ଡିଜିଟାଲ ଡୋର୍ ନମ୍ବର ବ୍ୟବସ୍ଥା କାର୍ଯ୍ୟକାରୀ ନେଇ ସର୍ଭେ ଆରମ୍ଭ
ସୋରଡ଼ା,୧୮ା୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡ଼ା ସହରରେ ବହୁ ପ୍ରତୀକ୍ଷିତ ଡିଜିଟାଲ ଡୋର୍ ନମ୍ବର (DDN) ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ସୋରଡ଼ା ଏନ୍ଏସି ଓ୍ବାର୍ଡ ଅନୁଯାୟୀ ସର୍ଭେ ଆରମ୍ଭ କରିଛି। ନୂତନ ସିଷ୍ଟମରେ, ପ୍ରତ୍ୟେକ ଘରକୁ ୧୪ ଅଙ୍କ ବିଶିଷ୍ଟ ଆଲଫାନୁମେରିକ…
ଦେଶରେ ୬୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୧୮।୧୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୫୬ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି। ନୂତନ ମାମଲା ଆସିବା…
ବିନିକା ବିଡିଓଙ୍କୁ ଲୋକାୟୁକ୍ତଙ୍କ ନୋଟିସ
ସୋନପୁର,୧୮।୧୧(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଚରଦା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ(ପିଏମ୍ଏଓ୍ବାଇ-ଜି)ରେ ଦୁର୍ନୀତି ହୋଇଥିବା ପ୍ରମାଣ ମିଳିଛି। ଫୁଲମୁଠି ଗ୍ରାମରେ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ଦୁର୍ନୀତି ହୋଇଥିବା କମିଟିର ତଦନ୍ତ ରିପୋର୍ଟରୁ ଜଣାପଡିଛି। ସମ୍ବଲପୁରରେ ରହୁଥିବା ସୁବର୍ଣ୍ଣପୁର…
‘ଭାରତ ଯୋଡୋ ଯାତ୍ରା’ରେ ଫୁଟିପାରେ ବୋମା: ମିଳିଲା ଧମକପୂର୍ଣ୍ଣ ଚିଠି
ଇନ୍ଦୋର,୧୮।୧୧: କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ଯାତ୍ରା’ରେ ବୋମା ଫୁଟିବା ଧମକ ମିଳିଛି। ଇନ୍ଦୋରରେ ଏହି ଧମକ ମିଳିବା ପରେ ପୋଲିସ ପ୍ରଶାସନରେ ସଜାଗ ହୋଇପଡିଛି। ଏହି ଧମକପୂର୍ଣ୍ଣ ଚିଠି ଇନ୍ଦୋର ପୋଲିସ ଷ୍ଟେଶନ ପରିସରରେ ଥିବା ଏକ…
ଦୁର୍ଗମ ଅଞ୍ଚଳର ସୁନୀଲ ବୌଦ୍ଧ ଜିଲା ପାଇଁ ଗୌରବ ଆଣିଲେ
ବାଉଁଶୁଣୀ,୧୮ା୧୧(ଡି.ଏନ.ଏ.): ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ହୋଇଥିବା ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ବୌଦ୍ଧ ଜିଲା ଶଗଡା ପଞ୍ଚାୟତ ଝଗଡୁଗାଡିଆ ଗ୍ରାମର ସୁନୀଲ କୁମାର ଚାନ୍ଦ ଉତ୍ତୀର୍ଣ୍ଣ ହୋଇଛନ୍ତି। ଭାରତର ବିଭିନ୍ନ ରାଜ୍ୟର ଛାତ୍ରୀଛାତ୍ରମାନେ ଏହି ପ୍ରବେଶିକା ପରୀକ୍ଷା ଦେଇଥିଲେ। ମାତ୍ର ଏହି…
ପ୍ରଶଂସକଙ୍କ ଉପହାର ଅମିତାଭ ଘରକୁ ଆଣିଲେ ଏମିତି ଥାଏ ସ୍ତ୍ରୀ ଜୟାଙ୍କ ପ୍ରତିକ୍ରିୟା
ମେଗାଷ୍ଟାର ଅମିତାଭ ବଚ୍ଚନ ଦଶନ୍ଧି ଧରି ବଲିଉଡ୍ରେ ରାଜ କରୁଛନ୍ତି। ସେ ‘ବାଗବାନ’, ‘କାଲା ପଥର୍’, ‘ଡନ’, ‘ଜଞ୍ଜିର’, ‘ଅଗ୍ନିପଥ’ ଭଳି ସୁପରହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି। ବିଗ ବିଙ୍କ ପ୍ରଶଂସକମାନେ ପ୍ରତିଦିନ ତାଙ୍କ ପାଇଁ ଉପହାର ପଠାନ୍ତି। ଉପହାରକୁ ଘରକୁ…
