୮ ଦେଶର ନେତାଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ…
ବାଲି,୧୬।୧୧ : ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀର ବୁଧବାର ଦ୍ୱିତୀୟ ଦିନ। ଏଠାରେ ବିଭିନ୍ନ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ପ୍ରଧାନମନ୍ତ୍ରୀ ମୋଦି ନରେନ୍ଦ୍ର ଆଠଟି ଦେଶର ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଏଥି…
ଶିଡ଼ିରେ ଝୁଣ୍ଟିଲେ ବାଇଡେନ, ସାହାରା ଦେଲେ ଜୋକୋ, ଭିଡ଼ିଓ ଭାଇରାଲ…
ବାଲି,୧୬।୧୧ : ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀର ବୁଧବାର ଦ୍ୱିତୀୟ ଦିନ। ଏଠାରେ ବିଭିନ୍ନ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ଏବେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ…
ଦୈନିକ ସଂକ୍ରମଣ ୫୦୧…
ନୂଆଦିଲ୍ଲୀ, ୧୬।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୮ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ିଛି। ଦୈନିକ ସଂକ୍ରମଣ…
୫୧ ଏମ୍ପି-୭୧ ଏମଏଲଏ-ଏମଏଲସିଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା…
ନୂଆଦିଲ୍ଲୀ,୧୫।୧୧ : ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ୫୧ ପୂର୍ବତନ ତଥା ସିଟିଂ ଏମ୍ପି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ମନି ଲଣ୍ଡରିଂ ଆକ୍ଟ ମାମଲାର ସମ୍ମୁଖୀନ ହେଉଛନ୍ତି। ତେବେ ଏଥିମଧ୍ୟରୁ କେତେଜଣ ସିଟିଂ ତଥା ପୂର୍ବତନ…
ଗିନିଜ୍ ଓ୍ବାଲର୍ଡ ରେକର୍ଡସ୍ରେ କଟକ ବାଲିଯାତ୍ରା
କଟକ ଅଫିସ, ୧୫ା୧୧: ୩୫ ମିନିଟ୍ରେ ୨୨,୪୭୩ କାଗଜ ଡଙ୍ଗା ପ୍ରସ୍ତୁତ କରି ଗିନିଜ୍ ଓ୍ବାଲ୍ଡ ରେକର୍ଡସ୍ରେ ସ୍ଥାନ ପାଇଛି କଟକ ବାଲିଯାତ୍ରା। ଐତିହାସିକ କଟକ ବାଲିଯାତ୍ରା ଅବସରରେ ମଙ୍ଗଳବାର ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ କାଗଜ ଡଙ୍ଗା ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ…
ମନ୍ତ୍ରୀଙ୍କ ଅଭିବ୍ୟକ୍ତି ସ୍ବାଧୀନତା ଉପରେ ଲଗାଯାଇ ପାରିବ କି ପ୍ରତିବନ୍ଧ, ରାୟ ସଂରକ୍ଷିତ…
ନୂଆଦିଲ୍ଲୀ,୧୫।୧୧ : ସାର୍ବଜନୀନ କାର୍ଯ୍ୟକର୍ତ୍ତାଙ୍କ ଅଭିବ୍ୟକ୍ତିର ସ୍ବାଧୀନତାକୁ ରୋକାଯାଇପାରିବ କି ନାହିଁ ଏହି ପ୍ରସଙ୍ଗରେ ମଙ୍ଗଳବାର ସୁପ୍ରିମକୋର୍ଟ ଏହାର ରାୟ ସଂରକ୍ଷିତ ରଖିଛନ୍ତି। ଜଷ୍ଟିସ ଅବଦୁଲ ନାଜିର,ବିଆର ଗଭାଇ, ଏସ ବୋପାନ୍ନା, ଭି ରାମାସୁବ୍ରମଣ୍ୟମ ଏବଂ ବି.ଭି ନାଗରାତ୍ନାଙ୍କ ନେତୃତ୍ୱରେ ଗଠିତ…
ମାମୁଘରୁ ମହାପ୍ରଭୁଙ୍କ ପାଇଁ ଆସିଲା ପଢ଼ୁଆଁ ଭାର
ପୁରୀ ଅଫିସ/ନିଆଳି,୧୫।୧୧(ଡି.ଏନ୍.ଏ.): ପ୍ରଥମାଷ୍ଟମୀ ଉପଲକ୍ଷେ ଶ୍ରୀମନ୍ଦିରକୁ ଆସିଛି ପଢ଼ୁଆଁ ଭାର । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ପାଇଁ ମଙ୍ଗଳବାର ପଢ଼ୁଆଁ ଭାର ପୁରୀ ଆସିଛି। ମାମୁଘର ନିଆଳି ମାଧବାନନ୍ଦ ମନ୍ଦିରରୁ ମାଧବାନନ୍ଦ ଜୀଉ ବିକାଶ ପରିଷଦ…
ବଦଳି ଗଲେଣି କୁନି ଶ୍ରେୟା, ଏବେ ଚିହ୍ନିବା ମୁସ୍କିଲ
ବମ୍ବେ: ବଦଳିଗଲେଣି ଟେଲି ପରଦାର ଲୋକପ୍ରିୟ ଶୋ’ ‘କସୌଟି ଜିନ୍ଦେଗୀ କି’ରେ ନଜର ଆସିିଥିବା କୁନି ଝିଅ ଶ୍ରେୟା ଶର୍ମା। ତାଙ୍କୁ ଏବେ ୨୫ ବର୍ଷ। ହଠାତ ଦେଖିଲେ ଯେକେହି ତାଙ୍କୁ ଚିହ୍ନିବା ମୁସ୍କିଲ ହୋଇଯିବ। କାରଣ ସେ ସାମାନ୍ୟ ମୋଟି…
ଡବଲ୍ ଇଞ୍ଜିନ କୋଇଲାର ଥିଲା, କଳଙ୍କି ଲାଗି ଗଲାଣି; ଆମର ବିଦ୍ୟୁତଯୁକ୍ତ ନୂଆ ଇଞ୍ଜିନ: କେଜ୍ରିଓ୍ବାଲ
ଅହମ୍ମଦାବାଦ,୧୫।୧୧: ଆଗାମୀ ଗୁଜରାଟ ଉପନିର୍ବାଚନରେ ବାଜିମାତ କରିବା ଲାଗି ଅଣ୍ଟା ଭିଡିଛି ଆମ୍ ଆଦମୀ ପାର୍ଟୀ(ଏଏପି)। ଅନେକ ପ୍ରସଙ୍ଗ ଉଠାଇ ଦଳ ଶାସକ ଭାଜପାକୁ ଟାର୍ଗେଟ କରୁଛି। ଏହି କ୍ରମରେ ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ଭାଗ ନେଇ ଏଏପି ମୁଖ୍ୟ ତଥା…
୮୦୦ କୋଟି ଜନସଂଖ୍ୟା ସମ୍ମୁଖରେ ଭୋକ-ଦାରିଦ୍ର୍ୟ-ବୃଦ୍ଧାବସ୍ଥା ସମସ୍ୟା…
ନୂଆଦିଲ୍ଲୀ,୧୫।୧୧ : ଦୁନିଆର ମାନବ ଜନସଂଖ୍ୟା ବର୍ତ୍ତମାନ ୮୦୦ କୋଟି ଅତିକ୍ରମ କରିଛି। ୧୯୫୦ ମସିହାରେ ଯେଉଁ ମାନବଙ୍କ ସଂଖ୍ୟା ମାତ୍ର ଅଢ଼େଇଶହ କୋଟି ଥିଲା, ତାହା ବର୍ତ୍ତମାନ ତିନିଗୁଣରୁ ଅଧିକ ହୋଇଛି। କେବଳ ଏତିକି ନୁହେଁ, ମିଳିତ ଜାତିସଂଘ ଆକଳନ…
‘ଭାଜପା ନେତା ସୃଷ୍ଟି କରେ ନାହିଁ, କେବଳ ଅନ୍ୟ ଦଳର ବିଧାୟକଙ୍କୁ ଉଠାଇ ନେଇଯାଏ’
ଅହମ୍ମଦାବାଦ,୧୫।୧୧: ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ସରଗରମ ହୋଇପଡ଼ିଛି ରାଜନୀତି। ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳୁଛି। ଏସବୁ ମଧ୍ୟରେ କଂଗ୍ରେସରୁ ରାଜ୍ୟ ସଭା ଏମ୍ପି ଥିବା ଆମିବେନ୍ ୟାଗନିକ୍ ଭାଜପା ଉପରେ ବଡ ଅଭିଯୋଗ ଲଗାଇଛନ୍ତି।…
ଆପ୍ କହିବ ଭବିଷ୍ୟତରେ ହେବ କିଭଳି ସ୍ବାସ୍ଥ୍ୟ ସମସ୍ୟା, ବୁନ୍ଦେଲଖଣ୍ଡ ବିଶ୍ୱ ବିଦ୍ୟାଳୟର ସଫଳତା…
ବୁନ୍ଦେଲଖଣ୍ଡ,୧୫।୧୧ : ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ଏକ ଆପ ବିକଶିତ କରାଯାଉଛି, ଯାହା ଲୋକମାନଙ୍କୁ ସେମାନଙ୍କ ସ୍ବାସ୍ଥ୍ୟ ବିଷୟରେ ସଚେତନ ରଖିବାରେ ସହାୟକ ହେବ। ଏହି ସ୍ବତନ୍ତ୍ର ଆପ ବିଶ୍ୱବିଦ୍ୟାଳୟର ଇନୋଭେଶନ ସେଣ୍ଟର ଦ୍ୱାରା ବିକଶିତ ହେଉଛି। ଏହି ଆପର ନାମ…
Archives


