Home

ଇସ୍ରୋର ‘ବାହୁବଳୀ’ ରକେଟ ଏଲଭିଏମ୩ ପ୍ରସ୍ତୁତ, ଲଞ୍ଚ କରିବ ୩୬ ସାଟେଲାଇଟ, ୧୨ଟାରେ ଆରମ୍ଭ ହେବ କାଉଣ୍ଟ ଡାଉନ

ନୂଆଦିଲ୍ଲୀ,୨୨ ।୧୦: ଇଣ୍ଡିଆ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେଶନ(ଇସ୍ରୋ) ଏହାର ପରବର୍ତ୍ତି ମହତ୍ୱପୂର୍ଣ୍ଣ ଲଞ୍ଚ ପାଇଁ ପ୍ରସ୍ତତ ହୋଇଯାଇଛି । ଏହି ମିଶନ ହେଉଛି ଏଲଭିଏମ୩ ଏମ୨/ୱାନ ୱେବ ଇଣ୍ଡିଆ ୧ । ଏହି ମିଶନ ଇସ୍ରୋ ତା’ର ସବୁଠାରୁ ଭାରି ରକେଟ…

ବର୍ଷକୁ ପେନ୍‌ସନ କୋଟିଏ ଟଙ୍କା

ଲଣ୍ଡନ,୨୨ା୧୦: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାର ୪୫ ଦିନ ପରେ ନିଜ ପଦରୁ ଗୁରୁବାର ଇସ୍ତଫା ଦେଇଥିବା କଞ୍ଜରଭେଟିଭ୍‌ ପାର୍ଟି ଏମ୍‌ପି ଲିଜ୍‌ ଟ୍ରସ୍‌ ବାର୍ଷିକ ୧୧୫,୦୦୦ ପାଉଣ୍ଡ (ପ୍ରାୟ ୧.୦୫ କୋଟି ଟଙ୍କା) ପେନ୍‌ସନ ପାଇବେ। ‘ଇଣ୍ଡିପେଣ୍ଡେଣ୍ଟ’ରେ ପ୍ରକାଶିତ…

ଗ୍ରେ ଲିଷ୍ଟ୍‌ରୁ ପାକ୍‌ ମୁକ୍ତ

ଇସ୍‌ଲାମାବାଦ,୨୨ା୧୦: ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌)ର ଗ୍ରେ ଲିଷ୍ଟ୍‌ ବା ଧୂସର ତାଲିକାରୁ ୪ ବର୍ଷ ପରେ ବାଦ୍‌ ପଡ଼ିଛି ପାକିସ୍ତାନ। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଓ ମନି ଲଣ୍ଡରିଂ ଅଭିଯୋଗରେ ପାକିସ୍ତାନ ଏହି ତାଲିକାରେ ସାମିଲ ହୋଇଥିଲା। କୌଣସି…

ଏଫଏଟିଏଫର ଗ୍ରେ ଲିଷ୍ଟରୁ ବାହାରିଲା ପାକିସ୍ତାନ

ନୂଆଦିଲ୍ଲୀ,୨୨ ।୧୦: ପାକିସ୍ତାନକୁ ଏଫଏଟିଏଫର ଗ୍ରେ ଲିଷ୍ଟରୁ ବାହାର କରି ଦିଆଯାଇଛି । ଏହାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ତା’ର ପ୍ରତିକ୍ରିୟା ରଖିଛି ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚି କହିଛନ୍ତି, ଆମେ ଏଫଏଟିଏଫ ବୈଠକରେ ପାକିସ୍ତାନ ସନ୍ଦର୍ଭରେ ନିଆଯାଇଥିବା…

ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ପେନ୍ନି ମୋର୍ଡଣ୍ଟ

ଲଣ୍ଡନ,୨୨ା୧୦: ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ଲିଜ୍‌ ଟ୍ରସ୍‌ଙ୍କ ଇସ୍ତଫା ପରେ ଶୁକ୍ରବାର ଏହି ଦୌଡ଼ରେ ସାମିଲ ହେବା ପାଇଁ ହାଉସ୍‌ ଅଫ୍‌ କମନ୍ସ ଲିଡର ପେନ୍ନି ମୋର୍ଡଣ୍ଟ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ଗତ ସେପ୍ଟେମ୍ବର ୫ରେ ଆସିଥିବା ପୂର୍ବ ପ୍ରତିଦ୍ୱନ୍ଦ୍ୱିତାର…

ଓଏଏସ୍‌ ଗ୍ରୁପ୍‌-ଏରେ ସୃଷ୍ଟି ହେଲା ୧୨୫ ପଦବୀ, ଭିଏସ୍‌ ଲାଗି କେବଳ ଲିଖିତ ପରୀକ୍ଷା

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଓଏଏସ୍‌ ଗ୍ରୁପ୍‌-ଏ ଜୁନିୟର ବ୍ରାଞ୍ଚରେ ୧୨୫ଟି ନୂତନ ପଦବୀକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଫଳରେ କ୍ୟାଡର ସଂଖ୍ୟା ୧୧୮୮ରୁ ୧୩୧୩କୁ ବୃଦ୍ଧି ହୋଇଛି। ପ୍ରତ୍ୟେକ ଜିଲା…

‘ଜୟ ଶ୍ରୀରାମ’ ଗୀତ ଲଞ୍ଚ କରିବା ପୂର୍ବରୁ ପାଦରୁ ଚପଲ କାଢ଼ିଲେ ଖିଲାଡ଼ି କିଙ୍ଗ୍‌; ହୃଦୟ ଜିଣୁଛି ଭିଡିଓ…

ବମ୍ବେ: ଲଗାତାର ଭାବେ ଚର୍ଚ୍ଚାରେ ରହୁଛି ଅକ୍ଷୟ କୁମାରଙ୍କ ଫିଲ୍ମ ‘ରାମ ସେତୁ’। ଆସନ୍ତା ଦୀପାବଳିରେ ଏହା ପରଦାକୁ ଆସିବ। ନିକଟରେ ଏହାର ଟ୍ରେଲର ରିଲିଜ ହୋଇଥିଲା। ଏଥିରେ ଦର୍ଶକଙ୍କୁ ବ୍ୟାକ୍‌ଗ୍ରାଉଣ୍ଡରେ ଚାଲୁଥିବା ‘ଜୟ ଶ୍ରୀରାମ’ ଗୀତ ବେଶ ପସନ୍ଦ ଆସିଥିଲା।…

୪୧ ବର୍ଷୀୟ ମିକାଙ୍କ ୧୨ ବର୍ଷର ରିବାଙ୍କ ସହ ଅନସ୍କ୍ରିନ୍‌ ରୋମାନ୍ସ; ପ୍ରଶ୍ନ ଉଠାଉଛନ୍ତି ଲୋକେ

ବମ୍ବେ: ଗାୟକ ମିକା ସିଂ ୪୧ବର୍ଷର ହୋଇ ବି ୧୨ ବର୍ଷର ସୋସିଆଲ ମିଡିଆ ସେନ୍‌ସଶନ୍‌ ରିଭା ଅରୋରାଙ୍କୁ ସହ ଅନ୍‌ସ୍କ୍ରିନ୍‌ ରୋମାନ୍ସ ପଡ଼ିଛି ମହଙ୍ଗା। ତାଙ୍କୁ ସବୁଆଡୁ ସମାଲୋଚନା କରାଯାଉଛି। ନିଜ ଝିଅ ବୟସର ଝିଅ ସହ ରୋମାଣ୍ଟିକ ହୋଇ…

ସୁପର-୧୨ ଗ୍ରୁପ୍‌ର ଚିତ୍ର ସ୍ପଷ୍ଟ: କିଛି ଏଭଳି ରହିଛି ଟିମ୍‌ ଇଣ୍ଡିଆର ସମ୍ପୂର୍ଣ୍ଣ ମ୍ୟାଚ୍‌ ବିବରଣୀ

ମେଲବୋର୍ନ,୨୧।୧୦: ଟି୨୦ ବିଶ୍ୱକପ୍‌ର ଅନ୍ତିମ କ୍ୱାଲିଫାଇଂ ମୁକାବିଲା ପରେ ସୁପର-୧୨ ଗ୍ରୁପକୁ ନେଇ ଚିତ୍ର ସ୍ପଷ୍ଟ ହୋଇଛି। ଗ୍ରୁପ୍‌-ଏରୁ ଶ୍ରୀଲଙ୍କା ଏବଂ ନେଦରଲ୍ୟାଣ୍ଡ ଟିମ୍‌ ଏହି ଟିକେଟ ହାସଲ କରିଥିବା ବେଳେ ଅପ୍ରତ୍ୟାଶିତ ଭାବେ ଗ୍ରୁପ୍‌-ବିରୁ ଜିମ୍ବାଓ୍ବେ ଏବଂ ଆୟରଲ୍ୟାଣ୍ଡ ଟିମ୍‌…

ସ୍କଟଲ୍ୟାଣ୍ଡକୁ ହରାଇ ସୁପର-୧୨ରେ ଜିମ୍ବାଓ୍ବେ

ହୋବାର୍ଟ,୨୧।୧୦: ସ୍କଟ୍‌ଲ୍ୟାଣ୍ଡ ବିପକ୍ଷରେ ବିଜେତା ହୋଇ ସୁପର-୧୨ରେ ପ୍ରବେଶ କରିଛି ଜିମ୍ବାଓ୍ବେ। ଏଠାରେ ଖେଳାଯାଇଥିବା ଆଇସିସି ଟି୨୦ ବିଶ୍ୱକପ୍‌ ୨୦୨୨ ମୁକାବିଲାରେ ଶୁକ୍ରବାର ଜିମ୍ବାଓ୍ବେ ସ୍କଟ୍‌ଲ୍ୟାଣ୍ଡକୁ ୫ ଉଇକେଟରେ ପରାସ୍ତ କରିଥିଲା। ମ୍ୟାଚ୍‌ରେ ସ୍କଟଲ୍ୟାଣ୍ଡ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି…

ଦୀପାବଳି ପରଦିନ ସୂର୍ଯ୍ୟଗ୍ରହଣ: ୨୭ ବର୍ଷ ପରେ ଏଭଳି ସଂଯୋଗ, ସତର୍କ ରୁହନ୍ତୁ ଏହି ୪ ରାଶି ଲୋକ

ଚଳିତ ବର୍ଷ ଅକ୍ଟୋବର ୨୪ରେ ପାଳନ ହେବ ଆଲୋକର ପର୍ବ ଦୀପାବଳି। ଏହାର ପରଦିନ ଅର୍ଥାତ ଅକ୍ଟୋବର ୨୫ରେ ବର୍ଷର ଶେଷ ସୂର୍ଯ୍ୟଗ୍ରହଣ ଲାଗିବ। ତେବେ ଦୀପାବଳି ଏବଂ ସୂର୍ଯ୍ୟପରାଗର ଏଭଳି ସଂଯୋଗ ୨୭ ବର୍ଷ ପରେ ହୋଇଛି ବୋଲି କୁହାଯାଉଛି।…

ଜେଲରେ ଅନୀଲଙ୍କ ବିତିବ ଦୀପାବଳି

ମୁମ୍ବାଇ,୨୧।୧୦: ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନୀଲ ଦେଖମୁଖଙ୍କୁ ମିଳିଲାନି ଆଶ୍ୱସ୍ତି। ମୁମ୍ବାଇର ସ୍ବତନ୍ତ୍ର ସିବିଆଇ କୋର୍ଟ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଜାମିନ ଆବେଦନକୁ ଶୁକ୍ରବାର ଖାରଜ କରିଛନ୍ତି। ଫଳରେ ଅନୀଲ ଦୀପାବଳି ଜେଲରେ ବିତାଇବେ ବୋଲି ଜଣାପଡ଼ିଛି। ସୂଚନା ମୁତାବକ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri