Home

ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନର ପ୍ରଥମ ମହିଳା ସଭାପତି ହେଲେ ପି.ଟି. ଉଷା

ନୂଆଦିଲ୍ଲୀ,୧୦।୧୨: ଭେଟେରାନ ଧାବିକା ପି.ଟି. ଉଷା ଶନିବାର ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ(ଆଇଓଏ)ର ପ୍ରଥମ ମହିଳା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ୫୮ ବର୍ଷୀୟ ଉଷା ନିର୍ନ୍ଦ୍ୱନ୍ଦ୍ୱରେ ଶୀର୍ଷ ପଦବୀକୁ ମନୋନୀତ ହୋଇଛନ୍ତି। ‘ପାୟୋଲି ଏକ୍ସପ୍ରେସ୍‌’ ଏବଂ ‘ଉଡନ ପରୀ’ ନାମରେ ଉଷା…

ପ୍ରକୃତିର ରକ୍ଷାଣବେକ୍ଷଣ ଯତ୍ନର ସହିତ କରାଯିବା ଜରୁରୀ: ରାଷ୍ଟ୍ରପତି…

ନୂଆଦିଲ୍ଲୀ,୧୦।୧୨ : ମାନବ ଅଧିକାର ଦିବସ ଅବସରରେ ରାଷ୍ଟ୍ରୀୟ ମାନବ ଅଧିକାର ଆୟୋଗ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ସମ୍ବୋଧିତ କରିଛନ୍ତି। ଜଳବାୟୁ ପରିବର୍ତ୍ତନକୁ ନେଇ ଉଦବେଗ ପ୍ରକାଶ କରି ସେ କହିଛନ୍ତି ଯେ ଜଳବାୟୁ…

ଦିନିକିଆ ଫର୍ମାଟରେ ଭାରତର ତୃତୀୟ ବୃହତ ବିଜୟ, ବାଲାଂଦେଶକୁ ୨୨୭ରନ୍‌ରେ ହରାଇଲା…

ନୂଆଦିଲ୍ଲୀ,୧୦।୧୨: ଭାରତ ଦିନିକିଆ ସିରିଜର ତୃତୀୟ ମ୍ୟାଚ୍‌ରେ ବାଲାଂଦେଶକୁ ଶୋଚନୀୟ ଭାବେ ପରାଜିତ କରିଛି। ୨୨୭ରନ୍‌ ବ୍ୟବଧାନରେ ଦଳ ବିଜେତା ହୋଇଛି। ଦିନିକିଆ ଫର୍ମାଟରେ ଏହା ଭାରତର ତୃତୀୟ ବଡ଼ ବିଜୟ ବୋଲି କୁହାଯାଉଛି। ପ୍ରଥମରୁ ଦୁଇଟି ମ୍ୟାଚ୍‌ ଜିତି ସିରିଜ…

ରିମେକ୍‌ ଯୋଗୁ ବରବାଦ ହୋଇଛି ବଲିଉଡ୍‌, ନିଜକୁ ଦୋଷୀ ବୋଲି କହିଲେ କରନ୍‌

ବମ୍ବେ: ଦିନ ଥିଲା ବଲିଉଡ୍‌ ସିନେମା ନିଜର ସ୍ବତନ୍ତ୍ରତା ଲାଗି ପରିଚିତି ଲାଭ କରିଥିଲା। ହେଲେ ବିଗତ କିଛି ଦିନରୁ ବଲିଉଡ୍‌ ଦର୍ଶକଙ୍କ ମନ ଜିଣିବାରେ ବିଫଳ ହୋଇଛି। ପରିଣାମସ୍ବରୂପ ରିଲିଜ ହେଉଥିବା ଫିଲ୍ମଗୁଡ଼ିକୁ ଦର୍ଶକେ ପସନ୍ଦ କରୁନାହାନ୍ତି। ଏଣୁ ସିନେମାଜଗତ…

ପରୀକ୍ଷା ଫଳକୁ ନେଇ ଛାତ୍ରୀଛାତ୍ର ଅସନ୍ତୁଷ୍ଟ: ମହାବିଦ୍ୟାଳୟ ସମ୍ମୁଖରେ ଦେଲେ ଧାରଣା

ସାରସକଣା,୧୦ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଝାରପୋଖରିଆସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ସମ୍ମୁଖରେ ପ୍ରକାଶିତ ପରୀକ୍ଷା ଫଳକୁ ନେଇ ଅନେକ ଛାତ୍ରୀଛାତ୍ର ଅସନ୍ତୁଷ୍ଟ ହୋଇ ମହାବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ମିଳିଥିବା ସୂଚନା ମୁତାବକ ଯୁକ୍ତ ୩ ଦ୍ବିତୀୟ ବର୍ଷର ତୃତୀୟ ସେମିଷ୍ଟାର…

ଶକ୍ତିଶାଳୀ ପାସପୋର୍ଟ ତାଲିକାରେ ଭାରତ ୬୯ତମ ସ୍ଥାନରେ, ୨୪ ଦେଶରେ ଭିଜା ମୁକ୍ତ ପ୍ରବେଶ…

ନୂଆଦିଲ୍ଲୀ,୧୦।୧୨ : ଆର୍ଟନ କ୍ୟାପିଟାଲ ୨୦୨୨ ରେ ଦୁନିଆର ସବୁଠାରୁ ଶକ୍ତିଶାଳୀ ଏବଂ ଦୁର୍ବଳ ପାସପୋର୍ଟ ଥିବା ଦେଶଗୁଡିକର ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୟୁଏଇର ପାସପୋର୍ଟ ସବୁଠାରୁ ଶକ୍ତିଶାଳୀ ବୋଲି କୁହାଯାଉଛି। ଏହି ତାଲିକାରେ ଭାରତର ପାସପୋର୍ଟ ୬୯…

ପାଣିରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା

ହିଞ୍ଜିଳିକାଟୁ,୧୦ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ପୋଚିଲିମା ସରକାରୀ ଆଇଟିଆଇର ଜଣେ ଛାତ୍ରଙ୍କ ପାଣିରେ ବୁଡ଼ି ଜୀବନ ଯାଇଛି। ମୃତ ଛାତ୍ର ଜଣକ ପ୍ରଥମ ବର୍ଷ ଇଲେକ୍ଟ୍ରୋନିକ ବିଭାଗର ସଞ୍ଜୀବ ତ୍ରିପାଠୀ। ତାଙ୍କ ଘର ଭଞ୍ଜନଗର ନିକଟସ୍ଥ ବାଉଁଶଲୁଣ୍ଡିରେ। ସେ ଆଇଟିଆଇ…

୪ ଓ୍ବାଣ୍ଟେଡ୍‌ ଆତଙ୍କବାଦୀଙ୍କ ପୋଷ୍ଟର ଲଗାଇଲା ଏନ୍‌ଆଇଏ, ମୁଣ୍ଡପିଛା ୧୦ ଲକ୍ଷର ପୁରସ୍କାର ଘୋଷଣା

ନୂଆଦିଲ୍ଲୀ,୧୦।୧୨: ନ୍ୟାସନାଲ ଇନ୍‌ଭେଷ୍ଟିଗେସନ ଏଜେନ୍ସି(ଏନ୍‌ଆଇଏ) ଲଶ୍କର-ଇ-ତାଇବାର ୪ ଆତଙ୍କାବାଦୀଙ୍କ ବିଷୟରେ ସୂଚନା ଲାଗି ପୋଷ୍ଟର ଜାରି କରିଛି। ପୁଲଓ୍ବାମା ଏବଂ ଅନ୍ୟ ସହରରେ ଏହି ପୋଷ୍ଟର ଲଗାଯାଇଛି। ପ୍ରତ୍ୟେକ ଆତଙ୍କବାଦୀଙ୍କ ମୁଣ୍ଡପିଛା ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି।…

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ହେବେ ସୁଖଓ୍ବିନ୍ଦର ସିଂ ସୁଖୁ: ହାଇକମାଣ୍ଡଙ୍କ ମଞ୍ଜୁରୀ, ରବିବାର ପୂର୍ବାହ୍ନ ୧୧ଟାରେ ଶପଥ ନେବେ…

ଶିମଲା,୧୦।୧୨ : ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ନେଇ ସୁଖଓ୍ବିନ୍ଦର ସିଂ ସୁଖୁଙ୍କ ନାମକୁ କଂଗ୍ରେସ ହାଇକମାଣ୍ଡଙ୍କ ମଞ୍ଜୁରୀ ମିଳିଛି। ତେବେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ପଦବର ପାଇଁ ଆଶାୟୀ ପ୍ରତିଭା ସିଂଙ୍କ ସମର୍ଥକ ବିରୋଧ କରିଛନ୍ତି। ପ୍ରତିଭା ମୁଖ୍ୟମନ୍ତ୍ରୀ ଦୌଡ଼ରେ ଆଗରେ…

ଚାଇନାର ମୁକାବିଲା କରିବାକୁ ଆମେରିକାର ପ୍ରସ୍ତୁତି…

ଓ୍ବାଶିଂଟନ,୧୦।୧୨ : ପ୍ରଶାନ୍ତ ମହାସାଗରରେ ଏକ କ୍ଷେପଣାସ୍ତ୍ର ପ୍ରାଚୀର ନିର୍ମାଣ ଦିଗରେ ଆମେରିକା ଏକ ପ୍ରମୁଖ ପଦକ୍ଷେପ ନେଇଛି। ଏହି ପଦକ୍ଷେପ ମାଧ୍ୟମରେ ଚାଇନାର କୌଣସି ସମ୍ଭାବ୍ୟ ଆକ୍ରମଣକୁ ରୋକିବା ଲକ୍ଷ୍ୟ ରହିଛି। ଆମେରିକାର ସେନା ସ୍ଥଳଭାଗ କ୍ଷେପଣାସ୍ତ୍ର ଲଞ୍ଚର ଟାଇଫୁନକୁ…

ଶିଶୁ ଯୌନ ନିର୍ଯାତନା ଏକ ଲୁକ୍କାୟିତ ସମସ୍ୟା, ପରିବାର ସଦସ୍ୟଙ୍କୁ ଆଗକୁ ଆସିବାକୁ ହେବ : ସିଜେଆଇ…

ନୂଆଦିଲ୍ଲୀ,୧୦।୧୨ : ଶିଶୁଙ୍କ ପ୍ରତି ବୃଦ୍ଧି ପାଉଥିବା ଯୌନ ଅପରାଧକୁ ନେଇ ଭାରତର ପ୍ରଧାନ ବିଚାରପତି ଡି. ଓ୍ବାଇ ଚନ୍ଦ୍ରଚୂଡ଼ ଶନିବାର ଦିନ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଏହା ଏକ ଲୁକ୍କାୟିତ ସମସ୍ୟା। ଏହା ଜାଣିବା ପରେ ମଧ୍ୟ ଲୋକମାନେ ଏହା…

୨ କାର୍‌, ୫ ବାଇକ୍‌ ଉପରେ ମାଡ଼ିଗଲା ଟ୍ରକ୍‌

କଟକ ଅଫିସ,୧୦ା୧୨: ଜଗତପୁର ଖଇରା ପୋଲ ନିକଟରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ୨ କାର୍‌ ଏବଂ ୫ଟି ବାଇକ୍‌ ଉପରେ ଏକ ଟ୍ରକ୍‌ ମାଡ଼ିଯିବାରୁ ୭ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଏସ୍‌ସିବି ସ୍ଥାନାନ୍ତର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri