ହାତଘଣ୍ଟାରେ ପ୍ରସ୍ତୁତ ସ୍କର୍ଟ ପିନ୍ଧି ଚର୍ଚ୍ଚାରେ ଉର୍ଫି: ଲୋକେ ଫଟୋ ଦେଖି ମୁଣ୍ଡରେ ଦେଉଛନ୍ତି ହାତ
ବମ୍ବେ: କିଏ ହାତରେ ଘଣ୍ଟା ପିନ୍ଧେ ନଚେତ କାନ୍ଥରେ ଟଙ୍ଗାଏ, ହେଲେ ସୋସିଆଲ ମିଡିଆ ସେନ୍ସେଶନ୍ ଉର୍ଫି ଜାଭେଦ ଏହାକୁ ପିନ୍ଧି ଏବେ ଚର୍ଚ୍ଚାରେ। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ହାତ ଘଣ୍ଟା ବ୍ୟବହାର କରି ସେ ନିର୍ମାଣ କରିଛନ୍ତି…
ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୯୭ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧ା୧୦(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୧୯୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୩,୨୩,୮୪୩ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
୫ଜି ରିଚାର୍ଜ ଲାଗି ଗଣିବାକୁ ପଡ଼ିବ କେତେ ଟଙ୍କା? ମୁକେଶ ଅମ୍ବାନୀ ଜିଓକୁ ନେଇ କହିଲେ…
ନୂଆଦିଲ୍ଲୀ,୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତରେ ଶନିବାର ୫ଜି ସେବା ଆରମ୍ଭ କରିଛନ୍ତି। କିଛି ସହରରେ ଆଜିଠାରୁ ଏହି ସେବା ଉପଲବ୍ଧ ହେବ। ଆସନ୍ତା ବର୍ଷ ଶେଷ ସୁଦ୍ଧା ସମଗ୍ର ଭାରତରେ ଏହି ସେବାକୁ ପ୍ୟାନ୍ ଇଣ୍ଡିଆସ୍ତରରେ ପହଞ୍ଚାଯିବ ବୋଲି ଆଶା…
ଶତାୟୁ ଭୋଟରଙ୍କ ଉଦ୍ଦେଶ୍ୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଚିଠି,ନିର୍ବାଚନରେ ଅଂଶଗ୍ରହଣ ପାଇଁ ଜଣାଇଲେ କୃତଜ୍ଞତା…
ନୂଆଦିଲ୍ଲୀ,୧।୧୦ : ଶନିବାର ବୟସ୍କ ବ୍ୟକ୍ତିଙ୍କ ଅନ୍ତର୍ଜାତୀୟ ଦିବସ ଅବସରରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ନିର୍ବାଚନ ପ୍ରକ୍ରିୟାରେ ଅବଦାନ ପାଇଁ ସାରା ଦେଶରେ ଅଢ଼େଇ ଲକ୍ଷରୁ ଅଧିକ ଶତାୟୁ ଭୋଟରଙ୍କୁ ଚିଠି ଲେଖି କୃତଜ୍ଞତା ଜଣାଇଛନ୍ତି। ନିର୍ବାଚନ ଆୟୋଗଙ୍କ…
କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ, ଜଣଙ୍କୁ ବାନ୍ଧିଲା ପୋଲିସ
ଭୁବନେଶ୍ୱର,୧ା୧୦(ବ୍ୟୁରୋ): ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ହାବେଳିପଡ଼ିଆରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ପ୍ରାୟ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ ସହ ସିଦ୍ଧାର୍ଥ ନାୟକ (୨୩) ନାମକ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ଘର ଖୋର୍ଦ୍ଧାର କମନବର ହରିଜନ ସାହିରେ। କୌଣସି…
ସ୍ବଚ୍ଛତା ସର୍ଭେ: ରାଜ୍ୟରେ ମଧ୍ୟପ୍ରଦେଶ-ସହର ମଧ୍ୟରେ ଇନ୍ଦୋର ଷଷ୍ଠ ଥର ପାଇଁ ଶୀର୍ଷରେ…
ନୂଆଦିଲ୍ଲୀ, ୧।୧୦ : କେନ୍ଦ୍ରର ବାର୍ଷିକ ସର୍ଭେରେ ଲଗାତାର ଷଷ୍ଠ ଥର ପାଇଁ ଇନ୍ଦୋରକୁ ସ୍ବଚ୍ଛ ସହର ଭାବେ ଶୀର୍ଷରେ ରହିଛି। ଏହା ପରେ ସୁରଟ ଦ୍ୱିତୀୟ ଏବଂ ନାଭି ମୁମ୍ବାଇ ତୃତୀୟ ସ୍ଥାନରେ ରହିଛି। କେନ୍ଦ୍ର ସରକାରଙ୍କ ବାର୍ଷିକ ସ୍ବଚ୍ଛତା…
ସମାନ ଶର୍ଟକୁ ଏକା ଭଳି ଚୁଟି…କୋହଲି-ବାବର ଲାଗୁଛନ୍ତି ଯାଆଁଳା ଭାଇ
ନୂଆଦିଲ୍ଲୀ,୧।୧୦: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ସହ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ତୁଳନା କରାଯାଇଥାଏ। କେତେବେଳେ ରେକର୍ଡକୁ ନେଇ ତ କେବେ ଖେଳ ଏବଂ ବ୍ୟାଟିଂଶୈଳୀକୁ ନେଇ ଚର୍ଚ୍ଚା ହୋଇଥାଏ। ହେଲେ ଏବେ କିଛି ଭିନ୍ନ କାରଣକୁ…
ମାଗଣା ରାଶନ ଯୋଜନା : ରାଜକୋଷ-ଖାଦ୍ୟ ଶସ୍ୟ ଭଣ୍ଡାରର ବଢ଼ାଇଛି ଚିନ୍ତା…
ନୂଆଦିଲ୍ଲୀ,୧।୧୦ : ମାଗଣା ଖାଦ୍ୟ ଶସ୍ୟ ବଣ୍ଟନ ଯୋଜନା ଅର୍ଥାତ୍ ପ୍ରଧାନ ମନ୍ତ୍ର ଗାରିବ କଲ୍ୟାଣ ଯୋଜନାକୁ କେନ୍ଦ୍ର ସରକାର ସପ୍ତମ ଥର ପାଇଁ ବୃଦ୍ଧି କରିଛନ୍ତି। କିନ୍ତୁ ଏହା ପରେ କେନ୍ଦ୍ର ସରକାରଙ୍କ ନିକଟରେ ଦୁଇଟି ବଡ଼ ଆହ୍ବାନ ସୃଷ୍ଟି…
ପୁଅକୁ କୋଳରେ ଧରି କ୍ଷୀର ପିଆଉଛନ୍ତି ଯୁବରାଜ, ଫଟୋ ଶେୟାର କଲେ ସ୍ତ୍ରୀ
ଭାରତର ପୂର୍ବତନ କ୍ରିକେଟର ଯୁବରାଜ ସିଂ ପୁଅକୁ ବୋତଲରେ କ୍ଷୀର ପିଆଉଥିବାର ଫଟୋ ଶେୟାର କରିଛନ୍ତି ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ହାଜେଲ କିଚ୍। ଉଭୟ କ୍ୟାମେରାକୁ ଚାହିଁଛନ୍ତି। ଶେଷ ଫଟୋରେ ଉଭୟ ଷ୍ଟାଡିୟମରେ ବସି ମ୍ୟାଚ ଦେଖୁଛନ୍ତି। ତୃତୀୟ ଫଟୋରେ…
ଅଢ଼େଇ ଲକ୍ଷରୁ ଅଧିକ ଲୋକ କରିଛନ୍ତି ସ୍ବେଛାକୃତ ରକ୍ତଦାନ, ମାନବିକତାକୁ ମଜବୁତ କରିଛି ରକ୍ତଦାନ…
ନୂଆଦିଲ୍ଲୀ, ୧।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ସେପ୍ଟେମ୍ବର ୧୭ ରୁ ଆରମ୍ଭ ହୋଇଥିବା ୧୫ ଦିନିଆ ରକ୍ତଦାନ ଅଭିଯାନରେ ଅଢ଼େଇ ଲକ୍ଷରୁ ଅଧିକ ଲୋକ ସ୍ବେଛାକୃତ ରକ୍ତ ଦାନ କରିଥିଲେ। ଏହି ଅଭିଯାନର ନାମ ରକ୍ତ ଦାନ…
ବିମାନବନ୍ଦରରେ ଅରୁଣଙ୍କୁ ଦେଖି ଭାବୁକ ହେଲେ ମହିଳା: ପ୍ରଭୁ ରାମ ବୋଲି କହି ଛୁଇଁଲେ ପାଦ…
ବମ୍ବେ: ଏକ ସମୟରେ ଟେଲିପରଦାରେ ରାମାୟଣ ଦେଖିବାକୁ ଲୋକେ ପାଗଳ ଭଳି ଅପେକ୍ଷା କରି ରହୁଥିଲେ। ଆଉ ଯେଉଁ କାମ ବନ୍ଦ ରହୁଛି ରହୁ ହେଲେ ରାମାୟଣ ଦେଖିବାକୁ ସେମାନେ ଭୁଲୁ ନ ଥିଲେ। ରାମାନନ୍ଦ ସାଗରଙ୍କ ରାମାୟଣରେ ଅରୁଣ ଗୋଭିଲଙ୍କୁ…
ଶ୍ରୀଲଙ୍କା ୪୧ ରନ୍ରେ ପରାଜିତ…
ସିଲହଟ, ୧।୧୦ : ମହିଳା ଏସିଆ କପର ଦ୍ୱିତୀୟ ମ୍ୟାଚ୍ରେ ବାଂଲାଦେଶର ସିଲହଟରେ ଶନିବାର ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହୋଇଥିବା ମ୍ୟାଚ୍ରେ ଶ୍ରୀଲଙ୍କା ୪୧ ରନ୍ରେ ପରାଜିତ ହୋଇଛି। ଭାରତର ୧୫୦ ରନ୍ର ଜବାବରେ ଶ୍ରୀଲଙ୍କା ଦଳ ୧୮.୨ ଓଭରରେ…
Archives


