Home

ରୋମାଞ୍ଚକର ମ୍ୟାଚ୍‌ରେ ଇଂଲଣ୍ଡ ଜିତି ସେମିଫାଇନାଲରେ ପହଞ୍ଚିିଲା…

ସିଡନୀ,୫।୧୧ : ଶନିବାର ସିଡନୀରେ ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି-୨୦ବିଶ୍ୱକପର ୩୯ ତମ ମ୍ୟାଚରେ ଇଂଲଣ୍ଡ ଦଳ ବିଜୟ ହାସଲ କରିଛି। ଏକ ରୋମାଞ୍ଚକର ମ୍ୟାଚ୍‌ରେ ଇଂଲଣ୍ଡ ଦଳ ୧୯.୪ ଓଭରରେ ୬ ଓ୍ବିକେଟ ହରାଇ ଧାର୍ଯ୍ୟ ୧୪୪ ରନ୍‌ର…

ଜାମକାନି କୋଇଲା ଖଣି କାର୍ଯ୍ୟ ଆରମ୍ଭ ନେଇ ଉତ୍ତେଜନା: ଲାଠି ଚାଳନା କଲା ପୋଲିସ

ସୁନ୍ଦରଗଡ଼/ହେମଗିରି,୫ା୧୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ହେମଗିରି ବ୍ଲକ ଅନ୍ତର୍ଗତ ଜାମକାନି କୋଇଲା ଖଣି କାର୍ଯ୍ୟ ଶନିବାର ଆରମ୍ଭ ହୋଇଥିବା ବେଳେ ଖଣି ବିସ୍ଥାପିତଙ୍କ ବିରୋଧ ଯୋଗୁ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଛି। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ଜିଲା…

ବିସିସିଆଇ-ଆର୍‌ସିବିର ସ୍ବତନ୍ତ୍ର ଶୁଭେଚ୍ଛା ବାର୍ତ୍ତା

ନୂଆଦିଲ୍ଲୀ,୫।୧୧: ଭାରତୀୟ କ୍ରିକେଟଜଗତରେ ଯେଉଁ କେତେଜଣ କ୍ରିକେଟର ଲୋକପ୍ରିୟତା ହାସଲ କରିଛନ୍ତି, ସେମାନଙ୍କ ମଧ୍ୟରୁ ବିରାଟ କୋହଲି ଜଣେ। ତାଙ୍କୁ କିଏ କୁହେ ‘ରନ୍‌ ମେଶିନ’ ତ କିଏ କୁହେ ‘ଚେଜ୍‌ ମାଷ୍ଟର’। ଶନିବାର ସେ ନିଜର ୩୪ତମ ଜନ୍ମଦିନ ପାଳନ…

ନିର୍ବାଚନ ପୂର୍ବରୁ ଭାଜପାକୁ ଝଟ୍‌କା, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ଇସ୍ତଫା…

ଅହମଦାବାଦ,୫।୧୧ : ଗୁଜୁରାଟରେ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ଏକ ବଡ଼ ଝଟ୍‌କା ଲାଗିଛି। ରାଜ୍ୟର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଜୟନାରାୟଣ ବ୍ୟାସ ଶେଷରେ ଭାଜପା ଛାଡିଛନ୍ତି। ଜୟ ନାରାୟଣ ଭାଜପାର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ…

ବ୍ଲାକବୋର୍ଡରେ ଯୁବତୀ ତିଆରି କଲେ ସୁନ୍ଦର ଚିତ୍ର, ଭିଡିଓ ଦେଖିଲେ ହିଁ ଜାଣିବେ…

ସାଧାରଣତଃ ଜଣେ ବ୍ୟକ୍ତି ଚିତ୍ର ଆଙ୍କିବା ପାଇଁ ପେନ୍‌ସିଲ୍‌, କଲମ, ପେଣ୍ଟ ବ୍ରଶ ବ୍ୟବହାର କରିଥାନ୍ତି। କଳା ସମସ୍ତଙ୍କ ଦ୍ୱାରା ହୁଏ ନାହିଁ। ଯେଉଁମାନଙ୍କ ଦ୍ୱାରା ଏହା ହୋଇଥାଏ ତାହା ସେମାନଙ୍କ ପାଇଁ ଭଗବାନଙ୍କ ଆଶୀର୍ବାଦ ସଦୃଶ ହୋଇଥାଏ। ଏବେ ସୋସିଆଲ…

ଗୁଜରାଟରେ ନିର୍ବାଚନ ନ ଲଢ଼ିଲେ ମନ୍ତ୍ରୀଙ୍କୁ ଛାଡ଼ିଦେବାକୁ କହିଛି ଭାଜପା: କେଜ୍ରିଓ୍ବାଲଙ୍କ ଅଭିଯୋଗ…

ନୂଆଦିଲ୍ଲୀ,୫।୧୧ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଭାଜପା ସରକାରଙ୍କ ପୁଣି ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଗୁଜରାଟ ର୍ନିବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ଭାଜପା ମୋତେ ପ୍ରସ୍ତାବ ଦେଇଛି। ମୋତେ କୁହାଯାଇଛି ଗୁଜରାଟ…

ଚାର୍ଜଶିଟ୍‌ ଦାଖଲ ନହେବା ପର୍ଯ୍ୟନ୍ତ ପୀଡ଼ିତାଙ୍କ ବୟାନ ହେବନି ପ୍ରକାଶ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୫।୧୧ : ବଳାତ୍କାର ପୀଡିତାଙ୍କ ପରିଚୟ ତଥା ବୟାନକୁ ଗୁପ୍ତ ରଖିବା ପାଇଁ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ବଳାତ୍କାର ମାମଲାରେ ଚାର୍ଜଶିଟ କିମ୍ବା ଚୂଡ଼ାନ୍ତ ରିପୋର୍ଟ ଦାଖଲ ନ ହେବା ପର୍ଯ୍ୟନ୍ତ ସିଆରପିସିର ଧାରା ୧୬୪ ଅନୁଯାୟୀ ବଳାତ୍କାର ପୀଡିତାଙ୍କ…

ଆଫଗାନିସ୍ତାନ ସହିତ ବ୍ୟବସାୟିକ କାରବାର କଲେ ମଧ୍ୟ ତାଲିବାନକୁ ମାନ୍ୟତା ଦେବାକୁ ଅମଙ୍ଗ ରୁଷିଆ…

ଓ୍ବାଶିଂଟନ,୫।୧୧ : ବିଶ୍ୱର ବିକାଶଶୀଳ ଭୌଗୋଳିକ ପରିସ୍ଥିତି ମଧ୍ୟରେ ଆଫଗାନିସ୍ତାନ ପ୍ରତି ରୁଷିଆର ବ୍ୟବସାୟିକ ଆଗ୍ରହ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ପାଶ୍ଚାତ୍ୟ ଦେଶଗୁଡିକ ଏହି ଦୁଇ ଦେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି କାରଣରୁ ଉଭୟ ଦେଶ ପାରସ୍ପରିକ ସହଯୋଗ…

ଜି-୨୦ ଶିଖର ସମ୍ମିଳନୀରେ ପୁଟିନଙ୍କ ଯୋଗଦେବା ନେଇ ଦ୍ୱନ୍ଦ୍ୱ…

ମସ୍କୋ,୫।୧୧ : ଜି -୨୦ ଶିଖର ସମ୍ମିଳନୀ ପାଇଁ ତୀବ୍ର ପ୍ରସ୍ତୁତି ମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୋଗଦେବା ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ରୁଷିଆ ସୂତ୍ରରୁ ପ୍ରକାଶ ଯେ ପୁଟିନ ଏହି ସମ୍ମିଳନୀରେ ଯୋଗଦେବାର ସମ୍ଭାବନା ବହୁତ କମ। ଏହି…

ପାକିସ୍ତାନରେ ଗୃହଯୁଦ୍ଧ ସ୍ଥିତି…

ଇସଲାମବାଦ,୫।୧୧ : ପାକିସ୍ତାନରେ ଗୃହଯୁଦ୍ଧର ପରିସ୍ଥିତି ଉପୁଜିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକମାନେ ରକାର ଏବଂ ସେନା ବିରୋଧରେ ସାରା ଦେଶରେ ହିଂସା ପ୍ରଦର୍ଶନ ଜାରି ରଖିଛନ୍ତି। ଇତିମଧ୍ୟରେ ୱାଜିରାବାଦରେ ପୋଲିସର କଠୋର କାର୍ଯ୍ୟକଳାପରେ ୧୪ ଜଣ ଆହତ ହୋଇଥିବାବେଳେ…

ଇଂଲଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୧୪୨ ରନ୍‌…

ସିଡନୀ,୫।୧୧ : ଶନିବାର ଦିନ ସିଡନୀରେ ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି-୨୦ବିଶ୍ୱକପର ୩୯ ତମ ମ୍ୟାଚ ଖେଳାଯାଉଛି। ଶ୍ରୀଲଙ୍କା ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସୁପର -୧୨ରେ ଗ୍ରୁପ -୧ ର ଏହା ହେଉଛି ଶେଷ ମ୍ୟାଚ।…

ଦେଶ ପ୍ରତିରକ୍ଷା ନାମରେ କଂଗ୍ରେସ କରିଛି ଦୁର୍ନୀତି: ପ୍ରଧାନମନ୍ତ୍ରୀ…

ଶିମଲା,୫।୧୧: ହିମାଚଳ ପ୍ରଦେଶର ସୁନ୍ଦରନଗର ଜବାହର ପାର୍କରେ ବିଜୟ ସଙ୍କଳ୍ପ ରାଲିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ମିଥ୍ୟା ପ୍ରତିଶ୍ରୁତି ଦେବା, ମିଥ୍ୟା ଗ୍ୟାରେଣ୍ଟି ଦେବା କଂଗ୍ରେସର ପୁରୁଣା କୌଶଳ। ଚାଷୀଙ୍କୁ ଋଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri