଲଣ୍ଡରିଂ ମାମଲାରେ ସମ୍ପୃକ୍ତ ମଧ୍ୟସ୍ଥ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଲିଙ୍କ୍‌ ଯୋଗୁ ଦିଲ୍ଲୀ ପୋଲିସର ଆର୍ଥିକ ଆପରାଧିକ ଶାଖା ଗୁରୁବାର ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହିଙ୍କୁ ଜେରା କରିଛି। ନୋରାଙ୍କୁ ପ୍ରାୟ ୫ ଘଣ୍ଟା ଧରି ପୋଲିସ ପଚରାଉଚରା କରିଥିଲା। ଏହା…

ଶେଫାଳି ନେଦରଲାଣ୍ଡ୍‌ସରେ ଆମେରିକା ରାଷ୍ଟ୍ରଦୂତ

ଭାରତୀୟ ବଂଶୋଦ୍ଭବ ତଥା ଆମେରିକୀୟ ରାଜନୈତିକ କାର୍ଯ୍ୟକର୍ତ୍ତା ଶେଫାଳି ରାଜଦାନ ଦୁଗଲ୍‌ଙ୍କୁ ୟୁଏସ୍‌ ସିନେଟ୍‌ ନେଦରଲାଣ୍ଡ୍‌ସ ପାଇଁ ରାଷ୍ଟ୍ରଦୂତ ଚୟନ କରିଛି। ୫୦ ବର୍ଷୀୟା ଶେଫାଳିଙ୍କ ପ୍ରାର୍ଥୀତ୍ୱ ଧ୍ୱନିମତରେ ଆମେରିକା ସିନେଟ୍‌ରେ ପାରିତ ହୋଇଥିଲା। ଶେଫାଳୀ ଜଣେ କଶ୍ମୀରୀ ପଣ୍ଡିତ। ହରିଦ୍ୱାରରେ…

ଚାଇଲ୍ଡ ପର୍ନୋଗ୍ରାଫି ମାମଲାରେ ଆର୍‌. କେଲି ଦୋଷୀ

ଶିକାଗୋ,୧୬ା୯:ଆମେରିକାର ପ୍ରଖ୍ୟାତ ଗାୟକ ତଥା ନିର୍ଦ୍ଦେଶକ ଆର୍‌.କେଲି ଚାଇଲ୍ଡ ପର୍ନୋଗ୍ରାଫି ପ୍ରଯୋଜନା ସହ ଝିଅମାନଙ୍କୁ ଯୌନ ସମ୍ପର୍କ ପାଇଁ ଉସୁକାଇବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କେଲିଙ୍କ ସହର ଶିକାଗୋସ୍ଥିତ ଏକ ଫେଡେରାଲ କୋର୍ଟରେ ପ୍ରାୟ ମାସେ ଧରି ଶୁଣାଣି ଚାଲିବା…

ସୀମା ସଂଘର୍ଷ ପରେ ଆଜି ମୋଦି-ଜିନ୍‌ପିଙ୍ଗ୍‌ ପ୍ରଥମ ଭେଟ

ନୂଆଦିଲ୍ଲୀ,୧୬।୯:୨୦୨୦ରେ ପୂର୍ବ ଲଦାଖରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଶୁକ୍ରବାର ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ସାଂଘାଇ ସହଯୋଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri