ମହିଳା ଶିକ୍ଷା ଉପରେ ତାଲିବାନର ପ୍ରତିବନ୍ଧକ,ଜାତିସଂଘ-ଆମେରିକା ଜାରି କଲେ ନିନ୍ଦା ପ୍ରସ୍ତାବ…
କାବୁଲ,୨୧।୧୨ : ଆଫଗାନିସ୍ତାନରେ ମହିଳା ଶିକ୍ଷା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ତାଲିବାନର ନିଷ୍ପତ୍ତିକୁ ଆମେରିକା ନିନ୍ଦା କରିଛି। ହ୍ବାଇଟ ହାଉସର ଏନଏସସି ମୁଖପାତ୍ର ଆଡ୍ରିଏନ ୱାଟସନ କହିଛନ୍ତି ଯେ ଆଫଗାନିସ୍ତାନ ମହିଳାମାନଙ୍କୁ ବିଶ୍ୱବିଦ୍ୟାଳୟସ୍ତରୀୟ ଶିକ୍ଷା ଗ୍ରହଣ ନକରିବା ପାଇଁ ତାଲିବାନର…
ଭୁବନେଶ୍ୱରରେ ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ୍ ସେଣ୍ଟର
ନୂଆଦିଲ୍ଲୀ,୨୧।୧୨: ସିକେ ବିର୍ଲା ଗ୍ରୁପ୍ର ହେଲ୍ଥ କେୟାର ୟୁନିଟ୍ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଶହୀଦନଗର ନିକଟସ୍ଥ ଜନପଥସ୍ଥିତ ଅନୁଜ ଟାଇମ୍ସ ସ୍କୋୟାରଠାରେ ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ୍ ସେଣ୍ଟରର ଶୁଭାରମ୍ଭ କରାଯାଇଛି। ବିଶେଷକରି ଫର୍ଟିଲିଟି ସମସ୍ୟା ଥିବା ରୋଗୀମାନଙ୍କୁ ଏଠାର ଭରସାଯୋଗ୍ୟ…
ବିଆଇପିଏଫ୍କୁ ଇଣ୍ଡିଆ ସିଏସ୍ଆର୍ ପୁରସ୍କାର
ଭୁବନେଶ୍ୱର,୨୧।୧୨: ରାଜ୍ୟର ପ୍ରମୁଖ ଶିଳ୍ପସଂସ୍ଥା ଇମ୍ପାର ସହଯୋଗୀ ଅନୁଷ୍ଠାନ ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେଶନ(ବିଆଇପିଏଫ୍)କୁ ନିକଟରେ ଇଣ୍ଡିଆ ସିଏସ୍ଆର୍ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ବିଶେଷକରି ବିଆଇପିଏଫ୍ ତା’ର କାର୍ଯ୍ୟକ୍ଷେତ୍ରର ପାରିପାର୍ଶି୍ବକ ଅଞ୍ଚଳରେ ସ୍ବାସ୍ଥ୍ୟ, ଶିକ୍ଷା ଏବଂ ଜୀବିକାର ଉନ୍ନତି ପାଇଁ…
ଖସିଲା ଶେୟାର ବଜାର କାରବାର
ନୂଆଦିଲ୍ଲୀ,୨୧।୧୨: ଦିନକ ପରେ ପୁଣି ଥରେ ଷ୍ଟକ୍ ବଜାରର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟଦିବସ (ଷ୍ଟକ୍ ବଜାର) ର ଫଳାଫଳ ଯୋଗୁ ଶେୟାର ବଜାରର ନିବେଶକମାନେ ମଧ୍ୟ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ମଙ୍ଗଳବାରର…
ଇ-ମାର୍କେଟରେ ଦେଶୀ ବ୍ରାଣ୍ଡ୍ର ଚାହିଦା ବୃଦ୍ଧି
ନୂଆଦିଲ୍ଲୀ,୨୧।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କମ୍ପାନୀଗୁଡିକର ସ୍ବଦେଶୀ ବ୍ରାଣ୍ଡର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଇ-ମାର୍କେଟ୍ ଜରିଆରେ କାରବାର କରୁଥିବା ଇଲେକ୍ଟ୍ରୋନିକ୍ସ କମ୍ପାନୀ ଗୁଡିକ ଧୀରେ ଧୀରେ ଇଲେକ୍ଟ୍ରୋନିକ ବଜାରରେ ପ୍ରଭାବ ବିସ୍ତାର କରୁଛନ୍ତି। ଏପରିକି…
ମହାଶିବରାତ୍ରୀ ପାଳନ ପାଇଁ ପାକିସ୍ତାନ ପହଞ୍ଚିଲେ ୮୯ ଭାରତୀୟ…
ଇସଲାମାବାଦ/ନୂଆଦିଲ୍ଲୀ,୨୧।୧୨ : ଭାରତର ୮୯ ହିନ୍ଦୁ ତୀର୍ଥଯାତ୍ରୀ ମଙ୍ଗଳବାର ପାକିସ୍ତାନର ପଞ୍ଜାବ ପ୍ରଦେଶର କଟାସ ରାଜ ମନ୍ଦିରରେ ମହା ଶିବରାତ୍ରୀଙ୍କୁ ପାଳନ କରିବା ପାଇଁ ଏଠାରେ ପହଞ୍ଚିଛନ୍ତି। ୱାଘା ସୀମା ଦେଇ ତୀର୍ଥଯାତ୍ରୀ ଭାରତରୁ ଆସିଥିବା ନେଇ ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟର…
ଇନସାଇଟ୍ ଲ୍ୟାଣ୍ଡରର ଭାବପ୍ରବଣ ବାର୍ତ୍ତା, ମୋ ଶକ୍ତି ସରି ଆସୁଛି…
ଓ୍ବାଶିଂଟନ,୨୧।୧୨ : ଆମେରିକୀୟ ସ୍ପେସ ଏଜେନ୍ସି ନାସାର ମାର୍ସ ଇନସାଇଟ ଲ୍ୟାଣ୍ଡର ଏହାର ଶେଷ ନିଶ୍ୱାସଃ ନେଉଛି। ମୋର ଶକ୍ତି ସରି ଆସୁଛି ବୋଲି ଲ୍ୟାଣ୍ଡର୍ ପୃଥିବୀକୁ ଏକ ଭାବପ୍ରବଣ ବାର୍ତ୍ତା ପଠାଇଛି। ନାସା ଇନସାଇଟ ଲ୍ୟାଣ୍ଡର ଟୁଇଟର ହ୍ୟାଣ୍ଡେଲରୁ ଏକ…
ଖାର୍ଗେଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ରାଜ୍ୟ ସଭାରେ ହଟ୍ଟଗୋଳ
ନୂଆଦିଲ୍ଲୀ,୨୧।୧୨(ପି.ଟି.): ରାଜସ୍ଥାନର ଅଲଓ୍ବାରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସୋମବାର ରାଜ୍ୟ ସଭାରେ ଶାସକ ଏବଂ ବିରୋଧୀ ସଦସ୍ୟମାନଙ୍କ ମଧ୍ୟରେ ପ୍ରବଳ ହଟ୍ଟଗୋଳ ହୋଇଛି। ସୋମବାର ଅଲଓ୍ବରରେ ଏକ ରାଲିରେ ଖାର୍ଗେ କହିଥିଲେ, କଂଗ୍ରେସ ଦେଶ ପାଇଁ…
ମିଛ ଅପହରଣ ପରେ ସତ ବାହାଘର
ହାଇଦ୍ରାବାଦ୍,୨୧।୧୨: ତେଲଙ୍ଗାନାର ରାଜନ୍ନା ଜିଲାର ଏକ ଗ୍ରାମରେ ନାଟକୀୟ ଢଙ୍ଗରେ ଜଣେ ଝିଅ ନିଜ ପ୍ରେମିକଙ୍କୁ ବାହା ହୋଇଛନ୍ତି। ଅପହରଣ ହେବାର ୧୨ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଘଟଣାର ସତ ପଦାରେ ପଡ଼ିଛି। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୫ଟାବେଳେ ଝିଅଜଣକ…
ସରକାରୀ ଆକାଉଣ୍ଟ ପାଇଁ ଗ୍ରେ ବଟନ୍
ଓ୍ବାଶିଂଟନ୍, ୨୧।୧୨: ମାଇକ୍ରୋବ୍ଲଗିଂ ଆପ୍ ଟୁଇଟରରେ ଏଣିକି ଆକାଉଣ୍ଟ ମଧ୍ୟରେ ପ୍ରଭେଦ ଜାଣିବା ହେବ ଆହୁରି ସହଜ। ପୂର୍ବରୁ ଅଧିକ ଫଲୋୟର୍ସ ଥିବା ଆକାଉଣ୍ଟକୁ ଟୁଇଟର ବ୍ଲୁ ଟିକ୍ ବଟନ୍ ଲଗାଉ ଥିଲା। ଏଣିକି ବିଜ୍ନେସ୍ ଓ ସରକାରୀ ଆକାଉଣ୍ଟ ଚିହ୍ନିବା…
ଜାପାନକୁ ଆକ୍ରମଣ ଧମକ ଦେଲା ଉତ୍ତର କୋରିଆ
ସିଓଲ,୨୧।୧୨: ଜାପାନ ବିରୋଧରେ ଦୃଢ଼ ତଥା ନିର୍ଣ୍ଣାୟକ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଉତ୍ତର କୋରିଆ ମଙ୍ଗଳବାର ଧମକ ଦେଇଛି। ଟୋକିଓ ଗ୍ରହଣ କରିଥିବା ଜାତୀୟ ସୁରକ୍ଷା ନୀତିକୁ ଉତ୍ତର କୋରିଆ ନିନ୍ଦା କରିଛି। ୪ ଦିନ ପୂର୍ବରୁ ଜାପାନ…
ପାକ୍ରେ ଶକ୍ତି ସଙ୍କଟ: ରାତି ୮ଟାରୁ ବଜାର ବନ୍ଦ
ଇସ୍ଲାମାବାଦ୍, ୨୧।୧୨: ଭୟାବହ ବନ୍ୟା ପ୍ରଭାବରେ କ୍ଷତିଗ୍ରସ୍ତ ପାକିସ୍ତାନ ଅଣ୍ଟା ସଳଖୁଥିବାବେଳେ ଦେଶରେ ଶକ୍ତି ସଙ୍କଟ ମୁଣ୍ଡ ଟେକିଛି। ଏ ନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ମଧ୍ୟ ଜୋର୍ସୋର ଆରମ୍ଭ କରାଯାଇଛି। ପ୍ରକାଶିତ ଖବର ଅନୁସାରେ ଶକ୍ତି ସଂରକ୍ଷଣ ପାଇଁ ଶେହବାଜ…
Archives


