Home

ଝିଅ ହେବାର ଦୁଇ ମାସ ନ ପୁରୁଣୁ ଆଲିଆ କଲେଣି କଠିନ ଯୋଗ

ବମ୍ବେ: ବଲିଉଡ୍‌ ଡିଭା ଆଲିଆ ଭଟ୍ଟ କରୁଛନ୍ତି ପରିଶ୍ରମ। ସେ ବି ପୁଣିଥରେ ପୁରୁଣା ଚେହେରା ଫେରି ପାଇବାକୁ। କେତେବେଳେ ଜିମ୍‌ ତ କେତେବେଳେ ସେ ଯୋଗକୁ ପ୍ରାଧାନ୍ୟ ଦେଉଛନ୍ତି। ମା’ ହେବାର ଦେଢ଼ ମାସ ବିତିଥିବା ବେଳେ ଆଲିଆ ନିଜର…

‘କରୋନାକୁ ନେଇ ଆତଙ୍କିତ ହୁଅ ନାହିଁ’

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ରାଜ୍ୟରେ ବିଏଫ୍‌.୭ ଭାରିଏଣ୍ଟ ଚିହ୍ନଟ ହେବା ପରେ ରାଜ୍ୟବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ ସଂକ୍ରମଣକୁ ନେଇ ରାଜ୍ୟବାସୀ ଆତଙ୍କିତ ନ ହେବାକୁ ଶନିବାର କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି, ଆମ ରାଜ୍ୟରେ ୨ ବର୍ଷ…

ଥଣ୍ଡା ଲାଗୁଛି କି ନାହିଁ ପ୍ରଥମେ କୃଷକ-ଶ୍ରମିକଙ୍କୁ ପଚାର: ରାହୁଲଙ୍କ ଜବାବ…

ନୂଆଦିଲ୍ଲୀ,୨୪।୧୨ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଦିଲ୍ଲୀରେ ପ୍ରବେଶ କରିଛି। ଏହି ସମୟରେ ସେ ଲାଲ କିଲ୍ଲାରେ ଶ୍ରମିକ ଏବଂ ଲୋକଙ୍କୁ ସମ୍ବୋଧିତ କରିଥିଲେ। ମୁଦ୍ରାସ୍ଫୀତି ଏବଂ ଦାରିଦ୍ର୍ୟ ପ୍ରସଙ୍ଗରେ ସେ କେନ୍ଦ୍ର ସରକାରଙ୍କୁ ଘେରି…

ଆଉ ଜଣେ ଅଭିନେତ୍ରୀଙ୍କୁ କ୍ୟାନ୍‌ସର

ବମ୍ବେ: କ୍ୟାନ୍‌ସରରେ ପୀଡ଼ିତ ହୋଇଛନ୍ତି ଆଉ ଜଣେ ଅଭିନେତ୍ରୀ। ସେ ହେଲେ ରୋଜ୍‌ଲିନ୍‌ ଖାଁ। ଦର୍ଶକଙ୍କ ଗହଣରେ ‘ସବିତା ଭାବି’ ନାମରେ ପରିଚିତ ରୋଜ୍‌ଲିନ୍‌ ସୋସିଆଲ ମିଡିଆରେ ଏକ ଭାବୁକ ପୋଷ୍ଟ କରି ଏ ନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ପୋଷ୍ଟ ଜରିଆରେ…

ନୂଆବର୍ଷରେ ତୃତୀୟ ବ୍ୟାଚ ଏସ୍‌-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଭାରତକୁ ହସ୍ତାନ୍ତର କରିବ ରୁଷିଆ…

ନୂଆଦିଲ୍ଲୀ/ମସ୍କୋ,୨୪।୧୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସତ୍ତ୍ୱେ ରୁଷିଆ ଭାରତକୁ ନୂଆବର୍ଷ ଅର୍ଥାତ୍‌ ଆସନ୍ତା ୨୦୨୩ ବର୍ଷ ଜାନୁଆରୀ-ଫେବୃଆରୀରୁ ତୃତୀୟ ବ୍ୟାଚ ଏସ୍‌-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ହସ୍ତାନ୍ତର କରିବା ଆରମ୍ଭ କରିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ…

ଧାନ ଚୋରି କରି କୋର୍ଟ ଚାଲାଣ

ଆନନ୍ଦପୁର,୨୪ା୧୨(ସ୍ବ.ପ୍ର.): ଧାନ ଚୋରି ଅଭିଯୋଗରେ ଆନନ୍ଦପୁର ପୋଲିସ ଶନିବାର ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ବାଉଁଶଗଡ଼ ଗ୍ରାମର ଘନଶ୍ୟାମ ବାଗସିଂ ଓ ନାରାୟଣ ପାତ୍ର ମିଳିତ ଭାବେ ୪୦ ବସ୍ତା ଧାନ ସେହି ଗ୍ରାମର ଶରତ ପାତ୍ରଙ୍କ…

ଆଉଟ୍‌ ହେବା ପରେ ଖୁସି ମନାଇଲେ ବାଲାଂଦେଶ ଖେଳାଳି, ରାଗରେ ନିଆଁବାଣ ହେଲେ କୋହଲି…

ଢାକା,୨୪।୧୨: ପୁଣି ରାଗରେ ନିଆଁବାଣ ହୋଇଛନ୍ତି ବିରାଟ କୋହଲି। ବାଲାଂଦେଶ ବିପକ୍ଷରେ ଜାରି ଦ୍ୱିତୀୟ ଟେଷ୍ଟରେ ତାଙ୍କର ଏଭଳି ରୂପ ଦେଖିବାକୁ ମିିଳିଛି। ଆଉଟ୍‌ ହେବା ସମୟରେ ସେ ବାଲାଂଦେଶର ଖେଳାଳିଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥିଲା। ପରିସ୍ଥିତି ଏପରି…

ତାଇଓ୍ବାନ ଗସ୍ତରେ ଯିବେ ଜାପାନର ସଂସଦୀୟ ପ୍ରତିନିଧି ଦଳ

ତାଇପେ,୨୪ା୧୨: ଜାପାନର ଏକ ସଂସଦୀୟ ପ୍ରତିନିଧି ଦଳ ସୋମବାର ତାଇଓ୍ବାନ ଗସ୍ତ କରିବେ ଏବଂ ୪ ଦିନିଆ ଗସ୍ତ ସମୟରେ ରାଷ୍ଟ୍ରପତି ତାଇ ଇଙ୍ଗ-ଓ୍ବେନ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟିବେ। ଏଥିପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MOFA)କୁ ଦର୍ଶାଇ କହିଛି,…

ଓବିସିଙ୍କ ପାଇଁ ଜାତି ଭିତ୍ତିକ ଜନଗଣନା: କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ଜବାବ ତଲବ…

ନୂଆଦିଲ୍ଲୀ,୨୪।୧୨ : ଆଗାମୀ ଜନଗଣନାରେ ଅନ୍ୟ ପଛୁଆ ବର୍ଗ (ଓବିସି) ପାଇଁ ଜାତି ଭିତ୍ତିକ ଜନଗଣନା ଲାଗି ନିର୍ଦ୍ଦେଶ ଲୋଡିଥିବା ଆଦେବନରେ ସୁପ୍ରିମକୋର୍ଟ କେନ୍ଦ୍ର ତଥା ଅନ୍ୟ ପକ୍ଷକାରମାନଙ୍କୁ ଜବାବ ତଲବ କରିଛନ୍ତି। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦଚୂଡ଼ ଏବଂ ବିଚାରପତି…

ଅର୍ଚ୍ଚନାଙ୍କ ହାତ ଲେଖା ନେଲା ପୋଲିସ୍‌

ଭୁବନେଶ୍ୱର,୨୪।୧୨(ବ୍ୟୁରୋ): ଲେଡି ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗଙ୍କ ହସ୍ତାକ୍ଷର ନେଇଛି କମିଶନରେଟ ପୋଲିସ। ତାଙ୍କ ଡାଏରୀର ଲେଖା ସହ ହସ୍ତାକ୍ଷର ମେଳ କରିବାକୁ ଶନିବାର ଝାରପଡ଼ା ଜେଲରୁ ନମୁନା ଅଣାଯାଇଛି। ଏହାଫଳରେ କୋର୍ଟରେ ଦେବା ଲାଗି ଏକ ବଳିଷ୍ଠ ପ୍ରମାଣ ପୋଲିସ ପାଖରେ…

ସମ୍ପୂର୍ଣ୍ଣ ଲକ୍‌ଡାଉନ ମୁହାଁ ଚାଇନା, ଜିନପିଙ୍ଗଙ୍କ ନିଷ୍ପତ୍ତିକୁ ଅପେକ୍ଷା…

ବେଜିଂ,୨୪।୧୨ : ଚାଇନାରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଦିନକୁ ଦିନ ବିଗିଡୁଥିବା ପରିସ୍ଥିତି ମଧ୍ୟରେ ଖବର ଆସୁଛି ଯେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଶନିବାର କିମ୍ବା ରବିବାର ପ୍ରଥମ ଥର ପାଇଁ କୋଭିଡ ସମୀକ୍ଷା ବୈଠକ କରିପାରନ୍ତି।…

ୟୁକ୍ରେନ ଉପରେ ରୁଷିଆର ପୁଣି ଆକ୍ରମଣ: ୫ ମୃତ, ୩୫ ଆହତ

କିଭ୍‌,୨୪ା୧୨: ରୁଷିଆ ପୁଣି ୟୁକ୍ରେନ ଉପରେ ଶନିବାର ଆକ୍ରମଣ କରିଛି। ଅଧିକାରୀମାନେ କହିଛନ୍ତି, ନିକଟରେ ମୁକ୍ତ ହୋଇଥିବା ୟୁକ୍ରେନ ସହର ଖେର୍ସନ ଉପରେ ରୁଷିଆ ଆଜି ଆକ୍ରମଣ କରିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?