ମୁଖ୍ୟମନ୍ତ୍ରୀଙ୍କ କ୍ରିସମସ ପାର୍ଟି: ରାଜ୍ୟପାଳଙ୍କୁ କରାଗଲାନି ଆମନ୍ତ୍ରଣ…
ଥିରୁଭାନନ୍ତପୁରମ,୨୧।୧୨ : କେରଳରେ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଏବଂ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ମଧ୍ୟରେ ବିବାଦ ଜାରି ରହିଛି। ବର୍ତ୍ତମାନ ସାଧାରଣ ସୌଜନ୍ୟ ପ୍ରତି ମଧ୍ୟ ଧ୍ୟାନ ଦିଆଯାଉ ନାହିଁ। ବିଜୟନ ତାଙ୍କ କ୍ରିସମସ ପାର୍ଟିକୁ ରାଜ୍ୟପାଳଙ୍କ ଆମନ୍ତ୍ରଣ କରି…
ପ୍ରଥମ ଦିବସରେ ଓଡ଼ିଶା ୨୧୩ରେ ସୀମିତ
ଡେରାଡୁନ୍,୨୧ା୧୨: ରଣଜୀ ଟ୍ରଫିରେ ଓଡ଼ିଶା ଦଳ ଉତ୍ତରାଖଣ୍ଡ ବିପକ୍ଷରେ ଏହାର ଦ୍ୱିତୀୟ ମ୍ୟାଚ ଖେଳିଛି। ପ୍ରଥମ ଦିନରେ ଓଡ଼ିଶା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୧୩ ରନ୍ରେ ସୀମିତ ରହିଛି। ଜବାବରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଉତ୍ତରାଖଣ୍ଡ ବିନା…
ପ୍ୟାରିସ ଲୋକାରଣ୍ୟ
ପ୍ୟାରିସ୍,୨୧ା୧୨(ପି.ଟି): ବିଶ୍ୱକପ୍ ଫାଇନାଲରେ ଫ୍ରାନ୍ସ ଦଳ ପରାଜିତ ହୋଇଥିଲେ ହେଁ ପ୍ୟାରିସରେ ଦଳକୁ ମିଳିଛି ଅଦ୍ଭୂତପୂର୍ବ ସ୍ବାଗତ। କିଲିଆନ୍ ଏମ୍ବାପେ ଏବଂ ଦଳର ଅନ୍ୟ ସମସ୍ତ ସଦସ୍ୟ ଚାର୍ଲସ ଡେ ଗଲ୍ଲେ ବିମାନ ବନ୍ଦରରେ ପହଞ୍ଚିବା ପରେ ଲକ୍ଷ ଲକ୍ଷ ସମର୍ଥକ…
ଭାରତ ଜୁନିୟର ଦଳରେ ଓଡ଼ିଶାର ୪
ରାଉରକେଲା ଅଫିସ,୨୧ା୧୨: ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍ ଖେଳାଯିବାକୁ ଆଉ ଅଳ୍ପଦିନ ବାକି ରହିଛି। ଏଥିପାଇଁ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଅନ୍ୟପଟେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ହକି ବିଶ୍ୱକପକୁ ଅଧିକ ରୋମାଞ୍ଚକ କରିବା…
ଦକ୍ଷିଣ ଆଫ୍ରିକା ଟି୨୦ ଲିଗ୍ରେ ପୁରସ୍କାର ୩୩.୫ କୋଟି
କେପ୍ଟାଉନ୍, ୨୧ା୧୨ (ପି.ଟି.): ଉଦ୍ଘାଟନୀ ଦକ୍ଷିଣ ଆଫ୍ରିକା ଟି୨୦ ଲିଗ୍ ପାଇଁ ମୋଟ ପୁରସ୍କାର ରାଶି ୭୦ ନିୟୁତ ର଼୍ୟାଣ୍ଡ (ପ୍ରାୟ ୩୩.୫ କୋଟି ଟଙ୍କା) ରଖାଯାଇଛି। ଦକ୍ଷିଣ ଆଫ୍ରିକା ଫ୍ରାଞ୍ଚାଇଜ୍ କ୍ରିକେଟ ଇତିହାସରେ ଏହା ସର୍ବାଧିକ। ଏହି ଫ୍ରାଞ୍ଚାଇଜ୍ଭିତ୍ତିକ ଟୁର୍ନାମେଣ୍ଟ…
ମୋଦି କରୋନା ମାର୍ଗଦର୍ଶିକା ପାଳନ କରିଥିଲେ କି ? ମାଣ୍ଡବ୍ୟଙ୍କ ଚିଠି ନେଇ ପ୍ରଶ୍ନ କଲେ ଅଧୀର ରଞ୍ଜନ…
ନୂଆଦିଲ୍ଲୀ,୨୧।୧୨ : ଅନେକ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ମଧ୍ୟରେ ଭାରତ ଯୋଡା ଯାତ୍ରା ବନ୍ଦ କରିବା ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ରାହୁଲ ଗାନ୍ଧୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ପ୍ରସଙ୍ଗରେ କଂଗ୍ରେସ ଏବେ ଏହାର ଜବାବ…
ଡୋପିଂ ପାଇଁ କିପ୍ୟୋକି ୬ ବର୍ଷ ବାସନ୍ଦ
ମୋନାକୋ, ୨୧ା୧୨ (ଏପି): ଡୋପିଂ ଓ ଟାମ୍ପରିଂ ପାଇଁ କେନିଆ ମାରାଥନର ଡାଏନା କିପ୍ୟୋକି ୬ ବର୍ଷ ବାସନ୍ଦ ହୋଇଛନ୍ତି। ଏଥିସହିତ ତାଙ୍କଠାରୁ ୨୦୨୧ ବୋଷ୍ଟନ ମାରାଥନ ଟାଇଟଲ ପ୍ରତ୍ୟାହାର କରାଯାଇଥିବା ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍ (ଏଆଇୟୁ) ମଙ୍ଗଳବାର ପ୍ରକାଶ କରିଛି।…
ଜଗା ୟୁନାଇଟେଡ୍ ସେମିଫାଇନାଲରେ
ଭୁବନେଶ୍ୱର, ୨୧ା୧୨ (ସ୍ପୋଟର୍ସ ବ୍ୟୁରୋ): ଶିବଶକ୍ତି କ୍ଲବ ଆନୁକୂଲ୍ୟରେ ଚାଲିଥିବା ତମାଣ୍ଡୋ କପ୍ ଫୁଟ୍ବଲ ଟୁର୍ନାମେଣ୍ଟରେ ଜଗା ୟୁନାଇଟେଡ୍ ସେମିଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଭୁବନେଶ୍ୱରର ଦୁଇ ଦଳ କିଶୋର କ୍ଲବ ଓ ଜଗା ୟୁନାଇଟେଡ ମଧ୍ୟରେ ଖେଳାଯାଇଥିବା କ୍ୱାର୍ଟରଫାଇନାଲ ମ୍ୟାଚର…
ଭାରତ-ଚାଇନା ପ୍ରସଙ୍ଗ: ବିରୋଧୀଙ୍କ ପ୍ରଦର୍ଶନ, ସଂସଦରେ ଚର୍ଚ୍ଚା ପାଇଁ ଦାବି…
ନୂଆଦିଲ୍ଲୀ,୨୧।୧୨ : କଂଗ୍ରେସ ନେତା ସୋନିଆ ଗାନ୍ଧୀ ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତୀୟ ଯବାନ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ହେବା ନେଇ ଉଦବେଗ ପ୍ରକାଶ କରିଛନ୍ତି। ଦଳର ସଂସଦୀୟ ଦଳ ବୈଠକ ପରେ କଂଗ୍ରେସ ନେତା ତଥା ଅନ୍ୟ…
ଭାରତକୁ ୫୪ରନରେ ହରାଇଲା ଅଷ୍ଟ୍ରେଲିଆ
ମୁମ୍ବାଇ, ୨୧ା୧୨ (ପି.ଟି.): ଭାରତ ବିପକ୍ଷ ୫ମ ତଥା ଅନ୍ତିମ ଅନ୍ତର୍ଜାତୀୟ ମହିଳା ଟି୨୦ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆ ୫୪ ରନରେ ବିଜୟୀ ହୋଇଛି। ଏଥିସହିତ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୪-୧ରେ ଅଗ୍ରଣୀ ଲାଭ କରିଛି। ୧୯୭ ରନର…
ଚର୍ଚ୍ଚାରେ ଭାରତୀୟ-ନାଇଜେରୀୟ ଦମ୍ପତି
ଅବୁଜା: ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଭାରତୀୟ- ନାଇଜେରୀୟା ଦମ୍ପତିଙ୍କୁ ଦେଖିବାକୁ ମିଳିଛି। ସୂଚନା ଯେ, ଚେନ୍ନାଇରେ ରହୁଥିବା କଳ୍ପନା ନାଇଜେରିଆର ଲୋଗେସ୍ରେ ରହୁଥିବା ଟାମିଣ୍ଡେ ଅକିନିମି ପ୍ରଥମ ଥର ପାଇଁ ୨୦୧୫ରେ ସାକ୍ଷାତ…
ଦିନେ କମିଲେ ପୁଣି ବଢୁଛି, ଆଜି ସମୀକ୍ଷା ବୈଠକ…
ନୂଆଦିଲ୍ଲୀ, ୨୧।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪ ହଜାର ତଳେ ରହିଛି। ସେହିପରି ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୦ ପ୍ରତିଶତ ରହିଛି। ସେହିପରି…
Archives


