Home

ବିନ୍ନିଙ୍କ ବିରୋଧରେ ଅଭିଯୋଗ ଖାରଜ

ନୂଆଦିଲ୍ଲୀ, ୧୪।୧(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ରୋଜର ବିନ୍ନିଙ୍କ ବିରୋଧରେ ଅଣାଯାଇଥିବା ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗକୁ ବିସିସିଆଇ ଏଥିକ୍ସ ଅଫିସର ଭିନିତ୍‌ ସରଣ (ଅବସରପ୍ରାପ୍ତ) ଖାରଜ କରିଦେଇଛନ୍ତି। ସଞ୍ଜୀବ ଗୁପ୍ତାଙ୍କ ଅଭିଯୋଗ ଯୁକ୍ତିଯୁକ୍ତ ନୁହେଁ। ଗୁପ୍ତା…

ହିମାଚଳ ନିକଟରୁ ହାରିଲା ଓଡ଼ିଶା

ଭୁବନେଶ୍ୱର,୧୪।୧(ସ୍ପୋଟର୍‌ସ ବ୍ୟୁରୋ): ନାଦାଉଁର ଅଟଳ ବିହାରୀ ବାଜପେୟୀ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ରଣଜୀ ଟ୍ରଫି ମ୍ୟାଚରେ ଓଡ଼ିଶାକୁ ପରାସ୍ତ କରିଛି ହିମାଚଳ ପ୍ରଦେଶ। ଅନ୍ତିମ ଦିନରେ ହିମାଚଳକୁ ୩୦୮ ରନ୍‌ ଆବଶ୍ୟକ ରହିଥିଲା। ଅଙ୍କିତ କାଲ୍‌ସିଙ୍କ ଅପରାଜିତ ଶତକ ଓ ରିଷି…

୫ବର୍ଷରେ ୨୫,୦୦୦ ଚାର୍ଜିଂ ପଏଣ୍ଟ

ନୂଆଦିଲ୍ଲୀ,୧୪।୧: ଭାରତର ଅଗ୍ରଣୀ ଓ ଦ୍ରୁତ ଅଭିବୃଦ୍ଧିଶୀଳ ଇଭି ଚାର୍ଜିଂ ସମାଧାନ ପ୍ରଦାନକାରୀ ଟାଟା ପାୱାର ପକ୍ଷରୁ ଇ-ଯାନ ଗ୍ରହଣୀୟତା ବଢ଼ାଇବା ଲାଗି ଆସନ୍ତା ୫ ବର୍ଷରେ ଦେଶରେ ୨୫,୦୦୦ ଇଭି ଚାର୍ଜିଂ ଷ୍ଟେଶନ ସ୍ଥାପନ କରିବା ଲାଗି କମ୍ପାନୀ ରଖିଥିବା…

ଓଲାରୁ ୨୦୦ କର୍ମଚାରୀ ଛଟେଇ

ନୂଆଦିଲ୍ଲୀ,୧୪।୧: ଦେଶର ପ୍ରମୁଖ କ୍ୟାବ୍‌ ଏଗ୍ରିଗେଟର କମ୍ପାନୀ ଓଲା ଶୁକ୍ରବାର ତା’ର ୨୦୦ କର୍ମଚାରୀଙ୍କୁ ଛଟେଇ କରିଥିବା ଜଣାପଡ଼ିଛି। ଏପରିକି ଓଲାର ଟେକ୍‌, ପ୍ରଡକ୍ଟ ଓ ଇଞ୍ଜିନିୟରିଂ ବିଭାଗର କର୍ମଚାରୀମାନଙ୍କୁ କମ୍ପାନୀ ଛଟେଇ କରାଯାଇଥିବା ସୂଚନା ମିଳିଛି। ବିଶେଷକରି କମ୍ପାନୀର ବିଭିନ୍ନ…

ଜେଏସ୍‌ପିକୁ ଗୋଲ୍‌ଡେନ୍‌ ପିକକ୍‌ ସିଏସ୍‌ଆର୍‌ ଆଓ୍ବାର୍ଡ

ମୁମ୍ବାଇ,୧୪।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)କୁ ନିକଟରେ ଗୋଲ୍‌ଡେନ୍‌ ପିକକ୍‌ ସିଏସ୍‌ଆର୍‌ ଆଓ୍ବାର୍ଡ ସମ୍ମାନରେ ସମ୍ମାନିତ କରାଯାଇଛି। ବିଶେଷକରି ଇସ୍ପାତ ଶିଳ୍ପ କ୍ଷେତ୍ରରେ ଜେଏସ୍‌ପିର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌)…

ଓମିକ୍ରନ ପାଇଁ ତିଆରି ହୋଇଥିବା ଫାଇଜର ଟିକା ବ୍ରେନ ଷ୍ଟ୍ରୋକର କାରଣ ହୋଇପାରେ

ୱାଶିଂଟନ,୧୪ ।୧: ଚାଇନା ସମେତ ସାରା ବିଶ୍ୱରେ କରୋନା ମହାମାରୀ ତାଣ୍ଡବ ରଚି ଚାଲିଛି । ଏହାଠାରୁ ଦୂରେଇ ରହିବାକୁ ଟିକାକରଣକୁ ସମସ୍ତେ ଆପଣେଇ ନେଇଛନ୍ତି । ହେଲେ ଏହାରି ଭିତରେ ୟୁଏସ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ(ସିଡିସି)…

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୧୪।୧: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ସ୍ଥାନୀୟ ଭୌଗୋଳିକ ପରିସ୍ଥିତି ମଧ୍ୟରେ ଭାରତୀୟ ଷ୍ଟକ୍‌ ମାର୍କେଟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକଙ୍କ ସମ୍ପତ୍ତି ପ୍ରାୟ ୧%ରୁ ଅଧିକ ବୃଦ୍ଧି ଘଟିଛି।…

ଆଇଓବି ପକ୍ଷରୁ ବିଶ୍ୱ ହିନ୍ଦୀ ଦିବସ

ଭୁବନେଶ୍ୱର,୧୪।୧: ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ (ଆଇଓବି)ର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ବିଶ୍ୱ ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ମୁଖ୍ୟ କ୍ଷେତ୍ରୀୟ ପ୍ରବନ୍ଧକ ଗୌରବ ଭରଦ୍ୱାଜ ଓ ସହାୟକ ମହା ପ୍ରବନ୍ଧକ ଶଶିକାନ୍ତ ଭାରତୀଙ୍କ ମିଳିତ ନେତୃତ୍ୱରେ…

ହ୍ରାସ ପାଉଛି ବୈଦେଶିକ ମୁଦ୍ରାଭଣ୍ଡାର

ନୂଆଦିଲ୍ଲୀ,୧୪।୧: ଜାତୀୟ ଓ ଅନ୍ତର୍ଜାତୀୟ ଭୌଗୋଳିକ ସମସ୍ୟା ସାଙ୍ଗକୁ ନୂଆ କୋଭିଡ୍‌ ସଂକ୍ରମଣର ଭୟ ଉଭୟ ବଜାର ବ୍ୟବସ୍ଥା ଓ ଅର୍ଥନୀତି ଉପରେ ପ୍ରଭାବ ପକାଇଛି। ଫଳରେ କ୍ରମାଗତ ଭାବେ ବୈଦେଶିକ ମୁଦ୍ରାଭଣ୍ଡାର ହ୍ରାସ ପାଉଛି। ଏପରିକି ଚଳିତ ବର୍ଷ ଜାନୁୟାରୀ…

ଚାଉଳର ପୂରା ଖର୍ଚ୍ଚ କେନ୍ଦ୍ର ବହନ କରିବା ଐତିହାସିକ ନିଷ୍ପତ୍ତି: ସମୀର

ଭୁବନେଶ୍ବର,୧୪।୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୮୦ କୋଟି ଲୋକଙ୍କୁ ଏଣିକି ସମ୍ପୂର୍ଣ୍ଣ ମାଗଣାରେ ଚାଉଳ ଓ ଗହମ ଯୋଗାଇଦେବାକୁ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଓଡ଼ିଶାର ୩ କୋଟି ୨୫ ଲକ୍ଷ ଲୋକ ଉପକୃତ ହେବା…

ପାଇଲଟ୍‌ଙ୍କ ଏକାକୀ ପ୍ରଚାର ଯୋଜନା: ଚିନ୍ତାରେ କଂଗ୍ରେସ

ଜୟପୁର,୧୪।୧: ରାଜସ୍ଥାନ ବିଧାନସଭା ନିର୍ବାଚନକୁ ଆଉ ପ୍ରାୟ ୧୦ ମାସ ବାକି ରହିଥିବାବେଳେ ବରିଷ୍ଠ ନେତା ସଚିନ ପାଇଲଟ୍‌ ଏକାକୀ ସାରା ରାଜ୍ୟରେ ର଼୍ୟାଲି କରିବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି। ଫଳରେ ରାଜ୍ୟ କଂଗ୍ରେସରେ ପୁଣି ଥରେ ବିବାଦ ଆରମ୍ଭ…

ସୋଲେଦାର ସହର ଦଖଲକଲା ରୁଷିଆ

କିଭ୍‌,୧୪।୧: ୟୁକ୍ରେନ୍‌ର ପୂର୍ବଭାଗରେ ଥିବା ସୋଲେଦାର ସହରକୁ ରୁଷୀୟ ସୈନ୍ୟମାନେ ଦଖଲ କରିଥିବା ଶୁକ୍ରବାର ଏହାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେଠାରେ ଦୀର୍ଘଦିନ ହେବ ରୁଷିଆ ଓ ୟୁକ୍ରେନ୍‌ ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଲାଗିରହିଥିଲା। ଡୋନେସ୍କ ପ୍ରଦେଶର ସୋଲେଦାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?