Home

ଅଡୁଆରେ ସାମୁଏଲ୍‌ ଇଟୋ

ଦୋହା, ୭।୧୨(ଏପି): କାମେରୁନ୍‌ ଫୁଟ୍‌ବଲ ମହାସଂଘ ସଭାପତି ତଥା ପୂର୍ବତନ ଷ୍ଟାର ଖେଳାଳି ସାମୁଏଲ ଇଟୋ ଅଡୁଆରେ ପଡ଼ିଯାଇଛନ୍ତି। ସୋମବାର ରାତିରେ ଦକ୍ଷିଣ କୋରିଆ ବିପକ୍ଷରେ ବ୍ରାଜିଲର ୪-୧ ଗୋଲ ବିଜୟ ମ୍ୟାଚ ପରେ ଷ୍ଟାଡିୟମ ୯୭୪ ବାହାରେ ପ୍ରଶଂସକଙ୍କ ସହ…

ନାଇଟ୍‌ ଅଫ୍‌ ଦି ବ୍ରାଜିଲ ଶୋ’

ଜର୍ଗିନୋ: ଚମତ୍କାର ପ୍ରଦର୍ଶନ। ସାରା ବିଶ୍ୱ ବ୍ରାଜିଲ ଫୁଟବଲ ମ୍ୟାଜିକ୍‌ର ଝଲକ ଦେଖିଲା। ମାତ୍ର ଅଧଘଣ୍ଟାରେ ଟିଟେଙ୍କ ଟିମ୍‌ ମ୍ୟାଚକୁ ନିଜ ସପକ୍ଷକୁ ନେଇ ଯାଇଥିଲା। ଦକ୍ଷିଣ କୋରିଆର ଦୁର୍ବଳ ରଣନୀତି ବ୍ରାଜିଲକୁ ସହଜ ବିଜୟ ଦେଲା। ଏହା ଏକ ବ୍ରାଜିଲ…

ରାମୋସଙ୍କ ହ୍ୟାଟ୍ରିକ୍‌: କ୍ୱାର୍ଟରରେ ପର୍ତ୍ତୁଗାଲ

ଦୋହା,୭।୧୨: ଫରଓ୍ବାର୍ଡ ଗୋନ୍ସାଲୋ ରାମୋସଙ୍କ ହ୍ୟାଟ୍ରିକ୍‌ ବଳରେ ଆତ୍ମବିଶ୍ୱାସ ଭରା ବିଜୟ ସହିତ କ୍ୱାର୍ଟରରେ ପ୍ରବେଶ କରିଛି ପର୍ତ୍ତୁଗାଲ। ଲୁସେଲ ଷ୍ଟାଡିୟମରେ ମଙ୍ଗଳବାର ଖେଳା ଯାଇଥିବା ରାଉଣ୍ଡ ଅଫ୍‌ ୧୬ର ଅନ୍ତିମ ମ୍ୟାଚରେ ରାମୋସ ଚଳିତ ବିଶ୍ୱକପର ପ୍ରଥମ ହ୍ୟାଟ୍ରିକ ଅର୍ଜନ…

ସ୍ପେନ୍‌କୁ ବିଦାକଲା ମରକ୍କୋ

ଅଲ୍‌ ରାୟାନ (କାତାର), ୭।୧୨: ଚଳିତ ଫିଫା ବିଶ୍ୱକପରେ ସବୁଠାରୁ ବଡ଼ ବିସ୍ମୟ ସୃଷ୍ଟି କରିଛି ମରକ୍କୋ। ୨୦୧୦ର ଚାମ୍ପିୟନ ସ୍ପେନ୍‌କୁ ପେନାଲ୍ଟି ଶୁଟ୍‌ ଆଉଟ୍‌ ୩-୦ ଗୋଲରେ ହରାଇ ଇତିହାସ ସୃଷ୍ଟି କରିଛି। ପ୍ରଥମଥରପାଇଁ ଫୁଟବଲ ବିଶ୍ୱକପର କ୍ୱାର୍ଟର ଫାଇନାଲରେ…

ଫିଫା ଟ୍ରଫି ଉନ୍ମୋଚନ କରିବେ ଦୀପିକା

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ୧୫ ବର୍ଷ ମଧ୍ୟରେ ଅନେକ ବ୍ଲକବଷ୍ଟର ମୁଭି ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଚଳିତବର୍ଷ ଅଭିନେତ୍ରୀ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜୁରୀ ସଦସ୍ୟ ଭାବେ ଭାରତର ପ୍ରତିନିଧିତ୍ୱ କରୁଥିଲେ। ଏସବୁ ନେଇ ଲାଇମଲାଇଟ୍‌ରେ ଥିବା…

ଦେଶ ସୁରକ୍ଷା କରୁଥିବା ଯବାନଙ୍କ ପରିବାର ଦାୟିତ୍ୱ ସାଧାରଣ ଜନତାଙ୍କର

ଆର୍ମଡ୍‌ ଫୋର୍ସ ଫ୍ଲାଗ୍‌ ଡେ ଭାରତର ସଶସ୍ତ୍ର ବାହିନୀର ସୈନିକମାନଙ୍କୁ ସମ୍ମାନିତ କରିବା ପାଇଁ ଉତ୍ସର୍ଗୀକୃତ ଦିନଟିଏ। ୧୯୪୯ରୁ ଡିସେମ୍ବର ୭ ରେ ଏହା ପ୍ରତିବର୍ଷ ଭାରତରେ ପାଳନ କରାଯାଉଛି। ଭାରତ ସ୍ବାଧୀନତା ହାସଲ କରିବା ପରେ ତୁରନ୍ତ ଏହାର ପ୍ରତିରକ୍ଷା…

୮୫ ବର୍ଷ ପରେ ମିଳିଲା ଟାସ୍‌ମାନିଆ ବାଘ ଅବଶେଷ

କାନବେରା: ଅଷ୍ଟ୍ରେଲିଆର ଏକ ସଂଗ୍ରହାଳୟରୁ ଟାସ୍‌ମାନିଆର ଶେଷ ବାଘ ଥାଇଲାସିନର ଅବଶେଷ ମିଳିଛି। ଦୀର୍ଘ ୮୫ ବର୍ଷ ପରେ ଏହା ମିଳିଥିବା ଟାସ୍‌ମାନିଆ ମ୍ୟୁଜିୟମ୍‌ ଆଣ୍ଡ୍‌ ଆର୍ଟ ଗ୍ୟାଲେରି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ୧୯୩୬ରେ ଥାଇଲାସିନର ମୃତ୍ୟୁ ଘଟିଥିଲା।

‘ଏସ୍‌ଏଚ୍‌ଜିଙ୍କୁ ଆର୍ଥିକ ସହାୟତା ପ୍ରଦାନ’

ଭୁବନେଶ୍ୱର,୭।୧୨: ଇଣ୍ଡିଆନ୍‌ ବ୍ୟାଙ୍କ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଚନ୍ଦ୍ରଶେଖରପୁର ସ୍ଥିତ ରେଳ ଅଡିଟୋରିୟମଠାରେ ଏକ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ଆଉଟ୍‌ରିଚ୍‌ ଶିବିରର ଆୟୋଜନ କରାଯାଇଥିଲା। ଉକ୍ତ ଶିବିରରେ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶାନ୍ତିଲାଲ ଜୈନ, ରାଜ୍ୟ…

ଭାରତର ଧାର୍ମିକ ସ୍ବତନ୍ତ୍ରତା ପାଇଁ ସମର୍ଥନ ଜାରି ରହିବ: ଆମେରିକା…

ଓ୍ବାଶିଂଟନ,୭।୧୨ : ଧାର୍ମିକ ସ୍ବାଧୀନତା ପାଇଁ ଆମେରିକା ଭାରତକୁ ପ୍ରଶଂସା କରିଥିଲା। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି ଯେ ବିଶ୍ୱର ସବୁଠୁ ବଡ ଗଣତନ୍ତ୍ର ହେଉଛି ଭାରତ। ଏହା ବିଭିନ୍ନ ବିଶ୍ୱାସର ବିବିଧତା ଅଟେ। ସମସ୍ତଙ୍କ ପାଇଁ…

‘ଦ୍ୱିପାକ୍ଷିକ ବାଣିଜ୍ୟ କ୍ଷେତ୍ରରେ ନୂଆ ଆହ୍ବାନକୁ ଗୁରୁତ୍ୱ’

ଭୁବନେଶ୍ୱର,୭।୧୨: ସୀମାଶୁଳ୍କ ଆୟୋଗ ଭୁବନେଶ୍ୱର ପକ୍ଷରୁ କଷ୍ଟମ୍‌ସ ଆକ୍ଟ ବା ସୀମାଶୁଳ୍କ ଅଧିନିୟମ-୧୯୬୨ର ୬୦ତମ ବାର୍ଷିକ ଉତ୍ସବ ସୋମବାର ସ୍ଥାନୀୟ ଚନ୍ଦ୍ରଶେଖରପୁରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସେସ୍‌ ଅଡିଟୋରିୟମରେ ପାଳିତ ହୋଇଯାଇଛି। ଏହି ଅବସରରେ ପୂର୍ବତଟ ରେଳପଥର ଜିଏମ ରୂପ୍‌ ନାରାୟଣ…

‘ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆମର ପାରଦର୍ଶିତାକୁ ସ୍ବୀକୃତି’

ଭୁବନେଶ୍ୱର,୭।୧୨: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ କେୟାର ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ ଭୁବନେଶ୍ୱରକୁ ନିକଟରେ ଆଉ ୨ଟି ଜାତୀୟସ୍ତରର ସମ୍ମାନ ଓ ସଫଳତା ମିଳିଛି। ଏପରିକି ଦୀର୍ଘଦିନ ଧରି ଓଡ଼ିଶାବାସୀଙ୍କୁ ସୁଲଭ ମୂଲ୍ୟରେ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇଦେଇ ଆସୁଛି। ସେହିଭଳି ଉନ୍ନତମାନର…

ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ: ଆମେରିକା ଉସୁକାଉଥିବା ଅଭିଯୋଗ…

ମସ୍କୋ/ଓ୍ବାଶିଂଟନ,୭।୧୨ : ୟୁକ୍ରେନ କ୍ରମାଗତ ଦ୍ୱିତୀୟ ଥର ପାଇଁ ରୁଷିଆରେ ପ୍ରବେଶ କରି ଏହାର ଅନ୍ୟ ଏକ ବାୟୁସେନା ବେସକୁ ଧ୍ୱଂସ କରିଛି। ଡ୍ରୋନ ଆକ୍ରମଣରେ ବାୟୁସେନା ବେସରୁ ଧୂଆଁ ଏବଂ ନିଆଁର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ନିଜ ଉପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri