Posted inଫୁରସତ

ବିଶ୍ୱର ସବୁଠାରୁ ସରୁ ବିଲ୍ଡିଂ

ୱାଶିଂଟନ୍‌: ସବୁଠାରୁ ଉଚ୍ଚା ସ୍ଥାନରେ ରହିବାକୁ ବହୁ ଲୋକ ଇଚ୍ଛା କରନ୍ତି। ସେଠାରୁ ପୂରା ସହରର ଦୃଶ୍ୟ ବହୁତ ରୋମାଞ୍ଚକ ହୋଇଥାଏ। ତେବେ ଏପରି ଏକ ଉଚ୍ଚା କୋଠା ଆମେରିକାର ମନ୍‌ହଟନ୍‌ରେ ରହିଛି। କୋଠାଟି ଉଚ୍ଚା ହେବା ସହ ଏହାର ଚଉଡା ସବୁଠାରୁ ସରୁ ମଧ୍ୟ। ଟିକେ ଜୋର୍‌ରେ ପବନ ହେଲେ ସେହି କୋଠା ଦୋହଲିବାକୁ ଲାଗିଥାଏ। ଏହା ବିଶ୍ୱର ସବୁଠାରୁ ପତଳା ଷ୍ଟେନ୍‌ୱେ ଟାୱାର ଅଟେ।

ଏହାର ଉଚ୍ଚତା ୧ ହଜାର ୪୨୮ ଫୁଟ ହୋଇଥିବାବେଳେ ଏଥିରେ ୮୪ଟି ମହଲା ରହିଛି। ଏହି ବିଲ୍ଡିଂ ୨୦୧୯ରେ ଆରମ୍ଭ ହୋଇଥିଲା। ବିଲ୍ଡିଂଟି ୨୦୨୧ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ହୋଇସାରିଛି। ତେବେ ବିଲ୍ଡିଂର ଗୋଟେ ଆପାର୍ଟମେଣ୍ଟର ଦାମ ୬୬ ମିଲିୟନ୍‌ ଡଲାର, ଯେଉଁଥିପାଇଁ ଏଥିରେ କେବଳ ଧନୀ ଏବଂ ସାହସୀ ଲୋକ ହିଁ ସମୟ କାଟିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜାଦୀର ମହୋତ୍ସବ

ଆସନ୍ତାକାଲି ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳନ ହେବ ଆଜାଦୀର ଅମୃତ ମହୋତ୍ସବ। ଦେଶର ପ୍ରତିଟି ଘରେ ଫରଫର ହୋଇ ଉଡ଼ିବ ତ୍ରିରଙ୍ଗା...

ନିଜ ହାତରେ ନିଜ ପାଇଁ କବର ଖୋଳନ୍ତି କଏଦୀ

ପୋଙ୍ଗୟାଙ୍ଗ୍‌,୧୬।୨: ଉତ୍ତର କୋରିଆରେ ଏକ ଜେଲରେ କଏଦୀମାନେ ନିଜ ହାତରେ ନିଜର କବର ଖୋଳିଥାନ୍ତି। ଏହି ଜେଲରେ ନାନା ପ୍ରକାର କଏଦୀଙ୍କୁ ନିର୍ଯାତନା ଦିଆଯାଇଥାଏ। ବିଦେଶୀ...

”ହର ହର ଶମ୍ଭୁ ଶିବ ମହାଦେବା“

ଆଜିକାଲି ସୋସିଆଲ ମିଡିଆର ଗୁରୁତ୍ୱ ବଢିଯାଇଛି। ତନ୍ମଧରୁ ୟୁଟ୍ୟୁବର ବ୍ୟବହାର ସର୍ବାଧିକ। ଏଥିରେ ଦେଶବିଦେଶର ବିଭିନ୍ନ ପ୍ରକାରର ଖବର ସହ ମନୋରଞ୍ଜନ ଏବଂ ନିଜ ରୁଚି...

ନିଜକୁ ସୁରକ୍ଷିତ ରଖିବା ପାଇଁ ଛୋଟ କଙ୍କଡା କରୁଛି ଏପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଏମିତି ଗାଁ, ଯେଉଁଠୁ ଆସୁଛି ଅଜବ ଶବ୍ଦ

ଆପଣ ନିଶ୍ଚିତ ଭାବରେ ଏପରି ଅନେକ ସ୍ଥାନ ବିଷୟରେ ଶୁଣିଥିବେ, ଯାହା ସହିତ କିଛି କାହାଣୀ ଜଡ଼ିତ ଥାଏ ତାହାଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଇଂଲଣ୍ଡରେ ମଧ୍ୟ...

ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହାତୀ କରୁଛି ଏପରି, ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ସ୍ତ୍ରୀଙ୍କ ସହ ଝଗଡ଼ା ହେବାରୁ ସ୍ବାମୀ ନେଲେ ଏମିତି ପଦକ୍ଷେପ, ଯାହା କେବେ ଆଗରୁ ଶୁଣି ନ ଥିବେ

ପାରିବାରିକ କଳହରୁ କିଛି ଲୋକ ଆତ୍ମହତ୍ୟା କରୁଥିବା ଶୁଣିଥିବେ। କେହି କେହି ଘର ମଧ୍ୟ ଛାଡ଼ି ଦେଇଥିବା ଶୁଣିଥିବେ। ମାତ୍ର ପାରିବାରିକ କଳହରୁ ସ୍ତ୍ରୀଙ୍କ ଉପରେ...

ମାଛ ଦୋକାନୀଙ୍କୁ ରାଗିକି ମୁହଁ ମୋଡିଲା କାଉ, ଦେଖନ୍ତୁ କାହିଁକି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

Advertisement
Archives

Model This Week