Home

୨୦ ହଜାର ସୈନ୍ୟଙ୍କୁ ସେବାମୁକ୍ତ କଲେ ଶ୍ରୀଲଙ୍କା ସରକାର…

କଲେମ୍ବୋ,୨୧।୧୨ : ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ମଧ୍ୟ ସେନାକୁ ପ୍ରଭାବିତ କରୁଛି। ସମ୍ପ୍ରତି, ରାନିଲି ୱିକ୍ରମସିଂଘେ ସରକାର ଖର୍ଚ୍ଚ ହ୍ରାସ କରିବାର ଅଭିଯାନର ଏକ ଅଂଶ ଭାବରେ ସେନାରେ ୧୬ ହଜାରରୁ ଅଧିକ ପଦବୀ ହଟାଇବାକୁ ନିଷ୍ପତ୍ତି ନେଇଥିଲେ। ଏଥିସହ ପ୍ରତିରକ୍ଷା…

ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ଯନ୍ତ୍ରୀ

ଗଜପତି,୨୧ା୧୨(ଡି.ଏନ୍‌.ଏ.): ଲାଞ୍ଚ ନେବାବେଳେ ଧରା ପଡ଼ିଛନ୍ତି ଜଣେ ଲାଞ୍ଚୁଆ ଅଧିକାରୀ। ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ସାହୁ। ଠିକା କାର୍ଯ୍ୟର ବିଲ୍‌ କରାଇବା ପାଇଁ ଠିକାଦାରଙ୍କଠାରୁ ୩୦ ହଜାର ଟଙ୍କା…

ପାକିସ୍ତାନ ହାରିଲା, ରମିଜ ରାଜାଙ୍କ ପଦ ଗଲା

ଇସଲାମାବାଦ୍‌,୨୧।୧୨: ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ରମିଜ ରାଜାଙ୍କୁ ବହିଷ୍କୃତ କରାଯାଇଛି। ନଜାମ ସେଠୀ ତାଙ୍କ ସ୍ଥାନ ନେବେ ବୋଲି ଜଣାପଡିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ନଜାମ ସେଠୀଙ୍କ ନାମକୁ ଅନୁମୋଦନ କରିଛନ୍ତି। ଇଂଲଣ୍ଡ ବିପକ୍ଷ ତିନିଟି ଟେଷ୍ଟ ମ୍ୟାଚ…

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳକୁ ଝଟ୍‌କା

ଢାକା,୨୧।୧୨: ଭାରତୀୟ ଟେଷ୍ଟ ଦଳର ବର୍ତ୍ତମାନର ଅଧିନାୟକ କେ.ଏଲ ରାହୁଲ ଆହତ ହୋଇଛନ୍ତି। ଅଭ୍ୟାସ ସମୟରେ ସେ ଆହତ ହୋଇଥିବା ଜଣାପଡିଛି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜ ଖେଳାଯାଉଛି। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ରାହୁଲଙ୍କୁ ପ୍ରଥମ ଟେଷ୍ଟ ମ୍ୟାଚ…

ଶେଷ ହୋଇନି କରୋନା, ମାସ୍କ ଜରୁରୀ: ସ୍ବାସ୍ଥ୍ୟମନ୍ତ୍ରୀ…

ନୂଆଦିଲ୍ଲୀ,୨୧।୧୨ : ଭାରତ ଯୋଡୋ ଯାତ୍ରାର ସମାପ୍ତି ବିଷୟରେ ଚିଠି ନେଇ ଆରୋପ ପ୍ରତ୍ୟାରୋପ ପ୍ରକାଶ ପାଇବା ପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କରୋନା ମହାମାରୀ ସମ୍ପର୍କରେ ଏକ ଟୁଇଟ କରିଛନ୍ତି। ସେ କହିଛନ୍ତି ଯେ ଆଜି ସେ ଏହି…

ହୋର୍ଡିଂ ଉପରୁ ଉଦ୍ଧାର ହେଲେ ମୁକ୍ତିକାନ୍ତ

ଭୁବନେଶ୍ୱର,୨୧ା୧୨(ବ୍ୟୁରୋ): ସ୍ଥାନୀୟ ଶିଶୁଭବନ ଛକରେ ଥିବା ବିଜ୍ଞାପନ ହୋର୍ଡିଂ ଉପରେ ବୁଧବାର ପୂର୍ବାହ୍ନରେ ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳ ନାମକ ଜଣେ ବ୍ୟକ୍ତି ଚଢ଼ି ଯାଇ ଆତ୍ମହତ୍ୟା ଧମକ ଦେଇଥିଲେ। ରାଉରକେଲାରେ ବିଭିନ୍ନ ପ୍ରକଳ୍ପ କରିବା ଦାବି ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା…

‘ଅନୁଶାସନ ଶିଖିନାହାନ୍ତି ରାହୁଲ ଗାନ୍ଧୀ’

ନୂଆଦିଲ୍ଲୀ,୨୧।୧୨: କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ଆଜି ରାହୁଲ ଗାନ୍ଧୀ ଏବଂ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲ ଜଣେ ଅନୁଶାସନହୀନ ନେତା। ତାଙ୍କ ବିଷୟରେ କିଛି କୁହାଯାଇପାରିବ ନାହିଁ ବୋଲି ରିଜିଜୁ କହିଛନ୍ତି। ସେହିପରି ଚାଇନାର ଅନୁପ୍ରବେଶକୁ ନେଇ ସଂସଦରେ…

୩ ମାସରେ ଆସିବ ୩ ଲହର: ଚାଇନାକୁ ଚେତାବନୀ…

ବେଜିଂ,୨୧।୧୨ : ଚାଇନାରେ କରୋନା ସଂକ୍ରମଣ କାୟା ବିସ୍ତାର କରୁଛି। ହଂକଂ ପୋଷ୍ଟର ଖବର ଅନୁଯାୟୀ ଚାଇନା ସରକାର କରୋନା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ନାହାନ୍ତି। କାରଣ ସାରା ଦେଶରେ ଜନ ବିରୋଧ ପରେ ସରକାର ଶୂନ-କୋଭିଡ ନୀତି…

୧୦ ଦେଶରେ ପୁଣି କରୋନା ଆତଙ୍କ…

ଓ୍ବାଶିଂଟନ,୨୧।୧୨ : ଚାଇନା ସମେତ ବିଶ୍ୱର ଅନେକ ଦେଶରେ କରୋନା ସଂକ୍ରମଣ ପୁଣି ଥରେ ବ୍ୟାପିବା ଆରମ୍ଭ କରିଛି। ପ୍ରତିଦିନ ପାଞ୍ଚରୁ ଛଅ ଲକ୍ଷ ନୂତନ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି। ସେହିପରି ୧,୫୦୦ରୁ ୨,୦୦୦ ଲୋକ ମଧ୍ୟ ମରୁଛନ୍ତି। ଚାଇନା ଏବଂ…

ଚାଇନାରେ କରୋନା ଚିନ୍ତା ଜନକ, ଭାରତ ପାଇଁ ଭୟର କାରଣ ନାହିଁ: ପୁନାଓ୍ବାଲା…

ନୂଆଦିଲ୍ଲୀ,୨୧।୧୨ : ଚାଇନାରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଉଦବେଗ ପ୍ରକାଶ କରି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ସିଇଓ ଆଦର ପୁନାୱାଲା ବୁଧବାର କହିଛନ୍ତି ଯେ ଭାରତର ଉତ୍କୃଷ୍ଟ ଟିକାକରଣ କଭରେଜ ଏବଂ ଟ୍ରାକ ରେକର୍ଡକୁ ବିଚାରକୁ ନେଇ ଜନସାଧାରଣଙ୍କୁ…

ଡ୍ରଗ୍ସ ବିରୋଧରେ ଏକଜୁଟ ହୋଇ ଲଢ଼ିବାକୁ ପଡ଼ିବ: ଶାହା…

ନୂଆଦିଲ୍ଲୀ,୨୧।୧୨ : ଲୋକସଭାରେ ଡ୍ରଗ୍ସ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଡ୍ରଗ୍ସ ଦେଶ ପାଇଁ ଏକ ଗୁରୁତର ସମସ୍ୟା। ଡ୍ରଗ୍ଟ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କଠୋର ନୀତି ଆପଣାଇଛନ୍ତି। ଡ୍ରଗ୍ସ…

ନିଜ କ୍ରିପ୍ଟୋକରେନ୍ସି ଯୋଗୁ ଭାରତରେ ସୃଷ୍ଟି ହୋଇପାରେ ଆର୍ଥିକ ସଙ୍କଟ: ଆରବିଆଇ ଗଭର୍ନରଙ୍କ ଚେତାବନୀ…

ନୂଆଦିଲ୍ଲୀ,୨୧।୧୨ : ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ନିଜର କ୍ରିପ୍ଟୋକରେନ୍ସି ଦ୍ୱାରା ଭାରତରେ ଆର୍ଥିକ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି। ସେ କ୍ରିପ୍ଟୋକୁ ବ୍ୟାଟିଂର ଏକ ମାଧ୍ୟମ ବୋଲି ମଧ୍ୟ କହିଛନ୍ତି। ଗତ କିଛି ମାସ ଧରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri