Home

୩୩ ସପ୍ତାହରେ ଗର୍ଭପାତକୁ ହାଇକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ,୭।୧୨(ପି.ଟି.): ଭ୍ରୂଣର ମସ୍ତିଷ୍କରେ ଅସ୍ବାଭାବିକତା ଥିବାରୁ ଜଣେ ୨୬ ବର୍ଷୀୟା ମହିଳା ଗର୍ଭପାତ କରିବା ଲାଗି ଦିଲ୍ଲୀ ହାଇକୋର୍ଟଙ୍କ ଅନୁମତି ଲୋଡ଼ିଥିଲେ। ଭ୍ରୂଣରେ ସମସ୍ୟା ଯୋଗୁ ତାଙ୍କର ମାନସିକ ଏବଂ ସାମାଜିକ ସ୍ବାସ୍ଥ୍ୟ ତଥା ଶିଶୁର ସ୍ବାସ୍ଥ୍ୟକୁ ଚିନ୍ତା କରି ସେ…

ଓ୍ବାଇଏସ୍‌ଆର୍‌ସି ନେତାଙ୍କୁ ଛୁରିଭୁସି ହତ୍ୟା

ଶ୍ରୀକାକୁଲମ,୭।୧୨: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ନିକଟରେ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟିର ଜଣେ ନେତାଙ୍କୁ ମଙ୍ଗଳବାର ହତ୍ୟା କରାଯାଇଛି। ବରତମ ରାମଶେଶୁ(୫୨) ଗାରା ଏମ୍‌ପିପିର ଉପସଭାପତି ଏବଂ ଶ୍ରୀକାକୁଲମ ଗ୍ରାମର ପୂର୍ବତନ ସରପଞ୍ଚ। ବିଭିନ୍ନ ବ୍ୟବସାୟ ସହ ସେ ସମ୍ପୃକ୍ତ ଥିଲେ। ସେ ପ୍ରାତଃ…

ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପରଲୋକ

ଅହମ୍ମଦାବାଦ,୭।୧୨: ଅର୍ଥନୀତିଜ୍ଞ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯୋଗିନ୍ଦର କେ. ଅଲାଘ ମଙ୍ଗଳବାର ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ୮୩ ବର୍ଷୀୟ ଯୋଗିନ୍ଦର ବାର୍ଦ୍ଧକ୍ୟ କାରଣରୁ ବହୁବିଧ ରୋଗରେ ପୀଡ଼ିତ ଥିଲେ। କିଛିଦିନ ପୂର୍ବେ ସର୍ଦ୍ଦାର ପଟେଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇକୋନୋମିକ୍‌ ଆଣ୍ଡ୍‌ ସୋସିଆଲ…

ବରଣମାଳା ପିନ୍ଧାଇଲା ବେଳେ କନ୍ୟାଙ୍କ ମୃତ୍ୟୁ

ଲକ୍ଷ୍ନୌ,୭।୧୨: ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ଶିବାଙ୍ଗୀ ନାମ୍ନୀ ଜଣେ ଯୁବତୀଙ୍କର ବିବାହ ମଣ୍ଡପରେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ବାହାଘର ଦିନ ବିବାହ ମଣ୍ଡପରେ ବର, କନ୍ୟା ପରସ୍ପରକୁ ବରଣମାଳା ପିନ୍ଧାଉଥିବାବେଳେ ଶିବାଙ୍ଗୀ ହଠାତ୍‌ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ଘରଲୋକେ ତାଙ୍କୁ…

ଭାରତ ମହାସାଗରରେ ଚାଇନା ଗୁପ୍ତଚର ଜାହାଜ

ନୂଆଦିଲ୍ଲୀ, ୭।୧୨: ଭାରତ ବଙ୍ଗୋପସାଗରରେ ଦୀର୍ଘ ଦୂରଗାମୀ ବାଲିଷ୍ଟିକ୍‌ ମିଶାଇଲ୍‌ ପରୀକ୍ଷା କରିବାକୁ ଥିବାବେଳେ ଏହା ପୂର୍ବରୁ ବିଭିନ୍ନ ଟ୍ରାକିଂ ଏବଂ ପର୍ଯ୍ୟବେକ୍ଷଣ ଉପକରଣ ସଂଯୋଗ ହୋଇଥିବା ଚାଇନାର ଗୁପ୍ତଚର ଜାହାଜ ୟୁଆନ୍‌ ଓ୍ବାଙ୍ଗ୍‌-୫ ଭାରତ ମହାସାଗର ଅଞ୍ଚଳରେ ପ୍ରବେଶ କରିଛି।…

ବିସ୍ଫୋରଣରେ ୭ ମୃତ

କାବୁଲ,୭।୧୨: ଆଫଗାନିସ୍ତାନର ମଜାର-ଇ-ଶରିଫରେ ମଙ୍ଗଳବାର ବିସ୍ଫୋରଣରେ ୭ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ସ୍ଥାନୀୟ ପେଟ୍ରୋଲିୟମ୍‌ କମ୍ପାନୀ କର୍ମଚାରୀ ହୋଇଥିବା ଜଣାପଡ଼ିଛି। ମଜାର-ଇ-ଶରିଫଠାରେ ଥିବା ନୀଳ ମସ୍‌ଜିଦ୍‌ ନିକଟରେ ସକାଳ ପ୍ରାୟ ୭ଟାବେଳେ ଏହି ଅଘଟଣ ଘଟିଥିବା ସ୍ଥାନୀୟ ପୋଲିସ କହିଛି। ରାସ୍ତାକଡ଼ରେ…

ଆଜି ଭାରତ-ବାଂଲାଦେଶ ଦ୍ୱିତୀୟ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଢାକା,୭।୧୨: ଭାରତ ଏବଂ ବାଂଲାଦେଶ ୩ ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ଦିନିକିଆରେ ବୁଧବାର ଖେଳାଯିବ ପ୍ରଥମ ମ୍ୟାଚ୍‌ ପରାଜୟ ପରେ ରୋହିତ ଶର୍ମା ନେତୃତ୍ୱାଧୀନ ଭାରତୀୟ ଦଳ ଏହି ମ୍ୟାଚରେ ବିଜୟ ହାସଲ କରିବାକୁ ଚେଷ୍ଟା କରିବ। ସିରିଜର ଦ୍ୱିତୀୟ…

ସଂସଦର ଶୀତକାଳୀନ ଅଧିବେଶନ: ଶାସକ-ବିରୋଧୀ ପ୍ରସ୍ତୁତ…

ନୂଆଦିଲ୍ଲୀ,୬।୧୨ : ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୭, ବୁଧବାର ଠାରୁ ଆରମ୍ଭ ହେଉଛି । ଦିଲ୍ଲୀର  ମ୍ୟୁନିସିପାଲିଟି କର୍ପୋରେଶନ ନିର୍ବାଚନର ଫଳାଫଳ ମଧ୍ୟ ଏହି ଦିନ ଆସିବ। ଡିସେମ୍ବର ୮ରେ ହିମାଚଳ ଏବଂ ଗୁଜରାଟ ବିଧାନସଭା ନିର୍ବାଚନର ଫଳାଫଳ ମଧ୍ୟ…

କେହି ଖାଲି ପେଟରେ ନ ଶୁଅନ୍ତୁ: କେନ୍ଦ୍ର ସରକାରଙ୍କୁ କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୬।୧୨ : କରୋନା ମହାମାରୀ ପରେ ଲୋକଙ୍କ ରୋଜଗାର ଏବଂ ଖାଇବା ପିଇବାକୁ ନେଇ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ଏକ ଆବେଦନ ଉପରେ ବିଚାର କରି ମଙ୍ଗଳବାର ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ, କେହି ଖାଲି ପେଟରେ ନ…

ସାବରିମାଲାରେ ହେଲିକପ୍ଟର ସେବା ବନ୍ଦ: ଭିଆଇପି ସେବା ବନ୍ଦ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ…

ଥିରୁଭାନନ୍ତପୁରମ୍‌,୬।୧୨ : କେରଳ ହାଇକୋର୍ଟ ସାବରିମାଲା ମନ୍ଦିରରେ ହେଲିକପ୍ଟର ସେବା ବନ୍ଦ ଲାଭତ ନିର୍ଦ୍ଦୋ ଜାରି କରିଛନ୍ତି। କୌଣସି ଭିଆଇପି ସେବା ଉପଲବ୍ଧ ନକରାଇବାକୁ କୋର୍ଟ ବିଚାରପତି ଅନୀଲ କେ ନରେନ୍ଦ୍ରନ ଏବଂ ପିଜି ଅଜିତ କୁମାରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ…

ବିଭିନ୍ନ ଦେଶରେ ଚାଇନାର ୧୦୦ରୁ ଅଧିକ ପୋଲିସ ଷ୍ଟେଶନ…

ବେଜିଂ,୬।୧୨ : ଚାଇନାର ନୂଆ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ଯେଉଁଥିପାଇଁ ସାରା ବିଶ୍ୱରେ ଉତ୍ତେଜନା ସୃଷ୍ଟି ହୋଇଛି। ବାସ୍ତବରେ ଚାଇନା ଅନେକ ଦେଶରେ ୧୦୦ ରୁ ଅଧିକ ପୋଲିସ ଷ୍ଟେଶନ ଖୋଲିଛି ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି। କିନ୍ତୁ ଚାଇନାର ଏହି…

ରାଷ୍ଟ୍ରପତିଙ୍କୁ ଭେଟିଲେ ମିଲିଣ୍ଡା ଗେଟ୍ସ …

ନୂଆଦିଲ୍ଲୀ,୬।୧୨ : ବିଲ ଆଣ୍ଡ ମିଲିଣ୍ଡା ଗେଟ୍ସ ଫାଉଣ୍ଡେଶନର ଉପାଧ୍ୟକ୍ଷା ମିଲିଣ୍ଡା ଫ୍ରେଞ୍ଚ ଗେଟ୍ସ ମଙ୍ଗଳବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ମିଲିଣ୍ଡାଙ୍କୁ ସ୍ବାଗତ କରି ରାଷ୍ଟ୍ରପତି ଗତ ଦୁଇ ଦଶନ୍ଧି ମଧ୍ୟରେ ବିଲ ଆଣ୍ଡ ମିଲିଣ୍ଡା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri