Home

ମନପସନ୍ଦର ସ୍ବାମୀ ପାଇବା ପାଇଁ ୧୦୦ ଜଣଙ୍କୁ ଡେଟ୍‌ କରିସାରିଲେଣି ଯୁବତୀ, ଥରକେ ଖର୍ଚ୍ଚ କରନ୍ତି ଏତିକି ଟଙ୍କା…

ଲୋକେ ସଫଳତା ପାଇବା ପାଇଁ ଅଦ୍ଭୁତ କାର୍ଯ୍ୟ କରିଥାନ୍ତି। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଏହି ଯେମିତି ଜଣେ ଯୁବତୀ ବିବାହ ପୂର୍ବରୁ ଅନେକ ଡେଟିଂ ସାଇଟ୍‌ ମାଧ୍ୟମରେ ୧୦୦ ଜଣଙ୍କୁ ଡେଟ୍‌ କରିସାରିଲେଣି। ଏହି ଯୁବତୀଙ୍କ ନାମ ଲିନ୍‌। ପ୍ରତି…

ଚାଇନାରେ କରୋନା ସଂକ୍ରମଣ ନେଇ ହାହାକାର, ଅଧାରୁ ଅଧିକ ଜନସଂଖ୍ୟା ସଂକ୍ରମିତ ହେବା ଆଶଙ୍କା…

ବେଜିଂ,୧୯।୧୨ : କରୋନା ସଂକ୍ରମଣ ହେତୁ ଚାଇନାରେ ହାହାକାର ସୃଷ୍ଟି ହୋଇଛି। ଚାଇନାର ଜଣେ ଉଚ୍ଚ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ କରୋନା ସଂକ୍ରମଣର ତିନୋଟି ସମ୍ଭାବ୍ୟ ଲହର ମଧ୍ୟରୁ ଦେଶ ପ୍ରଥମ ଲହରର ସମ୍ମୁଖୀନ ହୋଇଛି। ଏହି ମାସ ଆରମ୍ଭରେ,…

କର୍ନାଟକ ବିଧାନସଭାରେ ସାବରକରଙ୍କ ଫଟୋକୁ ନେଇ ବିବାଦ: ଧାରଣାରେ ବସିଲା କଂଗ୍ରେସ…

ବେଙ୍ଗାଲୁରୁ,୧୯।୧୨ : କର୍ନାଟକ ବିଧାନସଭାରେ ବୀର ସାବରକରଙ୍କ ଫଟୋ ସ୍ଥାପନକୁ ନେଇ ଏକ ଅଡୁଆ ସୃଷ୍ଟି ହୋଇଛି। ଏହା ବିରୋଧରେ ବିରୋଧୀ ଦଳର ନେତା ସିଦ୍ଧରମୈୟା ଏବଂ ଅନ୍ୟ ନେତାମାନେ ବିଧାନସଭା ବାହାରେ ବିରୋଧ ପ୍ରଦର୍ଶନ କରିଛନ୍ତି। କଂଗ୍ରେସ ନେତାମାନେ ଅଭିଯୋଗ…

ଗୁଳିମାଡ଼ରେ ଆର୍ମି ଇଞ୍ଜିନିୟରଙ୍କ ଜୀବନ ଗଲା

ନୟାଗଡ଼ ଅଫିସ,୧୯ା୧୨: ନୟାଗଡ଼ ଜିଲା ଇଟାମାଟି ଥାନା କୃଷ୍ଣପ୍ରସାଦ ଗାଁରେ ପୂର୍ବ ଶତ୍ରୁତାରୁ ସୋମବାର ଗୁଳିମାଡ଼ ହେବାରୁ ଅନିରୁଦ୍ଧ ନାୟକ ନାମକ ଜଣେ ଆର୍ମି ଟେକ୍ନିକାଲ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ଅନିରୁଦ୍ଧଙ୍କ ଛାତିରେ ୧୫ରୁ ଅଧିକ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ…

ପାକିସ୍ତାନରେ ତାଲିବାନ ଆତଙ୍କ: ଲୋକଙ୍କୁ କଲେ ବନ୍ଧକ…

ଇସଲାମାବାଦ,୧୯।୧୨ : ପାକିସ୍ତାନରେ ତାଲିବାନ ଆତଙ୍କବାଦୀମାନେ ଆତଙ୍କ ସୃଷ୍ଟି କରିଛନ୍ତି। ସେମାନେ ଏକ ଆତଙ୍କବାଦ ବିରୋଧୀ କେନ୍ଦ୍ରକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ସେହିପରି ପଶ୍ଚିମ ପାକିସ୍ତାନର ଖାଇବର ପସ୍ତୁନଖ୍ବା ପ୍ରଦେଶର ବନ୍ନୁ ଜିଲାର କିଛି ଲୋକଙ୍କୁ ବନ୍ଧକ ରଖିଛନ୍ତି। ଏହି ଘଟଣାରେ…

ଆର୍ମି ଇଞ୍ଜିନିୟରଙ୍କୁ ଗୁଳିମାଡ଼

ନୟାଗଡ଼ ଅଫିସ,୧୯ା୧୨: ନୟାଗଡ଼ ଜିଲା ଇଟାମାଟି ଥାନା କୃଷ୍ଣପ୍ରସାଦ ଗାଁରେ ସୋମବାର ଗୁଳିମାଡ଼ ହୋଇଛି। ଏଥିରେ ଅନିରୁଦ୍ଧ ନାୟକ ନାମକ ଜଣେ ଆର୍ମି ଟେକ୍ନିକାଲ ଇଞ୍ଜିନିୟର ଗୁରୁତର ହୋଇଛନ୍ତି। ଅନିରୁଦ୍ଧଙ୍କ ଛାତିରେ ୧୫ରୁ ଅଧିକ ଗୁଳିମାଡ଼ ହୋଇଛି। ପୂର୍ବ ଶତ୍ରୁତାରୁ ଏହି…

୨ ବର୍ଷ ହେଲା ସୋଲାର ପମ୍ପ ଅଚଳ

କର୍ଲାମୁଣ୍ଡା,୧୯।୧୨(ଡି.ଏନ.ଏ.):ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା ତଥା ଅଭିଯୋଗଗୁଡ଼ିକ ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବାକୁ ସରକାର ପ୍ରତି ପଞ୍ଚାୟତସ୍ତରରେ ଯୁଗ୍ମଜନଶିବିର କରିବାକୁ କଡାନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ପଞ୍ଚାୟତଠୁଁ ବ୍ଲକସ୍ତରରେ ମଧ୍ୟ ଜନଶୁଣାଣି ଶିବିର ଆୟୋଜନ କରାଯାଇଛି। ତେବେ ନାମକୁ ମାତ୍ର ଜନଶୁଣାଣି…

ବଦଳୁଛି ପାନପୋଷ ହକି ଛକ ରୂପରେଖ

ରାଉରକେଲା ଅଫିସ,୧୯।୧୨:ଷ୍ଟିଲସିଟି ରାଉରକେଲାରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ୍‌। ଏହି ବିଶ୍ୱକପ୍‌ ରାଉରକେଲା ଛେଣ୍ଡ କଲୋନି ବିପିୟୁଟି ପରିସରରେ ନିର୍ମାଣାଧୀନ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ। ହକି ବିଶ୍ୱକପ୍‌କୁ ଆଉ ମାତ୍ର ୨୬ ଦିନ ବାକି…

ସୁଖବିନ୍ଦର ସୁଖୁ କରୋନା ପଜିଟିଭ, କ୍ୟାବିନେଟ ସମ୍ପ୍ରସାରଣ ହେବ ବିଳମ୍ବ…

ଶିମଲା,୧୯।୧୨ : ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ କରୋନା ପଜିଟିଭ ହୋଇଛନ୍ତି। ସୁଖୁଙ୍କ ନମୁନା ପରୀକ୍ଷା ରିପୋର୍ଟ ରବିବାର ସନ୍ଧ୍ୟାରେ ଆସିଛି। ସେ କରୋନା ପଜିଟିଭ ଥିବା ଜଣାପଡିଛି। ସୁଖୁ ଏବେ ଦିଲ୍ଲୀରେ ଅଛନ୍ତି ଏବଂ ତାଙ୍କୁ ସୋମବାର…

ଶ୍ରମିକ ବଦଳରେ ମେଶିନରେ ହେଉଛି କାମ

ଗୋଲାମୁଣ୍ଡା,୧୯।୧୨(ଡି.ଏନ.ଏ.):ଶ୍ରମିକମାନେ କାମଧନ୍ଦା ନ ପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅଧୀନ ନିର୍ମାଣ କାର୍ଯ୍ୟରେ ଶ୍ରମିକମାନଙ୍କୁ ନିୟୋଜିତ କରା ନ ଯାଇ ମେଶିନ ସାହାଯ୍ୟରେ କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳୁଛି। ଫଳରେ ଶ୍ରମିକମାନେ କାମଧନ୍ଦା ପାଇବାରୁ ବଞ୍ଚତ୍ତ…

ଗାଡ଼ି ଧକ୍କାରେ ୨ ମୃତ: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ

କୋଟଗଡ଼,୧୯ା୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ସିରୁବାଲିଠାରେ ଆରକେଡି ଗାଡ଼ି ଦୁର୍ଘଟଣାରେ ରବିବାର ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକ ଦ୍ୱୟ ହେଲେ ବଡ଼ଗାଁର ରାକେଶ ମଲିକ ଓ ରାଇକିଆ ଅଞ୍ଚଳର ଅଚ୍ୟୁତାନନ୍ଦ ନାୟକ। ପୋଲିସ ଆରକେଡି ଗାଡ଼ିକୁ ଛାଡ଼ିଦେବା ପ୍ରତିବାଦରେ ସୋମବାର ସ୍ଥାନୀୟ…

୨୦୨୪ ପୂର୍ବରୁ ବିଜେଡିରେ ଶାନ୍ତି ଫେରାଇବାକୁ ଭାସ୍କରଙ୍କ ଉଦ୍ୟମ

ରାୟଗଡ଼ା,୧୯ା୧୨(ସ୍ବ.ପ୍ର.):ରାୟଗଡ଼ା ଜିଲା ରାଜନୀତି ପୁଣି ସରଗରମ ହୋଇଛି। ଶନିବାର ପୂର୍ବତନ ରାଜ୍ୟ ସଭା ସଦସ୍ୟ ତଥା ବରିଷ୍ଠ ବିଜେଡି ନେତା ଭାସ୍କର ରାଓଙ୍କ ତତ୍ତ୍ୱାବଧାନରେ ଦଳ ପକ୍ଷରୁ ବିରାଟ ସମାବେଶ ଓ ପଦଯାତ୍ରା ଆୟୋଜନକୁ ନେଇ ଏବେ ଚର୍ଚ୍ଚା ଜେର ଧରିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri