ହନି-ଟ୍ରାପ୍ରେ ଫସାଇଥିଲା ପାକିସ୍ତାନ: ବୈଦେଶିକ ମନ୍ତ୍ରଣାଳୟର ଡ୍ରାଇଭର ଗିରଫ
ନୂଆଦିଲ୍ଲୀ,୧୮।୧୧: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ କାର୍ଯ୍ୟରତ ଜଣେ ଡ୍ରାଇଭରଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। ପାକିସ୍ତାନକୁ ଗୁପ୍ତ ଏବଂ ସମ୍ବେଦନଶୀଳ ସୂଚନା ଦେବା ଅଭିଯୋଗରେ ଶୁକ୍ରବାର ସୁରକ୍ଷା ଏଜେନ୍ସି ସହାୟତାରେ ତାଙ୍କୁ ଗିରଫ କରାଯାଇଛି। ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସ୍ଆଇ ଡ୍ରାଇଭରଙ୍କୁ…
ପ୍ରେମିକାଙ୍କ ସହ ଲିଭ୍ ଇନ୍ରେ ରହିବେ ହ୍ରିତିକ୍…
ବମ୍ବେ: ପ୍ରେମିକାଙ୍କ ସହ ଲିଭ୍ଇନ୍ରେ ରହିବେ ହ୍ରିତିକ୍ ରୋଶନ୍। ଏଥିପାଇଁ ସେ ମନ୍ନତ ଆପାର୍ଟମେଣ୍ଟର ଦୁଇଟି ଫ୍ଲୋର୍ କିଣିଛନ୍ତି। ସବା ଆଜାଦଙ୍କ ସହ ସେ ଖୁବ୍ଶୀଘ୍ର ଉକ୍ତ ଆପାର୍ଟମେଣ୍ଟରେ ରହିବାକୁ ଯାଉଥିବା ଚର୍ଚ୍ଚା ଜୋର୍ ଧରିଛି। କିଛି ଦିନ ତଳେ ହ୍ରିତିକ୍…
‘ରୋହିତ ଟେଷ୍ଟ-ଦିନିକିଆ ସମ୍ଭାଳନ୍ତୁ, ପାଣ୍ଡ୍ୟା ହୁଅନ୍ତୁ ଟି୨୦ ଟିମ୍ର ଅଧିନାୟକ’
ନୂଆଦିଲ୍ଲୀ,୧୮।୧୧: ଟି୨୦ ବିଶ୍ୱକପ୍ରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳରେ ପରିବର୍ତ୍ତନ କରାଯାଉ ବୋଲି ଚର୍ଚ୍ଚା ହେଉଛି। ବିଶେଷକରି ଟି୨୦ ଫର୍ମାଟରେ ଦଳରେ ନୂଆ ଅଧିନାୟକ ନିଯୁକ୍ତିକୁ ନେଇ କ୍ରିକେଟ ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏସବୁ ମଧ୍ୟରେ ପୂର୍ବତନ ମୁଖ୍ୟ କୋଚ୍…
ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଓ ଫରିଦାବାଦରେ ଆରମ୍ଭ ହେଲା ଜିଓ ୫ଜି
ନୂଆଦିଲ୍ଲୀ,୧୮ ।୧୧: ରିଲାଏନ୍ସ ଜିଓ ଦିଲ୍ଲୀ ପରେ ଏବେ ଗୁରୁଗ୍ରାମ, ନୋଏଡା, ଗାଜିଆବାଦ, ଫରିଦାବଦ ଓ ଦିଲ୍ଲୀ-ଏନସିଆରରେ ୫ଜି ସେବା ଆରମ୍ଭ କରିଛି । କମ୍ପାନୀ ଏହା ପୂର୍ବରୁ ମୁମ୍ବାଇ, କୋଲକାତା, ବାରାଣସୀ, ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁରେ ଟ୍ରୁ ୫ଜି ସର୍ଭିସ…
ଆତଙ୍କବାଦକୁ କୌଣସି ଧର୍ମ ସହ ଯୋଡିବା ଠିକ ନୁହେଁ : ଶାହା
ନୂଆଦିଲ୍ଲୀ,୧୮ ।୧୧: କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର କାଉଣ୍ଟର-ଟେରରିଜିମ ଫାଇନାନସିଂ ଉପରେ ହୋଇଥିବା ତୃତୀୟ ‘ ନୋ ମନି ଫର ଟେରର’ ମନ୍ତ୍ରିସ୍ତରୀୟ ସମ୍ମିଳନୀରେ ଭାଗ ନେଇଥିଲେ । ଏହି ସମ୍ମିଳନୀକୁ ସମ୍ବୋଧିତ କରି ଶାହା କହିଛନ୍ତି, ଆମ ମଣିଷ…
ଏଥର ମୋବାଇଲ ଚାର୍ଜରରୁ ପ୍ରସ୍ତୁତ ଡ୍ରେସ୍ ପିନ୍ଧି ଚର୍ଚ୍ଚାରେ ଉର୍ଫି
ମୁମ୍ବାଇ: ଅଭିନେତ୍ରୀ ଉର୍ଫି ଜାଭେଦ ତାଙ୍କ ଡ୍ରେସ୍କୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଏମିତିରେ ବି ଉର୍ଫି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍। ସେ ପ୍ରତିଦିନ ଇନ୍ଷ୍ଟାଗ୍ରାମରେ ନିଜର ଫଟୋ ଏବଂ ଭିଡିଓ ଶେୟାର କରନ୍ତି। ସୋସିଆଲ ମିଡିଆରେ ଉର୍ଫି…
