କ୍ଲାଟ୍ ଫଳାଫଳରେ ଅନାକାଡେମିର ବାଜିମାତ
ଭୁବନେଶ୍ୱର, ୭ା୧: କମନ ଲ ଆଡ୍ମିଶନ ଟେଷ୍ଟ (କ୍ଲାଟ୍)ର ଫଳାଫଳ ନିକଟରେ ପ୍ରକାଶିତ ହୋଇଛି। ଏଥିରେ ଅନାକାଡେମିର ଛାତ୍ରୀଛାତ୍ରମାନେ ବାଜିମାତ କରିଛନ୍ତି। ଏପରିକି ଏହାର ୭୦ରୁ ଅଧିକ ଶିକ୍ଷାର୍ଥୀ କ୍ଲାଟ୍ ପରୀକ୍ଷାଫଳରେ ଯୋଗ୍ୟତା ଅର୍ଜନ କରିଛନ୍ତି। ବିଶେଷକରି ଓଡ଼ିଶାର ଭୁବନେଶ୍ୱରରୁ ଓମ୍କାର…
ୟୁକୋ ବ୍ୟାଙ୍କର ୮୦ ତମ ପ୍ରତିଷ୍ଠା ଦିବସ
ଭୁବନେଶ୍ୱର,୭ା୧: ୟୁକୋ ବ୍ୟାଙ୍କର ୮୦ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ବ୍ୟାଙ୍କର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏକ ୱାକାଥନ୍ର ଆୟୋଜନ କରାଯାଇଥିଲା। ଏପରିକି ବ୍ୟାଙ୍କର ମହାପ୍ରବନ୍ଧକ ତଥା ଆଞ୍ଚଳିକ…
ଆଇଟିସି ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ଅଭିଯାନ
ନୂଆଦିଲ୍ଲୀ,୭ା୧: ଆଇଟିସି ଲିମିଟେଡ୍ ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ଅଭିଯାନ ଆରମ୍ଭ କରାଯାଇଛି। ଏପରିକି ଏହାର ପ୍ରମୁଖ ବ୍ରାଣ୍ଡ୍ ଇନ୍ଷ୍ଟାଣ୍ଟ ନୁଡଲ୍ସ ଏବଂ ପାସ୍ତା ବ୍ରାଣ୍ଡ୍ ସନ୍ଫିଷ୍ଟ ୟିପି ପକ୍ଷରୁ ‘ୟିପି ବେଟର ୱାର୍ଲଡ-ଟ୍ରାସ୍ ଟୁ ଟ୍ରେଜର’ କାର୍ଯ୍ୟକ୍ରମ ଜରିଆରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ…
‘ନିବେଶକଙ୍କୁ ଆକୃଷ୍ଟ କରୁଛି ମ୍ୟୁଚୁଆଲ ଫଣ୍ଡ’
ନୂଆଦିଲ୍ଲୀ,୭ା୧: ବର୍ତ୍ତମାନ ସମୟରେ ମ୍ୟୁଚୁଆଲ ଫଣ୍ଡ ଅବସର ଯୋଜନାଠାରୁ ଆରମ୍ଭକରି ପିଲାମାନଙ୍କ ଜରୁରିକାଳୀନ ଆବଶ୍ୟକତା ପର୍ଯ୍ୟନ୍ତ ସେବା ଓ ସୁବିଧା ଯୋଗାଉଛି। ବିଶେଷ କରି ଏହି ଉଦ୍ୟୋଗ ବିଭିନ୍ନ ସମାଧାନ ଉନ୍ମୁଖ ଉପତ୍ାଦ ପ୍ରଦାନ କରିଥାଏ। ଏହା ନିବେଶକଙ୍କୁ ବେଶ୍ ଆକୃଷ୍ଟ…
ଟିକେଏମ୍ ପକ୍ଷରୁ ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ମଡ୍ୟୁଲ ଯୋଗାଣ
ନୂଆଦିଲ୍ଲୀ,୭ା୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଟୟୋଟା କିର୍ଲୋସ୍କର ମୋଟର(ଟିକେଏମ୍) ପକ୍ଷରୁ ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ମଡ୍ୟୁଲ ଯୋଗାଣ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ପ୍ରତ୍ୟେକ କ୍ଷେତ୍ରର ଶକ୍ତି ଉପତ୍ାଦନ, ଭିତ୍ତିଭୂମି ପ୍ରସ୍ତୁତି ଏବଂ ଉପଭୋକ୍ତା ଗ୍ରହଣକୁ ଧ୍ୟାନରେ ରଖି କାର୍ବନ…
ଫୁଡ୍ ଷ୍ଟାର୍ଟଅପ୍ ‘ଫ୍ୟାଟ୍ ଟାଇଗର’ ଉଦ୍ଘାଟିତ
ଭୁବନେଶ୍ୱର,୭ା୧: ମଲ୍ଟି ବ୍ରାଣ୍ଡ୍ ଫୁଡ୍ ଷ୍ଟାର୍ଟଅପ୍ ୟୁନିଟ୍ ‘ଫ୍ୟାଟ୍ ଟାଇଗର’ର ପ୍ରଥମ ଆଉଟଲେଟ୍ ସ୍ଥାନୀୟ ପଟିଆ ଛକଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଆଉଟଲେଟ୍ ନିର୍ଦ୍ଦେଶିକା ନେହା ଗୁପ୍ତା ପାରୁଲ ଅଗ୍ରୱାଲ ଏବଂ ଅନ୍ୟ ଅତିଥିମାନଙ୍କ ଉପସ୍ଥିତିରେ ଏହାର ଉଦ୍ଘାଟନ କରିଥିଲେ।…
ରେଡ୍ମି ନୋଟ୍ ୧୨ସିରିଜ୍ ଉନ୍ମୋଚିତ
ନୂଆଦିଲ୍ଲୀ,୭ା୧: ସାଓମି ଇଣ୍ଡିଆର ପ୍ରମୁଖ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ରେଡ୍ମିର ନୋଟ୍ ୧୨ ସିରିଜ୍ର ନୂତନ ଉତ୍ପାଦକୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ରେଡ୍ମି ନୋଟ୍ ୧୨ ପ୍ରୋ+ ୫ଜି ଓ ରେଡ୍ମି ନୋଟ୍ ୧୨ ପ୍ରୋ ୫ଜି ନିଜ ସେଗ୍ମେଣ୍ଟରେ ଦେଖାଯାଉଥିବା…
ଜିଡିପି ଅଭିବୃଦ୍ଧି ୭%ରେ ରହିବ
ନୂଆଦିଲ୍ଲୀ,୭ା୧: ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ମଧ୍ୟରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ପୂର୍ବାନୁମାନ କରାଯାଇଛି। ଏପରିକି ଚଳିତ ଆର୍ଥିକ ବର୍ଷ ପାଇଁ ଭାରତର ଜିଡିପି ଅଭିବୃଦ୍ଧି ହାର ୭% ମଧ୍ୟରେ ରହିବ ବୋଲି କେନ୍ଦ୍ର ସରକାର ପକ୍ଷରୁ ପୂର୍ବାନୁମାନ କରାଯାଇଛି।…
ମାଗଣା ଚାଉଳ ନେଇ ବିଜେଡି-ଭାଜପା ମୁହାଁମୁହିଁ
ଭୁବନେଶ୍ବର,୭ା୧(ବ୍ୟୁରୋ): ମାଗଣା ଚାଉଳକୁ ନେଇ ବିଜେଡି, ଭାଜପା ଭିତରେ ମୁହଁାମୁହିଁ ପରିସ୍ଥିତି ଜାରି ରହିଛି। କରୋନା ସମୟରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍ଜିକେଏୱାଇ)ବନ୍ଦ ହୋଇଯାଇଛି। ଫଳରେ ଓଡ଼ିଶାର ୩ କୋଟି ୨୫ ଲକ୍ଷ ଲୋକ ୧୦…
ବିର୍ସାମୁଣ୍ଡା ହକି ଷ୍ଟାଡିୟମ ସର୍ବବୃହତ ନୁହଁ: ଶଙ୍କର ଓରାମ
ରାଉରକେଲା ଅଫିସ,୭ା୧: ଷ୍ଟିଲସିଟି ରାଉରକେଲାରେ ଆଉ ୬ ଦିନ ପରେ ପୁରୁଷ ବିଶ୍ୱକପ୍ ହକି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଉରକେଲା ଗସ୍ତରେ ଆସି ବିଶ୍ୱର ସର୍ବବୃହତ ବିର୍ସାମୁଣ୍ଡା ଷ୍ଟାଡିୟମକୁ ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନର ୨୪ ଘଣ୍ଟା…
ଭାରତ ଯୋଡ଼ୋ ଯାତ୍ରାରେ କେନ୍ଦ୍ରକୁ ଟାର୍ଗେଟ
ପାନିପଥ,୭ା୧(ପି.ଟି.): କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଅବସରରେ ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶୁକ୍ରବାର ହରିୟାଣାର ପାନିପଥଠାରେ ଏକ ରାଲିକୁ ସମ୍ବୋଧନ କରି ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରିଛନ୍ତି। ଏହି ସରକାର ଅମଳରେ ଦରଦାମ୍ ଆକାଶଛୁଆଁ…
ଜାଣିଶୁଣି ନିଜକୁ କରୋନା ସଂକ୍ରମିତ କରୁଛନ୍ତି ଚାଇନାର ଯୁବକ
ବେଜିଂ,୭ ।୧: ଚାଇନାରେ କରୋନାର ହାହାକାର ଏବେ ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି । ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଚାଇନାର ଯୁବବର୍ଗ ଏବେ ଜାଣିଶୁଣି ନିଜକୁ କରୋନା ସଂକ୍ରମିତ…

