Home

୧୩ ଜିଲାରେ ପ୍ରବଳ କୁହୁଡ଼ି ସମ୍ଭାବନା, ପାଣିପାଗ ବିଭାଗର ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): ରାଜ୍ୟରୁ ହଠାତ୍‌ ଗାଏବ ହୋଇଯାଇଛି ଶୀତ। ରାତ୍ରିର ସର୍ବନିମ୍ନ ତାପମାତ୍ରା ୨୨ ଡିଗ୍ରୀ ସେଲ୍‌ସିୟସ ଛୁଇଁଛି। ଏଥିସହିତ ଦିନର ସର୍ବୋଚ୍ଚ ତାପମାତ୍ରା ମଧ୍ୟ ୩୨ ଡିଗ୍ରୀ ଉପରେ ରହିଛି। ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଗୁରୁଚାପ ଯୋଗୁ ରାଜ୍ୟ ଭିତରକୁ…

ଏମିତି ଖେଳିଲେ ୩୦୦ ରନ୍‌ ପକ୍କା… ଏହି କ୍ରିକେଟରଙ୍କୁ ନେଇ ଗାଭାସ୍କର କଲେ ବଡ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୭।୧୨: ଟିମ୍‌ ଇଣ୍ଡିଆର ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଇଶାନ କିଶନଙ୍କୁ ନେଇ ବଡ ଭବିଷ୍ୟବାଣୀ କରିଛନ୍ତି ପୂର୍ବ କ୍ରିକେଟର ସୁନୀଲ ଗାଭାସ୍କର। ଦିନିକିଆରେ ତ୍ରିଶତକ ମାରିବାର କ୍ଷମତା ତାଙ୍କର ରହିଛି ବୋଲି ଗାଭାସ୍କର କହିଛନ୍ତି। ସୋନି ଷ୍ଟୋଟ୍ସ ସହ କଥାବାର୍ତ୍ତାରେ ଗାଭାସ୍କର…

ଆସାମରେ କୁଆପଥର ମାଡ: ୧୩୨ ଗାଁର ୧୮ ହଜାର ଲୋକେ ପ୍ରଭାବିତ…

ଗୁଆହାଟୀ,୨୭।୧୨ : ଉପର ଆସାମର ତିନସୁକିଆ ଏବଂ ଦିବ୍ରୁଗଡ ଜିଲାର ଅନେକ ସ୍ଥାନରେ ପ୍ରବଳ କୁଆପଥର ମାଡରେ ୨୫୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ଅନେକ ଏକର ଫସଲର ନଷ୍ଟ ବିଷୟରେ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅଧିକାରୀମାନେ ମଙ୍ଗଳବାର…

ବହି ପଢ଼, ଏହା ବ୍ୟକ୍ତିତ୍ୱର ବିକାଶ କରିବ: ରାଷ୍ଟ୍ରପତି…

ନୂଆଦିଲ୍ଲୀ,୨୭।୧୨ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପିଲାମାନଙ୍କୁ ଭଲ ନାଗରିକ କରିବା ପାଇଁ ମୂଲ୍ୟବୋଧ ଶିକ୍ଷା ପ୍ରଦାନ ଉପରେ ମଙ୍ଗଳବାର ଗୁରୁତ୍ୱାରୋପ କରିଛନ୍ତି। ଆତ୍ମ ବିକାଶ ପାଇଁ ପଢ଼ିିବାର ମହତ୍ତ୍ୱ ଉପରେ ଗୁରୁତ୍ୱ ଦେଇ ରାଷ୍ଟ୍ରପତି ଛାତ୍ରୀଛାତ୍ରମାନଙ୍କୁ ସେମାନଙ୍କର ବୁଝାମଣାରେ ଉନ୍ନତି…

ହକି ବିଶ୍ୱକପ୍‌କୁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ନିମନ୍ତ୍ରଣ, ସାଦରରେ ଗ୍ରହଣ କଲେ ଶିବରାଜ

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): ଆସନ୍ତା ଜାନୁୟାରୀ ୧୩ରୁ ୨୯ ଯାଏ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ହକି ବିଶ୍ବକପ୍‌ ଅନୁଷ୍ଠିତ ହେବ। ଦ୍ବିତୀୟ ଥର ପାଇଁ ଓଡ଼ିଶା ଏହି ବିଶ୍ବକପ୍‌ ଆୟୋଜନ କରୁଥିବାରୁ ଏଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ…

ରାଜ୍ୟ କ୍ୟାବିନେଟ୍‌ରେ ୧୭ ପ୍ରସ୍ତାବ ଉପରେ ମୋହର: ସପ୍ତମ ବେତନ ହାରରେ ଦରମା ପାଇବେ ଗ୍ରାଣ୍ଟ ଇନ୍‌ ଏଡ୍‌ ସ୍କୁଲର…

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ମଙ୍ଗଳବାର ଶେଷ ହୋଇଛି। ଏହି ବୈଠକରେ ମୋଟ ୧୭ ପ୍ରସ୍ତାବ ଉପରେ ମୋହର ଲାଗିଥିବା ସୂଚନା ମିଳିଛି। ବୈଠକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ସୁରେଶ…

