‘ଅକ୍ଷର’ ଅନିଶ୍ଚିତତା: ହୋଇପାରୁନି ନିଷ୍ପତ୍ତି
ଭୁବନେଶ୍ବର, ୧୫ା୧୧ (ବ୍ୟୁରୋ): ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ଆୟୋଜନ ନେଇ ଅନିଶ୍ଚିତତା ଲାଗି ରହିଛି। ଏ ନେଇ ସୋମବାର ଦୁଇଥର ବୈଠକ ଓ ଆଲୋଚନା ସତ୍ତ୍ୱେ କୌଣସି ନିଷ୍ପତ୍ତି ହୋଇପାରି ନାହିଁ। ଏହି ମହୋତ୍ସବ ପାଇଁ ଭୁବନେଶ୍ବରରେ ଜାଗା ମିଳୁନାହିଁ…
ଅନ୍ତର୍ଜାତୀୟ ପ୍ରସ୍ତର ମେଳାରେ ଓଡ଼ିଶା ପୁରସ୍କୃତ
ଭୁବନେଶ୍ୱର, ୧୫।୧୧(ବ୍ୟୁରୋ):ରାଜସ୍ଥାନ ସରକାରଙ୍କ ପକ୍ଷରୁ ରାଜସ୍ଥାନର ଜୟପୁରସ୍ଥିତ ସୀତାପୁର ଶିଳ୍ପାଞ୍ଚଳରେ ଏକାଦଶ ଅନ୍ତର୍ଜାତୀୟ ଭାରତ ପ୍ରସ୍ତର ମେଳା (ଇଣ୍ଡିଆ ଷ୍ଟୋନ୍ ମାର୍ଟ-୨୦୨୨) ଗତ ୧୦ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ଓଡ଼ିଶା ଷ୍ଟଲ୍କୁ ଦ୍ୱିତୀୟ ପୁରସ୍କାର…
୨ ଦିନ ବଢ଼ିପାରେ କଟକ ବାଲିଯାତ୍ରା
କଟକ ଅଫିସ, ୧୫।୧୧:ପ୍ରାୟ ଦୁଇ ବର୍ଷ ପରେ ବାଲିଯାତ୍ରା ହେବା ଓ ପର୍ଯ୍ୟଟକଙ୍କ ବୁଲିବା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଆଗକୁ ଆଉ ୨ ଦିନକୁ ବୃଦ୍ଧି ହୋଇପାରେ କଟକ ବାଲିଯାତ୍ରା। ପର୍ଯ୍ୟଟକ ଓ ବ୍ୟବସାୟୀଙ୍କ ସ୍ବାର୍ଥକୁ…
ଆଜି ବିଶ୍ୱର ଜନସଂଖ୍ୟା ହେବ ୮ ଅରବ: ରିପୋର୍ଟ
ଲଣ୍ଡନ,୧୫ ।୧୧: ବିଶ୍ୱର ଜନସଂଖ୍ୟା ଆଜି ଅର୍ଥାତ୍ ୧୫ ନଭେମ୍ବରରେ ୮ ଅରବ ହୋଇଯିବ । ମିଳିତ ଜାତିସଂଘର ରିପୋର୍ଟରେ ଦାବି କରାଯାଇଛି କି ପୃଥିବୀରେ ଲୋକ ସଂଖ୍ୟା ୨୦୩୦ ବେଳକୁ ୮୫୦ କୋଟି, ୨୦୫୦ ବେଳକୁ ୯୭୦ କୋଟି ଓ…
ଲକ୍ଷେ ଦୀପରେ ଝଲସିବ ବଡ଼ଦାଣ୍ଡ
ଭୁବନେଶ୍ୱର, ୧୫।୧୧ (ବ୍ୟୁରୋ):କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଗତବର୍ଷ ସିଂହଦ୍ୱାରଠାରୁ ଶରଧାବାଲି ଯାଏ, ନୃସିଂହ ମନ୍ଦିରଠାରୁ ଶ୍ରୀଜଗନ୍ନାଥ ମନ୍ଦିର ବଡ଼ଦାଣ୍ଡରେ ବିଶ୍ୱବାସୀଙ୍କ ମଙ୍ଗଳ କାମନା ପାଇଁ ୧ଲକ୍ଷ ଦୀପ ଜଳାଯାଇଥିଲା। ଚଳିତ ବର୍ଷ ମଧ୍ୟ ମହାମାରୀମୁକ୍ତ ବିଶ୍ୱ ଏବଂ ଜଗତକଲ୍ୟାଣ…
୧୭ରୁ ତୃତୀୟରୁ ନବମ ଶ୍ରେଣୀ ମିଡ୍-ଟର୍ମ ଆସେସ୍ମେଣ୍ଟ
ଭୁବନେଶ୍ୱର, ୧୫।୧୧(ବ୍ୟୁରୋ):ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ତୃତୀୟରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ମିଡ୍-ଟର୍ମ ଆସେସ୍ମେଣ୍ଟ ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ। ଏ ନେଇ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ସୋମବାର ସମସ୍ତ…
ରକ୍ତତୀର୍ଥ କୁଦୋପାଲି ସୁରକ୍ଷାରେ ‘ରଣଭୂମି’
ସମ୍ବଲପୁର,୧୫ା୧୧(ବ୍ୟୁରୋ):ସମ୍ବଲପୁର ସହର ଉପକଣ୍ଠରେ ରହିଛି କୁଦୋପାଲି ପାହାଡ଼। ଇଂରେଜ ଓ ସ୍ବାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ଯୁଦ୍ଧର ମୂକସାକ୍ଷୀ ଏହି ଐତିହ୍ୟସ୍ଥଳ ଆଜି ଅବହେଳିତ। ଅବହେଳା ଯୋଗୁ ରକ୍ତତୀର୍ଥ କୁହାଯାଉଥିବା ଏହି ସ୍ଥାନର ପ୍ରାଚୀନ କୀର୍ତ୍ତି, ମନ୍ଦିର, ଗୁମ୍ଫା, ମୂର୍ତ୍ତି ଅସ୍ତିତ୍ୱ ହରାଇବାକୁ…
କିସ୍ ଢାଞ୍ଚାରେ ବାଂଲାଦେଶରେ ଖୋଲିଲା ‘ଡିସ୍’
ଭୁବନେଶ୍ୱର, ୧୫।୧୧(ବ୍ୟୁରୋ):ବିଶ୍ୱର ସର୍ବବୃହତ ଆବାସିକ ଜନଜାତି ବିଦ୍ୟାଳୟ ଭୁବନେଶ୍ୱରସ୍ଥିତ ‘କିସ୍’ ଢାଞ୍ଚାରେ ବାଂଲାଦେଶରେ ଖୋଲିଛି ଡାଫୋଡିଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍(ଡିସ୍)। ଢାକାଠାରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସୋମବାର ଏହାର ଉଦ୍ଘାଟନ କରିଛନ୍ତି। ଡାଫୋଡିଲ୍ ଇଣ୍ଟରନ୍ୟାଶନାଲ ୟୁନିଭର୍ସିଟି…
୧୫ ଡିଗ୍ରୀ ତଳେ ୮ ସହର
ଭୁବନେଶ୍ୱର,୧୫ା୧୧(ବ୍ୟୁରେ):ରାଜ୍ୟରେ ଶୀତର ପ୍ରକୋପ ସାମାନ୍ୟ ବୃଦ୍ଧି ପାଇଛି। ଗତ ଦୁଇଦିନ ହେବ ପାରଦ ତଳମୁହାଁ ହୋଇଛି। ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ତଳକୁ ଖସିଛି। ରାଜ୍ୟର ୮ଟି ସହର ୧୫ ଡିଗ୍ରୀ ସେଲସିୟସ ତଳେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ…
ରାଜନୈତିକ ଦଳ ପାଇଁ ଚାଷୀ ମୋହରା
ଭୁବନେଶ୍ୱର,୧୫ା୧୧(ବ୍ୟୁରୋ): ଆସନ୍ତା ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ସେଠାକାର ରାଜନୀତି ସରଗରମ ହୋଇଛି। ଭୋଟ ହାତେଇବା ପାଇଁ ରାଜନୈତିକ ଦଳଗୁଡିକ ଚାଷୀଙ୍କୁ ମୋହରା ବନାଇଛନ୍ତି। ଫସଲ ବୀମା ବିଳମ୍ବକୁ ନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ…
ପଦ୍ମପୁର ଉପନିର୍ବାଚନ: ଦରଦ ନା ରାଜନୈତିକ ଚାଲ୍
ବରଗଡ଼ ଅଫିସ୍,୧୫।୧୧:ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତା ଡିସେମ୍ବର ୫ତାରିଖରେ ମତଦାନ ହେବ। ଉପନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ମଧ୍ୟରେ ଛକାପଞ୍ଝା ଚାଲିଛି। ଏହି ସମୟରେ ଅଞ୍ଚଳବାସୀ ମଧ୍ୟ ସେମାନଙ୍କ ପ୍ରମୁଖ ଦାବିଗୁଡ଼ିକୁ ଉପସ୍ଥାପନ କରୁଛନ୍ତି। ପ୍ରଧାନମନ୍ତ୍ରୀ ଫସଲବୀମା ସହାୟତା…
ଫେରୁଛି ତାଲିବାନ୍ ବର୍ବରତା
କାବୁଲ,୧୫ା୧୧:୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ତାଲିବାନ୍ର ପ୍ରଥମ ପାଳି ଶାସନ ବେଳେ ଆଫାଗାନିସ୍ତାନବାସୀ ଅଣନିଃଶ୍ୱାସୀ ହୋଇଯାଇଥିଲେ। ୨୦୨୧ ଅଗଷ୍ଟ ୧୫ରେ କାବୁଲ ଦଖଲ ପରେ ଅନ୍ତର୍ଜାତୀୟ ସ୍ବୀକୃତି ଆଶାରେ ତାଲିବାନ୍ ଶାସକ ପୂର୍ବାପେକ୍ଷା ନରମ ଆଭିମୁଖ୍ୟ ଦେଖାଇଥିଲେ। ବର୍ତ୍ତମାନ ସୁଦ୍ଧା ବିଶ୍ୱର କୌଣସି…
Archives


