Posted inଫୁରସତ

ଯୁଦ୍ଧ ମଧ୍ୟରେ ସାଥୀ ସୈନ୍ୟଙ୍କୁ ବିବାହ କଲେ

ନୂଆଦିଲ୍ଲୀ: ରୁଷିଆ ଏବଂ ୟୁକ୍ରେନ୍‌ ଯୁଦ୍ଧ ଫଳରେ ୨ ଦେଶର ଅନେକ କ୍ଷତି ହୋଇଛି। ତେବେ ଏଥିରେ ସାରା ବିଶ୍ୱ ମଧ୍ୟ ପ୍ରଭାବିତ ହୋଇଛି। ଦେଶକୁ ବଞ୍ଚାଇବା ପାଇଁ ୟୁକ୍ରେନର ଅନେକ ନାଗରିକ ନିଜ ପେସା ଛାଡି ସେନାରେ ଭର୍ତ୍ତି ହୋଇଛନ୍ତି। ରିପୋର୍ଟ ମୁତାବକ, ଦେଶକୁ ବଞ୍ଚାଇବା ପାଇଁ ନିଜ ମଡେଲିଂ କ୍ୟାରିୟରକୁ ପଛରେ ପକାଇ ଜଣେ ୩୭ ବର୍ଷୀୟା ମଡେଲ ଇଉଗେନିଆ ପ୍ରୋକୋପେଙ୍କୋ ସେନାରେ ଭର୍ତ୍ତି ହୋଇଥିଲେ। ଏବେ ମଧ୍ୟ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ତେବେ ଏହି ଯୁଦ୍ଧ ମଧ୍ୟରେ ସେହି ମଡେଲର ଜଣକ ତାଙ୍କ ସାଥୀ ସୈନ୍ୟଙ୍କୁ ବିବାହ କରିଥିବା ଜଣାପଡ଼ିଛି। ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିମ୍‌ ସାଇକେଲ୍‌ରେ ଏପରି ଗହମ ପେଷୁଛନ୍ତି ମହିଳା, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ମହିଳା ଘରେ ବସି ନିଜର ଜ୍ଞାନକୌଶଳ ପ୍ରୟୋଗ କରି ବେଶ୍‌ ଆରାମରେ...

ପିଲାଙ୍କ ସ୍ମୃତିଶକ୍ତିକୁ ପ୍ରଖର କରିବା ପାଇଁ…

ଛୋଟପିଲାଙ୍କ ମନ ସବୁବେଳେ ଚଳଚଞ୍ଚଳ। ତେବେ ସେମାନଙ୍କ ସ୍ମୃତି ଶକ୍ତିକୁ ପ୍ରଖର କରିବା ପାଇଁ କାର୍ଟୁନ୍‌ ବହିର ଗପ ଅବା ଗୀତ ବେଶ୍‌ ଉପଯୋଗୀ ହୋଇଥାଏ।...

କୁନି ଝିଅ ସହ ତାଳ ଦେଇ ଡ୍ୟାନ୍ସ କରୁଛି ହାତୀ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। କିନ୍ତୁ ଏହି ଭିଡିଓଗୁଡ଼ିକ ମଧ୍ୟରୁ କେତେକ ଏପରି ହୋଇଥାଏ ଯାହାକୁ ଲୋକେ ବହୁତ ପସନ୍ଦ...

କାର୍ଟୁନ କାଫେ

ଏମିତି ଏକ କାଫେ ରହିଛି, ଯାହାର ଭିତରକୁ ପଶିଗଲେ କାର୍ଟୁନ୍‌ ଦୁନିଆରେ ଆପଣ ସମ୍ପୂର୍ଣ୍ଣ ହଜିଯିବେ। ଏପରି କାଫେ ରହିଛି ଜାପାନରେ। ଶିନ୍‌ ଓକୁବୋ ଜିଲାରେ...

ଏକତା ହିଁ ସର୍ବୋପରି

ଦେଶର ବିକାଶରେ ପ୍ରତିଟି ନାଗରିକଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସଦ୍‌ଭାବ ଏବଂ ଭାଇଚାରା ଦ୍ୱାରା ଦେଶର ଏକତା ବୃଦ୍ଧି ହୋଇଥାଏ। ଏହାକୁ...

ଅଜବ ନିଶା: ସପ୍ତାହକୁ ୩ ବର୍ଗଫୁଟ କାନ୍ଥ ଖାଉଛନ୍ତି ଏହି ମହିଳା

ଦୁନିଆରେ ଅନେକ ବିଚିତ୍ର ଲୋକ ଅଛନ୍ତି। ଯେଉଁମାନେ ସେମାନଙ୍କର ଅଜବ କାରନାମାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସେମିତି ଜଣେ ମହିଳା ଅଛନ୍ତି, ଯିଏ କି ଘରର...

ଚର୍ଚ୍ଚିତ ବିବାହ: ଏକାସଙ୍ଗେ ୨ ପ୍ରେମିକାଙ୍କୁ ଜୀବନ ସାଥୀ କଲେ ଯୁବକ

ବେତୁଲ, ୮।୭- ମଧ୍ୟପ୍ରଦେଶର ବେତୁଲ ଜିଲାରୁ ଏଭଳି ଏକ ଖବର ଆସିଛି, ଯାହାକୁ ଶୁଣିଲେ ପ୍ରଥମେ ବିଶ୍ୱାସ ଲାଗିବ ନାହିଁ। ଜଣେ ଯୁବକ ତାଙ୍କର ଦୁଇ...

୨୪ ଘଣ୍ଟା ମଧ୍ୟରେ କ୍ୟାପଶନ ଦେଲେ ମିଳିବ କାର: ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୧୧ ।୧୦: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସବୁବେଳେ ରହିଥାଆନ୍ତି ଆକ୍ଟିଭ । ସମୟ ସମୟରେ ଲୋକଙ୍କ ମନୋବଳ...

Advertisement
Archives

Model This Week