୨୦୨୪ରେ ମହାମେଣ୍ଟର ନେତୃତ୍ୱ ନେବ ଏଆଇଏଡିଏମ୍‌କେ: ପଲାନିସ୍ବାମୀ…

ଚେନ୍ନାଇ,୨୭।୧୨ : ଏଆଇଏଡିଏମ୍‌କେର ମଧ୍ୟବର୍ତ୍ତୀକାଳୀନ ମହାସଚିବ ଇ.କେ ପଲାନିସ୍ବାମୀ ମଙ୍ଗଳବାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ସର୍ବାଧିକ ଆସନ ଜିତିବାକୁ ନିଶ୍ଚିତ କରିବାକୁ ସେ ଦଳର କର୍ମୀ ଏବଂ ନେତାମାନଙ୍କୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ…

ଜେଡୟୁଏଫ ଉଗ୍ରବାଦୀ ସଂଗଠନ ସହିତ ଶାନ୍ତି ବୁଝାମଣା…

ନୂଆଦିଲ୍ଲୀ/ଇମ୍ଫାଲ,୨୭।୧୨ : ଭାରତ ସରକାର ଏବଂ ମଣିପୁର ସରକାର ୧୦ ବର୍ଷରୁ ଅଧିକ ସମୟ ଧରି ସକ୍ରିୟ ଥିବା ଜେଲିଆଙ୍ଗ୍ରୋଙ୍ଗ ୟୁନାଇଟେଡ ଫ୍ରଣ୍ଟ (ଜେଡୟୁଏଫ) ଉଗ୍ରବାହୀ ସଂଗଠନ ସହିତ ନୂଆଦିଲ୍ଲୀଠାରେ ଶାନ୍ତି ବୁଝାମଣା ସ୍ବାକ୍ଷର କରିଛନ୍ତି। ଏହି ଚୁକ୍ତିନାମା ଅନୁଯାୟୀ ବିଦ୍ରୋହୀ…

୧୦ ବର୍ଷ ପରେ ଭାରତରେ ରିଲିଜ ହେବ ପାକିସ୍ତାନୀ ଫିଲ୍ମ…

ମୁମ୍ବାଇ : ଚଳିତ ବର୍ଷ ପାକିସ୍ତାନୀ ଚଳଚ୍ଚିତ୍ର ‘ଦ ଲିଜାଣ୍ଡ ମୌଲା ଜଟ୍ଟ’ ବିଶ୍ୱର ବକ୍ସ ଅଫିସରେ ବିପୁଳ ପରିମାଣର ଆୟ କରିଛି। ଏହି ଫିଲ୍ମ କେବଳ ପାକିସ୍ତାନ ନୁହେଁ ବିଦେଶରେ ମଧ୍ୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି। ଅତୀତରେ ଏପରି…

ଆମେରିକାରେ ଗୃହଯୁଦ୍ଧ-ଏଲନ ମସ୍କ ହେବେ ରାଷ୍ଟ୍ରପତି: ଦିମିତ୍ରିଙ୍କ ଭବିଷ୍ୟବାଣୀ…

ମସ୍କୋ,୨୭।୧୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ୨୦୨୩ ଫେବୃୟାରୀରେ, ଏହି ଯୁଦ୍ଧକୁ ଏକ ବର୍ଷ ପୂରଣ ହେବ। ଏପରିସ୍ଥଳେ ରୁଷିଆର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରି ମେଡଭେଡେଭ ୨୦୨୩ ପାଇଁ ଏକ ଅଦ୍ଭୁତ ଭବିଷ୍ୟବାଣୀ କରିଛନ୍ତି। ରାଷ୍ଟ୍ରପତି…

କବାଟ ଭାଙ୍ଗି ତୁନିଶାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ ଶ୍ରୀଜାନ; ସାମ୍ନାକୁ ଆସିଲା ଅନ୍ତିମ ଭିଡିଓ

ବମ୍ବେ: ଅଭିନେତ୍ରୀ ତୁନିଶା ଶର୍ମାଙ୍କ ମୃତ୍ୟୁକୁ ତିନି ଦିନ ବିତିଛି। ମଙ୍ଗଳବାର ତାଙ୍କର ବ୍ୟବଚ୍ଛେଦ ପରେ ଅନ୍ତିମ ସଂସ୍କାର କରାଯାଇଛି। ଏସବୁ ମଧ୍ୟରେ ଆତ୍ମହତ୍ୟା ପରର ଭିଡିଓ ସାମ୍ନାକୁ ଆସିଛି। ଭିଡିଓଟି ଡାକ୍ତରଖାନା ବାହାରର ସିସିଟିଭି ଫୁଟେଜ୍‌ ଥିବା ବେଳେ ତୁନିଶାଙ୍କୁ…

ପଞ୍ଚଭୂତରେ ବିଲୀନ ହେଲେ ତୁନିଶା, କାନ୍ଦି କାନ୍ଦି ଚେତାଶୂନ୍ୟ ହେଲେ ମା’…

ବମ୍ବେ: ମୃତ୍ୟୁର ତିନି ଦିନ ପରେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଅଭିନେତ୍ରୀ ତୁନିଶା ଶର୍ମା। ଦିବଂଗତ ଅଭିନେତ୍ରୀଙ୍କ ପରିବାର ପକ୍ଷରୁ ସମସ୍ତ ରୀତିନୀତି ଅନୁଯାୟୀ ତାଙ୍କର ଅନ୍ତିମ ସଂସ୍କାର ମଙ୍ଗଳବାର କରାଯାଇଥିଲା। ଏହି ଅବସରରେ ତାଙ୍କ ମା’ଙ୍କୁ ଚେତାଶୂନ୍ୟ ହେଉଥିବା ଦେଖାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?