ସାମୁଦ୍ରିକ ଜୀବଙ୍କୁ ମଣିଷ ବିପଦ
ମଣ୍ଟ୍ରିଲ, ୧୧।୧୨: ସମୁଦ୍ରରେ ରହୁଥିବା ଜୀବଙ୍କ ପାଇଁ ଏବେ ଘାତକ ସାଜିଛି ମଣିଷ। ମନୁଷ୍ୟକୃତ ଅନେକ କାରଣ ସାମୁଦ୍ରିକ ପ୍ରାଣୀଙ୍କ ଜୀବନକୁ ପ୍ରଭାବିତ କରିଛି। ବେଆଇନ ମାଛଧରିବା, ଜାହାଜ ଚଳାଚଳ, ପ୍ରଦୂଷଣ, ଅଜଣା ରୋଗ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁ ସମୁଦ୍ରରେ…
ଦିନ ୧୨ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସୁଖବିନ୍ଦର, ରାହୁଲ, ପ୍ରିୟଙ୍କା, ଖର୍ଗେ ରହିବେ ଉପସ୍ଥିତ!
ଶିମଲା,୧୧ ।୧୨: କଂଗ୍ରେସର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ସୁଖବିନ୍ଦର ସିଂ ସୁଖୁ ରବିବାର ହିମାଚଳ ପ୍ରଦେଶର ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ଏହି ଶପଥ ଗ୍ରହଣ ସମାରୋହ ଦିନ ୧୨ରେ ଅନୁଷ୍ଠିତ ହେବ । ଏହି…
ନିର୍ମାଣ ନିଗମକୁ ବୁଡ଼ାଇବେ ଅଧିକାରୀ
ଭୁବନେଶ୍ୱର,୧୧ା୧୨(ବ୍ୟୁରୋ): ସରକାରୀ ସଂସ୍ଥା ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ(ଓସିସିଏଲ୍) ଡୁବିବାକୁ ବସିଲାଣି। ଦାୟିତ୍ୱରେ ଥିବା ଅଧିକାରୀ, କର୍ମଚାରୀ ମିଳିମିଶି ନିଗମକୁ ତଳିତଳାନ୍ତ କରିବାରେ ଲାଗିଛନ୍ତି। କେତେଜଣ ଅଧିକାରୀଙ୍କ ଦୁର୍ନୀତିଖୋର ମନୋଭାବ ଏହି ଲାଭଜନକ ସଂସ୍ଥାକୁ ଭିତରୁ ଖୋଳ କରିସାରିଲାଣି। ବିଭିନ୍ନ ପ୍ରକଳ୍ପ…
ନଅ ବର୍ଷ ପରେ ବୈଷ୍ଣୋଦେବୀ ମନ୍ଦିର ପହଞ୍ଚିଲେ ସବୁଠାରୁ ଅଧିକ ଭକ୍ତ, ପ୍ରତିଦିନ ଆସୁଛନ୍ତି ପ୍ରାୟ ୧୩ ହଜାର ଶ୍ରଦ୍ଧାଳୁ
ଜମ୍ମୁ,୧୧ ।୧୨: ତ୍ରିକୁଟା ପାହାଡ଼ରେ ଅବସ୍ଥିତ ବୈଷ୍ଣୋଦେବୀ ମନ୍ଦିରରେ ଚଳିତ ବର୍ଷ ଏବେ ପର୍ଯ୍ୟନ୍ତ ୮୭ ଲକ୍ଷ ଲୋକ ଦେବୀ ମଆଙ୍କ ଦର୍ଶନ କରି ସାରିଲେଣି । ଶ୍ରଦ୍ଧାଳୁଙ୍କ ଏହି ସଂଖ୍ୟା ଗତ ୯ ବର୍ଷ ମଧ୍ୟରେ ସର୍ବାଧିକ । ୨୦୧୩ରେ…
ମହାକାଶରେ ବ୍ଲାକ ହୋଲ ସହ ପିଟି ହେଲେ ଅନେକ ତାରା, ଖୁବ ଜୋର୍ ବିସ୍ଫୋରଣ
ୱାଶିଂଟନ,୧୧ ।୧୨: ମହାକାଶରେ ବହୁ ସଂଖ୍ୟାରେ ତାରା ବ୍ଲାକ ହୋଲ ସହ ପିଟି ହେବାରୁ ଏକ ବଡ ବିସ୍ଫୋରଣ ହୋଇଛି । ଗାମା ରଶ୍ମୀର ଏହି ବିସ୍ଫୋରଣକୁ ସ୍ପେସ ଟେଲିସ୍କୋପ ଏବଂ ନାସାର ଅବଜରଭେଟୋରୀ ଦେଖିଛି । ୟୁନିଭର୍ସିଟି ଅଫ ଲିସେଷ୍ଟରର…
ମହିଳାଙ୍କୁ ଥରେ ସରୋଗେସି ପାଇଁ ଅନୁମତି, ନିର୍ଦ୍ଦେଶ ଜାରି କଲେ ସରକାର…
କୋଲକାତା,୧୦।୧୨ : ପଶ୍ଚିମବଙ୍ଗରେ ମହିଳାଙ୍କୁ ମାତ୍ର ଥରେ ସରୋଗେସି ପାଇଁ ଅନୁମତି ପ୍ରଦାନ କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଗଦଶିକା ଜାରି କରାଯାଇଛି। ଏହା ଦ୍ୱାରା ବହୁ ଅନିୟମିତତା ଉପରେ ଅଙ୍କୁଶ ଲାଗିବ ବୋଲି ରାଜ୍ୟ ସରକାର କହିଛନ୍ତି। ଏହାଦ୍ୱାରା…
ନିମ୍ବଗଛରୁ ଝରୁଛି କ୍ଷୀର, ପୂଜାର୍ଚ୍ଚନା ଲାଗି ଜମୁଛି ଭିଡ଼
ପାରଳାଖେମୁଣ୍ଡି,୧୦ା୧୨(ଡି.ଏନ୍.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ମାଛମରା ନିକଟସ୍ଥ ମୁଡୁବନ୍ଧ ଗ୍ରାମ ନିକଟ ଏକ ଚାଷଜମିରେ ଥିବା ନିମ୍ବଗଛରୁ କ୍ଷୀର ବାହାରୁଥିବାର ଦେଖିବାକୁ ମିଳୁଛି। ଏହାକୁ ଦେଖିବା ତଥା ପୂଜାର୍ଚ୍ଚନା କରିବା ନିମନ୍ତେ ପ୍ରବଳ ଭିଡ଼ ଜମୁଥିବାର ମଧ୍ୟ ଦେଖିବାକୁ ମିଳୁଛି।…
ସୀମା ବିବାଦ ନେଇ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ପ୍ରଧାନମନ୍ତ୍ରୀ: ଉଦ୍ଧବ ଠାକରେ…
ମୁମ୍ବାଇ,୧୦।୧୨ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଉଦ୍ଧବ କହିଛନ୍ତି ମହାରାଷ୍ଟ୍ର କର୍ନାଟକ ସୀମା ବିବାଦ ନେଇ ପ୍ରଧାନମନ୍ତ୍ରୀ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ। ପ୍ରଧାନମନ୍ତ୍ରୀ ନାଗପୁର-ମୁମ୍ବାଇ ଏକ୍ସପ୍ରେସ ଓ୍ବେ ଲୋକାର୍ପିତ…
୨୫ ଭାରତୀୟ ଶିକ୍ଷାର୍ଥୀଙ୍କୁ କ୍ୱାଡ ଫେଲୋଶିପ…
ଓ୍ବାଶିଂଟନ,୧୦।୧୨ : ଆମେରିକା ପକ୍ଷରୁ କ୍ୱାଡ ଫେଲୋଶିପ୍ ଘୋଷଣା କରାଯାଇଛି। ୨୫ ଜଣ ଭାରତୀୟ ଶିକ୍ଷାର୍ଥୀଙ୍କୁ ଏଥିପାଇଁ ମନୋନୀତ କରାଯାଇଛି। ଅଷ୍ଟ୍ରେଲିଆ, ଭାରତ, ଜାପାନ ଏବଂ ଆମେରିକାର ୨୫ ଜଣ ଲେଖାଏଁ ଶିକ୍ଷାର୍ଥୀଙ୍କୁ ଏନେଇ ଚୟନ କରାଯାଇଛି। ମୋଟ ୧୦୦ଜଣ ଶିକ୍ଷାର୍ଥୀଙ୍କୁ…
ଗୁଗଲ ଜିମେଲ୍ ସର୍ଭର ଡାଉନ…
ନୂଆଦିଲ୍ଲୀ,୧୦।୧୨ : ଗୁଗଲର ଇ-ମେଲ ସର୍ଭିସ୍ ଜିମେଲ୍ ସର୍ଭର ଶନିବାର ସନ୍ଧ୍ୟାପରେ ଡାଉନ ହୋଇଥିବା କୁହାଯାଉଛି। ଜିମେଲ ଆପ୍ ଏବଂ ଏହାର ଡେସ୍କଟପ୍ ଭର୍ସନ ଉଭୟ ଡାଉନ ରହିଛି। ଫଳରେ ୟୁଜରମାନେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସନ୍ଧ୍ୟାପରେ ଏଭଳି ସମସ୍ୟା ସୃଷ୍ଟି…
ଏନଜିଟି ଆଦେଶ ଉପରେ ସୁପ୍ରିମ୍କୋର୍ଟଙ୍କ ରୋକ…
ନୂଆଦିଲ୍ଲୀ,୧୦।୧୨ : ବିଏସ୍-୪ ଯୋଗ୍ୟତାରୁ କମ୍ ଥିବା ଗାଡ଼ିକୁ ୬ ମାସ ମଧ୍ୟରେ ହଟାଇବା ନେଇ ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନଜିଟି)ଙ୍କର ଆଦେଶ ଉପରେ ସୁପ୍ରିମ୍କୋର୍ଟ ରୋକ ଲଗାଇଛନ୍ତି। ପର୍ଯ୍ୟାୟ କ୍ରମେ ଏସବୁ ଗାଡ଼ିକୁ ହଟାଯିବା ପାଇଁ ଏନଜିଟି ଆଦେଶ ଜାରି କରିଥିଲେ।…
ତେଲେଙ୍ଗାନାରେ ୨୪ ଉପାଧ୍ୟକ୍ଷ-୮୪ ମହାସଚିବ ନିଯୁକ୍ତି କଲା କଂଗ୍ରେସ…
ହାଇଦ୍ରାବାଦ,୧୦।୧୨ : କଂଗ୍ରେସ ହାଇକମାଣ୍ଡ ପକ୍ଷରୁ ତେଲେଙ୍ଗାନାରେ ୨୪ ଉପାଧ୍ୟକ୍ଷ ଏବଂ ୮୪ ମହାସଚିବ ନିଯୁକ୍ତି ପାଇଁ ନାମ ତାଲିକା ଘୋଷଣା କରାଯାଇଛି। ଏହା ସହିତ ରାଜ୍ୟର ୨୬ ଜିଲାରର ପଦାଧିକାରୀଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। କମିଟି ଅଧ୍ୟକ୍ଷ ତାଲିକାରେ ରଓ୍ବେନ୍ତୀ…
Archives


