ବିବିସି ଡକ୍ୟୁମଣ୍ଟାରି ନେଇ ପାକିସ୍ତାନ ଖବରଦାତାଙ୍କ ପ୍ରଶ୍ନ, ଉତ୍ତର ଦେଇ ଚୁପ୍‌ କରାଇଲା ଆମେରିକା…

ଓ୍ବାଶିଂଟନ/ଇସଲାମାବାଦ,୨୪।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବିସି ଡକ୍ୟୁମେଣ୍ଟାରୀ ରିଲିଜ ହେବା ପରଠାରୁ ବିବାଦ ଦେଖାଦେଇଛି। ବର୍ତ୍ତମାନ ଆମେରିକା ମଧ୍ୟ ଏହାର ପ୍ରତିକ୍ରିୟା ଦେଇଛି। ଜଣେ ପାକିସ୍ତାନୀ ଖବରଦାତା ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ନେଡ ପ୍ରାଇସଙ୍କୁ ଏହି ବିଷୟରେ ପ୍ରଶ୍ନ କରିଥିଲେ, ସେତେବେଳେ ସେ ଗଣତନ୍ତ୍ର ବିଷୟରେ କହି ତାଙ୍କୁ ଚୁପ୍‌ କରାଇ ସେ ଉତ୍ତର ଦେଇଥିଲେ, ମୁଁ ବିବିସି ଡକ୍ୟୁମେଣ୍ଟାରୀର କାହାଣୀ ସହିତ ପରିଚିତ ନୁହେଁ। ତଥାପି, ଆମେରିକା ଏବଂ ଭାରତ ଭଳି ଦୁଇଟି ସମୃଦ୍ଧ ତଥା ଜୀବନ୍ତ ଗଣତାନ୍ତ୍ରିକ ରାଷ୍ଟ୍ରର ମୂଲ୍ୟବୋଧ ସହିତ ଭଲଭାବେ ପରିଚିତ।

ଏକ ଗଣମାଧ୍ୟମ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରାଇସ କହିଛନ୍ତି ଯେ ଏପରି ଅନେକ ଜିନିଷ ଅଛି ଯାହା ଭାରତ ସହିତ ଆମେରିକାର ବିଶ୍ୱସ୍ତରୀୟ ରଣନୀତିକ ଭାଗିଦାରୀକୁ ମଜବୁତ କରିଥାଏ, ଯେଉଁଥିରେ ରାଜନୈତିକ, ଅଥନୈତିକ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଗଭୀର ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

୩ କୋଟିରୁ ଅଧିକ ଗରିବ ଲୋକ ଦେବେନି ଭୋଟ !

ଓ୍ବାଶିଂଟନ, ୧୩।୮: ଆମେରିକାରେ ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏଠାରେ ଭୋଟର ସଂଖ୍ୟା ୮ କୋଟିରୁ ଅଧିକ ରହିଛନ୍ତି। ତେବେ ଚଳିତ ନିର୍ବାଚନରେ ୩...

ଇରାନରେ ଥମୁନି ହିଜାବ ବିବାଦ, ଏବେ ଓସ୍କାର ୱିନର ଅଭିନେତ୍ରୀ ଗିରଫ

ତେହେରାନ,୧୮ ।୧୨: ଇରାନର ଅଧିକାରୀମାନେ ଦେଶର ଜଣେ ଜଣାଶୁଣା ଅଭିନେତ୍ରୀଙ୍କୁ ରାଷ୍ଟ୍ରବ୍ୟାପି ବିରୋଧ ପ୍ରଦର୍ଶନକୁ ନେଇ ଭୁଲ ଖବର ଦେଉଥିବା ଅଭିଯୋଗରେ ଗିରଫ କରିଛନ୍ତି ।...

୨୦ ଘଣ୍ଟା ପାଣିରେ ବୁଡ଼ିଯିବା ପରେ ମଧ୍ୟ ଜୀବିତ ଅଛନ୍ତି ଯୁବକ, ଉଦ୍ଧାର କଲା କୋଷ୍ଟଗାର୍ଡ

ମେକ୍ସିକୋ,୨୬ା୧୧: ମେକ୍ସିକୋର ସୀମାନ୍ତ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମେକ୍ସିକୋର ଜଣେ ବ୍ୟକ୍ତି ଦୀର୍ଘ ଘଣ୍ଟା ଧରି ପାଣିରେ ବୁଡ଼ିଯିବା ପରେ ଜୀବିତ...

୬୨ ମିଟର ଦୂର ଚାଲିଲା ୫ ମହଲା କୋଠା: ସୁରକ୍ଷିତ ସ୍ଥାନକୁ ହେଲା ସ୍ଥାନାନ୍ତର

ବେଜିଂ,୧।୧୧: ଜୀବିତ ପ୍ରାଣୀ ଚାଲବୁଲ କରିଥାନ୍ତି। ତେବେ କୋଠା ଚାଲିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ମାତ୍ର ଏଭଳି ଘଟଣା ଚାଇନାର ସାଙ୍ଘାଇରେ ଘଟିଛି।...

ଗୋଟିଏ ଏଫ୍‌-୩୫ ଯୁଦ୍ଧ ବିମାନ ବଦଳରେ କିଣାଯାଇ ପାରିବ ୩୨୪୪ ଆଇସିୟୁ ଶଯ୍ୟା: ଭାରତର ପ୍ରତିରକ୍ଷା ଖର୍ଚ୍ଚ ୫.୪ ଲକ୍ଷ କୋଟି

ଷ୍ଟକ୍‌ହୋମ୍‌,୩୦।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ବହୁ ଦେଶରେ ସଂକ୍ରମିତଙ୍କୁ ଉପଯୁକ୍ତ ଚିକିତ୍ସା ମିଳିବା ସମ୍ଭବ ହୋଇପାରୁ ନାହିଁ।...

କୋଭିଡ୍‌ ପରିଚାଳନାରେ ବିଫଳତା ନେଲାଣି ୮ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପଦ

ନୂଆଦିଲ୍ଲୀ,୨।୬: କୋଭିଡ୍‌ ପରିଚାଳନା ତ୍ରୁଟି ପାଇଁ ଗତ ୫ ମାସ ମଧ୍ୟରେ ବିଭିନ୍ନ ଦେଶର ୮ ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ବ୍ରାଜିଲରେ କୋଭିଡ୍‌ ପରିଚାଳନାରେ ବିଫଳତାକୁ...

ବୋମା ବର୍ଷା ମଧ୍ୟରେ ଛାତ୍ରୀଛାତ୍ରଙ୍କୁ ଘରକୁ ଫେରାଇ ଆଣିବା କଷ୍ଟକର…

ବେଜିଂ,୧।୩ : ୟୁକ୍ରେନ୍‌ରେ ଚାଇନାର ୬ ହଜାରରୁ ଅଧିକ ଛାତ୍ରୀଛାତ୍ର ଅଟକି ରହିଛନ୍ତି। ଛାତ୍ରୀଛାତ୍ରଙ୍କୁ ସ୍ବଦେଶ ଫେରାଇ ଆଣିବା ନେଇ ଚାଇନାରେ ବିବାଦ ଆରମ୍ଭ ହୋଇଛି।...

ରୁଷିଆ କବ୍‌ଜାରେ ଖେର୍‌ସନ୍‌

କ୍ୱିଭ୍‌, ୧୬।୩: ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ମଙ୍ଗଳବାର ୨୦ ଦିନ ପୂରିଥିବାବେଳେ ଏହି ପୂର୍ବ ୟୁରୋପୀୟ ଦେଶର ବିଭିନ୍ନ ସହରରେ ମସ୍କୋ ପକ୍ଷରୁ ତୁହାକୁ...

Advertisement
Archives

Model This Week