Home

ବଙ୍ଗୋପ ସାଗରରେ ଭୂକମ୍ପ…

ନୂଆଦିଲ୍ଲୀ,୫।୧୨ : ସୋମବାର ସକାଳେ ବଙ୍ଗୋପସାଗରରେ ଭୂକମ୍ପ ଅନୁଭୁତ ହୋଇଥିଲା। ଏହି ଭୂକମ୍ପ ବିଷୟରେ ସୂଚନା ଦେଇ ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ ସକାଳ ୮ଟା ୩୨ରେ ଏହି ଭୂକମ୍ପ ଘଟିଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୧…

ଆଜି କୋର୍ଟରେ ହାଜର ହେବେ ଅର୍ଚ୍ଚନା

ଭୁବନେଶ୍ୱର, ୫ା୧୨ (ବ୍ୟୁରୋ): ବହୁଚର୍ଚ୍ଚିତ ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗଙ୍କ ବେଆଇନ ଆର୍ଥିକ କାରବାର ଦିଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଖୋଳତାଡ ଜାରି ରଖିବା ସହ ଜଣକ ପରେ ଜଣେ ବ୍ୟକ୍ତିଙ୍କୁ ଜେରା କରି ତଥ୍ୟ ହାସଲ କରୁଛି। ଏକାଧିକଙ୍କୁ ବାରମ୍ବାର ଜେରା…

ଦୁବାଇରେ ଛୁଟି କାଟୁଛନ୍ତି ଦେଶୀ ଗର୍ଲ

ମୁମ୍ବାଇ: ନିକଟରେ ବଲିଉଡ୍‌ର ଦେଶୀ ଗର୍ଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସାଉଦି ଆରବରେ ଆୟୋଜିତ ହୋଇଥିବା ‘ରେଡ୍‌ ସି ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ’ରେ ଅଂଶଗ୍ରହଣ କରିଥିଲେ। ପ୍ରିୟଙ୍କାଙ୍କ ବ୍ୟତୀତ ଅଭିନେତା ଅକ୍ଷୟ କୁମାର ଏବଂ ଶାହରୁଖ ଖାନ୍‌ ମଧ୍ୟ ଏହି କାର୍ଯ୍ୟକ୍ରମରେ…

ମତଦାନ କଲେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ

ପାଇକମାଳ,୫ା୧୨(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ତେବେ ଅନ୍ୟମାନଙ୍କ ପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ମଧ୍ୟ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ସେ ଏହି ନିର୍ବାଚନ ମଣ୍ଡଳୀର ମାଣ୍ଡୋସିଲ…

୮ ଡିସେମ୍ବର ପର୍ଯ୍ୟନ୍ତ ତାମିଲନାଡୁ ସମେତ ୩ ରାଜ୍ୟରେ ସାମୁଦ୍ରିକ ଝଡ଼ ବର୍ଷା ପୂର୍ବାନୁମାନ କଲା ପାଣିପାଗ ବିଭାଗ…

ନୂଆଦିଲ୍ଲୀ,୫।୧୨ : ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆଣ୍ଡାମାନ ଏବଂ ନିକୋବର ନିକଟରେ ସମୁଦ୍ର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଚେତାବନୀ ଦେଇଛି। ଆଇଏମଡି କହିଛି ଯେ ଡିସେମ୍ବର ୮ ତାରିଖ ସକାଳ ପର୍ଯ୍ୟନ୍ତ ତାମିଲନାଡୁ, ପୁଡୁଚେରୀ ଏବଂ ଆନ୍ଧ୍ରପ୍ରଦେଶର କେତେକ…

ନୂଆ ଯୁଦ୍ଧର ପଦଧ୍ୱନୀ: ଇରାନ ବିରୋଧରେ ଇସ୍ରାଏଲକୁ ଆମେରିକାର ସମର୍ଥନ…

ଓ୍ବାଶିଂଟନ,୫।୧୨ : ଫେବୃଆରୀରୁ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ତେବେ ଏବେ ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଏକ ନୂଆ ଯୁଦ୍ଧ ମଧ୍ୟ ହେବାର ଆଶଙ୍କା ରହିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧର ଆଶଙ୍କା ଘନେଇବାରେ…

ଓଲଟିଲା ଯାତ୍ରୀବାହୀ ବସ୍‌

କେନ୍ଦୁଝର,୫ା୧୨(ସ୍ବ.ପ୍ର.): ଢେଙ୍କାନାଳ ଜିଲା କାମାକ୍ଷାନଗରରୁ କେନ୍ଦୁଝର ଆସୁଥିବା ଘରୋଇ ବସ୍‌ ‘ଅମ୍ବା’ ସୋମବାର କାଞ୍ଜିପାଣି ଥାନା ଅନ୍ତର୍ଗତ କୁଆଁର ନିକଟ ଏନ୍‌ଏଚ୍‌ ୪୯ରେ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱକୁ ଓଲଟି ପଡ଼ିଛି। ଏଥିରେ କାହାର ମୃତ୍ୟୁ ହୋଇ ନ ଥିବା ବେଳେ ଅନେକ…

କଲମ୍ବିଆରେ ପୁଣି ଭୂସ୍ଖଳନ: ୩ ମୃତ, ୨୦ରୁ ଅଧିକ ନିଖୋଜ…

ବୋଗୋଟା,୫।୧୨ : କଲମ୍ବିଆରେ ପୁଣି ଥରେ ଭୂସ୍ଖଳନ ହେବାର ଖବର ଆସିଛି। ଭୂସ୍ଖଳନ ଯୋଗୁ ଏକ ସଡ଼କ କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୨୦ରୁ ଅଧିକ ଜଣ ଲୋକ…

ପଦ୍ମପୁର ଉପନିର୍ବାଚନ: ୧୧ଟା ସୁଦ୍ଧା ୨୯.୭୩ ପ୍ରତିଶତ ମତଦାନ

ବରଗଡ଼ ଅଫିସ, ୫।୧୨(ଡି.ଏନ.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଚାଲିଛି। ଉକ୍ତ ନିର୍ବାଚନ ମଣ୍ଡଳୀର ସମସ୍ତ ୩୧୯ ବୁଥରେ ଭୋଟ ଗ୍ରହଣ ଚାଲିଛି। ତେବେ ଦିନ ୧୧ଟା ସୁଦ୍ଧା ଏହି ନିର୍ବାଚନ ମଣ୍ଡଳୀରେ ୨୯.୭୩ ପ୍ରତିଶତ ମତଦାନ…

ଏଥର କିଛି ଅଲଗା କରି ଦେଖାଅ: ଗୁଜରାଟ ଭୋଟରଙ୍କୁ କେଜରିଓ୍ବାଲଙ୍କ ଅନୁରୋଧ…

ଅହମଦାବାଦ,୫।୧୨ : ଗୁଜରାଟର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଭୋଟରମାନେ ଧାଡ଼ି ବାନ୍ଧି ମତଦାନ କେନ୍ଦ୍ରରେ ଭୋଟ ଦେଉଛନ୍ତି। ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜରିୱାଲ ସକାଳ ୭ଟା ୪୫ରେ ଟୁଇଟ କରି…

ମୃତ୍ୟୁ ସଂଖ୍ୟା ଶୂନ, ଦୈନିକ ସଂକ୍ରମଣ ୨୨୪…

ନୂଆଦିଲ୍ଲୀ, ୫।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି କମିଛି। ସେହିପରି ସୁସ୍ଥତା…

ଭାରତରେ ପହଞ୍ଚିଲେ ଜର୍ମାନୀ ବୈଦେଶିକ ମନ୍ତ୍ରୀ, କହିଲେ ଭାରତ ଏକ ବିକଶିତ ହେଉଥିବା ଆର୍ଥିକ ଶକ୍ତି…

ନୂଆଦିଲ୍ଲୀ,୫।୧୨ : ଦୁଇ ଦିନିଆ ଭାରତ ଗସ୍ତରେ ଆସି ଜର୍ମାନୀ ବୈଦେଶିକ ମନ୍ତ୍ରୀ ଏନାଲେନା ବେୟରବୋକ ସୋମବାର ଦିଲ୍ଲୀରେ ପହଞ୍ଚିଛନ୍ତି। ସେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସମେତ ଅନେକ ନେତାଙ୍କୁ ଭେଟିବେ। ଦିଲ୍ଲୀରେ ପହଞ୍ଚିବା ପୂର୍ବରୁ ସେ କହିଥିଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri