ନିଶାଦ୍ରବ୍ୟ ସମ୍ପର୍କିତ ବିଜ୍ଞାପନକୁ ଅତିରଞ୍ଜିତ ନ କରିବାକୁ ଏଫ୍ଏମ୍କୁ ନିର୍ଦ୍ଦେଶ
ନୂଆଦିଲ୍ଲୀ,୧।୧୨: ଏଫ୍ଏମ୍ ଚ୍ୟାନେଲଗୁଡ଼ିକରେ ପ୍ରସାରିତ ମଦ, ଡ୍ରଗ୍ସ ଏବଂ ଗନ୍ କଲଚର ସମ୍ପର୍କୀତ ବିଜ୍ଞାପନକୁ ଅତିରଞ୍ଜିତ ନ କରିବାକୁ ଗୁରୁବାର କେନ୍ଦ୍ରୀୟ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରେଡିଓ ଚ୍ୟାନେଲକୁ ନିର୍ଦ୍ଦେଶ ଦେଇଛନ୍ତି। ବିଜ୍ଞାପନ ପ୍ରସାରଣ କରିବା ପୂର୍ବରୁ ଗ୍ରାଣ୍ଟ…
ଥରିଲା ନାସିକ
ମୁମ୍ବାଇ,୧।୧୨: ମହାରାଷ୍ଟ୍ରର ନାସିକରେ ଗୁରୁବାର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୩ ରେକର୍ଡ କରାଯାଇଛି। ମୁମ୍ବାଇର ଆଖପାଖ ଅଞ୍ଚଳରେ ମଧ୍ୟ ଏହି ମୃଦୁ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଏତଦ୍ ବ୍ୟତୀତ ଗୁଜୁରାଟ ସୀମା ସ୍ଥିତ…
ହନୁମାନ ଚାଳିଶା ବିବାଦ ମାମଲାରେ ନବନୀତଙ୍କୁ ଝଟ୍କା: ଓ୍ବାରେଣ୍ଟ ଜାରି
ମୁମ୍ବାଇ,୧।୧୨: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ବାହାରେ ହନୁମାନ ଚାଳିଶା ପଢ଼ିବା ବିବାଦ ମାମଲାରେ ସେଶନ କୋର୍ଟ ଗୁରୁବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏମ୍ପି ନବନୀତ ଏବଂ ତାଙ୍କ ସ୍ବାମୀ ବିଧାୟକ ରବି ରାଣାଙ୍କ ବିରୋଧରେ କୋର୍ଟ…
ରାହୁଲଙ୍କୁ ଗୋଲାପ ଦେଲେ ସ୍ବରା
ନୂଆଦିଲ୍ଲୀ,୧।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରା ଗୁରୁବାର ଉଜୈନରେ ପହଞ୍ଚିଛି। କଂଗ୍ରେସ ଏହି ଯାତ୍ରାରେ ସାମିଲ ହେବା ପାଇଁ ବଲିଉଡ୍ ଅଭିନେତ୍ରୀ ସ୍ବରା ଭାସ୍କର ମଧ୍ୟ ଉଜୈନରେ ପହଞ୍ଚିଥିଲେ। ଏହାପରେ ସେ ରାହୁଲ ଗାନ୍ଧୀଙ୍କ ସହ ଯାତ୍ରାରେ…
ଆସିଲା ଶେଷ ମତଦାନ ରିପୋର୍ଟ: ୮୯ ଆସନରେ ୬୦ ପତିଶତ ଭୋଟିଂ, ଆଗରେ ନର୍ମଦା-ପଛରେ ପୋରବନ୍ଦର
ଅହମ୍ମଦାବାଦ,୧।୧୨: ଗୁଜୁରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇଛି। ଗୁରୁବାର ଗୁଜୁରାଟ ବିଧାନସଭାର ମୋଟ ୧୮୨ଟି ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୮୯ଟି ଆସନ ପାଇଁ ଭୋଟ ଗ୍ରହଣ କରାଯାଇଥିଲା। ଏବେ ଏହାର ଅନ୍ତିମ ମତଦାନ ରିପୋର୍ଟ…
ଶେଷ ହେଲା ପ୍ରଥମ ପର୍ଯ୍ୟାୟ ମତଦାନ: ୫ଟା ଯାଏ ୫୯ ପ୍ରତିଶତ ଭୋଟିଂ, ତାପିରେ ସର୍ବାଧିକ
ଅହମ୍ମଦାବାଦ,୧।୧୨: ଗୁଜୁରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇଛି। ଭୋଟ ଦେବାର ସମୟ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରହିଥିଲା। ଗୁରୁବାର ଗୁଜୁରାଟ ବିଧାନସଭାର ମୋଟ ୧୮୨ଟି ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୮୯ଟି ଆସନ ପାଇଁ ଭୋଟ…
ଅହମ୍ମଦାବାଦରେ ୫୪କି.ମି. ଯାଏ ମୋଦିଙ୍କ ମେଗା ରୋଡ ଶୋ’: ୧୪ ବିଧାନସଭାକୁ କରିବ କଭର୍
ଅହମ୍ମଦାବାଦ,୧।୧୨: ଗୁଜରାଟରେ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଗୁରୁବାର ଶେଷ ହୋଇଛି। ଅନ୍ୟପଟେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହମ୍ମଦାବାଦରେ ଏକ ମେଗା ରୋଡ ଶୋ’ କରିଛନ୍ତି। ମୋଦିଙ୍କ ଏହି ୫୪ କିଲୋମିଟର ଲମ୍ବା ରୋଡ…
ପଲିଗ୍ରାଫ୍ ପରେ ନାର୍କୋ ଟେଷ୍ଟରେ ମଧ୍ୟ ନିଜ ଅପରାଧ ସ୍ବୀକାର କଲେ ଆଫ୍ତାବ
ନୂଆଦିଲ୍ଲୀ,୧।୧୨: ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଆଫ୍ତାବ ଅମିନ ପୁନାୱାଲାଙ୍କ ନାର୍କୋ ଟେଷ୍ଟ ଗୁରୁବାର ଦିଲ୍ଲୀର ରୋହିଣୀ ସ୍ଥିତ ଡା.ଭୀମାରାଓ ଆମ୍ବେଦକର ହସ୍ପିଟାଲରେ ହୋଇଛି। ଆଫ୍ତାବଙ୍କ ନାର୍କୋ ଟେଷ୍ଟ ୧ଘଣ୍ଟା ୫୦ମିନିଟ ଧରି ଚାଲିଥିଲା। ଟେଷ୍ଟ ପରେ ଅଭିଯୁକ୍ତ ଆଫ୍ତାବଙ୍କୁ ଡାକ୍ତରଙ୍କ…
‘ପ୍ରାଇସ୍ କ୍ୟାପ’କୁ ନେଇ ପୁଟିନ୍ ସରକାରଙ୍କ ବଡ଼ ବୟାନ: ଏହି ଦେଶକୁ ବିକ୍ରି କରିବ ନାହିଁ ତେଲ
ମସ୍କୋ,୧।୧୨: ୟୁକ୍ରେନ ସହିତ ଯୁଦ୍ଧ ଲଢ଼ୁଥିବା ରୁଷିଆର ତୈଳ ଉପରେ ‘ପ୍ରାଇସ୍ କ୍ୟାପ’ ଲାଗୁ କରିବା ମାମଲାରେ ମସ୍କୋ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ରୁଷିଆର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ‘ପ୍ରାଇସ୍ କ୍ୟାପ’…
ଗୁଜରାଟ ନିର୍ବାଚନ: ଦ୍ୱିପ୍ରହର ୩ଟା ଯାଏ ୪୯% ଭୋଟିଂ, ତାପିରେ ରେକର୍ଡ ଭାଙ୍ଗିଲା ମତଦାନ
ଅହମ୍ମଦାବାଦ,୧।୧୨: ଗୁଜରାଟରେ ୮୯ଟି ଆସନ ପାଇଁ ଗୁରୁବାର ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି। ମତଦାନ ଶେଷ ହେବାକୁ ଆଉ କିଛି ସମୟ ବାକି ରହିଛି। ତେବେ ଦ୍ୱିପ୍ରହରେ ୩ଟା ଯାଏ ଗୁଜରାଟରେ ୪୯ପ୍ରତିଶତ ଭୋଟିଂ ହୋଇଥିବା ଜଣାପଡ଼ିଛି। ସର୍ବାଧିକ ମତଦାନ…
ଆଫଗାନିସ୍ତାନ ଲୋକଙ୍କୁ ରୋଜଗାର ଯୋଗାଇବ ଭାରତ
କାବୁଲ,୧ା୧୨: ଆଫଗାନିସ୍ତାନର ଲୋକଙ୍କୁ ସାହାଯ୍ୟ କରିବାକୁ ଭାରତ ପୁଣି ଥରେ ଆଗଭର ହୋଇଛି। ତାଲିବାନ ସରକାର କହିଛନ୍ତି, ଯୁଦ୍ଧ ଦ୍ୱାରା ପ୍ରଭାବିତ ଦେଶର ଅନେକ ପ୍ରଦେଶରେ ଅତି କମ୍ରେ ୨୦ଟି ଅଟକି ରହିଥିବା ପ୍ରକଳ୍ପ ଉପରେ ଭାରତ କାର୍ଯ୍ୟ ଆରମ୍ଭ କରିବ।…
ମମିତା ମେହେର ହତ୍ୟା ମାମଲା: ମହାଲିଙ୍ଗ କଲେଜ ଅଧ୍ୟକ୍ଷ, ଶିକ୍ଷକ ଗିରଫ
ଭବାନୀପାଟଣା/ବଳାଙ୍ଗୀର ଅଫିସ, ୧।୧୨(ସ୍ବ.ପ୍ର): ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ପୋଲିସ ବୁଧବାର ରାତିରେ ୨ ଜଣକୁ ଉଠାଇ ନେଇଥିଲା। ଗୁରୁବାର କଣ୍ଟାବାଞ୍ଜି ଥାନା ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି।…
Archives


