ଦେଶରେ ୨,୧୧୯ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୨୧।୧୦: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୧୧୯ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୧୦ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ମାମଲା ଆସିବା…
ଅସୁରକ୍ଷିତ ଭାବେ ଚାଲିଛି ହ୍ୟୁମ୍ ପାଇପ୍ ଫ୍ୟାକ୍ଟ୍ରି
ସମ୍ବଲପୁର,୨୧ା୧୦(ବ୍ୟୁରୋ): ସମ୍ବଲପୁର ମହାନଗର ନିଗମର ମାନେଶ୍ୱର- ଜୟନ୍ତପୁର ରାସ୍ତା କଡରେ ଥିବା ହ୍ୟୁମ୍ ପାଇପ୍ ଫ୍ୟାକ୍ଟ୍ରିରେ ସେପ୍ଟେମ୍ବର ୨୫ରେ କାମ କରୁଥିବା ସମୟରେ ସତ୍ୟ ମିର୍ଦ୍ଧା (୧୯) ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଶ୍ରମିକମାନେ ଜୋତା, ହେଲ୍ମେଟ ଓ ଅନ୍ୟାନ୍ୟ…
ଗଞ୍ଜାମରେ ଜିଲାସ୍ତରୀୟ ୬୩ତମ ପୋଲିସ ସ୍ମୃତି ଦିବସ
ଛତ୍ରପୁର,୨୧ା୧୦(ଡି.ଏନ୍.ଏ.): ଛତ୍ରପୁର ରିଜର୍ଭ ପୋଲିସ ପଡ଼ିଆଠାରେ ଗଞ୍ଜାମ ପୋଲିସ ପକ୍ଷରୁ ଜିଲାସ୍ତରୀୟ ୬୩ତମ ପୋଲିସ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ପରେଡରେ ଗଞ୍ଜାମ ଏସ୍ପି ବିଜ୍ରେଶ କୁମାର ରୟ ଯୋଗଦେଇ ଅଭିବାଦନ ଗ୍ରହଣ କରିବା ସହ ଚଳିତ…
ସେନା ହେଲିକପ୍ଟର କ୍ରାସ୍
ଇଟାନଗର,୨୧।୧୦: ଅରୁଣାଚଳ ପ୍ରଦେଶରେ ଶୁକ୍ରବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ତୁତିଙ୍ଗ ମୁଖ୍ୟାଳୟଠାରୁ ୨୫ କିଲୋମିଟର ଦୂରରେ ଥିବା ସିଙ୍ଗିଙ୍ଗ ଗ୍ରାମ ନିକଟରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରତିରକ୍ଷା ପିଆରଓ ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ,…
ଓକିଲଙ୍କୁ ଆକ୍ରମଣ ମାମଲା: ଅଭିଯୁକ୍ତ ରଶ୍ମିରଞ୍ଜନ ଦାଶ ଗିରଫ
କାମାକ୍ଷାନଗର, ୨୧।୧୦(ଡି.ଏନ୍.ଏ.):ଢେଙ୍କାନାଳ ଜିଲା କାମାକ୍ଷାନଗରର ଆଇନଜୀବୀ ଶଶଧର ମହାନ୍ତିଙ୍କୁ ଆକ୍ରମଣ ଘଟଣାରେ ଆଉ ୨ ଅଭିଯୁକ୍ତ ଧରାପଡ଼ିଛନ୍ତି। ପୂର୍ବରୁ ପୋଲିସ ଜଣଙ୍କୁ ଧରିଥିଲା। ଏହାପରେ ମୋଟ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୩ରେ ପହଞ୍ଚତ୍ଥିବା ଗୁରୁବାର କାମାକ୍ଷାନଗର ଏସ୍ଡିପିଓଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା…
ଭାଇଚାରାର ସହର ଭାଗ ଭାଗ
ଢେଙ୍କାନାଳ ଅଫିସ, ୨୧।୧୦: ସରିଛି ଗଣପର୍ବ ଲକ୍ଷ୍ମୀପୂଜା। ଆନନ୍ଦ ଉଲ୍ଲାସର ସହ ମା’ଙ୍କୁ ବିଦାୟ ଦେଇଛନ୍ତି ସହରବାସୀ। ଭବ୍ୟ ଭସାଣି ଶୋଭାଯାତ୍ରାର ଝଲକ୍ ସବୁଆଡ଼େ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଥିବାବେଳେ ଏଥିରେ ଯୋଡ଼ିହୋଇଛି ହିଂସାକାଣ୍ଡ, ରକ୍ତପାତର ଅଲୋଡ଼ା ଅଧ୍ୟାୟ। ୧୧ ଦିନାତ୍ମକ ପୂଜା…
ଗାମ୍ବିଆ ଶିଶୁ ମୃତ୍ୟୁ ଘଟଣାରେ ଉଦ୍ବେଗ ପ୍ରକାଶ କଲେ ଡବ୍ୟୁଏଚ୍ଓ ମୁଖ୍ୟ ବୈଜ୍ଞାନିକ
ପୁଣେ,୨୧।୧୦: ଗାମ୍ବିଆରେ ଶିଶୁ ମୃତ୍ୟୁ ମାମଲାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ୟୁଏଚ୍ଓ) ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା ସ୍ବାମୀନାଥନ ଉଦ୍ବେଗ ପ୍ରକାଶ କରିଛନ୍ତି। ପୁଣେରେ ବିକାଶଶୀଳ ଦେଶଗୁଡିକର ଭ୍ୟାକ୍ସିନ ଉତ୍ପାଦନକାରୀ ନେଟୱାର୍କ (ଡିସିଭିଏମଏନ)ର ବାର୍ଷିକ ସାଧାରଣ ସଭା ଅବସରରେ ସ୍ବାମୀନାଥନ…
କାର୍ଯ୍ୟରେ ଲାଗୁନି ଅତ୍ୟାଧୁନିକ ପରିସ୍ରାଗାର
ବ୍ରହ୍ମପୁର ଅଫିସ,୨୧ା୧୦: ସ୍ବଚ୍ଛ ଓଡିଶା ଓ ସୁସ୍ଥ ଓଡିଶା ବାର୍ତ୍ତା ନେଇ ବ୍ରହ୍ମପୁର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ସହରରେ ଅତ୍ୟାଧୁନିକ ପରିସ୍ରାଗାର ସ୍ଥାପନ କରାଯାଇଛି। କିନ୍ତୁ ଏ ଗୁଡିକ ବ୍ୟବହୃତ ହେଉ ନ ଦେଖିବାକୁ ମିଳିଛି। ଫଳରେ ସାଧାରଣ ଜନତା…
ଦୁଇ ସମବାୟ ବ୍ୟାଙ୍କରେ କର୍ମଚାରୀ ଅଭାବ
ବ୍ରହ୍ମପୁର ଅଫିସ,୨୧ା୧୦: ବ୍ରହ୍ମପୁରରେ ଶତାଧିକ ବର୍ଷର ସମବାୟ ଅର୍ବାନ ବ୍ୟାଙ୍କ ଏବଂ ସମବାୟ କେନ୍ଦ୍ର ବ୍ୟାଙ୍କ ଅଛି। ଏହି ଦୁଇ ବ୍ୟାଙ୍କରେ ଦୀର୍ଘ ବର୍ଷରୁ କର୍ମଚାରୀ ଅଭାବ ଲାଗି ରହିଛି। ସରକାରୀ କଟକଣା ଯୋଗୁ ନୂଆ ନିଯୁକ୍ତି ହୋଇପାରୁ ନ ଥିବା…
ପ୍ରଚାରର ମାଧ୍ୟମ ପାଲଟିଛି ରାସ୍ତାକଡ଼ ଗଛ
ଚମ୍ପୁଆ,୨୧।୧୦(ଡି.ଏନ୍.ଏ): ଅନୁଷ୍ଠାନ ହେଉ କି ନୂତନ ଦୋକାନ ଶୁଭାରମ୍ଭ ପୂର୍ବରୁ ପ୍ରଚାରକୁ ଗୁରୁତ୍ୱ ଦିଅନ୍ତି। ଏଥିପାଇଁ ବଡ଼ବଡ଼ ହୋର୍ଡିଂଠାରୁ ଆରମ୍ଭ କରି ଲିଫ୍ଲେଟ୍ ମାଧ୍ୟମରେ ପ୍ରଚାର କରାଯାଉଛି। କିଛି ବ୍ୟବସାୟୀ, ଶିକ୍ଷା ପ୍ରତିଷ୍ଠାନ ରାସ୍ତାକଡ଼ରେ ଥିବା ବଡ଼ ବଡ଼ ଗଛକୁ ପ୍ରଚାରର…
ପାରମ୍ପାରିକ ହିମାଚଳ ପୋଷାକରେ ନଜର ଆସିଲେ ମୋଦି
ଡେରାଡୁନ,୨୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶକ୍ରବାର ୬ଷ୍ଠ ଥର ପାଇଁ ବାବା କେଦାରନାଥ ଗସ୍ତ କରିଛନ୍ତି। ସେଠାରେ ପହଞ୍ଚିବା ପରେ ମୋଦିଙ୍କୁ ତୀଥପୁରୋହିତମାନେ ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସ୍ପିଜିଙ୍କ ସହ ମନ୍ଦିର ପରିସରରେ ପହଞ୍ଚିଥିଲେ। ବାବା…
ପୁଣି ପ୍ରେମରେ ପଡ଼ିଛନ୍ତି ୟୋ ୟୋ ହନି ସିଂ
ପ୍ରସିଦ୍ଧ ରାପର୍ ତଥା ଗାୟକ ୟୋ ୟୋ ହନି ସିଂ ଏବେ ପୁଣି ପ୍ରେମରେ ପଡିଛନ୍ତି। ସ୍ତ୍ରୀ ଶାଲିନୀଙ୍କଠାରୁ ଛାଡପତ୍ର ନେବା ପରେ ସେ ଏବେ ଅଭିନେତ୍ରୀ ତଥା ମଡେଲ ଟିନା ଥାଡନୀଙ୍କୁ ଡେଟ କରୁଛନ୍ତି। ନିକଟରେ ହନି ତାଙ୍କ ଅଫିସିଆଲ…
Archives


