ଜନବସତି ଅଞ୍ଚଳରେ ବୁଲୁଛି ହାତୀ, ଲୋକେ ଛାନିଆ
ଭଞ୍ଜନଗର,୨୧ା୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡରେ ଶୁକ୍ରବାର ସୁଦ୍ଧା ୭୪ଟି ହାତୀ ଅଛନ୍ତି। ସନ୍ଧ୍ୟାରେ ହାତୀମାନେ ଜଙ୍ଗଲରୁ ବାହାରି ଜଙ୍ଗଲ ନିକଟବର୍ତ୍ତୀ ଗାଁଗୁଡ଼ିକରେ ପଶି ଫସଲ ନଷ୍ଟ କରୁଛନ୍ତି । ଯାହାକୁ ନେଇ…
ଫିଙ୍ଗିବାକୁ ପଡିଥିଲା ୧୦୦ ମିଲିୟନ କୋଭିଶିଲ୍ଡ ଡୋଜ୍: ପୁନାଓ୍ବାଲା
ନୂଆଦିଲ୍ଲୀ,୨୧।୧୦: ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସ୍ଆଇଆଇ) ଗତ ବର୍ଷ ଡିସେମ୍ବରରେ କୋଭିଶିଲ୍ଡ ଭ୍ୟାକ୍ସିନ ଉତ୍ପାଦନ ବନ୍ଦ କରି ଦେଇଛି। ବିକାଶଶୀଳ ଦେଶଗୁଡ଼ିକର ଭ୍ୟାକ୍ସିନ ଉତ୍ପାଦନକାରୀ ନେଟୱାର୍କର ବାର୍ଷିକ ସାଧାରଣ ସଭାରେ ଏସ୍ଆଇଆଇ ସିଇଓ ଆଦର ପୁନାୱାଲା ଏହି ସୂଚନା ଦେଇଛନ୍ତି।…
ଏଣିକି ଆନ୍ଦୋଳନ କରିପାରିବେ ନାହିଁ ରେଭେନ୍ସା ଛାତ୍ରୀଛାତ୍ର
କଟକ ଅଫିସ,୨୧ା୧୦: ରେଭେନ୍ସା ଛାତ୍ରୀଛାତ୍ର ଏଣିକି ଆଉ ଆନ୍ଦୋଳନ କରିପାରିବେ ନାହିଁ। ଏପରିକି ଆମରଣ ଅନଶନ କିମ୍ବା ଗେଟ୍ ସମ୍ମୁଖରେ ଆଉ ଧାରଣା ଦେଇପାରିବେ ନାହିଁ ବୋଲି ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତିରୁ ପ୍ରକାଶ ଯେ,…
୨ ପୋଲିସ କଲୋନୀରେ ରାସ୍ତା ନାହିଁ କି ଡ୍ରେନ୍ ନାହିଁ
ଗଞ୍ଜାମ,୨୧ା୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହରରେ ଥିବା ଉଭୟ ପୁରୁଣା ଓ ନୂଆ ପୋଲିସ କଲୋନୀ ଡ୍ରେନ୍ ଓ ରାସ୍ତାର ସୁବିଧା ନାହିଁ। ଫଳରେ ଉକ୍ତ ୨ଟି କଲୋନୀରେ ରହୁଥିବା ପୋଲିସ କର୍ମଚାରୀଙ୍କ ପରିବାର ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ…
ଅଳଙ୍କାର ଦୋକାନରେ ଜିଏସ୍ଟି ଚଢ଼ାଉ
ବାଲେଶ୍ୱର ଅଫିସ,୨୧ା୧୦: ବାଲେଶ୍ୱର ସହର ଚିଡ଼ିଆ ପୋଲ ନିକଟସ୍ଥ ଲକ୍ଷ୍ମୀ ନାରାୟଣ ଅଳଙ୍କାର ଦୋକାନ ଉପରେ ଶୁକ୍ରବାର ଜିଏସ୍ଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଦୋକାନ ପକ୍ଷରୁ ଗୋଟିଏ ଜିଏସ୍ଟି ବିଲ ନମ୍ବରରେ ଭିନ୍ନ ଭିନ୍ନ ରସିଦ କାଟି ଗରାଖମାନଙ୍କୁ ଦେଉଥିବାର…
ବିଶ୍ୱକପ୍ରେ ବଡ଼ ଓଲଟପାଲଟ: ପ୍ରଥମ ରାଉଣ୍ଡରୁ ବିଦା ହେଲା ୨ ଥର ବିଶ୍ୱ ଚାମ୍ପିଅନ୍ ଓ୍ବେଷ୍ଟଇଣ୍ଡିଜ୍
ହୋବାର୍ଟ,୨୧।୧୦: ଟି-୨୦ ବିଶ୍ୱକପର ୧୧ତମ ମ୍ୟାଚରେ ବଡ଼ ଓଲଟପାଲଟ ଦେଖିବାକୁ ମିଳିଛି। ହୋବାର୍ଟରେ ଖେଳାଯାଇଥିବା ଏକ ମ୍ୟାଚରେ ୨ ଥରର ଚାମ୍ପିଅନ୍ ୱେଷ୍ଟଇଣ୍ଡିଜକୁ ୯ ଉଇକେଟ୍ରେ ପରାସ୍ତ କରିଛି ଆୟାରଲାଣ୍ଡ। ଏହା ସହ ଆୟାରଲାଣ୍ଡ ସୁପର-୧୨ରେ ପ୍ରବେଶ କରିଛି । ଦୁଇଥର…
ଲୋକାର୍ପିତ ହେଲା, କାର୍ଯ୍ୟକ୍ଷମ ହେଉନି
ସୋନପୁର,୨୧।୧୦: ସୁବର୍ଣ୍ଣପୁର ଜିଲା ସଦର ମହକୁମାର ଝୁପୁଡିପଡାରେ ନୂତନ ଭାବେ ନିର୍ମିତ ହୋଇଛି ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର। ଗତ ଜୁନ୍ ୧୫ ତାରିଖରେ ସୋନପୁର ବିଧାୟକ ତଥା ରାଜ୍ୟ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ…
କଳିଙ୍ଗରେ ଫିଫା ବିଶ୍ୱକପ୍ ଓ ଭାରତ
୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପର ଗ୍ରୁପ୍ ପର୍ଯ୍ୟାୟ ନିକଟରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜକ ଭାରତ ଏଠାରେ ବିଶ୍ୱକପ ପଦାର୍ପଣ କରି ନିଜର ସମସ୍ତ ମ୍ୟାଚ ଖେଳିଥିଲା। ଘରୋଇ ଦଳ ଯେ କେବଳ ସବୁତକ ମ୍ୟାଚ ହାରିଥିଲା…
ହାଇକୋର୍ଟ ଥିଲା, ସ୍ଥାୟୀ ବେଞ୍ଚ ଫେରାଅ
ବଲାଙ୍ଗୀର ଅଫିସ, ୨୧ା୧୦: ଓଡିଶା ସହ ଗଡଜାତ ମିଶ୍ରଣ ପୂର୍ବରୁ ବଲାଙ୍ଗୀରରେ ହାଇକୋର୍ଟ କାର୍ଯ୍ୟ କରୁଥିଲା। ଗଡଜାତ ମିଶ୍ରଣ ପରେ ବଲାଙ୍ଗୀରରୁ ହାଇକୋର୍ଟ ଉଠାଇ ଦିଆଯାଇ କଟକ ହାଇକୋର୍ଟ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହା ଇତିହାସ ହୋଇପାରେ, ମାତ୍ର ଏହାହିଁ ସତ୍ୟତା। ଐତିହାସିକ…
ନକଲି ପରିଚୟ ଦେଇ ଦିଲ୍ଲୀରେ ରହୁଥିଲେ ଚାଇନା ମହିଳା: ଧରିଲା ପୋଲିସ
ନୂଆଦିଲ୍ଲୀ,୨୧।୧୦: ରାଜଧାନୀ ଦିଲ୍ଲୀରେ ନକଲି ପରିଚୟ ଦେଇ ରହୁଥିବା ଚାଇନା ମହିଳାଙ୍କୁ ପୋଳିସ ଗିରଫ କରିଛି। କାଇ ରୁଅ ନାମକ ଏହି ମହିଳା ଜଣଙ୍କ ଦେଶ ବିରୋଧୀ କାର୍ଯ୍ୟକଳାପରେ ସାମିଲ ଥିବା ଅଭିଯୋଗ ହୋଇଛି। ତାଙ୍କ ପ୍ରକୃତ ଘର ଚାଇନାର ହାଇନାନ…
‘ଅଗ୍ନି ପ୍ରାଇମ୍’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ବାଲେଶ୍ୱର ଅଫିସ,୨୧ା୧୦: ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଡିଆରଡିଏ ଅଧିନସ୍ଥ ଅବ୍ଦୁଲ କଲାମ ଦ୍ବୀପରୁ ‘ଅଗ୍ନି ପ୍ରାଇମ୍’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଶୁକ୍ରବାର ପୂର୍ବାହ୍ନ ୯ଟା ୩୦ରେ ‘ଅଗ୍ନି ପ୍ରାଇମ୍’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା…
ହାତୀ ଉପଦ୍ରବରେ ବ୍ୟାପକ ଧାନଫସଲ କ୍ଷତି
ନାକଟିଦେଉଳ,୨୧ା୧୦(ଡି.ଏନ.ଏ.): ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ସରାପାଲି ବିଟର ମହୁକୁଦ ଗ୍ରାମରେ ହାତୀ ଉପଦ୍ରବରେ ବ୍ୟାପକ ଧାନଫସଲ କ୍ଷତି ହୋଇଛି। ହାତୀପଲ ମଙ୍ଗଳବାର ବିଳମ୍ବିତ ରାତିରେ ଗ୍ରାମର ଖଳିମୁଣ୍ଡା ନିକଟ ଜାମୁପଟି, ସଡ଼କ ସାହି ଓ ସୁଦ ସାହିର ଧାନ କ୍ଷେତରେ ପଶି…
Archives