ବସୁଧା ଯୋଜନା ଫେଲ୍: ବାଲିଚୁଆଁ ଭରସା
ନୂଆପଡ଼ା ଅଫିସ,୧୮।୧୧: ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ବସୁଧା ଯୋଜନା ଫେଲ୍ ମାରିଛି। ବିଦ୍ୟୁତ୍ ବିଲ ପୈଠ ନ କରିବାରୁ ବିଭାଗ ବିଦ୍ୟୁତ୍ ସଂଯୋଗ କାଟି ଦେବାରୁ ଜଳ…
କୃଷକ ଭବନ ଜବରଦଖଲ ଅଭିଯୋଗ
ସମ୍ବଲପୁର,୧୮ା୧୧(ବ୍ୟୁରୋ): ସମ୍ବଲପୁର ମହାନଗର ନିଗମ ଦଣ୍ଡେଇପାଲି ଗ୍ରାମ ଛକ ରାସ୍ତା କଡ଼ରେ କୃଷକ ଭବନକୁ ସ୍ଥାନୀୟ ଜଣେ ଚାଷୀ ରାମ ସାଗର ସାହୁ ଜବରଦଖଲ କରିଥିବା ନେଇ ସ୍ଥାନୀୟ କେତେଜଣ ଯୁବକ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗକ୍ରମେ, ପ୍ରାୟ…
ପ୍ରଶାସନର ଔଷଧ ବିକଳରେ ତାଟିଆ କାମୁଡ଼ା
ଲେଫ୍ରିପଡ଼ା,୧୮।୧୧(ଡ଼ି.ଏନ.ଏ. ): ଲେଫ୍ରିପଡ଼ା ବ୍ଲକର ବାଢୁନଝରିଆରେ ଏମ୍ଜିଏନ୍ଆର୍ଇଜିଏସ୍ ଦୁର୍ନୀତି ଘଟଣାରେ ବ୍ଲକ ପ୍ରଶାସନ ଔଷଧ ବିକଳରେ ତାଟିଆ କାମୁଡା ନୀତି ଅଲମ୍ବନ କରୁଥିବା ଅଭିଯୋଗ ହେଉଛି। ବାଢୁନଝରିଆ ମୁଖ୍ୟ କେନାଲଠାରୁ ମାଝୀ କୁଦର ରାସ୍ତାର ଉନ୍ନତିକରଣ ସହ ଗାର୍ଡୱାଲ ଏବଂ ସିଡ଼ି…
ଇତିହାସ ରଚିଲା ଭାରତ: ଦେଶର ପ୍ରଥମ ପ୍ରାଇଭେଟ୍ ରକେଟ୍ ବିକ୍ରମ-ଏସ୍ର ସଫଳ ଉଦ୍କ୍ଷେପଣ
ହାଇଦ୍ରାବାଦ,୧୮।୧୧: ଦେଶର ପ୍ରଥମ ପ୍ରାଇଭେଟ୍ ରକେଟ ବିକ୍ରମ-ଏସ ଶୁକ୍ରବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରୁ ଉତକ୍ଷେପଣ କରାଯାଇଛି। ସ୍ପେସ ଷ୍ଟାର୍ଟଅପ ସ୍କାଇରୁଟ୍ ଏରୋସ୍ପେସ ଦ୍ୱାରା ବିକଶିତ ଏହି ରକେଟକୁ ଭାରତୀୟ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ପକ୍ଷରୁ ସକାଳ ୧୧.୩୦ ଉତକ୍ଷେପଣ କରାଯାଇଥିଲା। ଏହାପୂର୍ବରୁ…
ଅନ୍ୟ ଆକାଉଣ୍ଟରେ ଜମା ହୋଇଛି ହିତାଧିକାରୀଙ୍କ ଆବାସ ଟଙ୍କା
ନବରଙ୍ଗପୁର,୧୮।୧୧(ବି.ପ୍ର.): ନବରଙ୍ଗପୁର ପୌରାଞ୍ଚଳରେ ଧନୀକ ଶ୍ରେଣୀର ଲୋକଙ୍କୁ ମିଳୁଛି ଆବାସ। ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ଟଙ୍କା ପାଇବାବେଳେ ପ୍ରଥମ କିସ୍ତି ଅନ୍ୟ ଆକାଉଣ୍ଟକୁ ଚାଲି ଯାଉଛି। ଦୋଷ କାହାର ସେ ନେଇ ଖୋଜା ଚାଲିଛି। ହିତାଧିକାରୀ ଘର ଖଣ୍ଡେ ପାଇଁ…
ପୁଣି ବିଫଳ ହେଲା ବ୍ଲାଷ୍ଟିଂ
ଢେଙ୍କାନାଳ ଅଫିସ,୧୮।୧୧: ଫେଲ୍ ମାରିଛି ରାଜସ୍ଥାନର ଏକ୍ସିକ୍ୟୁଡ୍ ଏକ୍ସପ୍ଲୋସିଭ ପ୍ରାଇଭେଟ୍ ଲିମିଟେଡ୍ର ସମସ୍ତ ଉଦ୍ୟମ। ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ଏବଂ ୭୫୦ କେ.ଜି. ବିସ୍ଫୋରକ ବ୍ୟବହାର ସତ୍ତ୍ୱେ ଭୁଶୁଡ଼ିଲା ନାହିଁ ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କୁସୁପଙ୍ଗା ପଞ୍ଚାୟତ କୁରୁଣ୍ଟିସ୍ଥିତ ଲାନ୍କୋ…
Archives