ବିଗ୍ ବି’ଙ୍କ ବଙ୍ଗଳାର ନାଁ ‘ପ୍ରତୀକ୍ଷା’ ଦେବା ପଛରେ ରହିଛି ଏହି କାରଣ
ମୁମ୍ବାଇ: ନିଜ ଘରକୁ ସୁନ୍ଦର କରି ଗଢ଼ି ତୋଳିବାକୁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। ଏଥିସହିତ ଘରର ନାମକରଣ, ଦାମୀ ଘରେ ରହିବା ଏବଂ ବିଳାସପୂର୍ଣ୍ଣ ସାମଗ୍ରୀ ରଖିବାକୁ ମଧ୍ୟ କିଛି ଲୋକ ଚାହିଁଥାନ୍ତି। ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ସେମାନଙ୍କର ବିଳାସପୂର୍ଣ୍ଣ…
ଆଜି ଏଲିଜାବେଥ୍ଙ୍କ ଦଣ୍ଡ ଘୋଷଣା
ଓ୍ବାଶିଂଟନ,୧୮ା୧୧: ଆମେରିକାର ପ୍ରସିଦ୍ଧ ବାୟୋଟେକ୍ ଷ୍ଟାର୍ ଏଲିଜାବେଥ୍ ହୋମ୍ସଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ରୋଗୀଙ୍କ ଜୀବନକୁ ବିପଦରେ ପକାଇ ନିବେଶକଙ୍କ ସହିତ ଠକିବାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଜାନୁୟାରୀରେ ଏଲିଜାବେଥ୍ଙ୍କ ଉପରେ ଓ୍ବାଲ ଷ୍ଟ୍ରିଟ ଜର୍ନାଲ ରିପୋର୍ଟକୁ…
ପାଣିକୁ ଖସିଲା ବସ୍, ୧୨ ଶିଶୁ ସମେତ ୨୦ ଜଣଙ୍କ ମୃତ୍ୟୁ
ଇସଲାମାବାଦ,୧୮ା୧୧: ପାକିସ୍ତାନର ବନ୍ୟା ପ୍ରଭାବିତ ସିନ୍ଧ ପ୍ରଦେଶରେ ଏକ ବସ୍ ପାଣି ଭିତରକୁ ଖସି ପଡ଼ିଛି। ଫଳରେ ୧୨ ଶିଶୁଙ୍କ ସମେତ ଅତି କମ୍ରେ ୨୦ଜଣଙ୍କର ମୃତ୍ୟୁ ଘଟିଛି। ଏହି ବସଟି ଖଇରପୁରରୁ ଶେହଓ୍ବାନକୁ ଆସୁଥିଲା। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏହି…
ମାଙ୍କଡ଼କୁ ଏମିତି ଭିଡ଼ି ଧରିଲା ଅଜଗର, ଭିଡିଓ ଦେଖିଲେ…
ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ବନ୍ୟଜନ୍ତୁଙ୍କ ସହ ଜଡ଼ିତ ଭିଡିଓ ଦେଖିବାକୁ ଲୋକେ ପସନ୍ଦ କରିଥାନ୍ତି। କିଛି ଭିଡିଓ ଦେଖିଲେ ମଣିଷର ହୃଦ୍ ସ୍ପନ୍ଦନ ବଢ଼ିଯାଇଥାଏ। ଏବେ ସେମିତି ଏକ ଭୟଙ୍କର ଭିିଡିଓ ଭାଇରାଲ ହେଉଛି। ଭାଇରାଲ ପ୍ରେସ ନାମକ ଏକ…
ବର୍ଷା ଯୋଗୁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ବାତିଲ
ୱେଲିଂଟନ,୧୮।୧୧: ୱେଲିଂଟନରେ ପ୍ରବଳ ବର୍ଷା ହେତୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ବାତିଲ କରାଯାଇଛି। ବର୍ଷା ଯୋଗୁ ଟସ ମଧ୍ୟ ପଡିପାରି ନ ଥିଲା। ତେଣୁ ଅମ୍ପାୟାର ମ୍ୟାଚ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ସ୍ଥାନୀୟ ପାଣିପାଗ ବିଭାଗ…
‘ଭାରତ ଯୋଡୋ ଯାତ୍ରା’ରେ ସାମିଲ ହେଲେ ମହାତ୍ମା ଗାନ୍ଧୀଙ୍କ ଅଣନାତି
ପୁନେ,୧୮।୧୧: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ ମହାରାଷ୍ଟ୍ରରେ ଚାଲିଛି। ଶୁକ୍ରବାର ସକାଳେ ମହାତ୍ମା ଗାନ୍ଧୀଙ୍କ ଅଣନାତି ତଥା ଲେଖକ ତୁଷାର ଗାନ୍ଧୀ ଏହି ଯାତ୍ରାରେ ସାମିଲ ହୋଇଛନ୍ତି। ମହାରାଷ୍ଟ୍ରର ବୁଦ୍ଧାନା ଜିଲାର ଶେଗାଓଁରେ…
Archives


