Home

ଭାରତ-ପାକିସ୍ତାନ ଯୁଦ୍ଧର ହିରୋ ଭୈରୋନ ସିଂଙ୍କ ପରଲୋକ

ନୁଆଦିଲ୍ଲୀ,୧୯ ।୧୨: ବଲିଉଡ ମୁଭି ‘ବର୍ଡର’ରେ ସୁନିଲ ସେଟ୍ଟି ଯେଉଁ ସୀମା ସୁରକ୍ଷା ବଳ(ବିଏସଏଫ୍‌) ଯବାନଙ୍କ ଭୂମିକାରେ ଅଭିନୟ କରିଥିଲେ ତାଙ୍କର ପରଲୋକ ହୋଇଛି । ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧର ଅସଲ ହିରୋ ଥିଲେ ଭୈରୋନ ସିଂହ । ତାଙ୍କ ଉପରେ…

ଅନ୍‌ଲାଇନ୍‌ରେ ଜୋତା ଅର୍ଡର କରିଥିଲେ ମହିଳା, କମ୍ପାନୀ କହିଲା ୮୦୩ ଦିନରେ ହେବ ଡେଲିଭର

ଆଜିକାଲି ଲୋକଙ୍କ ପାଇଁ କିଛି ବି ଜିନିଷ କିଣିବା ସହଜ ହୋଇପଡ଼ିଛି। କାରଣ ଆମ ହାତରେ ଥିବା ଛୋଟ ଫୋନ୍‌ଟିଏ ଜରିଆରେ ସମସ୍ତ କାମ କରି ହେଉଛି। ଆଗେ ଯେଉଁଠି ଛୋଟ ଜିନିଷଟିଏ ପାଇଁ ଆମକୁ ବଜାର ଯିବାକୁ ପଡୁଥିଲା. ଏବେ…

‘ମହାଦେବ’ ଫେମ୍‌ ମୋହିତଙ୍କ ବୈବାହିକ ଜୀବନରେ ଝଡ଼! ବର୍ଷେ ନ ପୂରୁଣୁ…

ବମ୍ବେ: ‘ମହାଦେବ’ ଫେମ୍‌ ଲୋକପ୍ରିୟ ଅଭିନେତା ମୋହିତ ରାଇନାଙ୍କ ବୈବାହିକ ଜୀବନରେ ଝଡ ସୃଷ୍ଟି ହୋଇଛି। ସେ ନିଜର ଇନଷ୍ଟାଗ୍ରାମରୁ ବିବାହ ଫଟୋ ଡିଲିଟ୍‌ କରିବା ପରେ ଏଭଳି କିଛି ଚର୍ଚ୍ଚା ଜୋର ଧରିଛି। ତେବେ ଏହି କଥାରେ କେତେ ସତ୍ୟତା…

ଅବିବାହିତ ବ୍ୟକ୍ତି ସ୍ବପ୍ନରେ ଏହି ୪ ଜିନିଷ ଦେଖିଲେ ଶୁଭ, ବୁଝିଯାଆନ୍ତୁ ଶୀଘ୍ର ହେବ ବିବାହ …

ମାନବ ଜୀବନରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ହିନ୍ଦୁ ଧର୍ମରେ ବିବାହ ବିନା ଜୀବନ ଅସମ୍ପୂର୍ଣ୍ଣ ବୋଲି ଧରାଯାଏ। ବିଶ୍ୱାସ କରାଯାଏ ଯେ ଯଦି ଜଣେ ଭଲ ଜୀବନ ସାଥୀ ମିଳେ, ତେବେ ଜୀବନରେ ବହୁତ ଉନ୍ନତି ହୁଏ। ଏହି କାରଣରୁ…

ଏହି ୪ ରାଜ୍ୟରେ ବୃଦ୍ଧି ପାଇବ ଶୀତ, ୟେଲୋ ଓ୍ବାର୍ନିଂ ଜାରି

ନୂଆଦିଲ୍ଲୀ,୧୯ା୧୨: ଧିରେ ଧିରେ ଥଣ୍ଡା ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀ ସମେତ ଅନେକ ରାଜ୍ୟରେ ଥଣ୍ଡା ଏବଂ ଘନ କୁହୁଡ଼ିର ମାତ୍ରା ଏବେ ଦେଖାଯାଉଛି। ଘନ କୁହୁଡ଼ି ସମଗ୍ର ଉତ୍ତର ଭାରତକୁ ଘୋଡ଼ାଇ ଦେଉଛି। ରବିବାର ରାତିରୁ ଉତ୍ତରପ୍ରଦେଶ, ପଞ୍ଜାବ, ବିହାର…

ରଣବୀର-ଐଶ୍ୱର୍ଯ୍ୟାଙ୍କ ଥଟ୍ଟାମଜା ଦେଖି ହସିଲେ ଝିଅ ଆରାଧ୍ୟା

ମୁମ୍ବାଇ: ବଚ୍ଚନ ପରିବାର ଏବେ ସେଲିବ୍ରେଶନ ମୁଡ୍‌ରେ ଥିବା ନଜର ଆସିଛନ୍ତି। ପ୍ରୋ କବାଡି ଲିଗ୍‌ ସିଜନ-୯ର ଟ୍ରଫି ଅଭିଷେକ ବଚ୍ଚନଙ୍କ ନାମରେ ଟିମ୍‌ ‘ପିଙ୍କ୍‌ ପାନ୍ଥର’ ରହିଛି। ଅଭିଷେକଙ୍କ ଟିମ୍‌ର ଏହି ମ୍ୟାଚ୍‌ ଦେଖିବାକୁ ଐଶ୍ୱର୍ଯ୍ୟା ଝିଅ ଆରାଧ୍ୟାଙ୍କ ସହ…

ଦାନରେ ପ୍ରେମିକା ମାଗିଲେ ଯୁବକ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡିଓ ଅଜବ ଧରଣର ଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଯୁବକ ବେକରେ ଏକ ପୋଷ୍ଟର ଝୁଲାଇଛନ୍ତି। ଏଥିରେ ଲେଖାହୋଇଛି। ପ୍ରେମିକା ଦାନ…

ପ୍ରେମିକଙ୍କ ଜନ୍ମଦିନରେ ରୋମାଣ୍ଟିକ୍‌ ହେଲେ ହ୍ରିତିକ୍‌ଙ୍କ ପୂର୍ବପତ୍ନୀ ସୁଜୈନ

ବମ୍ବେ: ପ୍ରେମିକଙ୍କ ଜନ୍ମଦିନରେ ରୋମାଣ୍ଟିକ୍‌ ହୋଇଛନ୍ତି ଅଭିନେତା ହ୍ରିତିକ ରୋଶନଙ୍କ ପୂର୍ବପତ୍ନୀ ସୁଜୈନ ଖାଁ। ସୋମବାର ଅର୍ସଲାନ ଗୋନିଙ୍କ ଜନ୍ମଦିନରେ ସେ ଖାସ୍‌ ପୋଷ୍ଟ କରିଛନ୍ତି। ସୁଜୈନ ଉଭୟଙ୍କର କିଛି ଫଟୋକୁ ମିଶାଇ ଏକ ଭିଡିଓ କରିଛନ୍ତି। ଏହାକୁ ଶେୟାର କରି…

୭ ସେକେଣ୍ଡ୍‌ରେ ଭାଙ୍ଗିଲା ବିଶାଳକାୟ ଚିମିନି

ଢେଙ୍କାନାଳ ଅଫିସ,୧୯ା୧୨: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ଥାନା କୁରୁଣ୍ଟି ଗ୍ରାମ ନିକଟରେ ପରିଚାଳନାଗତ ତ୍ରୁଟି ପାଇଁ ପ୍ରତିଷ୍ଠିତ ଲାନ୍‌କୋ କମ୍ପାନୀ ବନ୍ଦ ହୋଇଯାଇଥିଲା। ଏହାର ସ୍ରାପଗୁଡିକ ମଧ୍ୟ ବିକ୍ରି ହୋଇଯାଇଥିଲା। କେବଳ କମ୍ପାନୀ ପରିସରରେ ବ୍ୟବହାର ନ ହୋଇ…

ନେପାଳରେ ଗଠନ ହେବ ନୂଆ ସରକାର

କାଠମାଣ୍ଡୁ,୧୯ା୧୨: ଡିସେମ୍ବର ୨୨ରେ ନେପାଳରେ ଲୋକ ସଭାର ନୂତନ ସଦସ୍ୟମାନେ ଶପଥ ଗ୍ରହଣ କରିବେ। ସଂସଦ ସଚିବାଳୟ ସୋମବାର ଏହି ସୂଚନା ଦେଇଛନ୍ତି। ନେପାଳରେ ନିକଟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ କୌଣସି ରାଜନୈତିକ ଦଳ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା…

ରୁଷିଆ ସୈନ୍ୟଙ୍କ ମନୋବଳ ବଢ଼ାଇବେ ବ୍ୟାଣ୍ଡ୍‌-ସର୍କସ କଳାକାର…

ମସ୍କୋ,୧୯।୧୨ : ଗତ ୧୦ ମାସ ଧରି ୟୁକ୍ରେନରେ ଯୁଦ୍ଧ କରୁଥିବା ସୈନ୍ୟଙ୍କର ମନୋବଳ ବଢ଼ାଇବା ପାଇଁ ରୁଷିଆ ବର୍ତ୍ତମାନ ଗାୟକ, ସଙ୍ଗୀତଜ୍ଞ ଏବଂ ସର୍କସ କଳାକାରଙ୍କୁ ନିୟୋଜିତ କରିବ। ଏହା ଯୁଦ୍ଧକ୍ଷେତ୍ରରେ ପୁରୁଣା ଦିନଗୁଡ଼ିକର ଅନୁଭବ ଦେବ। ରୁଷିଆ କହିଛି…

ବଲିଉଡ୍‌ରେ ଡେବ୍ୟୁ କରିବେ ସଲମାନଙ୍କ ଭାଣିଜୀ

ବମ୍ବେ: ବଲିଉଡ୍‌ରେ ଡେବ୍ୟୁ କରିବେ ଦବଙ୍ଗ ଖାଁ ସଲମାନଙ୍କ ଭାଣିଜୀ ଅଲିଜେହ ଅଗ୍ନିହୋତ୍ରୀ। ଏଥିଲାଗି ସେ ନିର୍ଦ୍ଦେଶକ ବିକାଶ ବହଲଙ୍କ ଫିଲ୍ମକୁ ବାଛିଛନ୍ତି। ଫିଲ୍ମଟି ଏକ ଫ୍ରେଞ୍ଚ ଚଳଚ୍ଚିତ୍ରର ରିମେକ୍‌ ହେବ। ବିକାଶ ଫିଲ୍ମର ସ୍କ୍ରିପ୍ଟ ପୂରଣ କରିସାରିଥିବା ବେଳେ ଆସନ୍ତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri