Home

୪ ବିଧାୟକ ଭାଜପାରେ ସାମିଲ

ଶିଲଂ,୧୪।୧୨: ମେଘାଳୟରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଏବଂ ଏନପିପିକୁ ଏକ ବଡ଼ ଝଟ୍‌କା ଲାଗିଛି। ଉଭୟ ଦଳର ମୋଟ ତିନିଜଣ ବିଧାୟକ ଭାଜପାରେ ଯୋଗ ଦେଇଥିଲେ। ଏହା ବ୍ୟତୀତ ଜଣେ ସ୍ବାଧୀନ ବିଧାୟକ ମଧ୍ୟ ଭାଜପାରେ ଯୋଗ…

ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୪।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ଶହ ତଳେ ରହିଛି।…

ବୈବାହିକ ବଳାତ୍କାର ମାମଲାର ଶୁଣାଣି ନୂଆବର୍ଷରେ…

ନୂଆଦିଲ୍ଲୀ,୧୪।୧୨: ସୁପ୍ରିମକୋର୍ଟ କହିଛନ୍ତି ଯେ ବୈବାହିକ ବଳାତ୍କାରକୁ ଆଇନଗତ କରୁଥିବା ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୫ ଅନୁଯାୟୀ ପ୍ରଦାନ କରାଯାଇଥିବା ବ୍ୟତିକ୍ରମର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରିବା ସହ କର୍ନାଟକ ହାଇକୋର୍ଟ ଏବଂ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ଏହା…

କିଣା ୨୫ ବିକା ୧୦୦ରୁ ଅଧିକ…

ନୂଆଦିଲ୍ଲୀ,୧୪।୧୨ : ଭାରତରେ ବଢ଼ିଥିବା ପେଟ୍ରୋଲ ଡିଜେଲ ଦାମ କମିବାର ନା ଧରୁନି। ସରକାର ରୁଷିଆଠାରୁ ବ୍ୟାରେଲ ପିଛା ୪୯ ଡଲାରରେ ଅଶୋଧିତ ତୈଳ କିଣୁଛନ୍ତି। ଏକ ବ୍ୟାରେଲରେ ୧୫୯ ଲିଟର ଅଶୋଧିତ ତୈଳ ରହିଥାଏ। ଏକ ହିସାବ ଅନୁସାରେ ଭାରତ…

ବ୍ୟାରେଲ ପିଛା ୪୯ ଡଲାରରେ ଭାରତକୁ ତୈଳ ଯୋଗାଣ ଜାରି ରଖିବ ରୁଷିଆ…

ନୂଆଦିଲ୍ଲୀ,୧୪।୧୨ : ପାଶ୍ଚାତ୍ୟ ଦେଶଗୁଡିକ ରୁଷିଆର ଅଶୋଧିତ ତୈଳ ଉପରେ ବ୍ୟାରେଲ ପିଛା ଅତି କମରେ ୬୦ଡଲାରର ପ୍ରାଇସ୍‌ କ୍ୟାପ୍‌ ଲଗାଇଛନ୍ତି। ଏହା ପରେ ମଧ୍ୟ ଭାରତ ବହୁତ କମ୍‌ରେ ତୈଳ ପାଇବା ଜାରି ରଖିବ। ଏହି ପ୍ରତିବନ୍ଧକ ପରେ ମଧ୍ୟ…

ତାଲିକାରେ ବେନ୍‌ ଷ୍ଟୋକ୍ସ, କାମେରନ ଗ୍ରୀନ୍‌

ନୂଆଦିଲ୍ଲୀ,୧୪।୧୨ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ମିନି ନିଲାମ ଡିସେମ୍ବର ୨୩ରେ କୋଚିଠାରେ ହେବ। ଏଥିରେ ୮୭ ସ୍ଥାନ ପାଇଁ ୪୦୫ ଖେଳାଳି ନିଲାମରେ ଅବତୀର୍ଣ୍ଣ ହେବେ। ଏଥିରେ ଇଂଲଣ୍ଡ ଟେଷ୍ଟ ଅଧିନାୟକ ଷ୍ଟୋକ୍ସ ଏବଂ ଉଦୀୟମାନ ଅଷ୍ଟ୍ରେଲୀୟ ସେନ୍‌ସେସନ…

ବାରବାଟୀରେ ଜିତିଲା ଭାରତ

ଭୁବନେଶ୍ୱର,୧୪।୧୨(ସ୍ପୋଟର୍‌ସ ବ୍ୟୁରୋ): କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଦୃଷ୍ଟିବାଧିତ ଟି ୨୦ ବିଶ୍ୱକପର ତୃତୀୟ ମ୍ୟାଚକୁ ଜିତିନେଇଛି ଭାରତ। ବୁଧବାର ନକୁଳ ବଡନାୟକଙ୍କ ଅଲରାଉଣ୍ଡ ସଫଳତା ବଳରେ ବାଂଲାଦେଶକୁ ୭ ଉଇକେଟରେ ପରାସ୍ତ କରିଥିଲା ଭାରତ। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ…

ଆଜିଠୁ ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ

ଚଟ୍ଟୋଗ୍ରାମ୍‌,୧୪।୧୨(ପି.ଟି.): ବୁଧବାର ବାଂଲାଦେଶ ବିପକ୍ଷରେ ଭାରତ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ ଖେଳିବ। ଏହି ମ୍ୟାଚରେ ଭାରତର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି) ଆଶା ଉଜ୍ଜୀବିତ ରଖିବା ନେଇ ଚିନ୍ତାରେ ରହିଥିବା ବେଳେ ଲୋକେଶ ରାହୁଲଙ୍କ ଅଧିନାୟକତ୍ୱ ଦକ୍ଷତା…

କିସ୍‌ ଓ ଏଫ୍‌ଆଇଭିବି ମଧ୍ୟରେ ବୁଝାମଣା

ଭୁବନେଶ୍ୱର, ୧୪।୧୨: ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲର ପ୍ରସାର ନିମନ୍ତେ କିସ୍‌ ଓ ଅନ୍ତର୍ଜାତୀୟ ଭଲିବଲ୍‌ ସଂଘ (ଏଫ୍‌ଆଇଭିବି) ମଧ୍ୟରେ ସୋମବାର ସୁଇଜରଲାଣ୍ଡଠାରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। କିସ୍‌ ପକ୍ଷରୁ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ…

ସ୍ନୋ ସ୍କି ରେସ୍‌ରେ ଭାଗନେବେ ରଞ୍ଜିତା

ଭୁବନେଶ୍ୱର, ୧୪।୧୨(କ୍ରୀଡ଼ା ପ୍ରତିନିଧି): ଅନ୍ତର୍ଜାତୀୟ ସ୍କି ଫେଡେରେଶନ ଆନୁକୂଲ୍ୟରେ ସର୍ବିୟାର ଜ୍ଲାଟିବର-ଟର୍ନିକଠାରେ ସିଗୋଟା କପ୍‌ ଓ ବୋସନିଆଠାରେ ଜାହୋରିନା କପ୍‌ ଅନ୍ତର୍ଜାତୀୟ ସ୍ନୋ ସ୍କି ଚାମ୍ପିୟନଶିପ୍‌ ଆସନ୍ତା ମାସରେ ଅନୁଷ୍ଠିତ ହେବ। ପ୍ରତିଯୋଗିତାର ଆଲ୍‌ପାଇନ୍‌ ସ୍କି ବିଭାଗରେ ଅଂଶଗ୍ରହଣ ପାଇଁ ଓଡ଼ିଶାର…

ସମ୍ମାନ ରଖିଲା ଶତକୀୟ ଭାଗୀଦାରି

ଭୁବନେଶ୍ୱର,୧୪।୧୨(କ୍ରୀଡ଼ା ପ୍ରତିନିଧି): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନୁକୂଲ୍ୟରେ ରଣଜୀ ଟ୍ରଫି ସିଜନ ୨୦୨୨-୨୩ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ସ୍ଥାନୀୟ ବିକାଶ ଗ୍ରାଉଣ୍ଡରେ ବରୋଦା ବିପକ୍ଷ ମ୍ୟାଚ ଖେଳି ଓଡ଼ିଶା ଅଭିଯାନ ଆରମ୍ଭ କରିଛି। ଦ୍ୱିତୀୟ ଉଇକେଟରେ ଶାନ୍ତନୁ ମିଶ୍ର…

ନେମାର ଦୋଷମୁକ୍ତ

ବାର୍ସିଲୋନା,୧୪।୧୨(ଏପି): ସ୍ପାନିଶ କୋର୍ଟ ଏକ ଜାଲିଆତି ମାମଲାରେ ଫୁଟ୍‌ବଲ ଷ୍ଟାର ନେମାର ଏବଂ ତାଙ୍କ ସହଯୋଗୀମାନଙ୍କୁ ଦୋଷମୁକ୍ତ କରିଛନ୍ତି। ୨୦୧୩ରେ ବ୍ରାଜିଲର ଏହି ଖେଳାଳି ସାଣ୍ଟୋସରୁ ବାର୍ସିଲୋନା ବଦଳି ହୋଇଥିଲେ। ଏଥିରେ ଦୁର୍ନୀତି ଓ ଜାଲିଆତି ହୋଇଥିବା ଦର୍ଶାଇ ବ୍ରାଜିଲର ଡିଆଇଏସ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri