ଟିକା ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ଓଡ଼ିଶା
ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ବିଶ୍ୱର ବିଭିନ୍ନ ଦେଶରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଏନେଇ ସର୍ତକତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖି କୋଭିଡ୍ ପ୍ରିକଶନ ଟିକା ବା ବୁଷ୍ଟର…
୨୩ ଲକ୍ଷ ଟଙ୍କାର ନକଲି ଔଷଧ ଜବତ
ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ରାଜ୍ୟରେ ନକଲି ଔଷଧ କାରବାର ରୋକିବାକୁ ଜୋରଦାର ଚଢ଼ାଉ ଜାରି ରହିଛି। ଶୁକ୍ରବାର କଟକ ଓ ବରଗଡ଼ର ଦୁଇଟି ଗୋଦାମରୁ ବିପୁଳ ନକଲି ଔଷଧ ଜବତ କରାଯାଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ…
୧୧ ଡିଗ୍ରୀ ତଳେ ୮ ସହର
ଭୁବନେଶ୍ୱର,୨୪।୧୨(ବ୍ୟୁରୋ): ଉପକୂଳରେ ଶୀତ କମିଥିଲେ ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ପାରଦ ତଳମୁହଁ। ରହିଛି। ରାଜ୍ୟର ୮ ସହରରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ସେଲ୍ସିୟସ ତଳେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ଶୁକ୍ରବାର ଫୁଲବାଣୀରେ ସର୍ବନିମ୍ନ…
ହକି ବିଶ୍ୱକପ୍ ପରେ ୩ ଲେନ୍ ଆର୍ଓବି କାମ
ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ଲୋକସେବା ଭବନରେ ଶୁକ୍ରବାର ବାଣୀବିହାର ରେଲ୍ଓ୍ବେ ଓଭର ବ୍ରିଜ୍ (ଆରଓବି) ଏବଂ ଭୁବନେଶ୍ୱର ରେଳଷ୍ଟେଶନ କାର୍ଯ୍ୟ ସମୀକ୍ଷା କରାଯାଇଛି। ହକି ବିଶ୍ୱକପ୍ ପରେ ଅର୍ଥାତ ଆସନ୍ତା ଫେବୃୟାରୀରୁ ପ୍ରସ୍ତାବିତ ୩ ଲେନ ବିଶିଷ୍ଟ ବାଣୀବିହାର ଆରଓବି କାର୍ଯ୍ୟ ଆରମ୍ଭ…
ଆଇଜିଡିଟିୟୁଡବ୍ଲ୍ୟୁ ସହ ସିଜିୟୁର ରାଜିନାମା
ଭୁବନେଶ୍ୱର,୨୪।୧୨: ସି. ଭି. ରମଣ ଗ୍ଲୋବାଲ ୟୁନିର୍ଭସିଟି (ସିଜିୟୁ) ଓ ଇନ୍ଦିରା ଗାନ୍ଧୀ ଦିଲ୍ଲୀ ଟେକ୍ନିକାଲ ୟୁନିର୍ଭସିଟି ଫର୍ ଓମେନ (ଆଇଜିଡିଟିୟୁଡବ୍ଲ୍ୟୁ) ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷରିତ ହୋଇଛି। ଏ ସମ୍ପର୍କରେ ଆଇଜିଡିଟିୟୁଡବ୍ଲ୍ୟୁର କୁଳପତି ଡ. ଅମିତା ଦେବ କହିଛନ୍ତି,…
ସରଳ ସୁବିଧା ଯୋଗାଇବ ସହଭାଗିତା
ନୂଆଦିଲ୍ଲୀ,୨୪।୧୨: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ‘ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍ (ଏଚ୍ସିଆଇଏଲ୍) ଓ ଇଣ୍ଡିଆନ ବ୍ୟାଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ସହଭାଗିତା ହୋଇଥିବା ଜଣାପଡିଛି। ବିଶେଷକରି ଏଚ୍ସିଆଇଏଲ୍ର ଗ୍ରାହକଙ୍କ ପାଇଁ ସହଜ, ସୁଲଭ ଏବଂ ଆକର୍ଷଣୀୟ ଆର୍ଥିକ ଯୋଜନା…
‘ସ୍ବାସ୍ଥ୍ୟସେବା କ୍ଷେତ୍ରରେ ୫ଜିର ସଫଳ ପରୀକ୍ଷଣ’
ନୂଆଦିଲ୍ଲୀ,୨୪।୧୨: ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଓ ହେଲ୍ଥକେୟାର ଗ୍ରୁପ୍ ଆପୋଲୋ ହସ୍ପିଟାଲ ମିଳିତ ଭାବେ ଭାରତର ପ୍ରଥମ ୫ଜି ଚାଳିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଗାଇଡେଡ୍ କୋଲୋନୋସ୍କୋପି ଟ୍ରାଏଲ୍ କରିଛନ୍ତି। ଏହି ପରୀକ୍ଷଣକୁ ଅଲ୍ଟ୍ରା-ଲୋ ଲାଟେନ୍ସି ଓ ହାଇ…
ଆଜିଠୁ ଷ୍ଟାର କିରଣରେ ‘ବଡ଼ଦିନ ବଡ଼ ସପ୍ତାହ’
ଭୁବନେଶ୍ୱର,୨୪।୧୨: ରାଜ୍ୟର ପ୍ରମୁଖ ମନୋରଞ୍ଜନଭିତ୍ତିକ ଘରୋଇ ଓଡ଼ିଆ ଚ୍ୟାନେଲେ ଷ୍ଟାର କିରଣର ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ବଡ଼ଦିନ ବଡ଼ ସପ୍ତାହ’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷ ଡିସେମ୍ବର ୨୪ରୁ ୧ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ଦର୍ଶକଙ୍କ ପାଇଁ ମନୋରଞ୍ଜନର ମହା…
ଖସିଲା ଶେୟାର ବଜାର କାରବାର
ନୂଆଦିଲ୍ଲୀ,୨୪।୧୨: କ୍ରମାଗତ ୪ର୍ଥ ଦିନ ଲାଗି ଷ୍ଟକ୍ ବଜାରର କାରବାର ହ୍ରାସ ପାଇଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସ (ଷ୍ଟକ୍ ବଜାର)ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ଶୁକ୍ରବାର ଶେୟାର…
ଜାନୁୟାରୀରୁ ଦର ବଢ଼ାଇବ ମାରୁତି ସୁଜୁକି
ନୂଆଦିଲ୍ଲୀ,୨୪।୧୨: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ (ଏମ୍ଏସ୍ଆଇଏଲ୍)ର ସମସ୍ତ ଯାନ (କାର୍)ର ଦର ବୃଦ୍ଧି ନେଇ ଘୋଷଣା କରାଯାଇଛି। ଏପରିକି ୨୦୨୩ ଜାନୁୟାରୀରୁ କମ୍ପାନୀ ତା’ର ସମସ୍ତ ଯାନର ଦର ବଢ଼ାଇବା ସମ୍ପର୍କରେ ଯୋଜନା କରୁଥିବା…
ପୂର୍ବତନ କର୍ମଚାରୀ ଗିରଫ
ଭୁବନେଶ୍ୱର, ୨୪।୧୨ (ବ୍ୟୁରୋ): ପାହାଳ ଥାନାସ୍ଥିତ କିଆ ମୋଟର୍ସ ଶୋ’ରୁମ୍ର ୱେବ୍ସାଇଟ୍ରୁ ଡାଟା ଚୋରି ଘଟଣାରେ ଭୁବନେଶ୍ୱର ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ପୁରୁଣା ଭୁବନେଶ୍ୱର ଅଞ୍ଚଳର ସୁଭାଶିଷ…
କରୋନା ମୃତକଙ୍କୁ ନେଇ ଚାଇନାର ଦାବି ଉପରେ ଉଠିଲା ପ୍ରଶ୍ନ, ଡିସେମ୍ବରର ସଂଖ୍ୟା ଚକିତ କରୁଛି
ବେଜିଂ,୨୪ ।୧୨: ଚାଇନାରେ କରୋନାର ସଂକ୍ରମଣ ଲଗାତାର ଜାରି ରହିଛି ହସ୍ପିଟାଲରେ ଯେଉଁଠି ସଂକ୍ରମିତ ରୋଗୀଙ୍କ ଲମ୍ବା ଲାଇନ ଲାଗିଛି ଏପଟେ ମୃତ୍ୟୁ ସଂଖ୍ୟା ବି ବେଳକୁ ବେଳ ବଢିବାରେ ଲାଗିଛି । କିଛି ମିଡିଆ ରିପୋର୍ଟରେ କୁହାଯାଇଛି କି ଚାଇନାରେ…
Archives


