Home

ନ୍ୟୁଜିଲାଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୨୨୦…

ଖ୍ରୀଷ୍ଟଚର୍ଚ୍ଚ,,୩୦।୧୧ : ଭାରତୀୟ କ୍ରିକେଟ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଅଛନ୍ତି। ଏଠାରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ଏବଂ ତିନି ମ୍ୟାଚ ବିଶିଷ୍ଟ ଓଡ଼ିଆଇ ସିରିଜ ଖେଳାଯାଉଛି। ଟି-୨୦ ସିରିଜ ଶେଷ ହୋଇଛି। ଯେଉଁଥିରେ ଭାରତ ନ୍ୟୁଜିଲାଣ୍ଡକୁ ୧-୦ରେ ପରାସ୍ତ କରିଛି।…

ଶ୍ରଦ୍ଧା ହତ୍ୟାକାଣ୍ଡରେ ନୂଆ ମୋଡ : ପୋଲିସ ପାଖରେ ଆଫତାବଙ୍କ ବିରୋଧରେ ନାହିଁ ପ୍ରମାଣ !…

ନୂଆଦିଲ୍ଲୀ,୩୦।୧୧ : ଅଭିଯୁକ୍ତ ଆଫତାବ ପୁନାଓ୍ବାଲ ଶ୍ରଦ୍ଧା ଓ୍ବାକରଙ୍କୁ ହତ୍ୟା କରିଛନ୍ତି ବୋଲି ପ୍ରମାଣ କରିବାକୁ ଦିଲ୍ଲୀ ପୋଲିସ ପାଖରେ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ନାହିଁ। ନିଜକୁ ହାଇ-ଟେକ ବୋଲି କହୁଥିବା ଦିଲ୍ଲୀ ପୋଲିସ ବର୍ତ୍ତମାନ ପ୍ରମାଣ ସଂଗ୍ରହରେ ନିୟୋଜିତ ଅଛି।…

‘ଦ କଶ୍ମୀର ଫାଇଲ୍ସ’ ବିବାଦ ମଧ୍ୟରେ ସିଦ୍ଧି ବିନାୟକ ମନ୍ଦିର ପହଞ୍ଚିଲେ ଅନୁପମ ଖେର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅନୁପମ ଖେର ସବୁବେଳେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ନିଜର ମନ୍ତବ୍ୟକୁ ନେଇ ବିଭିନ୍ନ ସମୟରେ ସେ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ଅନୁପମ ଖେରଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଅନେକ ବିବାଦ ଲାଗି ରହିଛି।…

ବଢ଼ିଲା ଉତ୍ତେଜନା: ଦକ୍ଷିଣ କୋରିଆ ବାୟୁ ସୀମାରେ ଚାଇନା-ରୁଷିଆ ଯୁଦ୍ଧ ବିମାନ…

ସିଓଲ,୩୦।୧୧ : ଦକ୍ଷିଣ କୋରିଆ, ଚାଇନା ଏବଂ ରୁଷିଆ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ଖବର ମୁତାବକ ଚାଇନା ଏବଂ ରୁଷିଆର ଯୁଦ୍ଧ ବିମାନ ଦକ୍ଷିଣ କୋରିଆର ବାୟୁ ପ୍ରତିରକ୍ଷା ଜୋନରେ ପ୍ରବେଶ କରିଛି। ଦକ୍ଷିଣ କୋରିଆର…

ଚେସ ଅଲିମ୍ପିଆଡ଼ରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ହୋଇଥିଲା ଅବହେଳା, ତାମିଲନାଡୁ ଭାଜପା ଅଧ୍ୟକ୍ଷଙ୍କ ଅଭିଯୋଗ…

ଚେନ୍ନାଇ,୩୦।୧୧ : ତାମିଲନାଡୁ ଭାଜପା ଅଧ୍ୟକ୍ଷ କେ ଅନ୍ନାମଲାଇ ରାଜ୍ୟ ସରକାରଙ୍କ ଉପରେ ଏକ ବଡ ଅଭିଯୋଗ ଆଣିଛନ୍ତି। ଚେସ ଅଲିମ୍ପିଆଡ଼ର ଉଦଘାଟନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ଅବହେଳା ଘଟିଥିବା ସେ କହିଛନ୍ତି।…

ସିଏଏ ନେଇ କେନ୍ଦ୍ର ସରକାରଙ୍କ ମନମୁଖୀ କାର୍ଯ୍ୟ, ୬ ଧର୍ମ ସାମିଲ-ମୁସଲମାନ ବାହାର : ଡିଏମ୍‌କେ…

ନୂଆଦିଲ୍ଲୀ,୩୦।୧୧ : ତାମିଲନାଡୁର ଶାସକ ଦଳ ଡିଏମକେ ସୁପ୍ରିମକୋର୍ଟରେ ସିଏଏକୁ ଚ୍ୟାଲେଞ୍ଜ କରିଛି। ଏହାର ଆବେଦନରେ ଡିଏମକେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କହିଛନ୍ତି ଯେ ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) କେବଳ ୬ଟି ଧର୍ମ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ…

କ୍ୱେଟାରେ ଆତଙ୍କବାଦୀ ଆକ୍ରମଣ: ୩ମୃତ, ୨୪ରୁ ଊର୍ଦ୍ଧ୍ୱ ଆହତ

କ୍ୱେଟା,୩୦।୧୧: ପାକିସ୍ତାନରେ ପୋଲିସ ଟ୍ରକ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୩ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏଥିସହ ୨୦ଜଣ ପୋଲିସ କର୍ମଚାରୀଙ୍କ ସମେତ ୨୪ଜଣ ଆହତ ହୋଇଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ବୁଧବାର ସକାଳେ କୁଚଲକ ବାଇପାସ ଦେଇ…

ନ୍ୟାୟିକ ବ୍ୟବସ୍ଥା ବି ହୋଇପାରେ ଦଣ୍ଡ ସଦୃଶ : ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩୦।୧୧ : ଆମର ନ୍ୟାୟିକ ବ୍ୟବସ୍ଥା ନିଜେ ଏକ ଦଣ୍ଡ ହୋଇପାରେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଯେ ହତ୍ୟା ମାମଲାରେ ୧୩ ବର୍ଷ ଧରି ତିନିଜଣ ଅଭିଯୁକ୍ତଙ୍କ ବିରୋଧରେ ଥିବା ମାମଲାକୁ ଖାରଜ କରି ସେମାନଙ୍କୁ ଖଲାସ କରିଛନ୍ତି। ଏହି ମାମଲା…

ସପ୍ତରଙ୍ଗୀ ପତାକା ସହ ପଡ଼ିଆରେ ବିକ୍ଷୋଭକାରୀ

ଲୁସେଲ୍‌,୩୦।୧୧(ଏପି): ଚଳିତ ଫୁଟ୍‌ବଲ ବିଶ୍ୱକପ୍‌ରେ ସୋମବାର ପର୍ତ୍ତୁଗାଲ ଓ ଉରୁଗୁଏ ମଧ୍ୟରେ ଏକ ମ୍ୟାଚ ଖେଳାଯାଉଥିବା ବେଳେ ଜଣେ ବିକ୍ଷୋଭକାରୀ ପଡ଼ିଆ ଭିତରକୁ ପଶିଆସିଥିଲେ। ସେ ନୀଳରଙ୍ଗର ଏକ ସୁପରମ୍ୟାନ ଟି-ଶାର୍ଟ ପରିଧାନ କରିଥିଲେ। ଟି-ଶାର୍ଟ ସମ୍ମୁଖ ଭାଗରେ ‘ୟୁକ୍ରେନ୍‌କୁ ବଞ୍ଚାଅ’…

ଆର୍ଜେଣ୍ଟିନା ଓ ମେସିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ

ଦୋହା, ୩୦।୧୧: ଚଳିତ ଫିଫା ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଉପନୀତ। ଗ୍ରୁପ୍‌ ପର୍ଯ୍ୟାୟର ତୃତୀୟ ତଥା ଶେଷ ରାଉଣ୍ଡ ଖେଳ ଆରମ୍ଭ ହୋଇଯାଇଛି। କେଉଁ ଦଳ ନକ୍‌ଆଉଟକୁ ଯିବ କିମ୍ବା କେଉଁ ଦଳ ବିଦାୟ ନେବ ତାହା ଏହି ରାଉଣ୍ଡରୁ ସ୍ପଷ୍ଟ…

ନକ୍‌ ଆଉଟରେ ନେଦରଲାଣ୍ଡ୍ସ, ସେନେଗାଲ

ଦୋହା, ୩୦।୧୧: ନେଦରଲାଣ୍ଡ୍ସ ଓ ସେନେଗାଲ ଚଳିତ ଫିଫା ବିଶ୍ୱକପର ନକ୍‌ଆଉଟରେ ପ୍ରବେଶ କରିଛନ୍ତି। ଗ୍ରୁପ୍‌ ‘ଏ’ରେ ମଙ୍ଗଳବାର ଅନୁଷ୍ଠିତ ୨ଟି ମ୍ୟାଚରେ ନେଦରଲାଣ୍ଡ୍ସ ୨-୦ ଗୋଲରେ ଆୟୋଜକ କାତାରକୁ ଏବଂ ସେନେଗାଲ ୨-୧ ଗୋଲରେ ଇକ୍ୱେଡରକୁ ପରାସ୍ତ କରିଛି। ସେନେଗାଲ…

ଖପୁରିଠୁ ବଡ଼ ମସ୍ତିଷ୍କ

ଓ୍ବାଶିଂଟନ୍‌: ଇଂଲଣ୍ଡର ମର୍ସିସାଇଡ୍‌ରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ନୋସ୍‌ଲି ଗ୍ରାମରେ ସାମନ୍ଥା ଏମ୍‌ସିଗିଙ୍କ ପୁଅ ଲେନୀଙ୍କ ମସ୍ତିଷ୍କ ଖପୁରିଠାରୁ ବଡ଼। ସ୍କୁଲରୁ ଫେରିବା ପରେ ୨ ବର୍ଷୀୟ ପୁଅ ଲେନୀ ଅଣ୍ଟା କାଟୁଥିବା କଥା କହିଥିଲେ। ଡାକ୍ତରଖାନାରେ ଏମ୍‌ଆର୍‌ଆଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri