Home

ପ୍ରତିଟି ମ୍ୟାଚ୍‌କୁ ଶେଷ ମ୍ୟାଚ୍‌ ଭାବି ଖେଳୁଛି: କୋହଲି

ଗୁଆହାଟି,୧୧।୧: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଗର୍ଜିଛି ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲିଙ୍କ ବ୍ୟାଟ୍‌। ବ୍ରେକ୍‌ରୁ ଫେରି ସେ ଏହି ମ୍ୟାଚ୍‌ରେ ଶତକୀୟ ଇନିଂସ ଖେଳିଥିଲେ। ୮୭ ବଲ୍‌ରେ ବିସ୍ଫୋରକ ୧୧୩ରନ୍‌ର ଇନିଂସ ଯୋଗୁ ତାଙ୍କୁ ପ୍ଲେୟାର ଅଫ୍‌ ଦ…

କମ୍ପ୍ୟୁଟର ତ୍ରୁଟି ଯୋଗୁ ଆମେରିକାରେ ବିମାନ ସେବା ଅଚଳ

ଓ୍ବାଶିଂଟନ,୧୧।୧: କମ୍ପ୍ୟୁଟର ତ୍ରୁଟି ଯୋଗୁ ଆମେରିକାରେ ଏୟାର ଟ୍ରାଫିକ କଣ୍ଟ୍ରୋଲରେ ବ୍ୟାଘାତ ସୃଷ୍ଟି ହୋଇଛି। ଫଳରେ ବିମାନ ସେବା ସାମୟିକ ପ୍ରଭାବିତ ହୋଇଛି। ପ୍ରାୟ ୧୨୦୦ରୁ ଅଧିକ ବିମାନ ଉଡାଣରେ ବିଳମ୍ବ ହୋଇଛି। ଫଳରେ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି। ଏହା ଏକ…

ଟମ୍‌ କ୍ରୁଜ-ଜ୍ୟାକି ଚ୍ୟାନଙ୍କଠାରୁ ବି ଅଧିକ ସମ୍ପତ୍ତିର ମାଲିକ ଶାହାରୁଖ; କେବଳ ଭାରତ ନୁହେଁ…

ବମ୍ବେ:ବଲିଉଡ୍‌ କିଙ୍ଗ ଖାନ୍‌ ଶାହାରୁଖଙ୍କ କ୍ରେଜ ଆଜିବି କାହିଁରେ କେତେ। ଦେଶବିଦେଶରେ ଥିବା ତାଙ୍କ ପ୍ରଶଂସକ ହେଉଛନ୍ତି ଏହାର ଉଦାହରଣ। ଲୋକପ୍ରିୟତା ଯେତିକି ଶାହାରୁଖଙ୍କ ରୋଜଗାର ମଧ୍ୟ ସେତିକି। ପରିଣାମସ୍ବରୂପ ସେ ଭାରତର ସବୁଠାରୁ ଧନୀ ଅଭିନେତା ଭାବେ ପରିଗଣିତ ହୁଅନ୍ତି।…

ଅପରାଧିକ ସମୀକ୍ଷା କଲେ ଗଞ୍ଜାମ ଏସ୍‌ପି

ପୁରୁଷୋତ୍ତମପୁର,୧୧ା୧(ଡି.ଏନ୍‌.ଏ.): ଗଞ୍ଜାମ ପୋଲିସ ଜିଲାରେ ନୂତନ ଏସ୍‌ପି ଭାବେ ଯୋଗଦେଇ ଥିବା ଜଗମୋହନ ମୀନା ବୁଧବାର ଜିଲାରେ ପ୍ରଥମଥର ଲାଗି ପୁରୁଷୋତ୍ତମପୁର ଏସ୍‌ଡିପିଓଙ୍କ କାର୍ଯ୍ୟାଳୟକୁ ଆସି ଉପଖଣ୍ଡସ୍ତରୀୟ ଅପରାଧିକ ସମୀକ୍ଷା କରିଛନ୍ତି। ଏଥିରେ ପୁରୁଷୋତ୍ତମପୁର ଏସ୍‌ଡିପିଓ ରଜନୀକାନ୍ତ ସାମଲଙ୍କ ସମେତ ପୁରୁଷୋତ୍ତମପୁର…

ପରଦାକୁ ଆସିବ ‘ଆରଆରଆର’ର ସ୍ବିକେଲ୍‌

ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ଏସ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆରଆରଆର’ ଏକ ନୂଆ ସଫଳତାର କାହାଣୀ ଲେଖିଛି। ଫିଲ୍ମର ‘ନାଟୁ ନାଟୁ’ ଗୀତକୁ ଗୋଲଡେନ ଗ୍ଲୋବ ପୁରସ୍କାର ୨୦୨୩ରେ ଶ୍ରେଷ୍ଠ ଅରିଜନାଲ ଗୀତର ଆୱାର୍ଡ ପ୍ରଦାନ କରାଯାଇଛି। ଏହା ସହିତ ପ୍ରଶଂସକଙ୍କ…

ଇଏ ହେଉଛନ୍ତି ଅସଲି ‘ବାହୁବଳୀ’

ଇଣ୍ଟରନେଟ ଦୁନିଆ ଅତ୍ୟନ୍ତ ଅଜବ। ଏଠାରେ ବେଳେବେଳେ ଏମିତି ଭିଡିଓ ଭାଇରାଲ ହୁଏ, ଯାହା ଦେଖିବାକୁ ଆଶ୍ଚର୍ଯ୍ୟଜନକ ହୋଇଥାଏ। ନିକଟରେ ସେମିତି ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କ ବୀରତ୍ୱ ସାଧାରଣରେ ପ୍ରଶଂସା କରାଯାଉଛି। ଏହି ଆଶ୍ଚର୍ଯ୍ୟଜନକ ଭିଡିଓରେ…

କାର୍ଯ୍ୟରେ ଯୋଗ ନ ଦେଲେ ନିଲମ୍ବନ କରାଯିବ: ଭଗଓ୍ବନ୍ତ ମାନଙ୍କ ଚେତାବନୀ…

ଚଣ୍ଡିଗଡ଼,୧୧।୧ : ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ବୁଧବାର ପଞ୍ଜାବ ଜନସେବା (ପିସିଏସ) ଅଧିକାରୀଙ୍କୁ ସେମାନଙ୍କ ସହକର୍ମୀଙ୍କ ବେଆଇନ ଗିରଫଦାରୀକୁ ବିରୋଧ କରି ସାମୁହିକ ଛୁଟିରେ ଯାଇଥିବା ଲୋକଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ମାନ ପିସିଏସ ଅଧିକାରୀମାନଙ୍କୁ ଚେତାବନୀ ଦେଇଛନ୍ତି ଯେ ସେମାନେ…

ଦୁଇ ବର୍ଷର ହେଲେ ଭାମିକା: ମା’ ଅନୁଷ୍କା ଶେୟାର କଲେ ସ୍ପେଶାଲ ଫଟୋ

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଗେହ୍ଲି ଝିଅ ଭାମିକା ଦୁଇ ବର୍ଷର ହୋଇଛନ୍ତି। ଏହି ଖାସ୍‌ ଦିନରେ ଅଭିନେତ୍ରୀ ନିଜର ଇନଷ୍ଟାଗ୍ରାମରେ ଝିଅଙ୍କ ବହୁତ ସୁନ୍ଦର ଫଟୋ ଶେୟାର କରିଛନ୍ତି। ଫଟୋରେ ତାଙ୍କ ମୁହଁ ଦେଖାଯାଉନାହିଁ। ହେଲେ ସେ ମା’ଙ୍କୁ…

କେଜରିୱାଲ ସରକାର ରାଜନୈତିକ ପରିପକ୍ୱତା ଦେଖାଉ ନାହାନ୍ତି: କେନ୍ଦ୍ର ସରକାର…

ନୂଆଦିଲ୍ଲୀ,୧୧।୧ : ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସରକାର ରାଜନୈତିକ ପରିପକ୍ୱତା ଦେଖାଉ ନାହାନ୍ତି ବୋଲି ଦିଲ୍ଲୀ ସରକାର ବନାମ ଉପରାଜ୍ୟପାଳ ମାମଲାରେ କେନ୍ଦ୍ର ସରକାର ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ କହିଛନ୍ତି ଯେ ଦିଲ୍ଲୀ ସରକାର ଏକ ଭୁଲ ଧାରଣା…

ଦୁର୍ଘଟଣାର ଶିକାର ହେଲେ ଅଭିନେତ୍ରୀ

ବମ୍ବେ: ଶୁଟିଂ ବେଳେ ଆହତ ହୋଇଛନ୍ତି ଅଭିନେତ୍ରୀ ନୁସରତ ଭରୁଚା। ଆଗାମୀ ଫିଲ୍ମ ‘ଛୋରି ୨’ର ଶୁଟିଂ ସେଟ୍‌ରେ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଡାକ୍ତରଖାନା ନିଆଯିବା ପରେ ତାଙ୍କର ସିଲେଇ କରାଯାଇଛି। ଏହାର ଏକ…

କମ୍ପୁଛି ବାରବାଟୀ: ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବ ଆରମ୍ଭ

କଟକ ଅଫିସ,୧୧ା୧: ବୁଧବାର ହକି ବିଶ୍ୱକପ ଉଦ୍‌ଘାଟନୀ ଉତ୍ସବ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଛି। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଜି କମ୍ପିଛି ବାରବାଟୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ହକି ମହାକୁମ୍ଭର ଉଦ୍‌ଘାଟନ କରିଛନ୍ତି। ବଲିଉଡ୍‌ ସୁପରଷ୍ଟାର ରଣବୀର ସିଂ,…

ସୋଲେଦାର ସହର କାବୁ କରିବା ନେଇ ରୁଷିଆର ରଣନୀତି

କିଭ୍‌,୧୧ା୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ବୁଧବାର ଶୂନଠୁ କମ୍‌ ତାପମାତ୍ରାରେ ସୋଲେଦାର ସହରକୁ କାବୁ କରିବା ପାଇଁ ଦୁଇ ଦେଶର ସେନା ମଧ୍ୟରେ ଏକ ଯୁଦ୍ଧ ଆରମ୍ଭ ହୋଇଥିଲା। ରୁଷିଆର ଓ୍ବାଗନର ସୈନ୍ୟମାନେ ପୂର୍ବ ୟୁକ୍ରେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?