Home

କରୋନା ଆକ୍ରାନ୍ତ ହେଲେ କାମ୍ବୋଡିଆ ପ୍ରଧାନମନ୍ତ୍ରୀ, ନିକଟରେ ବିଶ୍ୱର ଅନେକ ନେତାଙ୍କୁ ଭେଟିଥିଲେ

ବାଲି,୧୫।୧୧: କାମ୍ବୋଡିଆ ପ୍ରଧାନମନ୍ତ୍ରୀ ହନ ସେନ କରୋନା ଆକ୍ରାନ୍ତ ହୋଇଛନ୍ତି। ନିକଟରେ ସେ ଅନେକ ଦେଶର ନେତାଙ୍କୁ ଭେଟିଥିଲେ। ହୁନ କାମ୍ବୋଡିଆର ନୋମ ପେନ୍‌ହରେ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ସମ୍ମିଳନୀ ଆୟୋଜନ କରିଥିଲେ। ଏଥିରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ,…

ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ: ଯୁଦ୍ଧ ସଙ୍କଟ ଉପରେ ଆଲୋକପାତ କଲେ ମୋଦି

ବାଲି,୧୫।୧୧: ଇଣ୍ଡୋନେସିଆର ବାଲିରେ ଆଜିଠାରୁ ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି। ଏହି ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ବିଶେଷ ମତ ଦେଇଛନ୍ତି। ସେ…

ଭାରତ ବିପକ୍ଷ ସିରିଜ୍‌ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା

ଅକଲାଣ୍ଡ,୧୫।୧୧: ଭାରତ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ଏବଂ ଦିନିକିଆ ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରାଯାଇଛି। ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ସିନିୟର ଓପନର୍‌ ମାର୍ଟିନ ଗୁପଟିଲ ଏବଂ ଭେଟେରାନ ଫାଷ୍ଟ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କୁ ଦଳରୁ ଓହରିଯାଇଛି।…

୨ ମାସ ଭିତରେ ମାତା, ପିତାଙ୍କୁ ହରାଇଲେ ମହେଶ ବାବୁ

ସାଉଥ ସିନେମାର ଲୋକପ୍ରିୟ ଅଭିନେତା ମହେଶ ବାବୁଙ୍କ ପାଇଁ ସମୟ ଏବେ ଭଲ ଚାଲିନାହିଁ। ନିକଟରେ ମାତାଙ୍କୁ ହରାଇଥିବା ମହେଶ ବାବୁଙ୍କ ପିତାଙ୍କ ଦେହାନ୍ତ ଘଟିଛି। ତାଙ୍କ ପିତା କ୍ରିଷ୍ଣା ଘଟ୍ଟାମନାନେନୀ ୮୦ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି। ହୃଦ୍‌ଘାତ…

ରୁଷିଆ ବିରୋଧରେ ମତଦାନରୁ ବିରତ ରହିଲା ଭାରତ

ନ୍ୟୁୟର୍କ,୧୫।୧୧: ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷିଆକୁ ଦାୟୀ କରିବାକୁ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ରେ ଆହ୍ବାନ ଦିଆଯାଇଛି। ଏହି ଆକ୍ରମଣ ଯୋଗୁ ୟୁକ୍ରେନରେ ହୋଇଥିବା ସମସ୍ତ କ୍ଷତି ପାଇଁ ରୁଷିଆ କ୍ଷତିପୂରଣ ଦେବା ଉଚିତ ବୋଲି ୟୁଏନଜିଏରେ ଏକ…

ଶରଥ କମଲ ପାଇବେ ଖେଳରତ୍ନ

ନୂଆଦିଲ୍ଲୀ,୧୫ା୧୧: ଭାରତର ଟେବଲ ଟେନିସ କିମ୍ବଦନ୍ତୀ ଅଚନ୍ତା ଶରଥ କମଲଙ୍କୁ ମିଳିବ ସମ୍ମାନଜନକ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର। ନଭେମ୍ବର ୩୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ତାଙ୍କୁ ପୁରସ୍କାର ପ୍ରଦାନ କରିବେ। ଶରଥ କମଲ ଏକମାତ୍ର ଆଥଲେଟ…

ପଥର ଖଣି ଭୁଶୁଡିବା ଘଟଣା: ୮ ମୃତଦେହ ଉଦ୍ଧାର

ଆଇଜୋଲ,୧୫।୧୧: ମିଜୋରାମର ହନ୍ତିଆଲ ଜିଲାର ଏକ ପାହାଡ ଉପରେ ଥିବା ପଥର ଖଣି ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ଘଟିଛ। ଏବେ ବି ଚାରି ଜଣ ଲୋକ ଖଣି ତଳେ ଚାପି ହୋଇ ଅଛନ୍ତି।…

ଡାଲମିଆ ସିମେଣ୍ଟର ‘ପ୍ରୋଜେକ୍ଟ ହସ୍ତକଳା’

ଭୁବନେଶ୍ୱର,୧୫।୧୧: ଦେଶର ପ୍ରମୁଖ ଘରୋଇ ସିମେଣ୍ଟ କମ୍ପାନୀ ‘ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ’ ପକ୍ଷରୁ ଦକ୍ଷତାଭିତ୍ତିକ କାର୍ଯ୍ୟକ୍ରମ ‘ପ୍ରୋଜେକ୍ଟ ହସ୍ତକଳା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଝଗରପୁର ଗ୍ରାମର ମହିଳାଙ୍କ ପାଇଁ ଏହି ଅର୍ଥନୈତିକ ଉତ୍‌ଥାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।…

ଫୋନ୍‌ରେ ହତ୍ୟା ଧମକ ମିଳୁଛି

ହାଇଦ୍ରାବାଦ,୧୫।୧୧: ଟିଆର୍‌ଏସ୍‌ର ୪ ବିଧାୟକଙ୍କୁ କିଣିବା ପାଇଁ ଭାଜପା ଟଙ୍କା ଯାଚିଥିବା ସେମାନେ ପୂର୍ବରୁ ଅଭିଯୋଗ କରିଥିଲେ। ସେମାନଙ୍କ ଅଭିଯୋଗକ୍ରମେ ତେଲଙ୍ଗାନା ପୋଲିସ ୩ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ଫେରାଇ ନେବା ଲାଗି ଅଜଣା ନମ୍ବରରୁ…

ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ: ଅଷ୍ଟମରେ ଭାରତ

ଶର୍ମ ଏଲ୍‌-ଶେଖ୍‌,୧୫ା୧୧: ଇଜିପ୍ଟର ଶର୍ମ ଏଲ୍‌-ଶେଖ୍‌ରେ ଜାତିସଂଘ ପକ୍ଷରୁ ଚାଲିଥିବା ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ୨୭ତମ ସମ୍ମିଳନୀରେ ବିଶ୍ୱନେତାମାନେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି। କୋପ୍‌-୨୭ ପରିପ୍ରେକ୍ଷୀରେ ସୋମବାର ନ୍ୟୁ କ୍ଲାଇମେଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ଜର୍ମାନ ଓ୍ବାଚ୍‌ ପକ୍ଷରୁ ମିଳିତ…

ଲକ୍ଷ୍ମଣରେଖା ଡିଅଁ ନାହିଁ

ନୁସା ଡୁଆ(ଇଣ୍ଡୋନେସିଆ),୧୫।୧୧:ଇଣ୍ଡୋନେସିଆର ନୁସା ଡୁଆରେ ସୋମବାର ଆରମ୍ଭ ହୋଇଥିବା ଜି୨୦ ସମିଟ୍‌ ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ତାଙ୍କ ଚାଇନା ପ୍ରତିପକ୍ଷ ଶି ଜିନ୍‌ପିଙ୍ଗଙ୍କୁ ଭେଟି ତାଇଓ୍ବାନ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ତାଇଓ୍ବାନ ପ୍ରତି ବେଜିଂର ବଳପୂର୍ବକ…

ଜରାଜୀର୍ଣ୍ଣ ଯାତ୍ରୀ ନିବାସ, ଅସୁରକ୍ଷିତ ଅତିଥି

ଭୁବନେଶ୍ୱର,୧୫।୧୧(ବ୍ୟୁରୋ):ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଦ୍ୱାରା ପରିଚାଳିତ ସ୍ଥାନୀୟ କଟକ ରୋଡ଼ସ୍ଥିତ ଯାତ୍ରୀ ନିବାସ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। କେଉଁଠି ଛାତରୁ ସିଲିଂ ଖସି ରଡ୍‌ ଦେଖାଯାଉଛି ତ ଆଉ କେଉଁଠି ଖଣ୍ଡଖଣ୍ଡ ପଲସ୍ତରା ବିପଦପୂର୍ଣ୍ଣ ଭାବେ ଝୁଲି ରହିଛି। କେଉଁ କୋଠରୀର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri