Home

ଦୁଇ ତିନି ଜଣ କୋଟିପତି ଧନୀକ ବନ୍ଧୁମାନଙ୍କ ପାଇଁ ମୋଦି କରିଥିଲେ ବିମୁଦ୍ରୀକରଣ: ରାହୁଲ …

ନୂଆଦିଲ୍ଲୀ,୮।୧୧ : ବିମୁଦ୍ରୀକରଣର ୬ ବର୍ଷ ପୂରଣ ଅବସରରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି ଯେ ଦୁଇ ତିନି ଜଣ କୋଟିପତି ଧନୀକ ବନ୍ଧୁମାନଙ୍କ ପାଇଁ ମୋଦି ଏହା କରିଥିଲେ।…

ମହାମାରୀର ସବୁଠାରୁ ଭୟାବହ ସମୟ ଏବେ ବିତି ଯାଇଛିି…

ନୂଆଦିଲ୍ଲୀ,୮।୧୧ : ଆମେରିକା ସରକାରଙ୍କ କୋଭିଡ-୧୯ ପ୍ରତିକ୍ରିୟା ସଂଯୋଜକ ଡାକ୍ତର ଆଶିଷ କୁମାର ଝା କହିଛନ୍ତି ଯେ ମହାମାରୀ ସମାପ୍ତ ହୋଇ ନଥାଇ ପାରେ କିନ୍ତୁ ସବୁଠାରୁ ଭୟାବହ ଦିନଗୁଡ଼ିକ ଏବେ ବିତି ଯାଇଛି। ମଙ୍ଗଳବାର ସେ କହିଛନ୍ତି ଯେ ବିଶ୍ୱର…

ନିର୍ବାଚନ ପୂର୍ବରୁ ଭାଜପା ମେଣ୍ଟକୁ ଝଟ୍‌କା, ଆଇପିଏଫଟି ବିଧାୟକ ଦେଲେ ଇସ୍ତଫା…

ଅଗରତାଲା,୮।୧୧ : ଆସନ୍ତା ବର୍ଷ ତ୍ରିପୁରାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ରାଜ୍ୟରେ ଭାଜପା ମେଣ୍ଟକୁ ଝଟ୍‌କା ଲାଗିଛି। ଭାଜପାର ସହଯୋଗୀ ଇଣ୍ଡିଜେନ୍ସ ପିପୁଲ୍ସ ଫ୍ରଣ୍ଟ ଅଫ ତ୍ରିପୁରା (ଆଇପିଏଫଟି) ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଆଇପିଏଫଟିର…

ହିନ୍ଦୁ ଶବ୍ଦକୁ ନେଇ ପୁଣି କହିଲେ ବିଧାୟକ, ଭୁଲ କହିଥିବା ପ୍ରମାଣିତ ହେଲେ ପଦରୁ ଦେବି ଇସ୍ତଫା …

ବେଙ୍ଗାଲୁରୁ,୮।୧୧ : ହିନ୍ଦୁ ଶବ୍ଦକୁ ନେଇ କର୍ନାଟକ କଂଗ୍ରେସର କାର୍ଯ୍ୟରତ ରାଜ୍ୟ ଅଧ୍ୟକ୍ଷ ସତୀଶ ଜରକିହୋଲିଙ୍କ ମନ୍ତବ୍ୟକୁ ନେଇ ଉଠାଯାଇଥିବା ବିବାଦ ବଢ଼ିବାରେ ଲାଗିଛି। ଏହି ବିବୃତ୍ତି ପରେ, କଂଗ୍ରେସ ସତୀଶଙ୍କଠାରୁ ନିଜକୁ ଦୂରେଇ ରଖିଛି। ଏଥି ସହିତ ଭାରତୀୟ ଜନତା…

ମ୍ୟାନମାରରେ ସାମରିକ ଶାସନ ବିରୋଧରେ ବସନ୍ତ କ୍ରାନ୍ତି ଆହ୍ବାନ…

ନାପିଦ୍ୱ,୮।୧୧ : ପ୍ରକାଶ ଯେ, ମ୍ୟାନମାରରେ ସାମରିକ ଶାସନ ବିରୋଧରେ ସଶସ୍ତ୍ର ସଂଗ୍ରାମ କରୁଥିବା ଦଳ ବର୍ତ୍ତମାନ ଏକ ନିର୍ଣ୍ଣାୟକ ଲଢ଼େଇ କରିବାକୁ ଯୋଜନା କରୁଛନ୍ତି। ଦେଶରେ ବିରୋଧୀ ଦଳ ଜାତୀୟ ଏକତା ସରକାର (ଏନୟୁଜି) ନାମକ ଏକ ବିକଳ୍ପ ସରକାର…

ଗଞ୍ଜାମ ଶାଖା ଡ୍ରାଇଭର ମହାସଂଘ ପକ୍ଷରୁ ଦାବି ପତ୍ର

ଗଞ୍ଜାମ,୮।୧୧(ଡି.ଏନ୍‌.ଏ.): ଓଡିଶା ଡ୍ରାଇଭର ମହାସଂଘର ଆହ୍ବାନ କ୍ରମେ ଗଞ୍ଜାମ ଶାଖା ଡ୍ରାଇଭର ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଥାନା ଅଧିକାରୀଙ୍କୁ ମଙ୍ଗଳବାର ଭେଟିଛନ୍ତି। ଏହି ସମୟରେ ମହାସଂଘ ପକ୍ଷରୁ ଥାନା ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ୯ଦଫା ସମ୍ବଳିତ ଏକ…

ଭାଜପାକୁ କେଜରିଓ୍ବାଲଙ୍କ ଚ୍ୟାଲେଞ୍ଜ, ଯଦି ଆତଙ୍କବାଦୀ-ଦୁର୍ନୀତିଗ୍ରସ୍ତ ତେବେ ଗିରଫ କର…

ନୂଆଦିଲ୍ଲୀ,୮।୧୧ : ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଟୁଇଟ କରି ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ଭାଜପା ତାଙ୍କୁ ବିରୋଧରେ ଷଡଯନ୍ତ୍ର କରିଥିବା ନେଇ ସେ ଅଭିଯୋଗ କରିଛନ୍ତି। ମଙ୍ଗଳବାର ଟୁଇଟ କରି…

ଗୁଜରାଟ କଂଗ୍ରେସକୁ ଝଟ୍‌କା: ଇସ୍ତଫା ଦେଲେ ୧୧ଥର ବିଧାୟକ ରହିଥିବା ମୋହନ ସିଂ ରାଠଓ୍ବା

ଅହମଦାବାଦ,୮।୧୧: ଚଳିତ ବର୍ଷ ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଛୋଟ ଉଦୟପୁରରୁ ୧୧ ଥର ବିଧାୟକ ରହିଥିବା ମୋହନ ସିଂ ରାଠଓ୍ବା ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଖୁବ୍‌ଶୀଘ୍ର ସେ ଭାଜପାରେ ସାମିଲ…

ମେଡ଼ିକାଲ ଶିକ୍ଷାରେ ଆତଙ୍କବାଦ ପୀଡ଼ିତଙ୍କୁ ମିଳିବ ସଂରକ୍ଷଣ…

ନୂଆଦିଲ୍ଲୀ,୮।୧୧ : ଜମ୍ମୁ-କଶ୍ମୀରରେ ଆତଙ୍କବାଦରେ ପୀଡିତଙ୍କ ପରିବାରଙ୍କ ସୁବିଧା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆତଙ୍କବାଦ ଦ୍ୱାରା ପ୍ରଭାବିତ ପରିବାରର ପିଲାମାନଙ୍କୁ ସରକାରୀ କଲେଜଗୁଡ଼ିକରେ ଏମବିବିଏସ ଏବଂ ବିଡିଏସ ଭଳି ମେଡିକାଲ ପାଠ୍ୟକ୍ରମରେ ଆଡମିଶନ ପାଇଁ ସଂରକ୍ଷଣ…

କରୋନାଠାରୁ ମାରାତ୍ମକ ଭୂତାଣୁ ବିକଶିତ କରୁଛନ୍ତି ଚାଇନା-ପାକିସ୍ତାନ, ରାଓ୍ବଲପିଣ୍ଡ ରିସର୍ଚ୍ଚ ଲ୍ୟାବ୍‌ରେ ଚାଲିଛି ପ୍ରସ୍ତୁତି…

ଇସଲାମାବାଦ/ବେଜିଂ,୮।୧୧ : ପାକିସ୍ତାନ ଏବଂ ଚାଇନା ମଧ୍ୟରେ ବନ୍ଧୁତା ଏବେ ପୃଥିବୀ ପାଇଁ ନୂଆ ବିପଦ ସୃଷ୍ଟି କରିବାକୁ ଯାଉଛି। ଚାଇନା ପାକିସ୍ତାନକୁ ଅନେକ ଥର ଆର୍ଥିକ ସହାୟତା କରିଛି। ଏଥି ସହିତ ପାକିସ୍ତାନ ମଧ୍ୟ ଚାଇନାର ବେଆଇନ କାର୍ଯ୍ୟକୁ ୁ…

ଜି-୨୦ର ନୂଆ ଲୋଗୋ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୮।୧୧ : ଡିସେମ୍ବର ୧ ରୁ ଭାରତ ଜି -୨୦ ର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବ। ଏହାପୂର୍ବରୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଜି-୨୦ର ନୂତନ ଲୋଗୋ-ଥିମ ଏବଂ ୱେବସାଇଟ ଉନ୍ମୋଚନ କରିଛନ୍ତି। ଏହି ଅବସରରେ…

ଆ-କା-ମା-ବୈ ଉଚ୍ଚାରଣରେ କମ୍ପିଲା ହାଇଦ୍ରାବାଦ

ହାଇଦ୍ରାବାଦ,୮।୧୧: ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବା ପାଇଁ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ପାଳନ ହୁଏ ବୋଇତ ବନ୍ଦାଣ ଉତ୍ସବ। ଏଥିପାଇଁ ମଙ୍ଗଳବାର ପୁରପଲ୍ଲୀରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଉତ୍ସବମୁଖର। ସକାଳୁ ନଦୀ, ପୁଷ୍କରିଣୀ ଏପରିକି ମହୋଦଧିରେ ବହୁସଂଖ୍ୟାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri