Home

ଜନ୍ମ ହୋଇ ନ ଥିବା ଶିଶୁର ପୋଷ୍ୟ ଗ୍ରହଣ ଚୁକ୍ତି କିଭଳି ହେବ, ସେ ନେଇ ଆଇନ ଅଜ୍ଞାତ: ପ୍ରଶ୍ନ କଲେ ହାଇକୋର୍ଟ…

ନୂଆଦିଲ୍ଲୀ,୧୦।୧୨ : କର୍ନାଟକ ହାଇକୋର୍ଟର ଏକ ଡିଭିଜନ ବେଞ୍ଚ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ ଏକ ଜନ୍ମିତ ଶିଶୁକୁ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଏକ ଚୁକ୍ତିନାମା ଆଇନ ଅନୁସାରେ କରାଯାଇପାରେ। ମାତ୍ର ଜନ୍ମ ହୋଇ ନଥିବା ଶିଶୁ…

୧୨ କୋଟିର ଫ୍ଲାଟ୍‌ ଲାଗି ଏହି ଲୋକପ୍ରିୟ ଅଭିନେତ୍ରୀଙ୍କୁ ପିଟିପିଟି ହତ୍ୟା କଲେ ପୁଅ

ବମ୍ବେ: ସମ୍ପତ୍ତି ପାଇଁ ଭଗାରୀ ସାଜିଲେ ପୁଅ। ପ୍ରଥମେ ବେସବଲ୍‌ରେ ଅଭିନେତ୍ରୀ ମା’ଙ୍କୁ ପିଟିପିଟି ହତ୍ୟା କଲେ। ପରେ ମୃତଦେହକୁ ନେଇ ଘରଠାରୁ ୯୦ କିମି ଦୂର ଏକ ନଦୀରେ ଫିଙ୍ଗିଦେଲେ। ଅଭିନେତ୍ରୀ ବୀଣା କପୁରଙ୍କୁ ନେଇ ଏଭଳି ଚାଞ୍ଚଲ୍ୟକର କଥା…

ମହାରାଷ୍ଟ୍ର-କର୍ନାଟକ ସୀମା ବିବାଦରେ ଶାହାଙ୍କ ଏଣ୍ଟ୍ରି…

ନୂଆଦିଲ୍ଲୀ,୧୦।୧୨ : କନର୍ର୍ାଟକ ଏବଂ ମହାରାଷ୍ଟ୍ର ସୀମା ବିବାଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଏଣ୍ଟ୍ରି ହୋଇଛି। ବର୍ତ୍ତମାନ ସୀମା ବିବାଦର ସମାଧାନ ଆସନ୍ତା ସପ୍ତାହ ସୁଦ୍ଧା ମିଳିପାରିବାର ଆଶା ରହିଛି। କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ଶନିବାର ଅମିତ ଶାହାଙ୍କୁ ଭେଟି…

ଦୀର୍ଘ ସମୟ ଯୁଦ୍ଧ ପାଇଁ ବାୟୁସେନା ପ୍ରସ୍ତୁତ…

ନୂଆଦିଲ୍ଲୀ,୧୦।୧୨ : ବାୟୁସେନା ମୁଖ୍ୟ ଭି.ଆର୍‌ ଚୌଧୁରୀ କହିଛନ୍ତି ଯେ ପୂର୍ବରୁ ଆମେ ନିଜକୁ ଅଳ୍ପ ଦିନିଆ ଏବଂ ଶୀଘ୍ର ଯୁଦ୍ଧ ପାଇଁ ପ୍ରସ୍ତୁତ କରୁଥିଲୁ, କିନ୍ତୁ ବର୍ତ୍ତମାନ ଦୀର୍ଘସ୍ଥାୟୀ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାର ସମୟ ଆସିଛି। ଏକ ପ୍ରଶ୍ନର…

ଛାଡପତ୍ର ପାଇଁ ସ୍ତ୍ରୀ-ସ୍ବାମୀ ଏକ ବର୍ଷ ଅଲଗା ରହିବା ଜରୁରୀ ନୁହେଁ: ହାଇକୋର୍ଟଙ୍କ ରାୟ…

ଥିରୁଭାନନ୍ତପୁରମ୍‌,୧୦।୧୨ : ଛାଡପତ୍ର ସମ୍ପର୍କରେ କେରଳ ହାଇକୋର୍ଟ ଏକ ବଡ ରାୟ ଦେଇଛନ୍ତି। ଯଦି ପରସ୍ପର ସହମତି ଅନୁଯାୟୀ ଛାଡପତ୍ର ନିଆଯାଏ ତେବେ ସ୍ତ୍ରୀ-ସ୍ବାମୀ ଏକ ବର୍ଷ ପର୍ଯ୍ୟନ୍ତ ଅଲଗା ରହିବା ଅଣସାମ୍ବିଧାନିକ ବୋଲି ହାଇକୋର୍ଟ କହିଛନ୍ତି। ଏହା ମାନବିକ ଅଧିକାରର…

୪୧୦ ରନ୍‌ର ବିଶାଳ ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ

ଚାଟୋଗ୍ରାମ୍‌,୧୦।୧୨: ବାଲାଂଦେଶ ବିପକ୍ଷ ତୃତୀୟ ଦିନିକିଆରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି। ଇଶାନ କିଶନ ଏବଂ ବିରାଟ କୋହଲିଙ୍କ ଦ୍ୱିଶତକୀୟ ଭାଗିଦାରୀ ଯୋଗୁ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ହରାଇ ୪୦୯ କରିବାରେ ସଫଳ ହୋଇଛି।…

ଶିଖ୍‌ ମହିଳାଙ୍କୁ ହତ୍ୟା ଘଟଣାରେ ଗିରଫ ହେଲେ ସ୍ବାମୀ

ଟରେଣ୍ଟୋ,୧୦ା୧୨: କାନାଡାର ସରେ ପ୍ରାନ୍ତରେ ନିଜ ଘରେ ୪୦ ବର୍ଷୀୟା ଶିଖ୍‌ ମହିଳାଙ୍କୁ ହତ୍ୟା କରାଯାଇଥିଲା। ତେବେ ଏହି ମାମଲାରେ ସ୍ବାମୀଙ୍କୁ ଗିରଫ କରାଯାଇଥିବା କାନାଡା ପୋଲିସ ସୂଚନା ଦେଇଛି। ସ୍ଥାନୀୟ ରିପୋର୍ଟରୁ ପ୍ରକାଶ ଯେ, ବୁଧବାର ବ୍ରିଟିଶ କଲମ୍ବିଆର ସରେ…

୩ ବର୍ଷ ପରେ ଦିନିକିଆରେ ଶତକ ମାରିଲେ କୋହଲି

ଚାଟୋଗ୍ରାମ୍‌,୧୦।୧୨: ଟିମ୍‌ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଶନିବାର ବାଲାଂଦେଶ ବିପକ୍ଷରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ଦିନିକିଆରେ ଶତକ ମାରି ବଡ ଉପଲବ୍ଧି ହାସଲ କରିଛନ୍ତି। ଅଗଷ୍ଟ ୨୦୧୯ ପରେ ଦିନିକିଆରେ ବିରାଟଙ୍କ ଏହା ପ୍ରଥମ ଶତକ। ୨୫ଟି…

ପୂର୍ବ ଉଗ୍ରବାଦୀ ନେତା ଡାନିଏଲ ବୋରାକ ଭାଜପାରେ ଯୋଗଦେଲେ…

ଅଗରତାଲା,୧୦।୧୨ : ପୂର୍ବତନ ଉଗ୍ରବାଦୀ ନେତା ଡାନିଏଲ ବୋରାକ ତାଙ୍କ ଦଳର ଅନ୍ୟ ୨୯ ଜଣ ସଦସ୍ୟଙ୍କ ସହ ଭାଜପାରେ ଯୋଗ ଦେଇଛନ୍ତି। ଭାଜପାର ଆଦିବାସୀ ଫ୍ରଣ୍ଟରେ ଯୋଗଦେବା ଅବସରରେ ତ୍ରିପୁରା ଭାଜପା ରାଜ୍ୟ ଅଧ୍ୟକ୍ଷ ରାଜୀବ ଭଟ୍ଟାଚାର୍ଯ୍ୟ ମଧ୍ୟ ଉପସ୍ଥିତ…

ଶିଶୁ ନିର୍ଯାତନା ନେଇ ଚିନ୍ତାବ୍ୟକ୍ତ କଲେ ସ୍ମୃତି ଇରାନୀ, ଶୀଘ୍ର ସମାଧାନ ପାଇଁ ଲୋଡ଼ିଲେ ବିଚାରପତିଙ୍କ ପରାମର୍ଶ…

ନୂଆଦିଲ୍ଲୀ,୧୦।୧୨ : ଶିଶୁମାନଙ୍କ ପ୍ରତି ଯୌନ ଅପରାଧକୁ ନେଇ ସୁପ୍ରିମକୋର୍ଟ ପୂର୍ବରୁ ଚିନ୍ତା ପ୍ରକଟ କରିଛନ୍ତି। ଏଥି ସହିତ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ଯେ ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା ମାମଲାର ସମାଧାନ ପାଇଁ…

କର୍ପୋରେଟର କିଣାବିକା ଆରୋପ ପ୍ରତ୍ୟାରୋପ ଆଣିଲେ ଭାଜପା-ଏଏପି, କ୍ରସ ଭୋଟିଂ ପାଇଁ ୫୦ ଲକ୍ଷ ଅଫର…

ନୂଆଦିଲ୍ଲୀ,୧୦।୧୨ : ଦିଲ୍ଲୀ ଏମସିଡି ନିର୍ବାଚନରେ ଏଏପି ଭାଜପାର ୧୫ ବର୍ଷା ଶାସନକୁ ସମାପ୍ତ କରିଛି। ଏଭଳି ପରିସ୍ଥିତିରେ ଉଭୟ ପକ୍ଷ ଏବେ ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ ଆଣିଛନ୍ତି। ଭାଜପା ମିଡ଼ିଆ ସେଲ ଦାୟିତ୍ୱରେ ଥିବା ହରିଶ ଖୁରାନାଙ୍କ କହିବାନୁସାରେ,…

ପ୍ରଶଂସକଙ୍କ ଅନୁରୋଧ ରଖୁନାହାନ୍ତି ପ୍ରିୟଙ୍କା

ମୁମ୍ବାଇ: ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଆମେରିକୀୟ ଗାୟକ ନିକ୍‌ ଜୋନାସଙ୍କୁ ବିବାହ କରିବାର ୪ ବର୍ଷ ପରେ ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି ଦୁଇ ସେଲିବ୍ରିଟି ଏତେ ବ୍ୟସ୍ତ ଥାଇ ବି ଝିଅ ମାଳତୀକୁ ଟାଇମ୍‌ ଦେଉଛନ୍ତି। ଏବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri