ଷ୍ଟେଜ୍ରେ ଗୀତ ଗାଉ ଗାଉ ଚାଲିଗଲା କଣ୍ଠଶିଳ୍ପୀଙ୍କ ଜୀବନ
ଜୟପୁର,୩ା୧୦(ନି.ପ୍ର.): ଷ୍ଟେଜ୍ରେ ଗୀତ ଗାଉ ଗାଉ ଜଣେ କଣ୍ଠଶିଳ୍ପୀଙ୍କ ଜୀବନ ଚାଲିଯାଇଛି। ସେ ହେଲେ କୋରାପୁଟ ଜିଲା ଜୟପୁରର ଜଣାଶୁଣା କଣ୍ଠଶିଳ୍ପୀ ମୁରଲୀ ମହାପାତ୍ର। ସୂଚନାନୁଯାୟୀ, ଜୟପୁର ଦଶହରା ପୂଜା କମିଟି ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ରଜାନଗର ସମ୍ମୁଖରେ ‘ସ୍ବର…
ଫାଇନାଲରେ ଇଣ୍ଡିଆ କ୍ୟାପିଟାଲ୍ସ
ଯୋଧପୁର,୩ା୧୦(ପି.ଟି.): ଲିଜେଣ୍ଡ୍ସ ଲିଗ୍ ଟି-୨୦ କ୍ରିକେଟ ଟୁର୍ନାମେଣ୍ଟରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି ଇଣ୍ଡିଆ କ୍ୟାପିଟାଲ୍ସ। ପ୍ରଥମ କ୍ୱାଲିଫାୟରରେ କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭିଲ୍ଓ୍ବାରା କିଙ୍ଗ୍ସକୁ ଦଳ ୪ ଉଇକେଟରେ ହରାଇଥିଲା। ୨୨୭ ରନ୍ ବିଶାଳ ଲକ୍ଷ୍ୟର ପିଛା…
ଡବ୍ଲ୍ୟୁଟିଏ ଜିତିବାରେ ଶେରିଫ୍ ପ୍ରଥମ ଇଜିପ୍ଟସିଆନ୍
ପାରମା, ୩ା୧୦(ଏପି): ଟପ୍ ସିଡ୍ ମାରିଆ ସାକାରିଙ୍କୁ ୭-୫, ୬-୩ରେ ପରାସ୍ତ କରି ମେୟାର ଶେରିଫ୍ ପାରମା ଲେଡିଜ୍ ଓପନ୍ ଟେନିସ୍ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଛନ୍ତି। ସେ ପ୍ରଥମ ଇଜିପ୍ସିଆନ ଖେଳାଳି ଭାବେ ଡବ୍ଲ୍ୟୁଟିଏ ଟୁର୍ ଇଭେଣ୍ଟ ଜିତିଛନ୍ତି। ପ୍ରଥମ କ୍ୟାରିୟର…
ଫ୍ଲାଟ୍ ଦେବା ଆଳରେ ୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ: ଓଡ଼ିଶା ହୋମ୍ସର ନିର୍ଦ୍ଦେଶକ ମନୋଜ ଆନ୍ଧ୍ରପ୍ରଦେଶରୁ ଗିରଫ
ଭୁବନେଶ୍ୱର,୩।୧୦(ବ୍ୟୁରୋ):ଫ୍ଲାଟ୍ ଦେବା ଆଳରେ ଏକାଧିକ ଲୋକଙ୍କଠାରୁ ୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ମାମଲାରେ ଫେରାର ଥିବା ଓଡ଼ିଶା ହୋମ୍ସ ଆଣ୍ଡ୍ କମର୍ସିଆଲ୍ ପ୍ରାଇଭେଟ୍ ଲିମିଟେଡ୍ର ଅନ୍ୟତମ ନିର୍ଦ୍ଦେଶକ ମନୋଜ କୁମାର ପଣ୍ଡା ଶେଷରେ ଧରାପଡିଛନ୍ତି। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା…
ଶିବପାଲ୍ ୪ ବର୍ଷ ବାସନ୍ଦ
ନୂଆଦିଲ୍ଲୀ, ୩ା୧୦(ପି.ଟି.): ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା)ର ଶୃଙ୍ଖଳା କମିଟି ଭାରତର ଟପ୍ ଜାଭେଲିନ୍ ଥ୍ରୋୟର ଶିବପାଲ ସିଂଙ୍କୁ ୪ ବର୍ଷ ବାସନ୍ଦ କରିଛି। ଗତବର୍ଷ କରାଯାଇଥିବା ଏକ ଡୋପ୍ ଟେଷ୍ଟରେ ସେ ବିଫଳ ହୋଇଥିଲେ। ଶିବପାଲ ଟୋକିଓ ଅଲିମ୍ପିକ୍ସରେ…
ସୌରଭ କୁମାରଙ୍କ ଅଲ୍ରାଉଣ୍ଡ ପ୍ରଦର୍ଶନ
ରାଜକୋଟ୍, ୩ା୧୦(ପି.ଟି.): ଇରାନୀ କପ୍ର ଦ୍ୱିତୀୟ ଦିବସରେ ଅଲ୍ରାଉଣ୍ଡର ସୌରଭ କୁମାରଙ୍କ ଅଲ୍ରାଉଣ୍ଡ ପ୍ରଦର୍ଶନ ଯୋଗୁ ସୌରାଷ୍ଟ୍ର ବିପକ୍ଷରେ ଅବଶିଷ୍ଟ ଭାରତ ଏକାଦଶ ଏହାର ସ୍ଥିତିକୁ ମଜଭୁତ କରିଦେଇଛି। ସୌରଭ ଷ୍ଟ୍ରୋକ୍ଭରା ଅର୍ଦ୍ଧଶତକ ହାସଲ କରିଥିବା ବେଳେ ୨ଟି ଉଇକେଟ ଅକ୍ତିଆର…
ନବାଗତ ଆମୋସ କିପ୍ରୁଟୋ ଜିତିଲେ ଲଣ୍ଡନ ମାରାଥନ
ଲଣ୍ଡନ, ୩ା୧୦(ଏପି): ନବାଗତ ଆମୋସ କିପ୍ରୁଟୋ ରବିବାର ଲଣ୍ଡନ ମାରାଥନ ପୁରୁଷ ରେସ୍ ଜିତିଛନ୍ତି। କେନିଆର ଏହି ୩୦ ବର୍ଷୀୟ ଧାବକ ୨ ଘଣ୍ଟା ୪ ମିନିଟ୍ ୩୯ ସେକେଣ୍ଡରେ ଦ୍ୱିତୀୟ ସ୍ଥାନରେ ରହିଥିବା ଇଥିଓପିଆର ଲିଉଲ୍ ଜେବ୍ରେସେଲାସିଙ୍କୁ ପଛରେ ପକାଇ…
ଆହତ ଦନ୍ତାର ହେଲା ଅସ୍ତ୍ରୋପଚାର
ବେତନଟୀ,୩ା୧୦(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଧୀନ ବେତନଟୀ ରେଞ୍ଜ୍ର ମସିଣାକାଟି ସଂରକ୍ଷିତ ଜଙ୍ଗଲରେ ୧୫ ଦିନ ହେବ ଅସୁସ୍ଥ ଅବସ୍ଥାରେ ବିଚରଣ କରୁଥିବା ଦନ୍ତାହାତୀର ରବିବାର ଅସ୍ତ୍ରୋପଚାର କରାଯାଇଛି। ଅସ୍ତ୍ରୋପଚାର ବେଳେ ହାତୀ ଗୋଡ଼ରୁ ଏକ ମୋଟା ପ୍ଲାଷ୍ଟିକ ରଶି…
ଟାଇଟଲ ଜିତିଲେ ନିଶିଓକା
ସିଓଲ, ୩ା୧୦(ଏପି): ଜାପାନର ୟୋଶିହିତୋ ନିଶିଓକା କୋରିଆନ ଓପନ୍ ଟେନିସ ଟୁର୍ନାମେଣ୍ଟ ଟାଇଟଲ ବିଜୟୀ ହୋଇଛନ୍ତି। ପ୍ରତିଯୋଗିତାର ଫାଇନାଲରେ ସେ ଚତୁର୍ଥ ସିଡ୍ ତଥା କାନାଡ଼ାର ଡେନିସ ଶାପୋଭାଲୋଭ୍ଙ୍କୁ ୬-୪, ୭-୬ (୫) ସେଟ୍ରେ ହରାଇ ଦେଇଛନ୍ତି। ତାଙ୍କ କ୍ୟାରିୟରର ଏହା…
କବୀର ହଂସଙ୍କୁ ଡବଲ ଟାଇଟଲ
ଭୁବନେଶ୍ୱର,୩ା୧୦(ସ୍ପୋଟର୍ସ ବ୍ୟୁରୋ): କେଟି ଗ୍ଲୋବାଲ ସ୍କୁଲ ସର୍ବଭାରତୀୟ ଟେନିସ ଓଟିଏ ପୁରୁଷ ବର୍ଗରେ ଡବଲ ଟାଇଟଲ ହାସଲ କରିଛନ୍ତି କବୀର ହଂସ। ଭୁବନେଶ୍ୱରସ୍ଥିତ କେଟି ଗ୍ଲୋବାଲ ସ୍କୁଲ ପରିସରରେ ଶନିବାର ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମେ ତାମିଲନାଡୁର ଦୀପକ ଶ୍ରୀଧରଙ୍କୁ ୬-୧,…
ମୁକେଶ, ରଜତ ନୂଆ ମୁହଁ
ନୂଆଦିଲ୍ଲୀ, ୩ା୧୦(ପି.ଟି.): ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ୍ ପାଇଁ ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଦଳରେ ଦୁଇଜଣ ନୂଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ବେଙ୍ଗଲ ସିମ୍ ବୋଲର ମୁକେଶ କୁମାର…
ନିଆଁ ଲଗାଇବା ପରେ ହାଣି ଦେଲେ
କେନ୍ଦୁଝର,୩ା୧୦(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅଧୀନ ହୁଣ୍ଡୁଳା ଗ୍ରାମରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି। ଅଭିଯୁକ୍ତମାନେ ସଂଘବଦ୍ଧ ଭାବେ ଯୁବକଙ୍କ ଘରେ ପେଟ୍ରୋଲ ଢାଳି ନିଅଁା ଲଗାଇଦେବା ସହ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ପ୍ରଣବ…
Archives


