Posted inଜାତୀୟ

ଇଜିପ୍ଟ ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ୬ ଚୁକ୍ତି ସ୍ବାକ୍ଷର ହେବ

ନୂଆଦିଲ୍ଲୀ,୨୧।୧: ଆସନ୍ତା ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ରୂପେ ଇଜିପ୍ଟ ରାଷ୍ଟ୍ରପତି ଅବ୍‌ଦେଲ ଫତ୍ତାହ ଏଲ୍‌-ସିସି ଯୋଗଦେବେ। ସେ ଜାନୁୟାରୀ ୨୪ରେ ନୂଆଦିଲ୍ଲୀରେ ପହଞ୍ଚତ୍ବେ। ଭାରତର ସାଧାରଣତନ୍ତ୍ର ଦିବସରେ ଯୋଗଦେବାରେ ଅଲ୍‌-ସିସି ହେଉଛନ୍ତି ଇଜିପ୍ଟର ପ୍ରଥମ ରାଷ୍ଟ୍ରପତି ତଥା ମଧ୍ୟପ୍ରାଚ୍ୟର ପଞ୍ଚମ ନେତା। ଆରବ ଦୁନିଆରେ ପ୍ରମୁଖ ଭୂମିକା ନେଉଥିବା ଇଜିପ୍ଟ ସହ ନୂଆଦିଲ୍ଲୀ ସମ୍ପର୍କ ସୁଦୃଢ଼ କରିବାକୁ ଚାହୁଁଛି। ତେଣୁ ତାଙ୍କ ଗସ୍ତ ବେଳେ ଭାରତ ଓ ଇଜିପ୍ଟ ମଧ୍ୟରେ ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ, କୃଷି, ଆଇଟି ସମେତ ୬ଟି କ୍ଷେତ୍ରରେ ଚୁକ୍ତି ସ୍ବାକ୍ଷର ହେବା ନେଇ ଆଶା କରାଯାଉଛି। ଅଲ୍‌-ସିସି ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲତାଙ୍କ ଆଶୁ ଆରୋଗ୍ୟ କାମନା କଲେ ଡ୍ରିମଗର୍ଲ

ମୁମ୍ବାଇ,୧୨।୧୧: ଭାରତ ରତ୍ନ ତଥା ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ଏବେ ଅସୁସ୍ଥ ହୋଇ ପଡିଛନ୍ତି। ରବିବାର ବିଳମ୍ବିତ ରାତିରେ ତାଙ୍କୁ ମୁମ୍ବାଇର ବିଚ୍‌ କ୍ୟାଣ୍ଡି...

ନବାବ-ଅନୀଲ ଦେଇପାରିବେନି ଭୋଟ

ମୁମ୍ବାଇ,୧୭।୬: ରାଜ୍ୟ ସଭା ନିର୍ବାଚନ ପାଇଁ ହେବାକୁ ଥିବା ମତଦାନ ଲାଗି କରାଯାଇଥିବା ଆବେଦନର ଶୁଣାଣିରେ ଇଡି ଦ୍ୱାରା ଗିରଫ ହୋଇଥିବା ମହାରାଷ୍ଟ୍ର ସରକାରର ମନ୍ତ୍ରୀ...

ପୁଣି ଦିଲ୍ଲୀ-ମୁମ୍ବାଇରେ ବଢ଼ୁଛି କରୋନା ମିଟର

ନୂଆଦିଲ୍ଲୀ/ମୁମ୍ବାଇ,୧୫।୬: ଦେଶରେ କରୋନା ଭାଇରସ୍‌ ଏବେ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଯାହା ଏବେ ସରକାରଙ୍କ ଚିନ୍ତାର କାରଣ ପାଲଟିଛି। କୋଭିଡର ପୂର୍ବ ଲହର ଭଳି ଦିଲ୍ଲୀ...

ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର: ଦିଲ୍ଲୀରେ କଡ଼ା ସୁରକ୍ଷା

ନୂଆଦିଲ୍ଲୀ, ୨୪।୧: ଜାନୁୟାରୀ ୨୬ରେ ଦିଲ୍ଲୀ, ଅଯୋଧ୍ୟା ଏବଂ ବୋଧଗୟାରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ରଚାଯାଇଛି। ଏନେଇ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ...

କେରଳରେ ଲାଗୁ ହେବ ନାହିଁ ସିଏଏ, ଧର୍ମ ଆଧାରରେ ନାଗରିକତା ସ୍ଥିର କରିବାର ଅଧିକାର କାହାର ନାହିଁ: ମୁଖ୍ୟମନ୍ତ୍ରୀ

ଥିରୁଭାନନ୍ତପୁରମ,୩ ।୬: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି ତାଙ୍କ ସରକାର ରାଜ୍ୟରେ ବିବାଦୀୟ ନାଗରିକତା (ସଂଶୋଧନ) ଅଧିନିୟମ(ସିଏଏ) ଲାଗୁ କରିବାକୁ ଦେବେନାହିଁ । କେରଳରେ...

କରୋନା ଭ୍ୟାକ୍ସିନକୁ ନେଇ ସମୀକ୍ଷା କଲେ ମୋଦି

ଅହମଦାବାଦ,୨୮ ।୧୧: କରୋନା ଭାଇରସ ପାଇଁ ଦେଶରେ ପ୍ରସ୍ତୁତ ହେଉଥିବା ଭ୍ୟାକ୍ସିନ ବା ଟିକା ସମ୍ପର୍କରେ ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର...

ଦଲବୀର କୌରଙ୍କ ପରଲୋକ

ଚଣ୍ଡିଗଡ,୨୬।୬: ଗୁପ୍ତଚର ଅଭିଯୋଗରେ ପାକିସ୍ତାନ ଜେଲ୍‌ରେ ବନ୍ଦୀ ହୋଇ ସେଠାରେ ମୃତ୍ୟୁବରଣ କରିଥିବା ସରବଜିତ ସିଂଙ୍କ ଭଉଣୀ ଦଲବୀର କୌରଙ୍କର ରବିବାର ଦେହାନ୍ତ ହୋଇଛି। ତାଙ୍କୁ...

ଶନିବାର ୫-ଜି ସେବା ଶୁଭାରମ୍ଭ କରିବେ ମୋଦି

ନୂଆଦିଲ୍ଲୀ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଇଣ୍ଡିଆ ମୋବାଇଲ କଂଗ୍ରେସର ଷଷ୍ଠ ସଂସ୍କରଣ ଅବସରରେ ୫-ଜି ସେବା ଉନ୍ମୋଚନ କରିବେ। ପିଏମ୍‌ଓ ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ପୂର୍ବାହ୍ନ...

Advertisement
Archives

Model This Week